Psalm 87 87 Psalms Book 3 Odia Unlocked Literal Bible 1 ULB ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ ଉପରେ ସ୍ଥାପିତ। BSB BSB: A Psalm of the sons of Korah. A song. He has founded His city on the holy mountains.
2 ULB ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା ସିୟୋନର ଦ୍ୱାରସମୂହକୁ ଅଧିକ ସ୍ନେହ କରନ୍ତି। BSB BSB: The LORD loves the gates of Zion more than all the dwellings of Jacob.
3 ULB ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି। ସେଲା BSB BSB: Glorious things are ascribed to you, O city of God. Selah
4 ULB ମୋ’ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ ଉଲ୍ଲେଖ କରିବି; ପଲେଷ୍ଟୀୟା, ସୋର ଓ କୂଶକୁ ଦେଖ; ଏହି ଜଣ ସେଠାରେ ଜାତ ହେଲା। BSB BSB: “I will mention Rahab and Babylon among those who know Me—along with Philistia, Tyre, and Cush—when I say, ‘This one was born in Zion.’”
5 ULB ଆହୁରି, ସିୟୋନ ବିଷୟରେ କୁହାଯିବ, “ଏଜଣ ଓ ସେଜଣ ତହିଁ ମଧ୍ୟରେ ଜାତ ହେଲେ; ପୁଣି, ସର୍ବୋପରିସ୍ଥ ସ୍ୱୟଂ ତାହା ସୁସ୍ଥିର କରିବେ।” BSB BSB: And it will be said of Zion: “This one and that one were born in her, and the Most High Himself will establish her.”
6 ULB ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ, “ଏଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ।” ସେଲା BSB BSB: The LORD will record in the register of the peoples: “This one was born in Zion.” Selah
7 ULB ଗାୟକ ଓ ନର୍ତ୍ତକମାନେ କହିବେ, “ମୋହର ସବୁ ଝର ତୁମ୍ଭଠାରେ ଅଛି।” BSB BSB: Singers and pipers will proclaim, “All my springs of joy are in You.”
Select verses for actions: Enter goes to them and Escape comes back.
Chapter complete
You’ve read Psalm 87
Make Opened yours A free account keeps your place, highlights and notes on every device. Add Plus to ask Study Help about Psalm 87, and keep Opened free for readers who can’t pay.