2 UDB ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଯେପରି ଲେଖାଅଛି ଯେତେବେଳେ ସେ ଲେଖିଲେ: "ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ। ସେ ତୁମ୍ଭମାନଙ୍କୁ ନିମନ୍ତ୍ରଣ କରି ପଥ ପ୍ରସ୍ତୁତ କରିବେ। BSB BSB: As it is written in Isaiah the prophet: “Behold, I will send My messenger ahead of You, who will prepare Your way.”
3 UDB ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ଯେକେହି ତାହାଙ୍କ ରବ ଶୁଣି ପାରିବେ, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର।" BSB BSB: “A voice of one calling in the wilderness, ‘Prepare the way for the Lord, make straight paths for Him.’”
4 UDB ଦୂତ ଯେ ଯିଶାଇୟଙ୍କୁ ଯୋହନଙ୍କ ବିଷୟରେ ଲେଖିଲେ। ଲୋକମାନେ ତାଙ୍କୁ "ବାପ୍ତିଜକ" ବୋଲି ଡାକନ୍ତି। ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ; ପାପ କ୍ଷମା ନିମନ୍ତେ ସେମାନଙ୍କୁ ମନପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ," ଦୁଃଖିତ ହୁଅ ଯେ ତୁମ୍ଭେମାନେ ପାପୀ କରିଅଛି, ଏବଂ ଯେପରିକି ଈଶ୍ୱର ତୁମ୍ଭମାନଙ୍କୁ କ୍ଷମା କରିବେ, ଏହା ରୁଦ୍ଧ କରିବାକୁ ଚିନ୍ତା କଲେ। ତା'ପରେ ମୁଁ ତୁମ୍ଭମାନଙ୍କୁ ବାପ୍ତିସ୍ମ ଦେବି।" BSB BSB: John the Baptist appeared in the wilderness, preaching a baptism of repentance for the forgiveness of sins.
5 UDB ସେଥିରେ ସମଗ୍ର ଯିହୂଦା ପ୍ରଦେଶ ଓ ସମସ୍ତ ଯିରୂଶାଲମ ବହୁଳ ନିବାସୀ ବାହାରି ଯୋହନଙ୍କ କଥା ଶୁଣିବାକୁ ନିକଟକୁ ଆସିବାରେ ଲାଗିଲେ। ଅଧିକାଂଶ ଯିଏ ତା'ଙ୍କ କଥାରେ ସମ୍ମତି ହେଲେ ଯେ ସେମାନେ ପାପୀ ଥିଲେ। ତା'ପରେ ଯୋହନଙ୍କ ଦ୍ୱାରା ସେମାନେ ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ। BSB BSB: People went out to him from all of Jerusalem and the countryside of Judea. Confessing their sins, they were baptized by him in the Jordan River.
6 UDB ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ। ସେ ପଙ୍ଗପାଳ ଓ ବନମଧୁ ଖାଉଥିଲେ ଯାହାକି ସେ ସେହି ପ୍ରାନ୍ତରରେ ପାଇଲେ। BSB BSB: John was clothed in camel’s hair, with a leather belt around his waist. His food was locusts and wild honey.
7 UDB ସେ ଘୋଷଣା କରୁଥିଲେ, "ମୋ'ଠାରୁ ଯେ ଅଧିକ ଶକ୍ତିମାନ, ସେ ମୋ' ଉତ୍ତାରେ ଆସୁଅଛନ୍ତି। ମୁଁ ତା'ଙ୍କ ସହ ସମକକ୍ଷ ନୁହଁ। ମୁଁ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ। BSB BSB: And he proclaimed: “After me will come One more powerful than I, the straps of whose sandals I am not worthy to stoop down and untie.
8 UDB ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ।" BSB BSB: I baptize you with water, but He will baptize you with the Holy Spirit.”
9 UDB ସେହି ସମୟରେ ଯେତେବେଳେ ଯୋହନ ପ୍ରଚାର କରୁଥିଲେ, ଯୀଶୁ ଗାଲିଲୀ ପ୍ରଦେଶର ନାଜରିତ ସହରରୁ ଆସିଲେ। ଯେଉଁଠାରେ ଯୋହନ ପ୍ରଚାର କରୁଥିଲେ, ଆଉ ଯୋହନ ଯର୍ଦ୍ଦନରେ ତାଙ୍କୁ ବାପ୍ତିସ୍ମ ଦେଲେ। BSB BSB: In those days Jesus came from Nazareth in Galilee and was baptized by John in the Jordan.
