Opened
By The Kingdom Tribe (TKT).
Built by Paruto.
v2.0.3
Skip to content
Opened
en
Today
Ask
Read
Journey
More
Luke
Luke
3
DSO
BSB
A
a
Luke 3
3
Luke
Preparation and ministry in Galilee
Desiya New Testament
John
, person
Jesus
, person
Abraham
, person
Herod
, person
Jacob
, person
David
, person
Judah
, person
Jordan
, place
52 more
Desiya New Testament
Berean Standard Bible
1
DSO
ବଡ୍ ସାସନ୍କାରିଆ ତିବିରିଆ କାଇସର୍ ସାସନ୍ କର୍ବା ପନ୍ଦ୍ର ବରସ୍ ଅଇଲାବେଲେ, ପାନ୍ତିୟ ପିଲାତ୍ ଜିଉଦା ରାଇଜ୍ ସାସନ୍ କର୍ତେରଇଲା । ଆରି ଏରଦ୍ ଗାଲିଲିର୍ ସାସନ୍କାରିଆ ରଇଲା । ଏରଦର୍ ବାଇ ପିଲିପ୍ ଇତୁରିଆ ଆରି ତାକ୍ନିତ୍ ରାଇଜର୍ ସାମନ୍ତ୍ ରାଜା ରଇଲା । ଲୁସାନିଆ ନାଉଁର୍ ଗଟେକ୍ ଲକ୍ ଅବିଲିନି ରାଇଜର୍ ସାମନ୍ତ୍ ରାଜା ରଇଲା ।
BSB
BSB:
In the fifteenth year of the reign of Tiberius Caesar, while Pontius Pilate was governor of Judea, Herod tetrarch of Galilee, his brother Philip tetrarch of Ituraea and Trachonitis, and Lysanias tetrarch of Abilene,
2
DSO
ଆନାନ୍ ଆରି କୟାପ୍ ନାଉଁର୍ ଦୁଇ ଲକ୍ ବଡ୍ ପୁଜାରି ରଇଲାଇ । ସେବେଲେ ଜିକରିୟର୍ ପଅ ଜଅନ୍, ମରୁବାଲି ବୁଏଁ ରଇଲାବେଲେ ପର୍ମେସରର୍ କାତା ସେ ସୁନ୍ଲା ।
BSB
BSB:
during the high priesthood of Annas and Caiaphas, the word of God came to John son of Zechariah in the wilderness.
3
DSO
ଜର୍ଦନ୍ ଗାଡ୍ ଲଗେ ରଇବା ଲଗର୍ ପାକର୍ ଗାଉଁଗଣ୍ଡାଇ ଜାଇ ଜଅନ୍ ପାପ୍ କେମାର୍ ଲାଗି, ପାପ୍କାମ୍ ଚାଡିକରି ମାପ୍ରୁର୍ ବାଟେ ଆସି ଡୁବନ୍ ନେବାକେ ଜାନାଇବାର୍ ଦାର୍ଲା ।
BSB
BSB:
He went into all the region around the Jordan, preaching a baptism of repentance for the forgiveness of sins,
4
DSO
ଜେନ୍ତାରି ଜିସାୟ ବବିସତ୍ବକ୍ତା ସୁନାଇରଇବା ସାସ୍ତରେ ଲେକା ଅଇଲାଆଚେ, “ମରୁବାଲିବୁଏଁ ଆଉଲିଅଇ କଇବା ଗଟେକ୍ ଲକ୍ ସବଦ୍ କରି କଇଲାନି, ମାପ୍ରୁ ଆଇବାଟା ତିଆର୍କରା, ତାର୍ ଆଇବା ବାଟ୍ ସଲ୍କାଆ ।
BSB
BSB:
as it is written in the book of the words of Isaiah the prophet: “A voice of one calling in the wilderness, ‘Prepare the way for the Lord, make straight paths for Him.
