Opened
By The Kingdom Tribe (TKT).
Built by Paruto.
v1.41.6
Skip to content
Opened
Today
Ask
Read
Journey
More
Mark
Mark
2
DSO
BSB
A
a
Mark 2
2
Mark
Ministry in Galilee
Desiya New Testament
Jesus
, person
David
, person
John
, person
Abiathar
, person
Capernaum
, place
Levi
, person
Alphaeus
, person
Desiya New Testament
Berean Standard Bible
1
DSO
କେତେଦିନ୍ ଗାଲା ପଚେ ଜିସୁ ଆରି ତରେକ୍ କପର୍ନାଉମେ ବାଅଡ୍ଲାକେ, ସେ ଗରେ ଆଚେ ବଲି ଆଲା ଅଇଗାଲା ।
BSB
BSB:
A few days later Jesus went back to Capernaum. And when the people heard that He was home,
2
DSO
ସେ ଗରେ ଏତେମାଣ୍ଡ୍ ଲକ୍ ଜମ୍ଲାଇ ଜେ, ଦୁଆରେ ମିସା ଟାନ୍ ଦାରିନାପାର୍ଲା, ଆରି ଜିସୁ ସେମନର୍ ଲଗେ ପର୍ମେସରର୍ ବାକିଅ ସୁନାଇବାର୍ ଦାର୍ଲା ।
BSB
BSB:
they gathered in such large numbers that there was no more room, not even outside the door, as Jesus spoke the word to them.
3
DSO
ସେଡ୍କି ବେଲେ କେତେକ୍ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଦାରିଆଇଲାଇ । ତାକର୍ ବିତ୍ରେ ଅନି ଚାର୍ଲକ୍ ରଗିକେ ବଇରଇଲାଇ ।
BSB
BSB:
Then a paralytic was brought to Him, carried by four men.
4
DSO
ମାତର୍ ଲକ୍ମନ୍ ଚିପାଟେଲା ଅଇରଇଲାଇକେ, ତାକେ ଜିସୁର୍ ଲଗେ ନେଇ ନାପାର୍ଲାଇ । ନାପାରିକରି, ଜିସୁ ଜନ୍ଟାନେ ରଇଲା, ତେଇର୍ ଚାନି ବଡ୍ଟା କାଣାକରି, ରଗିକେ କଟ୍ ମିସ୍ତେ ତାର୍ ମୁଆଟେ ସିଦା ଉତ୍ରାଇଦେଲାଇ ।
BSB
BSB:
Since they were unable to get to Jesus through the crowd, they uncovered the roof above Him, made an opening, and lowered the paralytic on his mat.
5
DSO
ଜିସୁ ସେମନର୍ ବିସ୍ବାସ୍ ଦେକି ଚେରେଙ୍ଗ୍ ରଗିକେ କଇଲା, “ବାବୁରେ ମୁଇ ତର୍ ପାପ୍ କେମା କରିଦେଲି ।”
BSB
BSB:
When Jesus saw their faith, He said to the paralytic,
“Son, your sins are forgiven.”
6
DSO
ମାତର୍ ସେ ଗର୍ ବିତ୍ରେ କେତେଟା ସାସ୍ତର୍ ସିକାଇବା ଲକ୍ମନ୍ ବସି ନିଜର୍ ନିଜର୍ ମନ୍ ବିତ୍ରେ ବାବିଅଇତେରଇଲାଇ,
BSB
BSB:
But some of the scribes were sitting there and thinking in their hearts,
7
DSO
“ଏ ଲକ୍ ଚେରେଙ୍ଗ୍ ରଗିକେ ‘ତର୍ ପାପ୍ କେମା କରିଦେଲି ।’ ବଲି କେନ୍ତି କଇପାର୍ଲା ? ଏ ପର୍ମେସର୍କେ ନିନ୍ଦା କର୍ସିଆଚେ, ସେ ଗଟେକ୍ ମାପ୍ରୁକେ ଚାଡିଦେଲେ, ଆରି କେ ମିସା ପାପ୍ କେମା କରି ପାରତ୍ କି ?”
