1 UDB ଏଫିସ ନଗରର ମଣ୍ଡଳୀର ଦୂତଙ୍କୁ ଏହା ଲେଖ: ଯିଏ ସପ୍ତ ନକ୍ଷତ୍ର ଦକ୍ଷିଣ ହସ୍ତରେ ଧରନ୍ତି ଏବଂ ଯେ ସପ୍ତ ସ୍ୱର୍ଣ୍ଣ ପ୍ରଦୀପ ମଧ୍ୟରେ ଗମନ କରନ୍ତି ସେ ଏହି କଥା କହନ୍ତି: BSB BSB: “To the angel of the church in Ephesus write: These are the words of Him who holds the seven stars in His right hand and walks among the seven golden lampstands.
2 UDB ମୁଁ ତୁମ୍ଭର କାର୍ଯ୍ୟ ଜାଣେ I ମୁଁ ଜାଣେ ତୁମ୍ଭେ ଯେ ମୋ’ ପାଇଁ କଠିନ ପରିଶ୍ରମ କର ଓ କଷ୍ଟ ସମୟରେ ଅସୀମ ଧୈର୍ଯ୍ୟ ଧରିଥାଅ। ତୁମ୍ଭେ ଯେ ମନ୍ଦ ଲୋକଙ୍କୁ ଗ୍ରହଣ କର ନାହିଁ, ଏହା ମଧ୍ୟ ମୁଁ ଜାଣେ। ଯେଉଁମାନେ ପ୍ରକୃତରେ ପ୍ରେରିତ ନ ହେଲେ ହେଁ ନିଜକୁ ପ୍ରେରିତ ବୋଲି କହନ୍ତି; ସେମାନଙ୍କୁ ତୁମ୍ଭେ ପରଖି ଅଛ ଏବଂ ସେମାନଙ୍କ ବିଶ୍ୱାସକୁ ପ୍ରଶ୍ନ କରିଅଛ I BSB BSB: I know your deeds, your labor, and your perseverance. I know that you cannot tolerate those who are evil, and you have tested and exposed as liars those who falsely claim to be apostles.
3 UDB ମୁଁ ଜାଣେ ତୁମ୍ଭର ବହୁତ ଧୈର୍ଯ୍ୟ ଅଛି, କାରଣ ତୁମ୍ଭେ ମୋ’ ନାମ ନିମନ୍ତେ କଷ୍ଟ ସହିଛ ଓ ଏସବୁ କରିବାରେ ତୁମ୍ଭେ କ୍ଲାନ୍ତ ହୋଇ ପଡ଼ି ନାହଁ। ଲୋକମାନେ ମୋ’ ସକାଶେ ତୁମ୍ଭର କ୍ଷତି କଲେ ହେଁ ତୁମ୍ଭେ ମୋହର ଅନୁଗମନ କରିଅଛ, ମୋହର ସେବା ଓ ମୋହର ବାକ୍ୟ ପାଳନ କରିଛ I କେତେ କଷ୍ଟ ହେଲେ ହେଁ ତୁମ୍ଭେମାନେ ମୋତେ ପରିତ୍ୟାଗ କରିନାହଁ I BSB BSB: Without growing weary, you have persevered and endured many things for the sake of My name.
4 UDB କିନ୍ତୁ ତୁମ୍ଭେ କିଛି ଭୁଲ୍ କରିଅଛ: ତୁମ୍ଭର ଆରମ୍ଭରେ ଯେଉଁ ପ୍ରେମ ପରସ୍ପର ଏବଂ ମୋ’ ପ୍ରତି ଥିଲା, ତୁମ୍ଭେ ତାହା ହରାଇଅଛ I ସେହି ପ୍ରେମ ଆଉ ନାହିଁ I BSB BSB: But I have this against you: You have abandoned your first love.
5 UDB ତେଣୁ, ମୁଁ କହୁଅଛି ମନେ ପକାଅ କିପରି ତୁମ୍ଭେମାନେ ମୋତେ ପ୍ରେମ କରୁଥିଲ I ଯେପରି ପୂର୍ବରୁ ମୋତେ ପ୍ରେମ କରୁଥିଲ ସେ ପରି ବର୍ତ୍ତମାନ ପ୍ରେମ କର I ତୁମ୍ଭେ ଯଦି ପ୍ରେମ କରିବ ନାହିଁ ତେବେ ମୁଁ ଆସି ତୁମ୍ଭର ଦୀପରୁଖାକୁ ତା'ର ସ୍ଥାନରୁ ଅଲଗା କରି ଦେବି ଏବଂ ତୁମ୍ଭେମାନେ ମୋର ଲୋକ ହେବ ନାହିଁ। BSB BSB: Therefore, keep in mind how far you have fallen. Repent and perform the deeds you did at first. But if you do not repent, I will come to you and remove your lampstand from its place.
