2 UDB ତୁମ୍ଭେମାନେ ସୁସମାଚାରକୁ ଦୃଢ଼ ଭାବରେ ଧରିରଖିଥିବାରୁ ଏହି ସୁସମାଚାର ତୁମ୍ଭମାନଙ୍କୁ ପରିତ୍ରାଣ ଦେଲା I------ ନୋହିଲେ ତ ତୁମ୍ଭେମାନେ ବ୍ୟର୍ଥରେ ଏହାକୁ ବିଶ୍ୱାସ କରିଥିଲ I BSB BSB: By this gospel you are saved, if you hold firmly to the word I preached to you. Otherwise, you have believed in vain.
4 UDB ସେମାନେ ତାହାଙ୍କୁ ସମାଧି ଦେଲେ, ଶାସ୍ତ୍ର ଅନୁସାରେ ଈଶ୍ୱର ତାହାଙ୍କୁ ତୃତୀୟ ଦିବସରେ ଉତ୍ଥିତ କଲେ, ସମସ୍ତ ବିଷୟ ଶାସ୍ତ୍ର ଅନୁସାରେ ଘଟିଲା I BSB BSB: that He was buried, that He was raised on the third day according to the Scriptures,
5 UDB ପୁଣି ଖ୍ରୀଷ୍ଟ କେଫାଙ୍କୁ (ପିତରଙ୍କୁ), ଆଉ, ତାହା ପରେ ଦ୍ୱାଦଶଙ୍କୁ ଦର୍ଶନ ଦେଲେ; BSB BSB: and that He appeared to Cephas and then to the Twelve.
7 UDB ତତ୍ପରେ ସେ ଯାକୁବଙ୍କୁ, ଆଉ, ପରେ ସମସ୍ତ ପ୍ରେରିତଙ୍କୁ ଦର୍ଶନ ଦେଲେ I BSB BSB: Then He appeared to James, then to all the apostles.
8 UDB ମୁଁ ଅନ୍ୟ ଶିଷ୍ୟମାନଙ୍କ ସଦୃଶ ହୋଇ ନ ଥିଲେ ସୁଦ୍ଧା ଅବଶେଷରେ ଅକାଳଜାତ ପରି ଜଣେ ଯେ ମୁଁ, ସେ ମୋତେ ମଧ୍ୟ ଦର୍ଶନ ଦେଲେ I BSB BSB: And last of all He appeared to me also, as to one of untimely birth.
9 UDB କାରଣ ଈଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଥିବାରୁ ପ୍ରେରିତମାନଙ୍କ ମଧ୍ୟରେ ମୁଁ କ୍ଷୁଦ୍ରତମ, ପୁଣି, ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ I BSB BSB: For I am the least of the apostles and am unworthy to be called an apostle, because I persecuted the church of God.
10 UDB କିନ୍ତୁ ଈଶ୍ୱର ମୋ' ପ୍ରତି ଅତି ଦୟାଳୁ ହୋଇଥିବାରୁ ମୁଁ ପ୍ରେରିତ ପଦ ପାଇଅଛି, ଆଉ ସେ ମୋ' ଦ୍ୱାରା ଅନେକ ଉତ୍ତମ କାର୍ଯ୍ୟ କରିଅଛନ୍ତି I ପ୍ରକୃତରେ, ଅନ୍ୟ ପ୍ରେରିତଙ୍କ ଅପେକ୍ଷା ମୁଁ ଅଧିକ ପରିଶ୍ରମ କରିଅଛି, ତଥାପି ମୁଁ ଏହି କାର୍ଯ୍ୟ କରି ନାହିଁ, କିନ୍ତୁ ଯେଉଁ ଈଶ୍ୱର ମୋତେ ଶକ୍ତି ପ୍ରଦାନ କରନ୍ତି ସେ ଏହା କରିଅଛନ୍ତି I BSB BSB: But by the grace of God I am what I am, and His grace to me was not in vain. No, I worked harder than all of them—yet not I, but the grace of God that was with me.
13 UDB ଯଦି ମୃତମାନଙ୍କର ପୁନରୁତ୍ଥାନ ହୋଇ ନାହାନ୍ତି, ତେବେ ଈଶ୍ୱର ଖ୍ରୀଷ୍ଟଙ୍କୁ ମଧ୍ୟ ଉଠାଇ ନାହାନ୍ତି I BSB BSB: If there is no resurrection of the dead, then not even Christ has been raised.
15 UDB ପୁଣି, ଯଦି ମୃତ ପ୍ରକୃତରେ ଉତ୍ଥିତ ନ ହୁଅନ୍ତି, ତେବେ ଆମ୍ଭେମାନେ ଈଶ୍ୱରଙ୍କ ସମ୍ବନ୍ଧରେ ଯେ ମିଥ୍ୟା ସାକ୍ଷୀ, ଏହା ପ୍ରକାଶ ପାଏ I BSB BSB: In that case, we are also exposed as false witnesses about God. For we have testified about God that He raised Christ from the dead, but He did not raise Him if in fact the dead are not raised.
