1 John 1 1 1 John The word of life; walking in the light Odia Unlocked Dynamic Bible A pastoral letter giving believers assurance: those who walk in the light, love one another and confess Jesus come in the flesh know they have eternal life.
Introduction to 1 John
2 UDB (କାରଣ ସେ ପୃଥିବୀକୁ ଅସିଥିଲେ ଓ ଆମ୍ଭେମାନେ ତାହାଙ୍କୁ ଦେଖିଛୁ, ଆମ୍ଭେ ସ୍ପଷ୍ଟ ଭାବରେ ଏହା ଘୋଷଣା କରୁଛୁ, ଯାହାଙ୍କୁ ଆମ୍ଭେ ଦେଖିଛୁ ସେ ସେହି ଅଟନ୍ତି ଯେ ସର୍ବଦା ଅଛନ୍ତି I ସେ ପ୍ରଥମେ ଆପଣା ପିତାଙ୍କ ସହିତ ସ୍ୱର୍ଗରେ ଥିଲେ, କିନ୍ତୁ ସେ ଆମ ସହିତ ରହିବାକୁ ଆସିଲେ I) BSB BSB: And this is the life that was revealed; we have seen it and testified to it, and we proclaim to you the eternal life that was with the Father and was revealed to us.
3 UDB ଆମ୍ଭେ ତୁମ୍ଭମାନଙ୍କୁ ନିକଟରେ ଯୀଶୁଙ୍କ ବିଷୟରେ ସୁସମ୍ବାଦ ଘୋଷଣା କରୁଅଛୁ, ଯାହାଙ୍କୁ ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ଯେପରି ତୁମ୍ଭେମାନେ ଆମ ସହିତ ମିଳିତ ହୋଇପାର I ଯାହାଙ୍କ ସହିତ ଆମ୍ଭେ ମିଳିତ ହୋଇଅଛୁ ସେ ହେଉଛନ୍ତି ପିତା ଈଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ I BSB BSB: We proclaim to you what we have seen and heard, so that you also may have fellowship with us. And this fellowship of ours is with the Father and with His Son, Jesus Christ.
4 UDB ମୁଁ ଏହି ସବୁ ବିଷୟରେ ଲେଖୁଅଛି ଯେପରି ସେ ସବୁ ବିଷୟ ସତ ବୋଲି ତୁମ୍ଭେ ବୁଝିପାର ଓ ଆମର ଆନନ୍ଦପୂର୍ଣ୍ଣ ହୋଇପାରେ I BSB BSB: We write these things so that our joy may be complete.
5 UDB ଯେଉଁ ସୁସମ୍ବାଦ ଆମ୍ଭେ ଈଶ୍ୱରଙ୍କଠୁ ଶୁଣିଅଛୁ ଓ ଘୋଷଣା କରୁଛୁ ତାହା ଏହା ଯେ: ସେ କେବେ ପାପ କରନ୍ତି ନାହିଁ I ସେ ଏକ ଅଦ୍ଭୁତ ଆଲୋକ, ଯାହାଠାରେ କୌଣସି ଅନ୍ଧକାର ନାହିଁ I BSB BSB: And this is the message we have heard from Him and announce to you: God is light, and in Him there is no darkness at all.
6 UDB ଯଦି ଆମ୍ଭେ ଈଶ୍ୱରଙ୍କ ସହିତ ମିଳିତ ହେବାର ଦାବି କରୁଅଛୁ, କିନ୍ତୁ ଅଶୁଚି ପରେ ଜୀବନ କାଟୁ, ତା’ହାହେଲେ ଏହା ଅନ୍ଧକାରରେ ରହିବା ସଦୃଶ ହେବ I ଆମ୍ଭେ ମିଥ୍ୟା କହୁଅଛୁ I ଆମ୍ଭେମାନେ ଈଶ୍ୱରଙ୍କ ପ୍ରକୃତ ସୁସମ୍ବାଦ ଅନୁସାରେ ଜୀବନ ଯାପନ କରୁନାହୁଁ I BSB BSB: If we say we have fellowship with Him yet walk in the darkness, we lie and do not practice the truth.
7 UDB କିନ୍ତୁ ଈଶ୍ୱରଙ୍କ ସଦୃଶ ଶୁଚି ଜୀବନ କାଟିବା ଈଶ୍ୱରଙ୍କ ଅଲୋକରେ ଜୀବନ କାଟିବା ସଦୃଶ ଅଟେ I ଯଦି ଆମ୍ଭେ ତାହା କରୁ, ତେବେ ଆମ୍ଭେମାନେ ପରସ୍ପର ସହ ସଂଯୁକ୍ତ ହୋଇପାରିବା, ଓ ପ୍ରଭୁ ଆମ୍ଭମାନଙ୍କୁ କ୍ଷମା କରନ୍ତି ଓ ଗ୍ରହଣ କରନ୍ତି କାରଣ ଯୀଶୁ ଆମ ପାଇଁ ମରିଥିଲେ I BSB BSB: But if we walk in the light as He is in the light, we have fellowship with one another, and the blood of Jesus His Son cleanses us from all sin.
9 UDB କିନ୍ତୁ ଈଶ୍ୱର ଯାହା କୁହନ୍ତି ତାହା କରନ୍ତି ଓ ଯାହା ସେ କରନ୍ତି ସେ’ତ ସବୁବେଳେ ଠିକ୍ ଥାଏ I ଏଥିପାଇଁ ଯଦି ଆମ୍ଭେ ତାଙ୍କ ପାଖରେ ନିଜର ପାପ ସ୍ୱୀକାର କରୁ, ସେ ଆମ୍ଭମାନଙ୍କୁ ଆମ ପାପ ଲାଗି କ୍ଷମା କରିବେ ଓ ଆମ୍ଭମାନଙ୍କୁ ସମସ୍ତ ପ୍ରକାର ଅପରାଧରୁ ମଧ୍ୟ ମୁକ୍ତ କରିବେ I ସେଇଥିପାଇଁ ଆମ୍ଭମାନଙ୍କୁ ତାହାଙ୍କ ପାଖରେ ନିଜ ପାପ ସ୍ୱୀକାର କରିବାକୁ ହେବ I BSB BSB: If we confess our sins, He is faithful and just to forgive us our sins and to cleanse us from all unrighteousness.
10 UDB ଈଶ୍ୱର କହିଅଛନ୍ତି, ସମସ୍ତେ ପାପ କରିଅଛନ୍ତି I ଯେଉଁମାନେ ପାପ କରିନାହୁଁ ବୋଲି କୁହନ୍ତି ସେମାନେ ଈଶ୍ୱରଙ୍କୁ ମିଥ୍ୟାବାଦୀ କରନ୍ତି! ଈଶ୍ୱର ଆମ୍ଭମାନଙ୍କ ବିଷୟରେ କ’ଣ କୁହନ୍ତି ତାହା ପ୍ରତ୍ୟାଖ୍ୟାନ କରନ୍ତି I BSB BSB: If we say we have not sinned, we make Him out to be a liar, and His word is not in us.
Select verses for actions: Enter goes to them and Escape comes back.
Chapter complete
You’ve read 1 John 1 What the commentators say on 1 John 1 Did Jesus really exist?
Make Opened yours A free account keeps your place, highlights and notes on every device. Add Plus to ask Study Help about 1 John 1, and keep Opened free for readers who can’t pay.