6 UDB ତୁମ୍ଭେ କିନ୍ତୁ ଗୋଟିଏ ବିଷୟ ଉତ୍ତମ କରିଅଛ। ତୁମ୍ଭେ ନିକଲାୟତୀୟମାନଙ୍କର କାର୍ଯ୍ୟ କଳାପକୁ ଘୃଣା କର। ସେମାନେ କହନ୍ତି ପ୍ରତିମା ପୂଜା କରିବା ଏବଂ ଅନୈତିକ କାର୍ଯ୍ୟ କରିବା ମନ୍ଦ ନୁହେଁ I ମୁଁ ମଧ୍ୟ ସେମାନଙ୍କର କାର୍ଯ୍ୟକୁ ଘୃଣା କରେ I BSB BSB: But you have this to your credit: You hate the works of the Nicolaitans, which I also hate.
7 UDB ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍।" ସମ୍ବାଦ ହେଲା ଏହା: ଯେଉଁମାନେ ଜୟ କରନ୍ତି; ତାହାକୁ ଆମ୍ଭେ ଈଶ୍ୱରଙ୍କ ପାରଦେଶରେ ଥିବା ଜୀବନବୃକ୍ଷର ଫଳ ଖାଇବାକୁ ଦେବୁ I BSB BSB: He who has an ear, let him hear what the Spirit says to the churches. To the one who overcomes, I will grant the right to eat from the tree of life in the Paradise of God.
8 UDB ସ୍ମୁର୍ଣ୍ଣା ମଣ୍ଡଳୀର ଦୂତଙ୍କୁ ଏହା ଲେଖ: ମୁଁ ତୁମ୍ଭମାନଙ୍କୁ ଏହି କଥା କହୁଅଛି. ମୁଁ ପ୍ରଥମ ଯେ ସବୁ କିଛି ଆରମ୍ଭ କଲେ ଏବଂ ମୁଁ ଶେଷ ଯେ ସବୁ କିଛି ଶେଷ କରନ୍ତି I ମୁଁ ମୃତ ହେଲି କିନ୍ତୁ ପୁନର୍ଜୀବିତ ଅଟେ I BSB BSB: To the angel of the church in Smyrna write: These are the words of the First and the Last, who died and returned to life.
9 UDB ମୁଁ ତୁମ୍ଭର କଷ୍ଟ ଜାଣେ। ମୁଁ ଜାଣେ, ତୁମ୍ଭେ ଗରୀବ ଏବଂ ତୁମ୍ଭର ଅନେକ ଅଭାବ ଅଛି। କିନ୍ତୁ ପ୍ରକୃତରେ ତୁମ୍ଭେ ଧନୀ, ତୁମ୍ଭଠାରେ ଅନନ୍ତ ଧନ ଅଛି ଯାହା କେହି ତୁମ୍ଭଠାରୁ ନେଇ ପାରିବ ନାହିଁ। ତୁମ୍ଭ ବିରୁଦ୍ଧରେ ଅପବାଦ ମୁଁ ଶୁଣିଛି। ସେହି ମନ୍ଦକଥା କହିବା ଲୋକମାନେ ଯିହୁଦୀ ଅଟନ୍ତି। କିନ୍ତୁ ସେମାନେ ପ୍ରକୃତରେ ଯିହୁଦୀ ନୁହଁନ୍ତି। ସେମାନେ ଶୟତାନର ଦଳର ଲୋକ ଅଟନ୍ତି I BSB BSB: I know your affliction and your poverty—though you are rich! And I am aware of the slander of those who falsely claim to be Jews, but are in fact a synagogue of Satan.
10 UDB ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାରରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭେମାନେ ଦଶଦିନ ପର୍ଯ୍ୟନ୍ତ ଦୁଃଖକଷ୍ଟ ସହିବ। କିନ୍ତୁ ବିଶ୍ୱସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ୟୁ ବରଣ କରିବାକୁ ପଡ଼ିପାରେ। ତୁମ୍ଭେ ଯଦି ବିଶ୍ୱସ୍ତ ରହିବ, ତେବେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦେବି I BSB BSB: Do not fear what you are about to suffer. Behold, the devil is about to throw some of you into prison to test you, and you will suffer tribulation for ten days. Be faithful even unto death, and I will give you the crown of life.
