Opened
By The Kingdom Tribe (TKT).
Built by Paruto.
v2.3.3
Skip to content
Opened
en
Today
Ask
Read
Journey
More
Luke
Luke
11
DSO
BSB
A
a
Luke 11
11
Luke
The journey to Jerusalem
Desiya New Testament
Jonah
, person
Solomon
, person
John
, person
Nineveh
, place
South
, place
Queen of Sheba
, person
Abel
, person
Zechariah
, person
Desiya New Testament
Berean Standard Bible
1
DSO
ତରେକ୍ ଜିସୁ ଗଟେକ୍ ଜାଗାଇ ପାର୍ତନା କର୍ତେରଇଲା । ସେ ପାର୍ତନା କରି ସାରାଇଲା ପଚେ, ତାକର୍ ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ତାକେ କଇଲା, “ଏ ମାପ୍ରୁ ଡୁବନ୍ ଦେଉ ଜଅନ ଜେନ୍ତାରି ନିଜର୍ ସିସ୍ମନ୍କେ ପାର୍ତନା କର୍ବାକେ ସିକାଇଲା, ତମେମିସା ଆମ୍କେ ପାର୍ତନା କର୍ବାକେ ସିକାଆ ।”
BSB
BSB:
One day in a place where Jesus had just finished praying, one of His disciples requested, “Lord, teach us to pray, just as John taught his disciples.”
2
DSO
ଜିସୁ ସେମନ୍କେ କଇଲା, ଜେଡେବେଲେ ତମେ ପାର୍ତନା କର୍ସା, ସେଡ୍କିବେଲେ କୁଆ, “ବାବା ତମର୍ ନାଉଁ ସୁକଲ୍ବଲି ସବୁଲକ୍ ମାନତ୍ । ତମର୍ ରାଇଜ୍ ଆସ ।
BSB
BSB:
So Jesus told them,
“When you pray, say: ‘Father, hallowed be Your name. Your kingdom come.
3
DSO
ସବୁଦିନ୍ ଆମ୍କେ ଆମର୍ ଦର୍କାର୍ ରଇଲା କାଦି କାଇବାକେ ଦିଆ ।
BSB
BSB:
Give us each day our daily bread.
4
DSO
ଆମର୍ ସବୁ ପାପ୍ କେମା କରିଦିଆସ୍, କାଇକେବଇଲେ ଆମେ ମିସା ଆମର୍ ବିରୁଦେ ବୁଲ୍ କଲା ଲକ୍ମନ୍କେ କେମା କଲୁନି । ଆମ୍କେ ପାପ୍ ଦସ୍ କରାଇବା ସବୁର୍ତେଇଅନି ରକିଆ କରା ।”
BSB
BSB:
And forgive us our sins, for we also forgive everyone who sins against us. And lead us not into temptation.’”
5
DSO
ପଚେ ଜିସୁ ତାର୍ ସିସ୍ମନ୍କେ କଇଲା, “ତମର୍ ଏନ୍ତାରି କାର୍ ମଇତର୍ ଆଚେ କି, ଜାର୍ଲଗେ କି ତମେ ମଜାରାତି ଜାଇ କଇପାରାସ୍, ଏ ମଇତର୍, ମକେ ତିନ୍ଟା ରୁଟି ଉଦାର୍ ଦେଇରୁଆ,
BSB
BSB:
Then Jesus said to them,
“Suppose one of you goes to his friend at midnight and says, ‘Friend, lend me three loaves of bread,
6
DSO
କାଇକେବଇଲେ, ମର୍ ଗଟେକ୍ ବେସି ଦୁରର୍ ସାଙ୍ଗ ଆସିଆଚେ, ତାକେ କାଇବାକେ ଦେବାକେ ମର୍ଲଗେ କାଇଟାମିସା ନାଇ ।
BSB
BSB:
because a friend of mine has come to me on a journey, and I have nothing to set before him.’
7
DSO
ଆରି ବିତ୍ରେଅନି ସେ କଇସି, ମକେ କସ୍ଟ ଦିଆନାଇ, କାପାଟ୍ ଡାବ୍ଲୁବେ, ଆରି ମର୍ସଙ୍ଗ୍ ମର୍ ପିଲାମନ୍ ସଇଆଚତ୍ । ତମ୍କେ ଉଟିକରି ଦେଇନାପାରି ।
BSB
BSB:
And suppose the one inside answers, ‘Do not bother me. My door is already shut, and my children and I are in bed. I cannot get up to give you anything.’