BSB
BSB:
“Why does this man speak like this? He is blaspheming! Who can forgive sins but God alone?”
8
DSO
ସେଦାପ୍ରେ ଜିସୁ ସେମନ୍ ମନେ ମନେ ଏନ୍ତାରି ବାବିଅଇଲାଟା, ନିଜର୍ ଆତ୍ମାଇ ଜାନି ସେମନ୍କେ କଇଲା, “ତମେ କାଇକେ ନିଜର୍ ନିଜର୍ ମନେ ଏ ସବୁଜାକ ବାବିଅଇଲାସ୍ନି ?
BSB
BSB:
At once Jesus knew in His spirit that they were thinking this way within themselves.
“Why are you thinking these things in your hearts?”
He asked.
9
DSO
କନ୍ଟା କର୍ବାଟା ସଅଜ୍ ଅଇଲାନି ? ବାବୁରେ ‘ମୁଇ ତର୍ ପାପ୍ କେମା କରିଦେଲି ।’ ବଲି କଇବାଟା, କି ‘ଉଟ୍ ତର୍ କଟ୍ ବଇ ଇଣ୍ଡିଜା ।’ ବଲ୍ବାଟା ?
BSB
BSB:
“Which is easier: to say to a paralytic, ‘Your sins are forgiven,’ or to say, ‘Get up, pick up your mat, and walk’?
10
DSO
ମାତର୍ ଗୁଲାଇ ଜଗତର୍ ପାପ୍ କେମା କର୍ବାକେ ପର୍ମେସର୍ ପାଟାଇଲା ନର୍ପିଲା ମର୍ ଅଦିକାର୍ ଆଚେ ବଲି ଏବେ ମୁଇ, ଏ ଲକ୍କେ ନିକ କରି ଦେକାଇବି ।” ସେ ଚେରେଙ୍ଗ୍ ରଗିକେ କଇଲା,
BSB
BSB:
But so that you may know that the Son of Man has authority on earth to forgive sins...”
He said to the paralytic,
11
DSO
“ମୁଇ ତକେ କଇଲିନି ଉଟ୍, ତର୍ କଟ୍ ବଇ, ନିଜର୍ ଗରେ ବାରିଜା ।”
BSB
BSB:
“I tell you, get up, pick up your mat, and go home.”
12
DSO
ସେଦାପ୍ରେ ସେ ରଗି ଉଟି କଟ୍ ବଇକରି ସବୁ ଲକର୍ ଦେକ୍ତେ ବାରଇ ଗାଲା । ସେବେଲାଇ ସବୁଲକ୍ କାବା ଅଇ ପର୍ମେସରର୍ ମଇମା କରି କରି କଇଲାଇ, “ଆମେ ଏନ୍ତାରିଟା କେବେ ମିସା ଦେକି ନ ରଇଲୁ ।”
BSB
BSB:
And immediately the man got up, picked up his mat, and walked out in front of them all. As a result, they were all astounded and glorified God, saying, “We have never seen anything like this!”
13
DSO
ସେ ଆରିତରେକ୍ ସମ୍ଦୁରର୍ କଣ୍ଡିବାଟେ ବାରଇଗାଲା । ବେସି ଲକ୍ମନ୍ ତାର୍ ଲଗେ ଆଇଲାକେ, ଜିସୁ ସେମନ୍କେ ସିକିଆ ଦେବାର୍ ଦାର୍ଲା ।
BSB
BSB:
Once again Jesus went out beside the sea. All the people came to Him, and He taught them there.
