1 UDB ବର୍ତ୍ତମାନ ଯିରୁଶାଲମରେ ଥିବା ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ଆମ୍ଭେମାନେ ଯେଉଁ ଦାନ ସଂଗ୍ରହ କରୁଅଛୁ ତାହା ବିଷୟରେ ତୁମ୍ଭମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ଇଚ୍ଛା କରେ I BSB BSB: Now about the collection for the saints, you are to do as I directed the churches of Galatia:
2 UDB ପ୍ରତ୍ୟେକ ରବିବାର, ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକେ ଯେତିକି ତୁମ୍ଭମାନଙ୍କ ସକ୍ଷମ, କିଛି କିଛି ଦାନ ସଞ୍ଚୟ କରି ରଖ, ଯେପରି ଯେତେବେଳେ ମୁଁ ଆସିବି ତୁମ୍ଭମାନଙ୍କୁ ଆହୁରି ଅଧିକ ଦାନସଂଗ୍ରହ କରିବାକୁ ପଡ଼ିବ ନାହିଁ I BSB BSB: On the first day of every week, each of you should set aside a portion of his income, saving it up, so that when I come no collections will be needed.
3 UDB ଯିରୁଶାଲମକୁ ତୁମ୍ଭମାନଙ୍କର ଦାନ ଘେନି ଯିବା ନିମନ୍ତେ ତୁମ୍ଭେମାନେ ଯେଉଁମାନଙ୍କୁ ଇଚ୍ଛା କର ଏପରି ଯୋଗ୍ୟ ଲୋକଙ୍କୁ ମନୋନୀତ କର I ଏବଂ ଯେତେବେଳେ ମୁଁ ପହଞ୍ଚିବି, ତୁମ୍ଭମାନଙ୍କ ଦାନ ବିଷୟରେ ମୁଁ ସେମାନଙ୍କ ସହ ପତ୍ର ପଠାଇବି I BSB BSB: Then, on my arrival, I will send letters with those you recommend to carry your gift to Jerusalem.
4 UDB ପୁଣି ଯଦି ମୋହର ମଧ୍ୟ ଯିବାର ଉପଯୁକ୍ତ ହୁଏ, ତେବେ ସେମାନେ ମୋ' ସାଙ୍ଗରେ ଯିବେ I BSB BSB: And if it is advisable for me to go also, they can travel with me.
5 UDB ଯେତେବେଳେ ମୁଁ ମାକିଦନିଆ ଦେଇ ଯିବି, ସେତେବେଳେ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ମୁଁ ଯୋଜନା କରୁଅଛି I BSB BSB: After I go through Macedonia, however, I will come to you; for I will be going through Macedonia.
6 UDB ହୋଇପାରେ ମୁଁ ତୁମ୍ଭମାନଙ୍କ ସହିତ ରହିବି ଆଉ ହୋଇପାରେ ସମସ୍ତ ଶୀତକାଳ ମଧ୍ୟ ଯାପନ କରିବି, ଯେପରି ତୁମ୍ଭେମାନେ ମୋହର ଯାତ୍ରାରେ ମୋହର ସାହାଯ୍ୟ କରିପାର I BSB BSB: Perhaps I will stay with you awhile, or even spend the winter, so that you can help me on my journey, wherever I go.
7 UDB ମୁଁ ତୁମ୍ଭମାନଙ୍କୁ କେବଳ ଅଳ୍ପ ସମୟ ନିମନ୍ତେ ଦେଖିବାକୁ ଇଚ୍ଛା କରୁନାହିଁ I ମୁଁ ଆଶା କରେ ଯେ, ଯେଣୁ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସହ ଅଧିକ ସମୟ ରହିବାକୁ ଚାହୁଁଅଛି, ଯେପରି ଆମ୍ଭେମାନେ ପରସ୍ପରକୁ ସାହାଯ୍ୟ କରିପାରିବା I BSB BSB: For I do not want to see you now only in passing; I hope to spend some time with you, if the Lord permits.