8
DSO
ମୁଇ ତମ୍କେ କଇଲିନି, ତମର୍ ମଇତର୍ ଅଇରଇଲେ ମିସା ସେ ଉଟିକରି ରୁଟି ନ ଦେଏ, ମାତର୍ ତମେ ଲାଜ୍ ନ ଅଇ ମାଙ୍ଗିଲାଗିରଇଲେ, ସେ ଉଟିକରି ତକେ ଜେତ୍କି ଲଡା, ସେତ୍କି ଦେଇସି ।”
BSB
BSB:
I tell you, even though he will not get up to provide for him because of his friendship, yet because of the man’s persistence, he will get up and give him as much as he needs.
9
DSO
ମୁଇ ତମ୍କେ କଇଲିନି, ମାଙ୍ଗା ତେବେ ତମ୍କେ ଦିଆଅଇସି । କଜା, ତେଇ ତମେ ମିଲାଇସା । କାପାଟେ ବାଜାଆ, ତେଇ ତମର୍ପାଇବଲି ଉଗାଡି ଦିଆଅଇସି ।
BSB
BSB:
So I tell you: Ask, and it will be given to you; seek, and you will find; knock, and the door will be opened to you.
10
DSO
କାଇକେବଇଲେ, ଜେ ମାଙ୍ଗ୍ସି, ସେ ପାଇସି । ଜେ କଜ୍ସି, ସେ ମିଲାଇସି । ଜେ କାପାଟେ ବାଜାଇସି, ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
BSB
BSB:
For everyone who asks receives; he who seeks finds; and to him who knocks, the door will be opened.
11
DSO
“ଆରି ତମର୍ ବିତ୍ରେ ଏନ୍ତାରି ବାବା କେ ଆଚେ, ଜେ କି ଜନ୍ ବାବାକେ ତାର୍ ପଅ ମାଚ୍ ମାଙ୍ଗ୍ଲେ, ତାକେ ମାଚ୍ ନ ଦେଇ ସାଁପ୍ ଦେଇସି ?
BSB
BSB:
What father among you, if his son asks for a fish, will give him a snake instead?
12
DSO
କି ଗାର୍ ମାଙ୍ଗ୍ଲେ, ସେ ତାକେ ବିସ୍କାକ୍ଡା ଦେଇସି ?
BSB
BSB:
Or if he asks for an egg, will give him a scorpion?
13
DSO
ତେବେ ତମେ କରାପ୍ ଲକ୍ ଅଇଲେ ମିସା, ନିଜର୍ ନିଜର୍ ପିଲାମନ୍କେ ନିକ ନିକ ବିସଇ ଦେବାର୍ ଜାନାସ୍ । ତେବେ ଜନ୍ ବାବା ସର୍ଗେଅନି ଦାନ୍ କଲାନି, ସେ ଜାନେ, ସେ ତାକେ ମାଙ୍ଗ୍ବା ଲକ୍କେ କେତେକ୍ ଅଦିକ୍ ସୁକଲ୍ ଆତ୍ମା ଦେଇସି !”
BSB
BSB:
So if you who are evil know how to give good gifts to your children, how much more will your Father in heaven give the Holy Spirit to those who ask Him!”
14
DSO
ତରେକ୍ ଜିସୁ ଗଟେକ୍ ଲକର୍ତେଇଅନି ଡୁମା ଚାଡାଇତେରଇଲା । ସେ ଡୁମା ଗୁଲାଟା । ଡୁମା ବାରଇଗାଲା ପଚେ ଗୁଲା ଲକ୍ କାତା କଇଲା । କାତାକଇଲାକେ ତେଇ ରଇବା ଲକ୍ମନ୍ କାବାଅଇଗାଲାଇ ।
BSB
BSB:
One day Jesus was driving out a demon that was mute. And when the demon was gone, the man who had been mute spoke. The crowds were amazed,
15
DSO
ମାତର୍ ସେମନର୍ ବିତ୍ରେ କେ କେ କଇଲାଇ, “ସେ ଡୁମାମନର୍ ନେତା ବାଲ୍ଜିବୁଲର୍ ସାଇଜ ନେଇ ଡୁମା ଚାଡାଇସି ।”
BSB
BSB:
but some of them said, “It is by Beelzebul, the prince of the demons, that He drives out demons.”