14
DSO
ଆରି ସେ ଜାଉ ଜାଉ ଆଲ୍ପିଅର୍ ପଅ ଲେବିକେ ରମିୟ ସର୍କାରର୍ ପାଇ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇ ବସି ରଇବାଟା ଦେକି ତାକେ କଇଲା, “ମର୍ ସଙ୍ଗ୍ ଆଉ ।” ତେଇଅନି ସେ ତାର୍ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବାଟା ଚାଡି ଉଟିକରି ଜିସୁର୍ ସଙ୍ଗ୍ ଗାଲା ।
BSB
BSB:
As He was walking along, He saw Levi son of Alphaeus sitting at the tax booth.
“Follow Me,”
He told him, and Levi got up and followed Him.
15
DSO
ପଚେ ଜିସୁ ଲେବିର୍ ଗରେ ଜାଇ କାଇବା ବେଲେ ବେସି ସିସ୍ତୁମାଙ୍ଗ୍ବା ଲକ୍ ଆରି ଜନ୍ ଲକ୍ମନ୍କେ ପାପି ବଲି କଇତେରଇଲାଇ, ତାର୍ ସିସ୍ମନ୍ର୍ ସଙ୍ଗ୍ ମିସି କାଇତେରଇଲାଇ । କାଇକେବଇଲେ ଏନ୍ତାରି ବେସି ଲକ୍ ତାର୍ ସଙ୍ଗ୍ ଜାଇତେ ରଇଲାଇ ।
BSB
BSB:
While Jesus was dining at Levi’s house, many tax collectors and sinners were eating with Him and His disciples—for there were many who followed Him.
16
DSO
ଜିସୁ ପାପି ଆରି ସିସ୍ତୁମାଙ୍ଗୁମନର୍ ସଙ୍ଗ୍ କାଇଲାନି, ଏଟା ଦେକିକରି ପାରୁସି ଦଲର୍ ସାସ୍ତର୍ ସିକାଉମନ୍ ତାର୍ ସିସ୍ମନ୍କେ କଇବାର୍ ଦାର୍ଲାଇ, “ସେ କାଇକେ ସିସ୍ତୁମାଙ୍ଗୁମନର୍ ଆରି ପାପିମନର୍ ସଙ୍ଗ୍ କାଇଲାନି ?”
BSB
BSB:
When the scribes who were Pharisees saw Jesus eating with these people, they asked His disciples, “Why does He eat with tax collectors and sinners?”
17
DSO
ସେଟା ସୁନି ଜିସୁ ସାସ୍ତର୍ ସିକାଉମନ୍କେ କଇଲା, “ ନିମାନ୍ ଲକ୍ମନର୍ପାଇ ଡାକ୍ଦରର୍ ଲଡା ନାଇ, ମାତର୍ ନିମାନ୍ ନ ରଇଲା ଲକ୍ମନ୍କେ ଲଡା ଆଚେ । ଜେ ନିଜେ ‘ମୁଇ ଦରମ୍ ଲକ୍ ।’ ବଲି ବାବିଅଇବା ଲକର୍ପାଇ ମୁଇ ଆସିନାଇ, ମାତର୍ ପାପିମନ୍କେ ପାପ୍ଟାନେଅନି ବାଉଡାଇବାକେ ଆସିଆଚି ।”
BSB
BSB:
On hearing this, Jesus told them,
“It is not the healthy who need a doctor, but the sick. I have not come to call the righteous, but sinners.”
18
DSO
ଡୁବନ୍ ଦେଉ ଜଅନର୍ ସିସ୍ମନ୍ ଆରି ପାରୁସିମନ୍ ଉପାସ୍ କର୍ତେ ରଇଲାଇ । ସେବେଲାଇ କେତେଲକ୍ ଆସି ଜିସୁକେ କଇଲାଇ, “ଡୁବନ୍ ଦେଉ ଜଅନର୍ ସିସ୍ମନ୍ ଆରି ପାରୁସିମନର୍ ସିସ୍ମନ୍ ଉପାସ୍ କର୍ବାଇ, ମାତର୍ ତର୍ ସିସ୍ମନ୍ କାଇକେ ଉପାସ୍ ନ କରତ୍ ?”