5
DSO
ବଡ୍ ବଡ୍ ଡଙ୍ଗର୍ ପର୍ବତ୍ ସବୁ ସଦ୍ରମ୍ ଅଇକରି ଗାଡ୍ କଣ୍ଡି କଣ୍ଡି ରଇବା ଆଁଟାଲ୍ ବୁଟାଲ୍ ସାର୍ଦି ଅଇସି, ବାଁକ୍ ଟେକ୍ ବାଟ୍ ସଲକ୍ ଅଇସି, ଆରି କାଲ୍ ଡେପ୍ ଜମି ସଦ୍ରମ୍ ଅଇଜାଇସି ।
BSB
BSB:
Every valley shall be filled in, and every mountain and hill made low. The crooked ways shall be made straight, and the rough ways smooth.
6
DSO
ମଚ୍ପୁରର୍ ସବୁଲକ୍ ପର୍ମେସରର୍ ଉଦାର୍କାରିଆକେ ଦେକ୍ବାଇ ।”
BSB
BSB:
And all humanity will see God’s salvation.’”
7
DSO
ଜଅନ୍ଟାନେ ଡୁବନ୍ ନେବାର୍ଲାଗି ବାରଇ ଆଇବା ଲକ୍ମନ୍କେ ସେ କଇଲା, “ଏ ବିସ୍ ରଇଲା ସାଁପର୍ ବଁସର୍ ଲକ୍ମନ୍, ଆଇବା ପର୍ମେସରର୍ କପେଅନି ପାଲାଇବାକେ ତମ୍କେ କେ ଚେତ୍ନା ଦେଲା ?
BSB
BSB:
Then John said to the crowds coming out to be baptized by him, “You brood of vipers, who warned you to flee from the coming wrath?
8
DSO
ତେବର୍ପାଇ ପାପ୍କାମ୍ ଚାଡି ନିକ କାମ୍ କରା, ଅବ୍ରାଆମ୍ତା ଆମର୍ ଆନିଦାଦି ବଲି ମନେ ମନେ ବାବାନାଇ, କାଇକେବଇଲେ ମୁଇ ତମ୍କେ କଇଲିନି, ପର୍ମେସର୍ ଏ ପାକ୍ନାମନର୍ଟାନେଅନି ମିସା ଅବ୍ରାମର୍ ପିଲାଜିଲା ଉବ୍ଜାଇ ପାର୍ସି ।
BSB
BSB:
Produce fruit, then, in keeping with repentance. And do not begin to say to yourselves, ‘We have Abraham as our father.’ For I tell you that out of these stones God can raise up children for Abraham.
9
DSO
ଏବେମିସା ଗଚ୍ମନର୍ ବୁନ୍ଦେ କୁରାଡି ଲାଗିଆଚେ, ତେବର୍ପାଇ ଜନ୍ ଗଚ୍ ନିମାନ୍ ପଲ୍ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗାଅଇସି ।”
BSB
BSB:
The axe lies ready at the root of the trees, and every tree that does not produce good fruit will be cut down and thrown into the fire.”
10
DSO
ତେଇ ଲକ୍ମନ୍ ଜଅନ୍କେ ପାଚାର୍ଲାଇ, “ସେନ୍ତାର୍ ଆଲେ ଆମେ କାଇଟା କର୍ବୁ ?”
BSB
BSB:
The crowds asked him, “What then should we do?”
11
DSO
ଜଅନ୍ ସେମନ୍କେ କଇଲା “ଜାର୍ଟାନେ ଦୁଇଟା ପିନ୍ଦ୍ବା ଲୁଗା ଆଚେ, ଜାକେ ନାଇ, ତାକେ ସେ ଗଟେକ୍ ଦେଅ, ଆରି ଜାର୍ଟାନେ କାଦି ଆଚେ, ସେ ମିସା ସେନ୍ତାରି ବାଟା କରି ଦେଅ ।”
BSB
BSB:
John replied, “Whoever has two tunics should share with him who has none, and whoever has food should do the same.”