16
DSO
ବିନ୍ଲକ୍ମନ୍ ଜିସୁକେ ପରିକାକରି ପାନ୍ଦେ ପାକାଇବାକେ ବାବ୍ତେ ରଇଲା । ତେବର୍ପାଇ ପର୍ମେସର୍ ତାର୍ ରକିଆକାରି ବଲି ସବୁକେ ଜାନାଇବାକେ ଗଟେକ୍ କାବାଅଇଜିବା ଚିନ୍ ଦେକାଇବାକେ କଇଲାଇ ।
BSB
BSB:
And others tested Him by demanding a sign from heaven.
17
DSO
ମାତର୍ ଜିସୁ ତାକର୍ ମନର୍ କାତା ଜାନି, ସେମନ୍କେ କଇଲା, “ଗଟେକ୍ ରାଇଜ୍ ଦୁଇ ବାଗ୍ ଅଇକରି, ନିଜର୍ ନିଜର୍ ବିରୁଦେ ଜୁଇଦ୍ କଲେ, ସେଟା କୁରୁପ୍ନାସ୍ ଅଇଜାଇସି । ଗଟେକ୍ ଗରର୍ ଲକ୍ ନିଜର୍ ନିଜର୍ ବିରୁଦେ ଲାଗ୍ଲେ, ସେ ଗର୍ ମିସା ବାଙ୍ଗିଜାଇସି ।
BSB
BSB:
Knowing their thoughts, Jesus said to them,
“Every kingdom divided against itself will be laid waste, and a house divided against a house will fall.
18
DSO
ଆରି ସଇତାନ୍ ମିସା ବାଗ୍ ବାଗ୍ ଅଇ, ନିଜର୍ ବିରୁଦେ ଉଟ୍ଲାନି ବଇଲେ, ତାର୍ ରାଇଜ କେନ୍ତି ତବିର୍ ଅଇକରି ରଇସି ? ନାଇ ନ ରଏ । ମୁଇ କାଇକେ ଏଟା କଇଲିନି ବଇଲେ, ବାଲ୍ଜିବୁଲର୍ ସାଇଜ ନେଇ ଡୁମା ଚାଡାଇଲିନି ବଲି ତମେ ତା କଇଲାସ୍ନି ।
BSB
BSB:
If Satan is divided against himself, how can his kingdom stand? After all, you say that I drive out demons by Beelzebul.
19
DSO
ତମର୍ ପଅମନ୍ ବାଲ୍ଜିବୁଲର୍ ବପୁ ପାଇ ସେମନ୍କେ ଚାଡାଇବାଇ, ତେବର୍ପାଇ ସେମନ୍ସେ ତମ୍କେ ବିଚାର୍ କର୍ବାଇ ।
BSB
BSB:
And if I drive out demons by Beelzebul, by whom do your sons drive them out? So then, they will be your judges.
20
DSO
ନାଇ, ମୁଇ ପର୍ମେସରର୍ ବପୁସଙ୍ଗ୍ ଡୁମା ଚାଡାଇବି । ତେବେ ତା ଏଟା ଜାନାଇ ଦେଲାନି, କି ପର୍ମେସରର୍ ରାଇଜ୍ ତମର୍ ଲଗେ କେଟ୍ଲାବେ ବଲି ।”
BSB
BSB:
But if I drive out demons by the finger of God, then the kingdom of God has come upon you.
21
DSO
“ଜେଡେବେଲେ ଗଟେକ୍ ବପୁର୍ ଲକ୍ ଆତ୍ଅତିଆର୍ ଦାରି ନିଜର୍ ଗର୍ ଜାଗ୍ସି, ସେଡେବେଲାଜାକ ତାର୍ ଦନ୍ କାଇଟା ନ ଅଏ ।
BSB
BSB:
When a strong man, fully armed, guards his house, his possessions are secure.
22
DSO
ମାତର୍ ଜେଡେବେଲେ ତାର୍ ଟାନେଅନି ଅଦିକ୍ ବପୁର୍ଲକ୍ ଆସି, ତାକେ ଲାଗିକରି ଜିତ୍ସି । ଗରର୍ ସାଉକାର୍ ଜନ୍ ଆତ୍ଆତିଆର୍ ଦାରି ନିଜେ ରକିଆ ପାଇତେରଇଲା , ସେ ସବୁଜାକ ବପୁର୍ ଲକ୍ ଚାଡାଇନେଇସି । ଆରି ଚାଡାଇ ନେଲାଟା ସେ ମନ୍କଲା ପାରା କାକେ ମିସା ବାଟା କରିଦେଇସି ।
BSB
BSB:
But when someone stronger attacks and overpowers him, he takes away the armor in which the man trusted, and then he divides up his plunder.
