1 UDB ଅତଏବ ଆସ, ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା ଯାହା ସମସ୍ତ ବିଶ୍ୱାସୀ ଶିକ୍ଷା କରନ୍ତି ତାହା ଆଲୋଚନା କରିବା ନାହିଁ I ସେଗୁଡ଼ିକ ମଧ୍ୟରୁ କେତେକ ଏପ୍ରକାର ମୃତ କର୍ମରୁ ମନ ପରିବର୍ତ୍ତନ, ଈଶ୍ୱରଙ୍କଠାରେ ବିଶ୍ୱାସ ଇତ୍ୟାଦି I BSB BSB: Therefore let us leave the elementary teachings about Christ and go on to maturity, not laying again the foundation of repentance from dead works, and of faith in God,
2 UDB ଏହା ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଯାହା ଆମ୍ଭେମାନେ ଶିକ୍ଷା ଦେଉ: ନାନା ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣପୂର୍ବକ ପ୍ରାର୍ଥନା କରିବା; ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଏବଂ ଅନନ୍ତ ବିଚାର I BSB BSB: instruction about baptisms, the laying on of hands, the resurrection of the dead, and eternal judgment.
3 UDB ହଁ, ବାସ୍ତବରେ ଈଶ୍ୱରଙ୍କ ଅନୁମତି ହେଲେ ଆମ୍ଭେମାନେ ଏହା ପୁନର୍ବାର ଆଲୋଚନା କରିବା I କିନ୍ତୁ ବର୍ତ୍ତମାନ, ପ୍ରତ୍ୟେକ ସମୟରେ ଖ୍ରୀଷ୍ଟଙ୍କ ଠାରେ ଭରସା କରିବା ନିମନ୍ତେ ସାହାଯ୍ୟ କରିବାକୁ ଥିବା କଠିନ ବିଷୟସବୁ ଆଲୋଚନା କରିବା I BSB BSB: And this we will do, if God permits.
5 UDB ସେମାନେ ଆପଣାମାନଙ୍କ ନିମନ୍ତେ ଈଶ୍ୱରଙ୍କ ବାକ୍ୟକୁ ଉତ୍ତମ ଦେଖିଲେ I ପୁଣି ଆଗାମୀ ଯୁଗରେ ଈଶ୍ୱର କିପରି ମହାଶକ୍ତି ସହକାର୍ଯ୍ୟ କରିବେ ତାହା ସେମାନେ ଶିକ୍ଷା କରିଅଛନ୍ତି I BSB BSB: who have tasted the goodness of the word of God and the powers of the coming age—
6 UDB କିନ୍ତୁ ବର୍ତ୍ତମାନ, ସେମାନେ ଯଦି ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି, ଏବେ ସେମାନଙ୍କୁ ପାପରୁ ମନପରିବର୍ତ୍ତନ କରିବାରେ ଓ ପୁନର୍ବାର ଖ୍ରୀଷ୍ଟଙ୍କଠାରେ ଭରସା କରିବା ନିମନ୍ତେ କେହି ମଧ୍ୟ ପ୍ରବର୍ତ୍ତାଇ ପାରିବେ ନାହିଁ! ଯେଣୁ ସେମାନେ ଆପଣା ଆପଣାର ବିନାଶ ନିମନ୍ତେ ଈଶ୍ୱରଙ୍କ ପୁତ୍ରଙ୍କୁ କ୍ରୁଶାର୍ପଣ କରି ପ୍ରକାଶ୍ୟରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି I BSB BSB: and then have fallen away—to be restored to repentance, because they themselves are crucifying the Son of God all over again and subjecting Him to open shame.
7 UDB ଏହି ବିଷୟ ବିବେଚନା କର: ଯେଉଁ ଭୂମିରେ ବର୍ଷାଜଳ ବାରମ୍ବାର ପଡେ ସେହି ଭୂମିକୁ ଈଶ୍ୱର ଆଶୀର୍ବାଦ କରନ୍ତି ଓ ତାହା ଚାଷୀମାନଙ୍କ ନିମନ୍ତେ ତାହା ବୃକ୍ଷ ବୃଦ୍ଧି କରାଏ ସେହି ଭୂମିକୁ ଈଶ୍ୱର ଆଶୀର୍ବାଦ କରିଅଛନ୍ତି I BSB BSB: For land that drinks in the rain often falling on it and that produces a crop useful to those for whom it is tended receives the blessing of God.