BSB
BSB:
Now John’s disciples and the Pharisees were often fasting. So people came to Jesus and asked, “Why don’t Your disciples fast like John’s disciples and those of the Pharisees?”
19
DSO
ଜିସୁ ସେମନ୍କେ କଇଲା, “ବଜିଟାନେ ବିବା ଦାଙ୍ଗ୍ଡା ରଇବା ଜାକ ବିବା ଦାଙ୍ଗ୍ଡାର୍ ସଙ୍ଗ୍ ରଇବା ଦାଙ୍ଗ୍ଡାମନ୍ ଉପାସେ ରଇବାଇ କି ? ନାଇ ନ ରଅତ୍ । ବିବା ଦାଙ୍ଗ୍ଡା ଜେଡେବେଲାଜାକ ରଇସି, ସେ ବେଲାଜାକ ସେମନ୍ ଉପାସେ ନ ରଅତ୍ ।
BSB
BSB:
Jesus replied,
“How can the guests of the bridegroom fast while He is with them? As long as He is with them, they cannot fast.
20
DSO
ମାତର୍ ବେଲା ଆଇସି, ଜେଡେବେଲେ ଲକ୍ମନ୍ ଆସି ତାକର୍ ଲଗେ ଅନି ବିବା ଦାଙ୍ଗ୍ଡାକେ ଦାରିଜିବାଇ, ସେଦିନେ ସେମନ୍ ଉପାସ୍ କର୍ବାଇ ।
BSB
BSB:
But the time will come when the bridegroom will be taken from them; then they will fast.
21
DSO
“କେ ନୁଆ ଲୁଗାର୍ ଗର୍ଣ୍ଡା ପୁର୍ନା ଲୁଗାଇ ନ ସିଲାଏ, ସିଲାଇଲେ ନୁଆ ଗର୍ଣ୍ଡା ପୁର୍ନା ଲୁଗାକେ ଅଦିକ୍ ଚିରି ପାକାଇସି, ଆରି ଅଦିକ୍ ବଡ୍ଟା କାଣା କରିଦେଇସି ।
BSB
BSB:
No one sews a patch of unshrunk cloth on an old garment. If he does, the new piece will pull away from the old, and a worse tear will result.
22
DSO
ଆରି କେ ନୁଆ ଅଙ୍ଗୁର୍ ରସ୍ ପୁର୍ନା ଚାମ୍ ସଙ୍ଗ୍ ତିଆର୍ କଲା ମୁନାଇ ନ ସଙ୍ଗଅତ୍, ସଙ୍ଗଇଲେ ସେ ଅଙ୍ଗୁର୍ ରସ୍ ଆରି ଚାମ୍ ମୁନା ନସିଜାଇସି । ନାଇ ନୁଆ ଅଙ୍ଗୁର୍ ରସ୍ ନୁଆ ଚାମ୍ ମୁନାଇ ସଙ୍ଗଇବାର୍ ଆଚେ ।”
BSB
BSB:
And no one pours new wine into old wineskins. If he does, the wine will burst the skins, and both the wine and the wineskins will be ruined. Instead, new wine is poured into new wineskins.”
23
DSO
ଜିସୁ ତରେକ୍ ବିସ୍ରାମ୍ବାରେ ତାସ୍ ରଇବା କେତ୍ ବାଟେ ଜାଇତେ ରଇଲା, ଆରି ଜିବାବେଲେ ତାର୍ ସିସ୍ମନ୍ ଦାନ୍ କେଡ୍ ଚିଡାଇତେ ଗାଲାଇ ।
BSB
BSB:
One Sabbath Jesus was passing through the grainfields, and His disciples began to pick the heads of grain as they walked along.