23
DSO
“ଜେ ଆମ୍କେ ବିରଦ୍ ନ କରେ, ସେ ଆମର୍ ନିଜର୍ ଲକ୍ । ଜେ ମର୍ ସଙ୍ଗ୍ କୁଡାଏନାଇ, ସେ ବିଚିପାକାଇସି ।”
BSB
BSB:
He who is not with Me is against Me, and he who does not gather with Me scatters.
24
DSO
“ଗଟେକ୍ କରାପ୍ ଆତ୍ମା ମୁନୁସର୍ଟାନେଅନି ବାରଇଗାଲାପଚେ, ସେ ଆତ୍ମା ବିସ୍ରାମ୍ କର୍ବାକେ ସୁକ୍ଲା ଜାଗାଇ କନ୍ଆଲେ ଲକର୍ଟାନେ ରଇବାକେ କଜି ବୁଲ୍ସି । ଆରି ଜାଗା ନ ମିଲ୍ଲେ କଇସି, ମୁଇ ଜନ୍ ଲକର୍ ଟାନେଅନି ବାରଇଆସି ରଇଲି, ସେ ଲକର୍ଟାନେସେ ବାଉଡି ଜିବି ।
BSB
BSB:
When an unclean spirit comes out of a man, it passes through arid places seeking rest and does not find it. Then it says, ‘I will return to the house I left.’
25
DSO
ଜେଡେବେଲେ ସେ ଡୁମା ଚାଡ୍ଲା ମୁନୁସର୍ଲଗେ ଆସି ପରିଚଲ୍ରଇ ନିମାନ୍ ସଜାଇଅଇରଇଲାଟା ଦେକ୍ସି ।
BSB
BSB:
On its return, it finds the house swept clean and put in order.
26
DSO
ତାର୍ପଚେ ସେ ଡୁମା ଜାଇକରି ତାର୍ଟାନେଅନି ବାନିଆରଇବା ବିନ୍ ବିନ୍ ସାତ୍ଟା ଡୁମାମନ୍କେ ଡାକିଆନ୍ସି । ସେମନ୍ କେଟିକରି ତେଇ ବାସା ଅଇବାଇ, ଆରି ସେ ଲକ୍ ଆଗ୍ତୁ ଜେନ୍ତାର୍ ଅଇରଇଲା, ତାର୍ତେଅନି ସାରାସାରି ଅଦିକ୍ କରାପ୍ ଅଇଜାଇସି ।”
BSB
BSB:
Then it goes and brings seven other spirits more wicked than itself, and they go in and dwell there. And the final plight of that man is worse than the first.”
27
DSO
ଜିସୁ ଏନ୍ତାରି ସବୁ କାତା କଇବାବେଲେ ଲକ୍ମନର୍ ବିତ୍ରେଅନି ଗଟେକ୍ ମାଇଜିଟକି ଆଉଲିଅଇ କଇଲା, “କେଡେକ୍ କରମର୍ ମାଆ ଜେ କି ତମ୍କେ ଜନମ୍ ଦେଲା ଆରି ନିଜର୍ ଦୁଦ୍ କୁଆଇଲା ।”
BSB
BSB:
As Jesus was saying these things, a woman in the crowd raised her voice and said, “Blessed is the womb that bore You, and blessed are the breasts that nursed You!”
28
DSO
ମାତର୍ ଜିସୁ କଇଲା, “ନାଇ, ଜନ୍ ଲକ୍ମନ୍ ପର୍ମେସରର୍ ବାକିଅ ସୁନ୍ବାଇ ଆରି ସେଟା ମାନ୍ବାଇ, ସେମନ୍ ନିକ କରମର୍ ଲକ୍ ।”
BSB
BSB:
But He replied,
“Blessed rather are those who hear the word of God and obey it.”