11 UDB " ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ଶୁଣିବା ଉଚିତ୍। ଯେ ବିଜୟୀ ହୁଏ, ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା ଆଦୌ କ୍ଷତିଗ୍ରସ୍ତ ହେବନାହିଁ।" BSB BSB: He who has an ear, let him hear what the Spirit says to the churches. The one who overcomes will not be harmed by the second death.
12 UDB "ପର୍ଗମ ମଣ୍ଡଳୀର ଦୂତଙ୍କୁ ଏହା ଲେଖ:"ମୁଁ ଏହି ସମସ୍ତ ବିଷୟ ତୁମ୍ଭକୁ କହୁଅଛି I ମୁଁ ସିଏ ଯାହାଙ୍କ ହାତରେ ତୀକ୍ଷ୍ନ ଦ୍ୱିଧାର ଖଡ୍ଗ ଅଛି I BSB BSB: To the angel of the church in Pergamum write: These are the words of the One who holds the sharp, double-edged sword.
13 UDB ମୁଁ ଜାଣେ ଯେ, ଶୟତାନର ଶକ୍ତି ଏବଂ ପ୍ରଭାବ ଯେଉଁଠାରେ ରହିଛି, ସେହି ନଗରରେ ତୁମ୍ଭେ ବାସ କରୁଛ। ତଥାପି ତୁମ୍ଭେ ମୋ’ ପ୍ରତି ନିଷ୍ଠାବାନ ହୋଇଅଛ ଏବଂ ମୁଁ ଯାହା ପସନ୍ଦ କରେ ତାହା କଲ I ଏପରିକି, ଶୟତାନ ବାସ କରୁଥିବା ସେହି ନଗରରେ ମୋର ବିଶ୍ୱସ୍ତ ସାକ୍ଷୀ ଆନ୍ତିପାଙ୍କୁ ହତ୍ୟା କରାଯିବା ସମୟରେ ମଧ୍ୟ ତୁମ୍ଭେ ମୋ’ଠାରେ ବିଶ୍ୱାସ କରୁଅଛ ବୋଲି ଅସ୍ୱୀକାର କରି ନ ଥିଲ। BSB BSB: I know where you live, where the throne of Satan sits, yet you hold fast to My name. You did not deny your faith in Me, even in the days of My faithful witness Antipas, who was killed among you where Satan dwells.
14 UDB "ତଥାପି ମୁଁ ଦେଖୁଛି ତୁମ୍ଭର କିଛି ଅଛି ଯାହା ତୁମ୍ଭ ସାକ୍ଷ୍ୟକୁ ନଷ୍ଟ କରୁଛି ଏବଂ ତୁମ୍ଭ ବିଶ୍ୱାସକୁ ଦୁର୍ବଳ କରୁଛି I ତୁମ୍ଭ ଦଳ ଭିତରୁ ବିଲିୟାମର ଶିକ୍ଷା ଅନୁସରଣ କରିବା ପାଇଁ କେତେକ ଲୋକଙ୍କୁ ତୁମ୍ଭେ ଅନୁମତି ଦେଇଅଛ I ସେ ବାଲାକ୍କୁ ପ୍ରତିମାକୁ ଅର୍ପିତ ହୋଇଥିବା ଖାଦ୍ୟ ଖାଇବା ପାଇଁ ଓ ଯୌନଗତ ପାପ କରି ଇସ୍ରାଏଲର ଲୋକମାନଙ୍କୁ ପାପ କରିବା ପାଇଁ ଶିଖାଇଥିଲା I BSB BSB: But I have a few things against you, because some of you hold to the teaching of Balaam, who taught Balak to place a stumbling block before the Israelites so they would eat food sacrificed to idols and commit sexual immorality.
15 UDB ସେହିପରି ତୁମ୍ଭ ଦଳର କେତେକ ଲୋକମାନଙ୍କୁ ନୀକଲାୟତୀୟମାନଙ୍କର ଶିକ୍ଷା ଅନୁସରଣ କରିବା ପାଇଁ ଅନୁମତି ଦେଇଅଛ ଯେଉଁମାନେ ଯୌନଗତ ପାପ କରିବାରେ ଅନୁମତି ଦିଅନ୍ତି I BSB BSB: In the same way, some of you also hold to the teaching of the Nicolaitans.
16 UDB ତେଣୁ ତୁମ୍ଭେ ମନ ପରିବର୍ତ୍ତନ କର। ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ, ତେବେ ମୁଁ ତୁମ୍ଭ ପାଖକୁ ଶୀଘ୍ର ଆସିବି ଓ ମୋର ମୁଖରୁ ବାହାରୁଥିବା ଖଡ୍ଗରେ ଅର୍ଥାତ୍ ପ୍ରଭୁଙ୍କ ବାକ୍ୟରେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି। BSB BSB: Therefore repent! Otherwise I will come to you shortly and wage war against them with the sword of My mouth.