12
DSO
ସିସ୍ତୁମାଙ୍ଗୁମନ୍ ମିସା ଡୁବନ୍ ନେବାକେ ଆସି ତାକେ ପାଚାର୍ଲାଇ “ଏ ଗୁରୁ ଆମେ କାଇଟା କର୍ବୁ ?”
BSB
BSB:
Even tax collectors came to be baptized. “Teacher,” they asked, “what should we do?”
13
DSO
ଜଅନ୍ ସେମନ୍କେ କଇଲା, “ତମର୍ ଜେତ୍କି ନେବାର୍ ଅଦିକାର୍ ଆଚେ, ତାର୍ତେଇଅନି ଅଦିକ୍ ମାଙ୍ଗା ନାଇ ।”
BSB
BSB:
“Collect no more than you are authorized,” he answered.
14
DSO
ସନିଅମନ୍ ମିସା ତାକେ ପାଚାର୍ବାର୍ ଦାର୍ଲାଇ, “ଆରି ଆମେ କାଇଟା କର୍ବୁ ?” ଜଅନ୍ ସେମନ୍କେ କଇଲା, “ବପୁ ଦେକାଇ କାଇଟା ମିସା ଜିକି ଆନା ନାଇ କି ନାଡାଇକରି କାର୍ ଦନ୍ସଁପତି ଆନା ନାଇ, ତମ୍କେ ଜେତ୍କି କୁଲି ମିଲ୍ଲାନି ସେତ୍କି ନେଇକରି ସାର୍ଦା ସଙ୍ଗ୍ ରୁଆ ।”
BSB
BSB:
Then some soldiers asked him, “And what should we do?” “Do not take money by force or false accusation,” he said. “Be content with your wages.”
15
DSO
ଲକ୍ମନ୍ ଆସାଅଇ କିରିସ୍ଟକେ ଜାଗ୍ତେ ରଇଲାଇ ଜେ, କେଡେବେଲେ ଏ ମିସା କିରିସ୍ଟ ଅଇରଇସି ବଲି ବାବି, ଜଅନର୍ ବିସଇ ଚିନ୍ତା କର୍ତେରଇଲାଇ ।
BSB
BSB:
The people were waiting expectantly and were all wondering in their hearts if John could be the Christ.
16
DSO
ତେବେ ଜଅନ୍ ସବୁଲକ୍ମନ୍କେ କଇଲା, “ମୁଇସିନା ତମ୍କେ ପାନିଟାନେ ଡୁବନ୍ ଦେଲିନି, ମାତର୍ ମର୍ଟାନେଅନି ଅଦିକ୍ ବପୁର୍ଲକ୍ ଆଇଲାନି, ମୁଇ ତାର୍ ଗତିଦାଙ୍ଗ୍ଡା ଅଇ ପାଦର୍ ପାଣ୍ଡଇ ମିସା କୁସ୍ଲାଇବାକେ ମର୍ ଅଦିକାର୍ ନାଇ । ସେ ତମ୍କେ ଜଇସଙ୍ଗ୍ ଆରି ସୁକଲ୍ ଆତ୍ମାଇ ଡୁବନ୍ ଦେଇସି ।
BSB
BSB:
John answered all of them: “I baptize you with water, but One more powerful than I will come, the straps of whose sandals I am not worthy to untie. He will baptize you with the Holy Spirit and with fire.
17
DSO
ତାର୍ ଆତେ କୁଲାଆଚେ, ତେବେ ସେ କଟାରେ ରଇଲା ଦାନ୍ ପରିଚଲ୍ କରି ଟୁଲିଆଇ କଲ୍କିଟାନେ ସଙ୍ଗଇସି । କାଇ କାମେ ନ ଆଇବାଟା ଜାକ ସବୁବେଲେ ଲାଗିରଇବା ଜଇଟାନେ ପଡାଇଦେଇସି ।”
BSB
BSB:
His winnowing fork is in His hand to clear His threshing floor and to gather the wheat into His barn; but He will burn up the chaff with unquenchable fire.”