10 UDB ଆଉ, ସେହିକ୍ଷଣି ଯୀଶୁ ଜଳରୁ ଉଠି ଆସିବା ସମୟରେ, ସେ ଆକାଶ ଉନ୍ମୁକ୍ତ ହେଲା ଓ ଈଶ୍ୱରଙ୍କ ଆତ୍ମା ଆପଣା ଉପରକୁ ଅବତରଣ ହେବାର ଦେଖିଲେ। ଈଶ୍ୱରଙ୍କ ଆତ୍ମା କପୋତ ପରି ଆପଣା ଉପରକୁ ଓହ୍ଲାଇଲା। BSB BSB: As soon as Jesus came up out of the water, He saw the heavens breaking open and the Spirit descending on Him like a dove.
11 UDB ଈଶ୍ୱର ସ୍ୱର୍ଗରୁ ଏହି ବାଣୀ ହେଲା, "ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ଯାହାକୁ ମୁଁ ପ୍ରେମ କରେ। ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।" BSB BSB: And a voice came from heaven: “You are My beloved Son; in You I am well pleased.”
12 UDB ସେହିକ୍ଷଣି ଈଶ୍ୱରଙ୍କ ଆତ୍ମା ଯୀଶୁଙ୍କୁ ପ୍ରାନ୍ତର ମଧ୍ୟକୁ ଘେନିଗଲେ। BSB BSB: At once the Spirit drove Jesus into the wilderness,
13 UDB ସେ ସେଠାରେ ଚାଳିଶ ଦିନ ରହିଲେ। ସେସମୟରେ, ଶୟତାନ ତା'ଙ୍କୁ ପରୀକ୍ଷା କରୁଥିଲା। ସେଠାରେ ବନ୍ୟ ପଶୁମାନଙ୍କ ସହିତ ରହିଲେ, ପୁଣି, ଦୂତମାନେ ତାହାଙ୍କ ସେବା କରୁଥିଲେ। BSB BSB: and He was there for forty days, being tempted by Satan. He was with the wild animals, and the angels ministered to Him.
15 UDB ସେ କହୁଥିଲେ, "କାଳ ସମ୍ପୂର୍ଣ୍ଣ ହେଲାଣି। ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ ଯେ ସେ ରାଜା ଅଟନ୍ତି। ଦୁଃଖିତ ଯେ ତୁମ୍ଭେମାନେ ପାପ କରିଅଛ, ଏବଂ ଏହା ବନ୍ଦ କରିବାକୁ ମନସ୍ଥ କର, ଯେପରି ଈଶ୍ୱର ତୁମ୍ଭମାନଙ୍କୁ କ୍ଷମା କରିବେ। ସୁସମାଚାରରେ ବିଶ୍ୱାସ କର। BSB BSB: “The time is fulfilled,” He said, “and the kingdom of God is near. Repent and believe in the gospel!”
16 UDB ଦିନେ, ଯୀଶୁ ଗାଲିଲୀ ସମୁଦ୍ରକୂଳ ଦେଇ ଯାଉଥିଲେ, ସେସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦେଖିଲେ। ସେମାନେ ସମୁଦ୍ରରେ ଭଉଁରୀଜାଲ ପକାଉଥିଲେ। ସେମାନେ ମତ୍ସ୍ୟ ଧରିବା ଓ ବିକ୍ରୀରେ ଅର୍ଥ ଅର୍ଜନ କଲେ। BSB BSB: As Jesus was walking beside the Sea of Galilee, He saw Simon and his brother Andrew. They were casting a net into the sea, for they were fishermen.
17 UDB ସେସମୟରେ ଯୀଶୁ ସେମାନଙ୍କୁ କହିଲେ, "ଯେପରି ମତ୍ସ୍ୟ ସଂଗ୍ରହ କରିଅଛ, ମୋହର ଅନୁଗମନ କର, ସେପରି ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।" BSB BSB: “Come, follow Me,” Jesus said, “and I will make you fishers of men.”
18 UDB ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ। BSB BSB: And at once they left their nets and followed Him.