8 UDB କିନ୍ତୁ ଯେଉଁ ବିଶ୍ୱାସୀମାନେ ଈଶ୍ୱରଙ୍କ ଅବଜ୍ଞାକାରୀ ହୁଅନ୍ତି ସେହି ଭୂମି ସଦୃଶ ସେମାନଙ୍କର ଦଶା ହେବ, ଯେଉଁ ଭୂମି କଣ୍ଟା ଓ ଅଗରା ଗଛ ଉତ୍ପନ୍ନ କରେ I ସେହିପରି ଭୂମି ମୂଲ୍ୟହୀନ ଅଟେ I ତାହା ଚାଷୀ ଦ୍ୱାରା ଶାପଗ୍ରସ୍ତ ହୁଏ, ପୁଣି ତାହାର ଶସ୍ୟ ଗୁଡ଼ିକ ଅଗ୍ନିଦାହ ହେବ I BSB BSB: But land that produces thorns and thistles is worthless, and its curse is imminent. In the end it will be burned.
9 UDB କିନ୍ତୁ ହେ ପ୍ରିୟମାନେ, ତୁମ୍ଭେମାନେ ଜାଣିପାରୁଥିବ ଯେ ଖ୍ରୀଷ୍ଟଙ୍କୁ ପ୍ରତ୍ୟାଖ୍ୟାନ ନ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ସତର୍କ କରୁଅଛି I ମୁଁ ଏହା ସୁନିଶ୍ଚିତ ଯେ ତୁମ୍ଭମାନଙ୍କ ଅବସ୍ଥା ତାହାଠାରୁ ଉତ୍ତମ ଓ ପରିତ୍ରାଣ ସଂଯୁକ୍ତ I ଏହା ଆମ୍ଭେମାନେ ଦୃଢ଼ରୂପେ ବିଶ୍ୱାସ କରୁଅଛୁ I BSB BSB: Even though we speak like this, beloved, we are convinced of better things in your case—things that accompany salvation.
10 UDB ଈଶ୍ୱର ନ୍ୟାୟବାନ୍ ହୋଇଥିବାରୁ ତାଙ୍କ ପ୍ରତି ତୁମ୍ଭର କର୍ମକୁ ସେ ଭୁଲି ଯିବେ ନାହିଁ I ସାଧୁମାନଙ୍କ ପ୍ରତି ତୁମର ପ୍ରେମ ଓ ସାହାଯ୍ୟ, ଯାହା ଏବେ ମଧ୍ୟ କରୁଅଛ, ତାହା ଅଣଦେଖା କରିବେ ନାହିଁ I BSB BSB: For God is not unjust. He will not forget your work and the love you have shown for His name as you have ministered to the saints and continue to do so.
11 UDB ମାତ୍ର ଆମ୍ଭମାନଙ୍କର ଏକାନ୍ତ ଇଚ୍ଛା ଯେ, ତୁମ୍ଭେମାନେ ପ୍ରତ୍ୟେକେ ଶେଷ ପର୍ଯ୍ୟନ୍ତ ସୁଦ୍ଧା ଦୃଢ଼ ଭରସା ସହ ସେହି ପ୍ରକାର ଯତ୍ନବାନ ହୁଅ, ଯେପରି ତୁମ୍ଭମାନଙ୍କ ଜୀବନର ଶେଷ କାଳରେ ଈଶ୍ୱର ତୁମ୍ଭମାନଙ୍କୁ ଯାହା ଦେବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି ସେହି ସମସ୍ତ ପାଇବା ନିମନ୍ତେ ବିଶ୍ୱାସ ରଖିପାର I BSB BSB: We want each of you to show this same diligence to the very end, in order to make your hope sure.
12 UDB ଯେପରି ତୁମ୍ଭେମାନେ ଶିଥିଳ ନ ହୁଅ ଏହା ମୋହର ଇଛା, ଯେଉଁମାନେ ବିଶ୍ୱାସ ଓ ଧୈର୍ଯ୍ୟ ଦ୍ୱାରା ପ୍ରତିଜ୍ଞାସମୂହର ଅଧିକାରୀ, ବରଂ ସେମାନଙ୍କର ଅନୁକାରୀ ହୁଅ I BSB BSB: Then you will not be sluggish, but will imitate those who through faith and patience inherit what has been promised.