18
DSO
ଜଅନ୍ ଏନ୍ତାରି କେତେକ୍ କେତେକ୍ ଉପ୍ଦେସ୍ ଦେଇକରି ଲକ୍ମନ୍କେ ମାପ୍ରୁର୍ବାଟେ ଆଇବାକେ ମନ୍ କରାଇତେରଇଲା ଆରି ମାପ୍ରୁର୍ ନିକ କାତା ସୁନାଇତେରଇଲା ଆରି ପାପ୍ କର୍ବାଟାନେଅନି ବାଅଡ୍ବାକେ ବୁଜାଇତେରଇଲା ।
BSB
BSB:
With these and many other exhortations, John proclaimed the good news to the people.
19
DSO
ମାତର୍ ସାମନ୍ତ ରାଜା ଏରଦ୍ ନିଜର୍ ବାଇର୍ ମାଇଜି ଏରଦିଆକେ ସଙ୍ଗଇଲାକେ ତାର୍ କରିରଇବା ବିନ୍ ବିନ୍ ପାପ୍କାମର୍ ବିସଇ ଜାନି ଜଅନ୍ ତାକେ ଦମ୍କାଇତେରଇଲା ।
BSB
BSB:
But when he rebuked Herod the tetrarch regarding his brother’s wife Herodias and all the evils he had done,
20
DSO
ଏରଦ୍ ଜଅନ୍କେ ବନ୍ଦିକରି ସେ କରିରଇବା ସବୁ ପାପ୍କାମର୍ ସଙ୍ଗ୍ ଏ ବଡ୍ ପାପ୍ ମିସା ଜଡ୍ଲା ।
BSB
BSB:
Herod added this to them all: He locked John up in prison.
21
DSO
ସବୁଲକ୍ ଡୁବନ୍ ନେଲା ପଚେ ଜିସୁ ମିସା ଡୁବନ୍ ନେଲା । ଆରି ପାର୍ତନା କର୍ବାବେଲେ, ଏଦେ ଦେକା ! ବାଦଲ୍ ଉଗାଡିଅଇଗାଲା,
BSB
BSB:
When all the people were being baptized, Jesus was baptized too. And as He was praying, heaven was opened,
22
DSO
ଆରି ସୁକଲ୍ ଆତ୍ମା ପରୁଆର୍ ଗାଗଡ୍ ଦାରି ଉତ୍ରି ଆସି, ଜିସୁର୍ ଉପ୍ରେ ବସ୍ଲା । ସର୍ଗେଅନି ଗଟେକ୍ ଏନ୍ତାରି ସବଦ୍ ଆଇଲା, “ତୁଇସେ ମର୍ ଆଲାଦର୍ ପିଲା, ତର୍ଟାନେ ମୁଇ ବେସି ସାର୍ଦା ଅଇଲିନି ।”
BSB
BSB:
and the Holy Spirit descended on Him in a bodily form like a dove. And a voice came from heaven: “You are My beloved Son; in You I am well pleased.”