20 UDB ସେହିକ୍ଷଣି ଯୀଶୁ ସେମାନଙ୍କୁ ଡାକିଲେ, ସେ ସେମାନଙ୍କୁ ତାହାଙ୍କର ଅନୁଗମନ କରିବାକୁ କହିଲେ। ପୁଣି, ସେମାନେ ସେମାନଙ୍କର ପିତାଙ୍କୁ ଛାଡ଼ିଲେ, ଯିଏ ମୂଲିଆମାନଙ୍କ ସହିତ ନୌକାରେ ରହିଲେ, ଏବଂ ସେମାନେ ଯୀଶୁଙ୍କ ସହ ଅନୁଗମନ କଲେ। BSB BSB: Immediately Jesus called them, and they left their father Zebedee in the boat with the hired men and followed Him.
22 UDB ସେମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ। ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ସେ ନିଜେ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଲେ। ସେ ଯେପରି ଯିହୂଦୀ ନିୟମଗୁଡିକ ଶିକ୍ଷା ଦେଲେ ସେପରି ସେ କଲେ ନାହିଁ, ଅନ୍ୟମାନେ ଯିଏକି ଶିକ୍ଷା ଦେଇଥିଲେ ତାହାର ବିଭିନ୍ନ ବିଷୟର ପୁନରାବୃତ୍ତି କଲେ। BSB BSB: The people were astonished at His teaching, because He taught as one who had authority, and not as the scribes.
23 UDB ସମାଜଗୃହରେ ଯେଉଁଠାରେ ଯୀଶୁ ଶିକ୍ଷା ଦେଉଥିଲେ, ସେଠାରେ ଜଣେ ଲୋକକୁ ଅଶୁଚି ଆତ୍ମା ଆକ୍ରାନ୍ତ କଲା। ସେହି ଅଶୁଚି ଆତ୍ମାବିଷ୍ଟ ଲୋକ ଚିତ୍କାର କରି କହିଲା, BSB BSB: Suddenly a man with an unclean spirit cried out in the synagogue:
24 UDB ହେ ନାଜରିତୀୟ ଯୀଶୁ, ଆମ୍ଭମାନଙ୍କର ଅଶୁଚି ଆତ୍ମାଗୁଡିକ ସାଙ୍ଗରେ ତୁମ୍ଭ କ'ଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ, ତାହା ମୁଁ ଜାଣେ। ତୁମ୍ଭେ ଈଶ୍ୱରଙ୍କ ସେହି ପବିତ୍ର ବ୍ୟକ୍ତି। BSB BSB: “What do You want with us, Jesus of Nazareth? Have You come to destroy us? I know who You are—the Holy One of God!”
25 UDB ଯୀଶୁ ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, "ଚୁପ୍ କର୍, ଏହାଠାରୁ ବାହାରି ଯା! BSB BSB: But Jesus rebuked the spirit. “Be silent!” He said. “Come out of him!”
26 UDB ଅଶୁଚି ଆତ୍ମାଟି ଲୋକଟିକୁ ମୋଡ଼ିପକାଇଲା। ସେ ଖୁବ୍ ଜୋରରେ ଚିତ୍କାର କଲା, ଏବଂ ପରେ ସେ ଲୋକଠାରୁ ବାହାରି ଗଲା। BSB BSB: At this, the unclean spirit threw the man into convulsions and came out with a loud shriek.
27 UDB ଏଥିରେ ସେଠାରେ ଉପସ୍ଥିତ ସମସ୍ତ ଲୋକ ବିସ୍ମୟାନ୍ୱିତ ହେଲେ। ଫଳରେ, ସେମାନେ ବାଦାନୁବାଦ କରି କହିବାକୁ ଲାଗିଲେ, ଏହା ଆଶ୍ଚର୍ଯ୍ୟାନ୍ନିତ ଅଟେ! ଏ ତ କେବଳ ସେ ଗୋଟିଏ ନୂତନ ପୁଣି ଅଧିକାରଯୁକ୍ତ ମାର୍ଗରେ ଶିକ୍ଷା ଦିଅନ୍ତି, କିନ୍ତୁ ସେ ଅଶୁଚି ଆତ୍ମାମାନଙ୍କୁ ସୁଦ୍ଧା ଆଦେଶ ଦିଅନ୍ତି, ଆଉ ସେମାନେ ତାହାଙ୍କ ଆଜ୍ଞା ମାନନ୍ତି! BSB BSB: All the people were amazed and began to ask one another, “What is this? A new teaching with authority! He commands even the unclean spirits, and they obey Him!”