17 UDB " ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ଯତ୍ନର ସହ ଶୁଣିବା ଉଚିତ୍। ଯେ ଜୟ କରେ, ତାହାକୁ ଆମେ ଗୁପ୍ତ ମାନ୍ନା ଦେବୁ, ତାହା ତୁମକୁ ଆହାର ଏବଂ ଶକ୍ତି ଦେବ I ପୁଣି ମୁଁ ତାହାକୁ ଏକ ଶ୍ୱେତ ପ୍ରସ୍ତର ଦେବି ଯେଉଁଠାରେ ତାହାର ନୂଆ ନାମ ଲିଖିତ ହେବ ଯାହା କେବଳ ମୁଁ ଏବଂ ସେମାନେ ଜାଣିବେ I" BSB BSB: He who has an ear, let him hear what the Spirit says to the churches. To the one who overcomes, I will give the hidden manna. I will also give him a white stone inscribed with a new name, known only to the one who receives it.
18 UDB "ଥୁୟତୀରା ମଣ୍ଡଳୀର ଦୂତଙ୍କୁ ଏହା ଲେଖ: ମୁଁ, ଈଶ୍ୱରଙ୍କ ପୁତ୍ର, ଯାହାର ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିକ୍ଷା ପରି ଏବଂ ପାଦ ଉଜ୍ଜଳ ପିତ୍ତଳ ପରି, ଏହା କହୁଅଛି I BSB BSB: To the angel of the church in Thyatira write: These are the words of the Son of God, whose eyes are like a blazing fire and whose feet are like polished bronze.
19 UDB ମୁଁ ତୁମ୍ଭର ଉତ୍ତମ କାର୍ଯ୍ୟ ବିଷୟରେ ଜାଣେ, ମୁଁ ତୁମ୍ଭର ମୋ’ ପ୍ରତି ପ୍ରେମ, ପରସ୍ପର ପ୍ରତି ପ୍ରେମ ଓ ବିଶ୍ୱାସ ଜାଣେ I ଅନ୍ୟମାନଙ୍କ ପ୍ରତି ସେବା, ଓ ଧୈର୍ଯ୍ୟ ବିଷୟରେ ମଧ୍ୟ ଜାଣେ। ମୁଁ ଜାଣେ, ତୁମ୍ଭେ ଆରମ୍ଭରେ କରିଥିବା କାର୍ଯ୍ୟ ଅପେକ୍ଷା ଅଧିକ କାର୍ଯ୍ୟ କରୁଛ I BSB BSB: I know your deeds—your love, your faith, your service, your perseverance—and your latest deeds are greater than your first.
20 UDB କିନ୍ତୁ ତୁମ୍ଭେ କିଛି ଭୁଲ୍ କରିଅଛ: ତୁମ୍ଭେ ସେହି ଯିଜେବଲ ନାମଧାରିଣୀ ମହିଳାକୁ ତା'ର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଉଛ। ସେ ନିଜକୁ ଭବିଷ୍ୟଦ୍ ବକ୍ତ୍ରୀ ବୋଲି କହେ। ସେ ତା'ର ଶିକ୍ଷା ଦ୍ୱାରା ମୋର ଲୋକମାନଙ୍କୁ ଭୁଲାଉଅଛି। ସେ ମୋର ଦାସମାନଙ୍କୁ ବ୍ୟଭିଚାର ପାପ କରିବାକୁ ଓ ପ୍ରତିମାକୁ ଦିଆଯାଉଥିବା ଖାଦ୍ୟ ଖାଇବାକୁ ଶିକ୍ଷା ଦେଉଛି I BSB BSB: But I have this against you: You tolerate that woman Jezebel, who calls herself a prophetess. By her teaching she misleads My servants to be sexually immoral and to eat food sacrificed to idols.
21 UDB ମୁଁ ତାହାକୁ ହୃଦୟ ପରିବର୍ତ୍ତନ କରିବାକୁ ଓ ପାପପଥରୁ ଦୂରେଇ ଯିବା ପାଇଁ ସମୟ ଦେଲେ ହେଁ ସେ ନିଜକୁ ପରିବର୍ତ୍ତନ କରିବାକୁ ଇଚ୍ଛା କରୁ ନାହିଁ I BSB BSB: Even though I have given her time to repent of her immorality, she is unwilling.