13 UDB କାରଣ ଈଶ୍ୱର ଯେତେବେଳେ ଅବ୍ରହାମଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ, ସେତେବେଳେ ସେ ଆଉ କୌଣସି ମହାନ ନାମ ନ ପାଇବାରୁ ଆପଣା ନାମରେ ଶପଥ କଲେ I BSB BSB: When God made His promise to Abraham, since He had no one greater to swear by, He swore by Himself,
14 UDB ପରେ ସେ ଅବ୍ରହାମଙ୍କୁ କହିଲେ, "ଆମ୍ଭେ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବା ଓ ତୁମ୍ଭ ବଂଶର ଅତିଶୟ ବୃଦ୍ଧି କରିବା I" BSB BSB: saying, “I will surely bless you and multiply your descendants.”
15 UDB ଆଉ ଏହି ପ୍ରକାରେ ଦୀର୍ଘସହିଷ୍ଣୁ ହୋଇ ଅବ୍ରହାମ ଈଶ୍ୱରଙ୍କ ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇଥିଲେ I BSB BSB: And so Abraham, after waiting patiently, obtained the promise.
16 UDB ମନୁଷ୍ୟମାନେ ତ ସେମାନଙ୍କଠାରୁ ମହାନ ନାମରେ ଶପଥ କରିଥାଆନ୍ତି, ଆଉ କଥା ସ୍ଥିର କରିବା ନିମନ୍ତେ ସେମାନଙ୍କର ସମସ୍ତ ବିବାଦର ନିଷ୍ପତ୍ତି ଶପଥ ଦ୍ୱାରା ହୁଏ I BSB BSB: Men swear by someone greater than themselves, and their oath serves as a confirmation to end all argument.
17 UDB ଏଣୁ ଈଶ୍ୱର ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ଆପଣା ସଂକଳ୍ପର ଅଟଳତା ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ଇଚ୍ଛା କରି ପ୍ରତିଜ୍ଞା ସହ ଶପଥ ମଧ୍ୟ କରିଥିଲେ I BSB BSB: So when God wanted to make the unchanging nature of His purpose very clear to the heirs of the promise, He guaranteed it with an oath.
18 UDB ଆମକୁ ଦୃଢ଼ଭାବରେ ଉତ୍ସାହିତ କରିବା ପାଇଁ ସେ ଏହା କରିଥିଲେ I କାରଣ ଯେପରି ସେ ଦୁଇଟି କାର୍ଯ୍ୟ କରିଛନ୍ତି, ଯାହା ଅପରିବର୍ତ୍ତନୀୟ: ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ ଓ ଯଦି ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ ନାହିଁ ତେବେ ସେ ଆପଣାକୁ ଦୋଷୀ ମନେ କରିବେ I ବର୍ତ୍ତମାନ ଏହି ବିଷୟରେ ଈଶ୍ୱରଙ୍କ ମିଥ୍ୟା କହିବା ଅସମ୍ଭବ, ତଦ୍ୱାରା ସମ୍ମୁଖସ୍ଥ ଭରସାକୁ ଧରିବା ନିମନ୍ତେ ଆଶ୍ରୟସ୍ଥଳକୁ ପଳାୟନ କରିଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ତାହାଙ୍କ ଦ୍ୱାରା ଦୃଢ଼ ଉତ୍ସାହ ପ୍ରାପ୍ତ ହେଉ I BSB BSB: Thus by two unchangeable things in which it is impossible for God to lie, we who have fled to take hold of the hope set before us may be strongly encouraged.
19 UDB ହଁ, ଆମ୍ଭମାନଙ୍କ ନିମନ୍ତେ ଈଶ୍ୱର ଯାହା କରିବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି ତାହା ପାଇବା ନିମନ୍ତେ ଆମ୍ଭେମାନେ ବିଶ୍ୱାସପୂର୍ବକ ଆଶା କରୁ I ଆମ୍ଭେମାନେ ଏକ ଜାହାଜ ସଦୃଶ, ଯାହାର ଲଙ୍ଗର ଆମ୍ଭମାନଙ୍କୁ ଏକ ସ୍ଥାନରେ ଦୃଢ଼ଭାବରେ ଧରିଅଛନ୍ତି I BSB BSB: We have this hope as an anchor for the soul, firm and secure. It enters the inner sanctuary behind the curtain,
20 UDB ଆଉ, ଯୀଶୁ ସେହି ସ୍ଥାନରେ ମଲ୍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ମହାଯାଜକ ହୋଇ ଆମ୍ଭମାନଙ୍କର ଅଗ୍ରଗାମୀ ରୂପେ ପ୍ରବେଶ କରିଅଛନ୍ତି I BSB BSB: where Jesus our forerunner has entered on our behalf. He has become a high priest forever in the order of Melchizedek.
Select verses for actions: Enter goes to them and Escape comes back.