24
DSO
ସେ ଜାଗାଇ ରଇବା ପାରୁସିମନ୍ ଜିସୁକେ କଇଲାଇ, “ଦେକ୍ ବିସ୍ରାମ୍ବାରେ ଜନ୍ଟା କର୍ବାର୍ ଆମର୍ ବିଦି ନଏଁ । ତର୍ ସିସ୍ମନ୍ କାଇକେ ସେଟା କଲାଇନି ?”
BSB
BSB:
So the Pharisees said to Him, “Look, why are they doing what is unlawful on the Sabbath?”
25
DSO
ଜିସୁ ସେମନ୍କେ କଇଲା, “ଆମର୍ ଡାକ୍ପୁଟା ଆନିଦାଦି ଦାଉଦର୍ ଅବାବ୍ ବେଲେ, ସେ ଆରି ତାର୍ ସଙ୍ଗ୍ର୍ ଲକ୍ମନ୍ ବୁକେ ରଇଲାଇ, ସେଡ୍କିବେଲେ ସେ କାଇଟା କରି ରଇଲା, ସେଟା କାଇ ତମେ କେବେ ପଡାସ୍ ନାଇ କି ?
BSB
BSB:
Jesus replied,
“Have you never read what David did when he and his companions were hungry and in need?
26
DSO
ବଡ୍ ପୁଜାରି ଅବିୟାତର୍ ବେଲେ ସେ କେନ୍ତି ପର୍ମେସରର୍ ମନ୍ଦିରେ ପୁରିକରି ମାପ୍ରୁକେ ସର୍ପିଦେଲା ଜନ୍ ଦର୍ସନି ରୁଟି, ପୁଜାରିମନ୍କେ ଚାଡିଦେଲେ ଆରି କେ ମିସା କାଇବାର୍ ବିଦି ନଏଁ, ସେଟା ସେ କାଇଲା, ଆରି ସେ ରୁଟି ନିଜର୍ ସଙ୍ଗର୍ ଲକ୍ମନ୍କେ ମିସା ବାଟାକରି ଦେଇରଇଲା ।”
BSB
BSB:
During the high priesthood of Abiathar, he entered the house of God and ate the consecrated bread, which was lawful only for the priests. And he gave some to his companions as well.”
27
DSO
ଜିସୁ ସେମନ୍କେ କଇଲା, “ ବିସ୍ରାମ୍ବାର୍ ଲକ୍ମନର୍ ସାଇଜର୍ପାଇ ଅଇଲା ଆଚେ, ସେଟା ଲକ୍ମନ୍କେ ବିଜାର୍ କର୍ବାକେ ଅଏନାଇ ।
BSB
BSB:
Then Jesus declared,
“The Sabbath was made for man, not man for the Sabbath.
28
DSO
ତେବର୍ପାଇ ପର୍ମେସର୍ ପାଟାଇଲା ନର୍ପିଲା ମୁଇ ବିସ୍ରାମ୍ବାରେ ଲକ୍ମନ୍ କାଇଟା କର୍ବାର୍ ଆଚେ, କାଇଟା କର୍ବାର୍ ନାଇ, ସେଟା କଇବାର୍ ମର୍ ଅଦିକାର୍ ଆଚେ ।”
BSB
BSB:
Therefore, the Son of Man is Lord even of the Sabbath.”
Chapter complete
You’ve read Mark 2
Chapter 2 of 16 in Mark
Up next
Mark 3
Read Mark 3
Listen
Back to Mark 1
Go deeper
Commentary
What the commentators say on Mark 2
A question this chapter raises
Did Jesus ever claim to be God?
DSO
Desiya New Testament. Copyright © 2020 The Word for the World International. Licensed under CC BY 4.0 (creativecommons.org/licenses/by/4.0). Text from eBible.org; verses renumbered to the KJV scheme where they differ, otherwise unchanged.
BSB
The Holy Bible, Berean Standard Bible, BSB. Dedicated to the public domain. BereanBible.com
Mark 1
Mark 2
Mark 3