29
DSO
ଲକ୍ମନ୍ ଦଲ୍ ଦଲ୍ ଅଇ ଜିସୁର୍ଲଗେ ଟୁଲ୍ ଅଇବାବେଲାଇ ସେ କଇବାର୍ ଦାର୍ଲା । “ଏବର୍ ଜୁଗର୍ ମୁନୁସ୍ମନ୍ କରାପ୍, ଏମନ୍ କାବା ଅଇଜିବା କାମର୍ ଚିନ୍ କଜ୍ଲାଇନି । ମାତର୍ ଜୁନସ୍କେ ଗଟ୍ଲା ଚିନ୍ ଚାଡିକରି ଆରି କାଇ ବିନ୍ ଚିନ୍ ମିସା ଦିଆ ନ ଅଏ ।
BSB
BSB:
As the crowds were increasing, Jesus said,
“This is a wicked generation. It demands a sign, but none will be given it except the sign of Jonah.
30
DSO
କାଇକେବଇଲେ ଜୁନସ୍ ଜେନ୍ତି ନିନିବିୟ ଲକ୍ମନର୍ପାଇ ଚିନ୍ପାରା ଅଇଲା, ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ମିସା ଏବର୍ ଲକ୍ମନର୍ପାଇ ଚିନ୍ ପାରା ଅଇବି ।
BSB
BSB:
For as Jonah was a sign to the Ninevites, so the Son of Man will be a sign to this generation.
31
DSO
ବିଚାର୍ନା ଦିନେ ଦକିନ୍ ଦେସେ ରଇବା ସେବା ନାଉଁର୍ ରାନି, ଏବର୍ ଲକ୍ମନର୍ ବିରଦେ ଉଟି, ଏମନ୍କେ ଦସି କରାଇସି, କାଇକେବଇଲେ ସେ ରାନି, ସଲ୍ମନ୍ ରାଜା ସିକାଇରଇବା ଗିଆନର୍ କାତା ସୁନ୍ବାକେ ବେସି ଦୁର୍ଅନି ଆସିରଇଲା । ଆରି ଦେକା ! ସଲ୍ମନର୍ଟାନେଅନି ଅଦିକ୍ ବଡ୍ ଲକ୍ ଇତି ଆଚେ ।
BSB
BSB:
The Queen of the South will rise at the judgment with the men of this generation and condemn them; for she came from the ends of the earth to hear the wisdom of Solomon, and now One greater than Solomon is here.
32
DSO
ବିଚାର୍ନାଦିନେ ନିନିବିର୍ ଲକ୍ମନ୍ ଏବର୍ ମୁନୁସ୍ମନର୍ ବିରୁଦେ ଟିଆଅଇ ଏମନ୍କେ ଦସି କର୍ବାଇ । କାଇକେବଇଲେ ସେମନ୍, ଜୁନସ୍ ମାପ୍ରୁର୍ କାତା ଜାନାଇଲାକେ, ପାପ୍କାମେଅନି ବାଉଡିରଇଲାଇ, ଆରି ଦେକା ! ଜୁନସର୍ ଟାନେଅନି ବଡ୍ ଲକ୍ ଇତି ଆଚେ ।
BSB
BSB:
The men of Nineveh will stand at the judgment with this generation and condemn it; for they repented at the preaching of Jonah, and now One greater than Jonah is here.
33
DSO
“କେ ମିସା ବତି ଡସାଇ ମାନ୍ତଲେ ଡାବିକରି ନ ସଙ୍ଗଅତ୍ । ମାତର୍ ବତି ସଙ୍ଗଇବା କୁଦ୍ରାଇ ସଙ୍ଗଇବାଇ, ଜେନ୍ତାରିକି ଗର୍ବିତ୍ରେ ଜିବାଲକ୍ମନ୍ ଉଜଲ୍ ଦେକିପାର୍ବାଇ ।
BSB
BSB:
No one lights a lamp and puts it in a cellar or under a basket. Instead, he sets it on a stand, so those who enter can see the light.
34
DSO
ତମର୍ ଆଁକି, ଗାଗଡର୍ ବତି । ଜେଡେବଲ୍ ତମର୍ ଆଁକି ନିକ ରଇସି, ସେଡେବେଲେ, ତମର୍ ଗୁଲାଇ ଗାଗଡ୍ ମିସା ଉଜଲ୍ ଅଇସି । ମାତର୍ ଜେଡେବେଲେ ସେଟା ମୁର୍କି ରଇସି, ସେଡ୍କିବେଲା ତମର୍ ଗାଗଡ୍ ମିସା ଆନ୍ଦାର୍ ଅଇଜାଇସି ।
BSB
BSB:
Your eye is the lamp of your body. When your eyes are good, your whole body also is full of light. But when they are bad, your body is full of darkness.