8 UDB ପେଣ୍ଟିକଷ୍ଟ ପର୍ବ ପର୍ଯ୍ୟନ୍ତ ମୁଁ ଏଫିସରେ ରହିବାକୁ ଚାହୁଁଛି I BSB BSB: But I will stay in Ephesus until Pentecost,
9 UDB କାରଣ ଫଳପ୍ରଦ କାର୍ଯ୍ୟ ନିମନ୍ତେ ସେଠାରେ ପ୍ରଭୁ ମୋ’ ନିମନ୍ତେ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ କରିଅଛନ୍ତି, ଯଦ୍ୟପି ସେଠାରେ ଏପର୍ଯ୍ୟନ୍ତ ଆମ୍ଭମାନଙ୍କ ବିପକ୍ଷମାନେ ମଧ୍ୟ ଅନେକ ଅଛନ୍ତି I BSB BSB: because a great door for effective work has opened to me, even though many oppose me.
10 UDB ବର୍ତ୍ତମାନ ଯେତେବେଳେ ତୀମଥି ଯିବେ, ତାହାଙ୍କୁ ଦୟାରେ ବ୍ୟବହାର କର, ଯେପରି ସେ ତୁମ୍ଭମାନଙ୍କ ମଧ୍ୟରେ ନିର୍ଭୟରେ ରୁହନ୍ତି, ସେ ବିଷୟରେ ମନୋଯୋଗ କର, କାରଣ ମୁଁ ଯେପରି କାର୍ଯ୍ୟ କରେ, ସେ ମଧ୍ୟ ସେହିପରି ପ୍ରଭୁଙ୍କର କାର୍ଯ୍ୟ କରନ୍ତି I BSB BSB: If Timothy comes, see to it that he has nothing to fear while he is with you, for he is doing the work of the Lord, just as I am.
11 UDB ଏଣୁ କେହି ତାହାଙ୍କୁ ତୁଚ୍ଛଜ୍ଞାନ ନ କରୁ I କିନ୍ତୁ ସେ ଯେପରି ମୋ' ନିକଟକୁ ଆସି ପାରନ୍ତି, ଏଥିପାଇଁ ତାହାଙ୍କୁ ଶାନ୍ତିରେ ବାଟ ବଳାଇ ଦିଅ; କାରଣ ସେ ଭାଇମାନଙ୍କ ସହିତ ଆସିବେ ବୋଲି ମୁଁ ଅପେକ୍ଷାରେ ଅଛି I BSB BSB: No one, then, should treat him with contempt. Send him on his way in peace so that he can return to me, for I am expecting him along with the brothers.
12 UDB ତୁମ୍ଭେମାନେ ଭାଇ ଆପଲ୍ଲଙ୍କ ବିଷୟରେ ପଚାରିଲ I ଭାଇମାନଙ୍କ ସହିତ ତୁମ୍ଭମାନଙ୍କୁ ସାକ୍ଷାତ କରିବା ନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାହାଙ୍କୁ ବହୁତ ଅନୁରୋଧ କଲି I ବର୍ତ୍ତମାନ ସେ ନ ଯିବା ନିମନ୍ତେ ସ୍ଥିର କଲେ, କିନ୍ତୁ ସୁଯୋଗ ପାଇଲେ ସେ ଯିବେ I BSB BSB: Now about our brother Apollos: I strongly urged him to go to you with the brothers. He was not at all inclined to go now, but he will go when he has the opportunity.
13 UDB ତୁମ୍ଭେମାନେ ଜାଗ୍ରତ ରହି, ଆପଣା ବିଶ୍ୱାସରେ ସ୍ଥିର ହୋଇ ରହିଥାଅ, ବୟସ୍କ ଲୋକମାନଙ୍କ ସଦୃଶ ପ୍ରଭୁଙ୍କ ନିମନ୍ତେ କାର୍ଯ୍ୟ କର, ଏବଂ ବଳବାନ ହୁଅ I BSB BSB: Be on the alert. Stand firm in the faith. Be men of courage. Be strong.