28 UDB ସେଥିରେ ତାହାଙ୍କ ସମ୍ବନ୍ଧୀୟ ସମାଚାର ଯାହା ଯୀଶୁ କରିଥିଲେ ସେହିକ୍ଷଣି ଗାଲିଲୀର ଚାରିଆଡ଼େ ସମସ୍ତ ଅଞ୍ଚଳରେ ବ୍ୟାପିଗଲା। BSB BSB: And the news about Jesus spread quickly through the whole region of Galilee.
30 UDB ଶିମୋନଙ୍କ ଶାଶୁ ଶଯ୍ୟାଗତା ଥିଲେ, ଆଉ ସେ ଗୋଟିଏ ଖୁବ୍ ଜ୍ୱରରେ ଆକ୍ରାନ୍ତ ଥିଲେ। BSB BSB: Simon’s mother-in-law was sick in bed with a fever, and they promptly told Jesus about her.
31 UDB ସେଥିରେ ଯୀଶୁ ପାଖକୁ ଯାଇ ତାଙ୍କ ହସ୍ତ ଧରିଲେ, ଆଉ ତା'ଙ୍କୁ ଉଠାଇଲେ। ତୁରନ୍ତ ତାଙ୍କର ଜ୍ୱର ଛାଡ଼ିଗଲା ପୁଣି, ସେମାନଙ୍କୁ ସେବା କରିବାକୁ ଲାଗିଲେ। BSB BSB: So He went to her, took her by the hand, and helped her up. The fever left her, and she began to serve them.
33 UDB ଏହା ସତେ ଯେପରି ଯେଉଁମାନେ ବାସ କରୁଥିବା ନଗରବାସୀ ସମସ୍ତେ ଶିମୋନଙ୍କ ଦ୍ୱାର ନିକଟରେ ଏକତ୍ର ହେଲେ। BSB BSB: and the whole town gathered at the door.
34 UDB ସେଥିରେ ଯୀଶୁ ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ସୁସ୍ଥ କଲେ। ପୁଣି, ସେ ଲୋକମାନଙ୍କଠାରୁ ବହୁ ଭୂତମାନଙ୍କୁ ଛଡାଇଲେ। ସେ ତା'ଙ୍କ ବିଷୟରେ ଭୂତମାନଙ୍କୁ କଥା କହିବାକୁ ଦେଲେ ନାହିଁ, କାରଣ ସେମାନେ ତାହାଙ୍କୁ ଚିହ୍ନୁ ଥିଲେ ଯେ ସେ ଈଶ୍ୱରଙ୍କଠାରୁ ଜଣେ ପବିତ୍ର ଥିଲେ। BSB BSB: And He healed many who were ill with various diseases and drove out many demons. But He would not allow the demons to speak, because they knew who He was.
35 UDB ଅନ୍ଧାର ଥାଉ ଥାଉ ପାହାନ୍ତିଆ ସମୟରେ ଯୀଶୁ ଉଠି ବାହାରିଗଲେ। ସେ ଗୃହ ତ୍ୟାଗ କଲେ ପୁଣି ସହରଠାରୁ ଅଲଗା ହୋଇ ଜନଶୂନ୍ୟ ପ୍ରାନ୍ତରରକୁ ଗଲେ। ତା'ପରେ ସେ ପ୍ରାର୍ଥନା କଲେ। BSB BSB: Early in the morning, while it was still dark, Jesus got up and went out to a solitary place to pray.
36 UDB ଶିମୋନ ଓ ତାହାଙ୍କ ସଙ୍ଗୀମାନେ ତାହାଙ୍କର ଅନୁସନ୍ଧାନ କଲେ। BSB BSB: Simon and his companions went to look for Him,
37 UDB ଯେତେବେଳେ ସେମାନେ ତା'ଙ୍କୁ ପାଇଲେ ସେମାନେ କହିଲେ, "ସହରର ସମସ୍ତେ ତୁମ୍ଭଙ୍କୁ ଅନେଇ ରହିଅଛନ୍ତି।" BSB BSB: and when they found Him, they said, “Everyone is looking for You!”
38 UDB ସେ ସେମାନଙ୍କୁ କହିଲେ," ଆମ୍ଭେମାନେ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯିବାର ଆବଶ୍ୟକ ଅଛି ସେଠାରେ ମଧ୍ୟ ମୁଁ ପ୍ରଚାର କରିବି। ସେହି ଉଦ୍ଦେଶ୍ୟରେ ମୁଁ ଏଠାକୁ ଆସିଲି। BSB BSB: But Jesus answered, “Let us go on to the neighboring towns so I can preach there as well, for that is why I have come.”
