2 UDB ଅବ୍ରହାମ ଇସ୍ହାକ ପିତା ଥିଲେ I ଇସ୍ହାକ ଯାକୁବ ପିତା ଥିଲେ I ଯାକୁବ ଯିହୁଦା ଓ ତାଙ୍କ ଭାଇମାନଙ୍କ ପିତା ଥିଲେ I BSB BSB: Abraham was the father of Isaac, Isaac the father of Jacob, and Jacob the father of Judah and his brothers.
3 UDB ଯିହୁଦା ପେରସ ଓ ସେରହଙ୍କ ପିତା ଥିଲେ ଓ ତାମର ସେମାନଙ୍କ ମାଁ ଥିଲେ I ପେରସ ହିଷ୍ରୋଣଙ୍କ ପିତା ଥିଲେ I ହିଷ୍ରୋଣ ଅରାମଙ୍କ ପିତା ଥିଲେ I BSB BSB: Judah was the father of Perez and Zerah by Tamar, Perez the father of Hezron, and Hezron the father of Ram.
4 UDB ଅରାମ ଅମ୍ମୀନାଦବ ପିତା ଥିଲେ I ଅମ୍ମୀନାଦବ ନହଶୋନଙ୍କ ପିତା ଥିଲେ I ନହଶୋନ ସଲମୋନଙ୍କ ପିତା ଥିଲେ I BSB BSB: Ram was the father of Amminadab, Amminadab the father of Nahshon, and Nahshon the father of Salmon.
6 UDB ଯିଶୟ ରାଜା ଦାଉଦଙ୍କ ପିତା ଥିଲେ I ଦାଉଦ ଶଲୋମନଙ୍କ ପିତା ହେଲେ; ଶଲୋମନଙ୍କ ମାଁ ଉରୀୟଙ୍କ ସ୍ତ୍ରୀ ଥିଲେ I BSB BSB: and Jesse the father of David the king. Next: David was the father of Solomon by Uriah’s wife,
7 UDB ଶଲୋମନ ରିହବୀୟାମଙ୍କ ପିତା ଥିଲେ I ରିହବୀୟାମ ଅବୀୟଙ୍କ ପିତା ଥିଲେ I ଅବୀୟ ଆସାଙ୍କ ପିତା ଥିଲେ I BSB BSB: Solomon the father of Rehoboam, Rehoboam the father of Abijah, and Abijah the father of Asa.
9 UDB ଉଜୀୟ ଯୋଥମଙ୍କ ପିତା ଥିଲେ I ଯୋଥମ ଆହସଙ୍କ ପିତା ଥିଲେ I ଆହସ ହିଜକୀୟଙ୍କ ପିତା ଥିଲେ I BSB BSB: Uzziah was the father of Jotham, Jotham the father of Ahaz, and Ahaz the father of Hezekiah.
10 UDB ହିଜକୀୟ ମନଃଶିଙ୍କ ପିତା ଥିଲେ I ମନଃଶି ଆମୋନଙ୍କ ପିତା ଥିଲେ I ଆମୋନ ଯୋଷୀୟଙ୍କ ପିତା ଥିଲେ I BSB BSB: Hezekiah was the father of Manasseh, Manasseh the father of Amon, Amon the father of Josiah,
11 UDB ଯୋଷୀୟ ଯିକନୀୟ ଓ ତାଙ୍କ ଭାଇମାନଙ୍କ ଜେଜେ ବାପା ଥିଲେ I ବାବିଲୋନ ସୈନ୍ୟମାନେ ଇସ୍ରାଏଲ୍ ଲୋକଙ୍କ ବନ୍ଦୀ କରି ବାବିଲୋନ ଦେଶକୁ ନେଇଯିବା ସମୟରେ ସେମାନେ ବାସ କରୁଥିଲେ I BSB BSB: and Josiah the father of Jeconiah and his brothers at the time of the exile to Babylon.
12 UDB ଇସ୍ରାଏଲ ଲୋକମାନେ ବାବିଲୋନକୁ ନିର୍ବାସିତ ହେବାପରେ, ଯିକନୀୟ ହଲ୍ଟିୟଙ୍କ ପିତା ହେଲେ I ଶଲ୍ଟିୟେଲ ଜିରୁବାବିଲଙ୍କ ପୂର୍ବପୁରୁଷ ଥିଲେ I BSB BSB: After the exile to Babylon: Jeconiah was the father of Shealtiel, Shealtiel the father of Zerubbabel,
13 UDB ଜିରୁବାବିଲ ଅବୀହୁଦଙ୍କ ପିତା ଥିଲେ I ଅବୀହୁଦ ଏଲିୟାକିମଙ୍କ ପିତା ଥିଲେ I ଏଲିୟାକିମ ଆସେରଙ୍କ ପିତା ଥିଲେ I BSB BSB: Zerubbabel the father of Abiud, Abiud the father of Eliakim, and Eliakim the father of Azor.