35
DSO
ତେବେ ମନେ ରଅ, ଜାଗ୍ରତ୍ଅଇ ରୁଆ, ଜେନ୍ତିକି ତମର୍ ବିତ୍ରର୍ ଉଜଲ୍ କେବେ ଆନ୍ଦାର୍ ନ ଅଏ ।
BSB
BSB:
Be careful, then, that the light within you is not darkness.
36
DSO
ଏଟାର୍ପାଇ ତମର୍ ଗୁଲାଇ ଗାଗଡ୍ ଜଦି ଉଜଲ୍ ଅଇସି ଆରି ତେଇର୍ କଣ୍ଡେକ୍ ମିସା ଆନ୍ଦାର୍ ନ ରଏ, ସେନ୍ତାର୍ଅଇଲେ, ବତି ଜେନ୍ତି ଜଗ୍ଜଗି ଜାଇ ଉଜଲ୍ ଦେଇସି, ସେନ୍ତାରି ତମର୍ ଗୁଲାଇ ଗାଗଡ୍ ଉଜଲ୍ ଅଇସି ।”
BSB
BSB:
So if your whole body is full of light, with no part of it in darkness, you will be radiant, as though a lamp were shining on you.”
37
DSO
ଜିସୁ କାତା କଇସାରାଇଲା ପଚେ ଗଟେକ୍ ପାରୁସିଲକ୍ ତାକେ ନିଜର୍ ଗରେ କାଇବାକେ ଡାକ୍ଲା, ଆରି ଗରେ ବସାଇଲା ।
BSB
BSB:
As Jesus was speaking, a Pharisee invited Him to dine with him; so He went in and reclined at the table.
38
DSO
ମାତର୍ ଜିସୁ ଜିଉଦି ରିତିନିତି ଇସାବେ ଦୁଆପୁଚା ନ ଅଇରଇଲାକେ ଏଟା ଦେକି ସେ ପାରୁସି ଲକ୍ କାବା ଅଇଗାଲା ।
BSB
BSB:
But the Pharisee was surprised to see that Jesus did not first wash before the meal.
39
DSO
ଜିସୁ ତାକେ କଇଲା, “ତମେ ପାରୁସିମନ୍ ଗିନା ଆରି ତାଲାର୍ ବାଇରେ ମାଞ୍ଜିରଇସା, ମାତର୍ ତମର୍ ବିତ୍ରର୍ ସକ୍ଡି ବେନ୍ବେନା ରଇସି । କରାପ୍ଟା ଆରି ଲବ୍ କର୍ବାଟା ସବୁ ପୁରୁନ୍ ଅଇଆଚେ ।
BSB
BSB:
Then the Lord said,
“Now you Pharisees clean the outside of the cup and dish, but inside you are full of greed and wickedness.
40
DSO
ଏ ବକୁଆମନ୍ ! ଜେ ଗାଗଡର୍ ବାଇରର୍ଟା ତିଆର୍ କଲା ଆଚେ, ସେ କାଇ ବିତ୍ରର୍ଟା ମିସା ତିଆର୍ କରେନାଇ କି ?
BSB
BSB:
You fools! Did not the One who made the outside make the inside as well?
41
DSO
ତେବର୍ପାଇ ତମେ ଜନ୍ଟା କଟିକରି ସଙ୍ଗଇ ଆଚାସ୍, ସେଟା ଦୁକିରୁକି ଲକ୍ମନ୍କେ ଦାନ୍କରା, ଆରି ଦେକା, ତମେ ପୁରାପୁରୁନ୍ ପରିଚଲ୍ ଅଇଜାଇସା ।”
BSB
BSB:
But give as alms the things that are within you, and behold, everything will be clean for you.
42
DSO
“ଅଇରେ ପାରୁସିମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ ! କାଇକେବଇଲେ ତମର୍ ବାଡେଅନି କାମାଇଲାଟା ଦସ୍ବାଗ୍ ଅନି ବାଗେକ୍ ଦେଲାସ୍ନି । ମାତର୍ ତମେ ନିଆଇ ଆରି ଦୟା ଏଲା କଲାସ୍ନି । ଏଟାସଙ୍ଗ୍ ବାଗେକ୍ ଦେବାଟା ମିସା ଚାଡ୍ବାର୍ ନାଇ ।”
BSB
BSB:
Woe to you Pharisees! For you pay tithes of mint, rue, and every herb, but you disregard justice and the love of God. You should have practiced the latter without neglecting the former.