39 UDB ପୁଣି, ସେମାନେ ସମୁଦାୟ ଗାଲିଲୀରେ ଭ୍ରମଣ କଲେ। ଯେପରି ସେମାନେ ଗଲେ, ସେମାନଙ୍କର ସମସ୍ତ ସମାଜଗୃହରେ ପ୍ରଚାର କଲେ ଓ ଲୋକମାନଙ୍କଠାରୁ ଭୂତମାନଙ୍କୁ ବାହାର କଲେ। BSB BSB: So He went throughout Galilee, preaching in their synagogues and driving out demons.
41 UDB ଯୀଶୁ ଦୟାରେ ବିଗଳିତ ହେଲେ। ସେ ତା'ଙ୍କ ହସ୍ତ ବିସ୍ତାର କଲେ ଓ ଲୋକଟିକୁ ସ୍ପର୍ଶ କଲେ। ତା'ପରେ ସେ ତା'ଙ୍କୁ କହିଲେ, "ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ" BSB BSB: Moved with compassion, Jesus reached out His hand and touched the man. “I am willing,” He said. “Be clean!”
42 UDB ସେହିକ୍ଷଣି ଲୋକଟି ସୁସ୍ଥ ହେଲା! ତାହାଠାରୁ କୁଷ୍ଠରୋଗ ଦୂର ହେଲା। BSB BSB: And immediately the leprosy left him, and the man was cleansed.
43 UDB ସେହିକ୍ଷଣି ବିଦାୟ କରି ଯୀଶୁ ତାହାକୁ ଦୃଢ଼ରୂପେ ଆଜ୍ଞା ଦେଇ କହିଲେ। BSB BSB: Jesus promptly sent him away with a stern warning:
44 UDB "ଯାହାକିଛି ଘଟିଛି କାହାକୁ କିଛି କୁହ ନାହିଁ। କିନ୍ତୁ ଯାଜକଙ୍କ ନିକଟକୁ ଯାଇ ନିଜକୁ ତା'ହାଙ୍କୁ ଦେଖାଅ, ଯେପରି ସେ ତୁମକୁ ପରୀକ୍ଷା କରିବେ ପୁଣି, ଦେଖିବେ ଯେ ତୁମ୍ଭର ଆଉ କୁଷ୍ଠରୋଗ ନାହିଁ। ତା'ପରେ ଉତ୍ସର୍ଗ କର ଯେ ମୋଶା ଯାହା ଯାହା ଆଦେଶ ଦେଇଅଛନ୍ତି, ଈଶ୍ୱର ଯାହାକୁ କୁଷ୍ଠରୋଗରୁ ଶୁଚି କରିଅଛନ୍ତି। ସେମାନଙ୍କ ନିକଟରେ ଏହା ସାକ୍ଷ୍ୟ ହେବ ଯେ ତୁମ୍ଭର କୁଷ୍ଠରୋଗ ନାହିଁ।" BSB BSB: “See that you don’t tell anyone. But go, show yourself to the priest and present the offering Moses prescribed for your cleansing, as a testimony to them.”
45 UDB ଲୋକଟି ଯୀଶୁଙ୍କ ଆଦେଶକୁ ଅନୁକରଣ କଲା। ସେ ବାହାରିଯାଇ ସେହି ବିଷୟ ଅଧିକ ଘୋଷଣା କରି ଚାରିଆଡ଼େ ଏତେ କହିବାକୁ ଲାଗିଲା ଯେ, ଯୀଶୁ କିପରି ତାକୁ ସୁସ୍ଥ କଲେ। ଫଳରେ, ଯୀଶୁ ଆଉ ପ୍ରକାଶ୍ୟରେ କୌଣସି ନଗରରେ ପ୍ରବେଶ କରି ପାରିଲେ ନାହିଁ, ଲୋକମାନେ ଚତୁର୍ଦ୍ଦିଗରେ ତାହାଙ୍କୁ ଘେରିଲେ। ମାତ୍ର ନିର୍ଜନ ସ୍ଥାନମାନଙ୍କରେ ରହିଲେ, ଯେଉଁଠାରେ ଲୋକମାନେ ବାସ କରୁ ନ ଥିଲେ। ଆଉ, ଲୋକମାନେ ଚତୁର୍ଦ୍ଦିଗରୁ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ। BSB BSB: But the man went out and openly began to proclaim and spread the news. Consequently, Jesus could no longer enter a town in plain view, but He stayed out in solitary places. Yet people came to Him from every quarter.