16 UDB ପୁନର୍ବାର ମୁଁ କହେ, ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଈଶ୍ୱର ଖ୍ରୀଷ୍ଟଙ୍କୁ ମଧ୍ୟ ଉତ୍ଥିତ କରି ନାହାନ୍ତି I BSB BSB: For if the dead are not raised, then not even Christ has been raised.
17 UDB ଆଉ, ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତୁମ୍ଭମାନଙ୍କର ବିଶ୍ୱାସ ନିଷ୍ପଳ, ଆଉ ତୁମ୍ଭେମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ଏପର୍ଯ୍ୟନ୍ତ ଈଶ୍ୱର ଦୋଷୀ କରନ୍ତେ I BSB BSB: And if Christ has not been raised, your faith is futile; you are still in your sins.
18 UDB ତାହାହେଲେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ମହାନିଦ୍ରାପ୍ରାପ୍ତ ହୋଇଅଛନ୍ତି, ତେବେ ସେମାନେ ପୁନରୁତ୍ଥିତ ହେବା ନିମନ୍ତେ ଆଶା ନ କରି ମହାନିଦ୍ରାପ୍ରାପ୍ତ ହୋଇଅଛନ୍ତି I BSB BSB: Then those also who have fallen asleep in Christ have perished.
19 UDB ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ଏବଂ ଆମ୍ଭମାନଙ୍କ ମୃତ୍ୟୁ ପରେ ସେ ଆମ୍ଭମାନଙ୍କ ନିମନ୍ତେ କିଛି କରିବେ ନାହିଁ ବୋଲି ଆଶା କରୁଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦହନୀୟ ଅଟୁ, ଯେହେତୁ ଆମ୍ଭେମାନେ ମିଥ୍ୟାରେ ବିଶ୍ୱାସ କରିଅଛୁ I BSB BSB: If our hope in Christ is for this life alone, we are to be pitied more than all men.
22 UDB ଆଦମ ପାପ କରିବା ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟ ଯାହା କରିଅଛନ୍ତି ତଦ୍ଦ୍ୱାରା ସମସ୍ତେ ସଜୀବ ହେବେ I BSB BSB: For as in Adam all die, so in Christ all will be made alive.
23 UDB କିନ୍ତୁ ପ୍ରତ୍ୟେକ ଜଣ ଆପଣା ଆପଣା କ୍ରମାନୁସାରେ ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ, ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ ଉତ୍ଥିତ ହେବେ I BSB BSB: But each in his own turn: Christ the firstfruits; then at His coming, those who belong to Him.
24 UDB ତତ୍ପରେ ଯୁଗାନ୍ତ ଉପସ୍ଥିତ ହେବ, ସେସମୟରେ ସେ ଜଗତର ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତି ଲୋପ କଲା ଉତ୍ତାରେ ପିତା ଈଶ୍ୱରଙ୍କୁ ରାଜତ୍ୱ ସମର୍ପଣ କରିବେ I BSB BSB: Then the end will come, when He hands over the kingdom to God the Father after He has destroyed all dominion, authority, and power.
25 UDB କାରଣ ଈଶ୍ୱର ସମସ୍ତ ଶତ୍ରୁଙ୍କ ଉପରେ ବିଜୟୀ ହେବେ, ଏବଂ ସେମାନଙ୍କ ଆଉ ଶକ୍ତି ନାହିଁ ଏହା ଦର୍ଶାଇବା ନିମନ୍ତେ ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ପାଦ ତଳେ ରଖିବେ, ସେପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କୁ ଅବଶ୍ୟ ରାଜତ୍ୱ କରିବାକୁ ହେବ I BSB BSB: For He must reign until He has put all His enemies under His feet.
26 UDB ଶେଷ ଶତ୍ରୁ ମୃତ୍ୟୁକୁ ଈଶ୍ୱର ଲୋପ କରିବେ I BSB BSB: The last enemy to be destroyed is death.
27 UDB ଯେଣୁ ଶାସ୍ତ୍ର କହେ, "ଈଶ୍ୱର ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କଲେ," ଅର୍ଥାତ୍, ଖ୍ରୀଷ୍ଟଙ୍କ ପାଦ ତଳେ I କିନ୍ତୁ ଏହା ସ୍ପଷ୍ଟ ଯେ ଈଶ୍ୱର ସେହି ସବୁର ଅନ୍ତର୍ଗତ ନୁହନ୍ତି I BSB BSB: For “God has put everything under His feet.” Now when it says that everything has been put under Him, this clearly does not include the One who put everything under Him.