22 UDB ତେଣୁ ମୁଁ ତାକୁ ଯନ୍ତ୍ରଣାପୂର୍ଣ୍ଣ ଶଯ୍ୟାରେ ପକାଇଦେବି। ତା' ସହିତ ଯେଉଁମାନେ ବ୍ୟଭିଚାର ପାପକର୍ମ କରି, ସେମାନେ ମଧ୍ୟ କଷ୍ଟ ଭୋଗିବେ ଯଦି ସେମାନେ ଏହା ବନ୍ଦ ନ କରନ୍ତି, ତେବେ ମୁଁ ସେମାନଙ୍କୁ ଦଣ୍ଡ ଦେବି I BSB BSB: Behold, I will cast her onto a bed of sickness, and those who commit adultery with her will suffer great tribulation unless they repent of her deeds.
23 UDB କେହି କେହି ତା'ର ସନ୍ତାନ ହୋଇଅଛନ୍ତି; ତେଣୁ ମୁଁ ସେମାନଙ୍କୁ ମଧ୍ୟ ମହାମାରୀ ଦ୍ୱାରା ବଧ କରିବି। ସେତେବେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦେବି I BSB BSB: Then I will strike her children dead, and all the churches will know that I am the One who searches minds and hearts, and I will repay each of you according to your deeds.
24 UDB "କିନ୍ତୁ ଥୁୟାତୀରାର ମଣ୍ଡଳୀକୁ ମୁଁ କିଛି ଉତ୍ତମ ବିଷୟ ତୁମ୍ଭେ ବିଶ୍ୱାସୀମାନଙ୍କୁ କହିବାକୁ ଚାହେଁ I ଏହା ଉତ୍ତମ ଯେ କିଛି ଲୋକ ତା'ର ଶିକ୍ଷା ଅନୁସରଣ କରିନାହାନ୍ତି ଓ ସେମାନଙ୍କର କହିବା ଶୟତାନର ନିଗୂଢ଼ତତ୍ତ୍ୱ ଗ୍ରହଣ କରିନାହାନ୍ତି, "ମୁଁ ସେମାନଙ୍କୁ ଏହା କହୁଅଛି: ମୁଁ ତୁମ୍ଭମାନଙ୍କ ଉପରେ କୌଣସି ଅନ୍ୟ ଭାର ଲଦିବି ନାହିଁ। BSB BSB: But I say to the rest of you in Thyatira, who do not hold to her teaching and have not learned the so-called deep things of Satan: I will place no further burden upon you
25 UDB ମୁଁ ଆସିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ନିକଟରେ ଯାହା ଅଛି, ତାହା ଦୃଢ଼ ଭାବେ ଧରି ରଖିଥାଅ ଓ ପାଳନ କର I BSB BSB: than to hold fast to what you have until I come.
26 UDB ଯେ ଶୟତାନ ଉପରେ ବିଜୟୀ ହୁଏ ଓ ଶେଷ ପର୍ଯ୍ୟନ୍ତ ମୋ’ ଇଚ୍ଛା ଅନୁଯାୟୀ କାର୍ଯ୍ୟରେ ଲାଗିରହେ, ମୁଁ ତାହାକୁ ସମସ୍ତ ଜାତିଗୁଡ଼ିକ ଉପରେ ଶାସନ କରିବାର ଶକ୍ତି ଦେବି I BSB BSB: And to the one who overcomes and continues in My work until the end, I will give authority over the nations.
27 UDB " ସେମାନେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବ। ସେ ସେମାନଙ୍କୁ ମାଟିପାତ୍ର ଭଳି ଭାଙ୍ଗି ଖଣ୍ଡ-ଖଣ୍ଡ କରିଦେବେ।" BSB BSB: He will rule them with an iron scepter and shatter them like pottery—just as I have received authority from My Father.
28 UDB ମୁଁ ଏହା ମୋର ପରମପିତାଙ୍କଠାରୁ ଏହି କ୍ଷମତା ପାଇ ଏପରି କଲି। ମୁଁ ସେହି ଲୋକଙ୍କୁ ପ୍ରଭାତୀତାରା ମଧ୍ୟ ଦେବି ଯେଉଁମାନେ ମୋ’ ସହିତ ଶାସନ କରିବେ ଯେପରି ବିଜୟରେ ଆମେ ମହାଆନନ୍ଦ କରିବା। BSB BSB: And I will give him the morning star.
29 UDB ଯାହାର ଶୁଣିବାର ଇଚ୍ଛା ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍" I BSB BSB: He who has an ear, let him hear what the Spirit says to the churches.
Select verses for actions: Enter goes to them and Escape comes back.