23
DSO
ଜିସୁ ପର୍ମେସରର୍ କାମ୍ ଆରମ୍ କଲାବେଲେ ତାକେ ତିରିସ୍ ବରସ୍ ଅଇରଇଲା । ଲକ୍ମନର୍ ବାବ୍ନା ଇସାବେ, ଜିସୁ ଜସେପର୍ ପଅ, ଜସେପ୍ ଏଲିର୍ ପଅ ।
BSB
BSB:
Jesus Himself was about thirty years old when He began His ministry. He was regarded as the son of Joseph, the son of Heli,
24
DSO
ଏଲି ମତ୍ତାତର୍ ପଅ, ମତ୍ତାତ୍ ଲେବିର୍ ପଅ, ଲେବି ମଲ୍କିର୍ ପଅ, ମଲ୍କି ଜନୟର୍ ପଅ, ଜନୟ ଜସେପର୍ ପଅ,
BSB
BSB:
the son of Matthat, the son of Levi, the son of Melchi, the son of Jannai, the son of Joseph,
25
DSO
ଜସେପ୍ ମତିତିଆର୍ ପଅ, ମତିତିଆ ଅମସର୍ ପଅ, ଅମସ୍ ନାଉମର୍ ପଅ, ନାଉମ୍ ଏସ୍ମିର୍ ପଅ, ଏସ୍ମି ନଗୟର୍ ପଅ,
BSB
BSB:
the son of Mattathias, the son of Amos, the son of Nahum, the son of Esli, the son of Naggai,
26
DSO
ନଗୟ ମଅତର୍ ପଅ, ମଅତ୍ ମତିତିଆର୍ ପଅ, ମତିତିଆ ସମଇର୍ ପଅ, ସମୟି ଜସେକର୍ ପଅ, ଜସେକ୍ ଜଦାର୍ ପଅ,
BSB
BSB:
the son of Maath, the son of Mattathias, the son of Semein, the son of Josech, the son of Joda,
27
DSO
ଜଦା ଜଅନର୍ ପଅ, ଜଅନ୍ ରେସାର୍ ପଅ, ରେସା ଜିରୁବାବେଲର୍ ପଅ, ଜିରୁବାବେଲ୍ ସିଅଲ୍ତିଏଲର୍ ପଅ, ସଅଲ୍ତିଏଲ୍ ନେରିର୍ ପଅ,
BSB
BSB:
the son of Joanan, the son of Rhesa, the son of Zerubbabel, the son of Shealtiel, the son of Neri,
28
DSO
ନେରି ମଲ୍କିର୍ ପଅ, ମଲ୍କି ଅଦିର୍ ପଅ, ଅଦି କସାମର୍ ପଅ, କସାମ୍ ଏଲୁଦାନର୍ ପଅ, ଏଲୁଦାନ୍ ଏରର୍ ପଅ,
BSB
BSB:
the son of Melchi, the son of Addi, the son of Cosam, the son of Elmadam, the son of Er,
29
DSO
ଏର ଜିୟସୁଅର୍ ପଅ, ଜିୟସୁଅ ଏଲିଏଜର୍ ପଅ, ଏଲିଏଜ୍ ଜରିମର୍ ପଅ, ଜରିମ୍ ମତ୍ତାତର୍ ପଅ, ମତ୍ତାତ୍ ଲେବିର୍ ପଅ,
BSB
BSB:
the son of Joshua, the son of Eliezer, the son of Jorim, the son of Matthat, the son of Levi,
30
DSO
ଲେବି ସିମିୟନର୍ ପଅ, ସିମିୟନ୍ ଜିଉଦାର୍ ପଅ, ଜିଉଦା ଜସେପର୍ ପଅ, ଜସେପ୍ ଜନାମର୍ ପଅ, ଜନାମ୍ ଏଲିଆକିମର୍ ପଅ,
BSB
BSB:
the son of Simeon, the son of Judah, the son of Joseph, the son of Jonam, the son of Eliakim,
31
DSO
ଏଲିଆକିମ୍ ମଲାଅର୍ ପଅ, ମଲାଅ ମନାର୍ ପଅ, ମନା ମତତାର୍ ପଅ, ମତତା ନାତନର୍ ପଅ, ନାତନ୍ ଦାଉଦର୍ ପଅ,
BSB
BSB:
the son of Melea, the son of Menna, the son of Mattatha, the son of Nathan, the son of David,
32
DSO
ଦାଉଦ୍ ଜିୟସୁଅର୍ ପଅ, ଜିୟସୁଅ ଆବେଦର୍ ପଅ, ଆବେଦ୍ ବୟଜର୍ ପଅ, ବୟଜ୍ ସେଲଅର୍ ପଅ, ସେଲଅ ନଅସନର୍ ପଅ,