43
DSO
“ଅଇରେ ପାରୁସିମନ୍, ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ ! କାଇକେବଇଲେ ତମେ ପାର୍ତନାଗରେ ମୁକିଅ ଜାଗାଇ ବସ୍ବାକେ ମନ୍ କର୍ସା ଆରି ଆଟେବାଟେ ଲକ୍ମନର୍ଟାନେଅନି ଜୁଆର୍ କରାଇଅଇବାକେ ବଲ୍ ବଲାଇଅଇସା ।
BSB
BSB:
Woe to you Pharisees! For you love the chief seats in the synagogues and the greetings in the marketplaces.
44
DSO
ଅଇରେ ପାରୁସିମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ । କାଇକେବଇଲେ, ତମେ ନ ଡିସ୍ବା ସମାଦି ପାରା । ତାର୍ ଉପ୍ରେ ଆସା ଜା କର୍ବା ଲକ୍ମନ୍ ସେଟା ସମାଦି ବଲି ନାଜାନତ୍ ।”
BSB
BSB:
Woe to you! For you are like unmarked graves, which men walk over without even noticing.”
45
DSO
ତେଇ ସାସ୍ତର୍ ସିକାଇବା ଦରମ୍ ଗୁରୁମନର୍ ବିତ୍ରେଅନି ଗଟେକ୍ ପଣ୍ଡିତ୍ ଜିସୁକେ କଇଲା, “ଏ ଗୁରୁ ତମେ ପାରୁସିମନର୍ ବିସଇ କଇକରି ଆମ୍କେ ଲାଜ୍ କରାଇଲାସ୍ନି ।”
BSB
BSB:
One of the experts in the law told Him, “Teacher, when You say these things, You insult us as well.”
46
DSO
ଜିସୁ କଇଲା, “ଅଇରେ ସାସ୍ତର୍ ସିକାଉ ପଣ୍ଡିତ୍ମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ ! କାଇକେବଇଲେ ତମେ ଲକ୍ମନ୍କେ ବେସି ଆବଡ୍ ନିୟମ୍ ମାନ୍ବାକେ କଇଲାସ୍ନି, ଆରି ସେ ନିୟମ୍ ମାନ୍ବାକେ ମୁଲ୍କେ ଆଙ୍ଗ୍ଟିତେଇ ଉଟାଇବା ଏତ୍କି ମିସା ସାଇଜ କରାସ୍ ନାଇ ।
BSB
BSB:
“Woe to you as well, experts in the law!”
He replied.
“For you weigh men down with heavy burdens, but you yourselves will not lift a finger to lighten their load.
47
DSO
ଅଇରେ, ଡଣ୍ଡ୍ ପାଉମନ୍! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ । କାଇକେବଇଲେ, ତମେ ବବିସତ୍ବକ୍ତାମନର୍ ମସ୍ନେ ସମାଦି ତିଆର୍ କର୍ତେରଇସା, ମାତର୍ ତମର୍ ଆନିଦାଦିମନ୍ ସେମନ୍କେ ମରାଇରଇଲାଇ ।
BSB
BSB:
Woe to you! For you build tombs for the prophets, but it was your fathers who killed them.
48
DSO
ତେବେ ତମର୍ ଆନିଦାଦିମନର୍ ଦରମ୍ କରମ୍ ବିସଇର୍ ତମେ ସାକି ଆଚାସ୍ । ଆରି ସେଟା ମାନ୍ଲାସ୍ନି କାଇକେବଇଲେ ସେମନ୍ ସିନା ବବିସତ୍ବକ୍ତାମନ୍କେ ମରାଇରଇଲାଇ, ମାତର୍ ତମେ ସେମନର୍ ସମାଦିର୍ କାମ୍ ତିଆର୍ କଲାସ୍ନି ।
BSB
BSB:
So you are witnesses consenting to the deeds of your fathers: They killed the prophets, and you build their tombs.