14 UDB ଆସୋର ସାଦୋକଙ୍କ ପିତା ଥିଲେ I ସାଦୋକ ଆଖିମଙ୍କ ପିତା ଥିଲେ I ଆଖିମ ଏଲିହୁଦଙ୍କ ପିତା ଥିଲେ I BSB BSB: Azor was the father of Zadok, Zadok the father of Achim, and Achim the father of Eliud.
15 UDB ଏଲିହୁଦ ଏଲିୟାଜରଙ୍କ ପିତା ଥିଲେ I BSB BSB: Eliud was the father of Eleazar, Eleazar the father of Matthan, Matthan the father of Jacob,
16 UDB ଯାକୁବ ଯୋଷେଫଙ୍କ ପିତା ଥିଲେ I ଯୋଷେଫ ମରିୟମଙ୍କ ସ୍ଵାମୀଥିଲେ, ମରିୟମ ଯୀଶୁଙ୍କ ମାଁ ଥିଲେ I ଯୀଶୁ ଯାହାଙ୍କୁ ଖ୍ରୀଷ୍ଟ କୁହାଯାଏ I BSB BSB: and Jacob the father of Joseph, the husband of Mary, of whom was born Jesus, who is called Christ.
19 UDB ଏଥିରେ ତାଙ୍କ ସ୍ୱାମୀ ଯଏକି ପ୍ରଭୁଙ୍କ ଜଣେ ଆଜ୍ଞା ପାଳନକାରୀ ଥିଲେ, ସେ ମରିୟମଙ୍କ ସହ ବିବାହ ନ କରିବାକୁ ସ୍ଥିର କଲେ। କିନ୍ତୁ ସେ ଅନ୍ୟ ଲୋକମାନଙ୍କ ସମ୍ମୁଖରେ ତାହାକୁ ନିନ୍ଦାର ପାତ୍ର କରିବାକୁ ଚାହିଲେ ନାହିଁ। ତେଣୁ ସେ ତାହାଙ୍କୁ ବିବାହ ନ କରି ଗୋପନରେ ପରିତ୍ୟାଗ କରିବାକୁ ସ୍ଥିର କଲେ। BSB BSB: Because Joseph her husband was a righteous man and was unwilling to disgrace her publicly, he resolved to divorce her quietly.
20 UDB କିନ୍ତୁ ସେ ଏହା ଦୃଢ଼ ଭାବେ ମନସ୍ଥ କଲା ପରେ, ପ୍ରଭୁଙ୍କଠାରୁ ପ୍ରେରିତ ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଲେ। ସେହି ଦୂତ ତାହାଙ୍କୁ କହିଲେ, "ହେ ଦାଉଦଙ୍କ ବଂଶଜ ଯୋଷେଫ, ମରିୟମଙ୍କୁ ବିବାହ କରିବା ନିମନ୍ତେ ଭୟ କର ନାହିଁ। କାରଣ ତାହାଙ୍କ ଗର୍ଭ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇଅଛି। BSB BSB: But after he had pondered these things, an angel of the Lord appeared to him in a dream and said, “Joseph, son of David, do not be afraid to embrace Mary as your wife, for the One conceived in her is from the Holy Spirit.
21 UDB ସେ ଏକ ପୁତ୍ର ପ୍ରସବ କରିବେ, ତାହାଙ୍କ ନାମ ଯୀଶୁ ଦେବ, ସେ ଆପଣା ଲୋକଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ।" BSB BSB: She will give birth to a Son, and you are to give Him the name Jesus, because He will save His people from their sins.”
23 UDB "ଦେଖ, ଜଣେ କୁମାରୀ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବେ। ଲୋକେ ତାହାଙ୍କୁ ଇମ୍ମାନୁୟେଲ ବୋଲି ଡାକିବେ" ଏହାର ଅର୍ଥ, ଆମ୍ଭମାନଙ୍କ ସହିତ ଈଶ୍ଵର।" BSB BSB: “Behold, the virgin will be with child and will give birth to a son, and they will call Him Immanuel” (which means, “God with us”).
24 UDB ଯେତେବେଳେ ଯୋଷେଫ ନିକଟରୁ ଉଠିଲେ, ପ୍ରଭୁଙ୍କ ଦୂତ ତାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେପରି କଲେ। ସେ ମରିୟମଙ୍କୁ ନିଜର ସ୍ତ୍ରୀ ଭାବେ ଗ୍ରହଣ କରି ତାହାଙ୍କ ସହିତ ରହିବାକୁ ଲାଗିଲେ। BSB BSB: When Joseph woke up, he did as the angel of the Lord had commanded him and embraced Mary as his wife.
25 UDB କିନ୍ତୁ ସେ ପୁତ୍ର ପ୍ରସବ କରିବା ପର୍ଯ୍ୟନ୍ତ ତାହାଙ୍କ ସହିତ ସହବାସ କଲେ ନାହିଁ। ଆଉ ଯୋଷେଫ ତାହାଙ୍କ ନାମ “ଯୀଶୁ” ଦେଲେ। BSB BSB: But he had no union with her until she gave birth to a Son. And he gave Him the name Jesus.