BSB
BSB:
the son of Jesse, the son of Obed, the son of Boaz, the son of Sala, the son of Nahshon,
33
DSO
ନଅସ୍ ଅମିନାଦାବର୍ ପଅ, ଅମିନାଦାବ୍ ଅଦ୍ମିନର୍ ପଅ, ଅଦ୍ମିନ୍ ଅର୍ନିର୍ ପଅ, ଅର୍ନିର୍ ଏସ୍ରନର୍ ପଅ, ଏସ୍ରନ୍ ପେରସର୍ ପଅ, ପେରସ୍ ଜିଉଦାର୍ ପଅ,
BSB
BSB:
the son of Amminadab, the son of Admin, the son of Arni, the son of Hezron, the son of Perez, the son of Judah,
34
DSO
ଜିଉଦା ଜାକୁବର୍ ପଅ, ଜାକୁବ୍ ଇସାକର୍ ପଅ, ଇସାକ୍ ଅବ୍ରାମର୍ ପଅ, ଅବ୍ରାଆମ୍ ତେରଅର୍ ପଅ, ତେରଅ ନାଅର୍ ପଅ,
BSB
BSB:
the son of Jacob, the son of Isaac, the son of Abraham, the son of Terah, the son of Nahor,
35
DSO
ନାଅର୍ ସରୁଗର୍ ପଅ, ସରୁଗ୍ ରଗୁର୍ ପଅ, ରଗୁ ପେଲଗର୍ ପଅ, ପେଲଗ୍ ଏବର୍ ପଅ, ଏବ ସେଲଅର୍ ପଅ,
BSB
BSB:
the son of Serug, the son of Reu, the son of Peleg, the son of Eber, the son of Shelah,
36
DSO
ସେଲା କଇନାନର୍ ପଅ, କଇନାନ୍ ଆର୍ପାକ୍ସଡର୍ ପଅ, ଆର୍ପାକ୍ସେଡର୍ ସେ ମର୍ ପଅ, ସେମ ନଅର୍ ପଅ, ନଅ ଲାମେକର୍ ପଅ,
BSB
BSB:
the son of Cainan, the son of Arphaxad, the son of Shem, the son of Noah, the son of Lamech,
37
DSO
ଲାମେକ୍ ମିତୁସେଲଅର୍ ପଅ, ମିତୁସେଲଅ ଅନକର୍ ପଅ, ଅନକ୍ ଜାରେଦର୍ ପଅ, ଜାରେଦ୍ ମଅଲେଲର୍ ପଅ, ମଅଲେଲ୍ କେନାନର୍ ପଅ
BSB
BSB:
the son of Methuselah, the son of Enoch, the son of Jared, the son of Mahalalel, the son of Cainan,
38
DSO
କେନାନ୍ ଏନସର୍ ପଅ, ଏନସ୍ ସେତର୍ ପଅ, ସେତ ଆଦମର୍ ପଅ, ଆଦମ୍ ପର୍ମେସରର୍ ପଅ ।
BSB
BSB:
the son of Enosh, the son of Seth, the son of Adam, the son of God.
Chapter complete
You’ve read Luke 3
Chapter 3 of 24 in Luke
Up next
Luke 4
Read Luke 4
Back to Luke 2
Go deeper
Commentary
What the commentators say on Luke 3
A question this chapter raises
Why do Matthew and Luke give different genealogies of Jesus?
DSO
Desiya New Testament. Copyright © 2020 The Word for the World International. Licensed under CC BY 4.0 (creativecommons.org/licenses/by/4.0). Text from eBible.org; verses renumbered to the KJV scheme where they differ, otherwise unchanged.
BSB
The Holy Bible, Berean Standard Bible, BSB. Dedicated to the public domain. BereanBible.com
Luke 2
Luke 3
Luke 4