49
DSO
ତେବେ ପର୍ମେସର୍ ମିସା ନିଜର୍ ବୁଦିରେ କଇଲାଆଚେ, ମୁଇ ବବିସତ୍ବକ୍ତାମନ୍କେ ଆରି କବର୍ ନେଉମନ୍କେ ସେମନର୍ ଲଗେ ପାଟାଇବି । ସେମନର୍ ବିତ୍ରେ କେତେଲକ୍କେ ସେମନ୍ ମରାଇବାଇ ଆରି କେତେଲକ୍କେ ନିନ୍ଦାକରି କସ୍ଟ ଦେବାଇ ।
BSB
BSB:
Because of this, the wisdom of God said, ‘I will send them prophets and apostles; some of them they will kill and others they will persecute.’
50
DSO
ସେଟାର୍ପାଇ ଜଗତ୍ ତିଆର୍ଅଇଲାଟାନେଅନି, ଏବଲର୍ ବେଲେଅନି ଆରାମ୍ କରି ବର୍କିଆର୍ ପ ଜିକରିୟର୍ ଜାକ, ଜାକେ କି ତମେ ମନ୍ଦିର୍ ଆରି ବେଦିର୍ ମଜାଇ ମରାଇରଇଲା ଜେତ୍କି ବବିସତ୍ବକ୍ତାମନ୍କେ ମରାଇଆଚାସ୍ ସେ ସବୁ ଡଣ୍ଡ୍ ଏ ଆଜିକାଲିର୍ ଲକ୍ମନ୍ ପାଇବାର୍ ଆଚେ ।
BSB
BSB:
As a result, this generation will be charged with the blood of all the prophets that has been shed since the foundation of the world,
51
DSO
ସେ ସବୁର୍ ମୁଲିଅ, ଏବର୍ ଲକ୍ମନର୍ ଟାନେଅନି ନିଆ ଅଇସି ।”
BSB
BSB:
from the blood of Abel to the blood of Zechariah, who was killed between the altar and the sanctuary. Yes, I tell you, all of it will be charged to this generation.
52
DSO
“ଅଇରେ, ଦରମ୍ଗୁରୁମନ୍ ! ତମର୍ ଉପ୍ରେ ଗଟେକ୍ ବଡ୍ ଡଣ୍ଡ୍ ଲାଦିଅଇସିବେ ! କାଇକେବଇଲେ, ତମେ ପର୍ମେସରର୍ ଗିଆନର୍ କାପାଟ୍ ଡାବିଦେଇ ଆଚାସ୍ । ନିଜେ ପର୍ମେସରର୍ ଗିଆନ୍ଟାନେ ନ ଜାଇକରି ତେଇ ଜିବାକେ ମନ୍କଲା ଲକ୍ମନ୍କେ ମିସା ବାଦାଦେଲାସ୍ ।”
BSB
BSB:
Woe to you experts in the law! For you have taken away the key to knowledge. You yourselves have not entered, and you have hindered those who were entering.”
53
DSO
ଆରି ଜିସୁ ତେଇଅନି ବାରଇଗାଲାପଚେ, ପାରୁସିମନ୍ ଆରି ସାସ୍ତର୍ ସିକାଉମନ୍ ବେସି ଡାଟ୍ସଙ୍ଗ୍ ଜିସୁକେ ବିରଦ୍ କର୍ବାକେ ଆରାମ୍ କଲାଇ ।
BSB
BSB:
As Jesus went on from there, the scribes and Pharisees began to oppose Him bitterly and to ply Him with questions about many things,
54
DSO
ତାର୍ଟାନେଅନି ବୁଲ୍ ଦାର୍ବାକେ କାଇ କାଇ ପର୍ସନ୍ ପାଚାର୍ବାର୍ ଦାର୍ଲାଇ ।
BSB
BSB:
waiting to catch Him in something He might say.
Chapter complete
You’ve read Luke 11
Chapter 11 of 24 in Luke
Up next
Luke 12
Read Luke 12
Back to Luke 10
Go deeper
Commentary
What the commentators say on Luke 11
A question this chapter raises
Did Jesus really do miracles?
DSO
Desiya New Testament. Copyright © 2020 The Word for the World International. Licensed under CC BY 4.0 (creativecommons.org/licenses/by/4.0). Text from eBible.org; verses renumbered to the KJV scheme where they differ, otherwise unchanged.
BSB
The Holy Bible, Berean Standard Bible, BSB. Dedicated to the public domain. BereanBible.com
Luke 10
Luke 11
Luke 12