14 UDB ପ୍ରେମର ଶକ୍ତିରେ ସମସ୍ତ କାର୍ଯ୍ୟ କର I BSB BSB: Do everything in love.
15 UDB ସ୍ତିଫାନଙ୍କ ପରିଜନବର୍ଗ ଯେ ଆଖାୟାର ପ୍ରଥମ ଫଳ ସଦୃଶ; ପୁଣି ସାଧୁମାନଙ୍କ ସେବାରେ ବ୍ରତୀ ହୋଇଅଛନ୍ତି, ଏହା ତୁମ୍ଭେମାନେ ଜାଣ I ହେ ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, BSB BSB: You know that Stephanas and his household were the first converts in Achaia, and they have devoted themselves to the service of the saints. Now I urge you, brothers,
16 UDB ଏହିପ୍ରକାର ଲୋକମାନଙ୍କର, ପୁଣି ଆମ୍ଭମାନଙ୍କ ସହ କାର୍ଯ୍ୟ କରୁଥିବା ପ୍ରତ୍ୟେକ ସହକର୍ମୀ ଓ ପରିଶ୍ରମ କରୁଥିବା ଲୋକମାନଙ୍କର ବଶୀଭୂତ ହୁଅ I BSB BSB: to submit to such as these, and to every fellow worker and laborer.
17 UDB ମୁଁ ଆନନ୍ଦିତ ହେଲି, ଯେତେବେଳେ ସ୍ତିଫାନ, ଫର୍ତ୍ତୂନାତ ଓ ଆଖାୟିକ କରିନ୍ଥୀରୁ ଏଠାକୁ ଆସିଲେ, କାରଣ ତୁମ୍ଭମାନଙ୍କ ଅନୁପସ୍ଥିତି ହେତୁ ମୋହର ଯେଉଁ ଅଭାବ ଥିଲା, ତାହା ସେମାନେ ପୂରଣ କରିଅଛନ୍ତି I BSB BSB: I am glad that Stephanas, Fortunatus, and Achaicus have arrived, because they have supplied what was lacking from you.
18 UDB ସେମାନେ ମୋହର ଆତ୍ମାରେ ମୋତେ ଉତ୍ସାହିତ ଓ ସାହାଯ୍ୟ କଲେ, ସେମାନେ ତୁମ୍ଭମାନଙ୍କୁ ମଧ୍ୟ ସାହାଯ୍ୟ କଲେ I ସେମାନେ କେତେ ଅଧିକ ତୁମ୍ଭମାନଙ୍କୁ ସାହାଯ୍ୟ କଲେ ଏହି ବିଷୟରେ ଅନ୍ୟମାନଙ୍କୁ କୁହ I BSB BSB: For they refreshed my spirit and yours as well. Show your appreciation, therefore, to such men.
20 UDB ଅନ୍ୟ ଭାଇ ଓ ଭଉଣୀମାନେ ମଧ୍ୟ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି I ପ୍ରେମର ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର I BSB BSB: All the brothers here send you greetings. Greet one another with a holy kiss.
21 UDB ମୁଁ ପାଉଲ ନିଜ ହାତରେ ଲେଖି ନମସ୍କାର ଜଣାଉ ଅଛି I BSB BSB: This greeting is in my own hand—Paul.
22 UDB ଯଦି କେହି ପ୍ରଭୁଙ୍କୁ ପ୍ରେମ ନ କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ I ହେ ପ୍ରଭୁ, ଆସନ୍ତୁ! BSB BSB: If anyone does not love the Lord, let him be under a curse. Come, O Lord!
23 UDB ଯେଉଁ ଦୟା ଆମ୍ଭେମାନେ ପାଇବାକୁ ଯୋଗ୍ୟ ନୋହୁଁ ଯାହା ପ୍ରଭୁ ଯୀଶୁଙ୍କଠାରୁ ଆସେ ତାହା ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ I BSB BSB: The grace of the Lord Jesus be with you.
24 UDB ସ୍ମରଣ କରାଇବା ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହା ପଠାଇଲି ଯେ ମୁଁ ତୁମ୍ଭ ସମସ୍ତଙ୍କୁ ପ୍ରେମ କରେ, ଯେହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏକତ୍ର ସଂଯୁକ୍ତ ହେଉଅଛ I BSB BSB: My love be with all of you in Christ Jesus. Amen.
Select verses for actions: Enter goes to them and Escape comes back.