28 UDB ଈଶ୍ୱର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ବଶୀଭୂତ କଲା ଉତ୍ତାରେ, ପୁତ୍ର ମଧ୍ୟ ପିତା ଈଶ୍ୱରଙ୍କ ବଶୀଭୂତ ହେବେ, ଯେପରି ଈଶ୍ୱର ସମସ୍ତ ବିଷୟରେ ଏବଂ ପ୍ରତ୍ୟେକ ଜଣଙ୍କ ସହିତ ସମ୍ପର୍କରେ ସମାନ ହୁଅନ୍ତି I BSB BSB: And when all things have been subjected to Him, then the Son Himself will be made subject to Him who put all things under Him, so that God may be all in all.
29 UDB ଯଦି ମୃତମାନଙ୍କ ଉତ୍ଥାନ ନାହିଁ, ଯେପରି କେତେକ କହନ୍ତି, ତେବେ ମୃତମାନଙ୍କ ନିମନ୍ତେ ବାପ୍ତିଜିତ ହେବା କୌଣସି କାରଣ ନାହିଁ, ଯେପରି କେତେକ କରନ୍ତି I ଯଦି ଈଶ୍ୱର କୌଣସି ମୃତ ବ୍ୟକ୍ତିକୁ ଉତ୍ଥିତ ନ କରନ୍ତି, ତେବେ ମୃତ ବ୍ୟକ୍ତିମାନଙ୍କ ନିମନ୍ତେ ଜୀବିତ ବ୍ୟକ୍ତିମାନେ ବାପ୍ତିଜିତ ହେବା କୌଣସି ଆବଶ୍ୟକ ନାହିଁ I BSB BSB: If these things are not so, what will those do who are baptized for the dead? If the dead are not raised at all, why are people baptized for them?
30 UDB ଯଦି ମୃତମାନଙ୍କ ଉତ୍ଥାନ ନାହିଁ ତେବେ ସୁସମାଚାର ଘୋଷଣା କରି ପ୍ରେରିତମାନେ ଯେ ଆମ୍ଭେମାନେ ମଧ୍ୟ ପ୍ରତ୍ୟେକ ଦିନ ବିପଦର ସମ୍ମୁଖୀନ ହେବା କୋଣସି ଆବଶ୍ୟକ ନାହିଁ I BSB BSB: And why do we endanger ourselves every hour?
31 UDB ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଷୟରେ ମୁଁ ଯେଉଁ ଦର୍ପ କରିଥାଏ, ସେଥିର ଶପଥ କରି କହୁଅଛି, ମୁଁ ପ୍ରତିଦିନ ମୃତ୍ୟୁଭୋଗ କରୁଅଛି! BSB BSB: I face death every day, brothers, as surely as I boast about you in Christ Jesus our Lord.
32 UDB ଯଦି ଈଶ୍ୱର ମୃତମାନଙ୍କୁ ଉତ୍ଥିତ କରିବେ ନାହିଁ, ତେବେ ଅକାରଣରେ ମୁଁ ଏଫିସରେ ବନ୍ୟ ପଶୁମାନଙ୍କ ସହିତ ଯୁଦ୍ଧ କରିଅଛି I ଏହି ଘଟଣାରେ ଗୀତକାର ଯାହା ଲେଖନ୍ତି ତାହା ସତ୍ୟ ହୋଇପାରେ: "ଆସ, ଆମ୍ଭେମାନେ ଭୋଜନପାନ କରୁ, କାରଣ କାଲି ଆମ୍ଭେମାନେ ମରିବା I" BSB BSB: If I fought wild beasts in Ephesus for human motives, what did I gain? If the dead are not raised, “Let us eat and drink, for tomorrow we die.”
33 UDB ଭ୍ରାନ୍ତ ନ ହୁଅ: "ଯଦି ତୁମ୍ଭର ମନ୍ଦ ସଙ୍ଗତି ଅଛି, ତେବେ ତୁମ୍ଭେ ଅଧିକ ସମୟ ନିମନ୍ତେ ସତ୍ୟ ପଥରେ ଚାଲିବା ନିମନ୍ତେ ଯତ୍ନ କରି ପାରିବ ନାହିଁ I" BSB BSB: Do not be deceived: “Bad company corrupts good character.”
34 UDB ଯଥାର୍ଥରୂପେ ଜାଗ୍ରତ ହୁଅ! ସତ୍ୟ ପଥରେ ଜୀବନଯାପନ କର ଓ ପାପ ନ କର I କାରଣ କାହାରି କାହାରି ଈଶ୍ୱରଙ୍କ ବିଷୟରେ ଜ୍ଞାନ ନାହିଁ I ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଏହି କଥା କହୁଅଛି I BSB BSB: Sober up as you ought, and stop sinning; for some of you are ignorant of God. I say this to your shame.
36 UDB ହେ ନିର୍ବୋଧ! ତୁମ୍ଭେ ସେହି ସତ୍ୟ ବିଷୟରେ ଜାଣି ନାହଁ ଯେ, ତୁମ୍ଭେ ନିଜେ କୌଣସି ବୀଜ ଭୂମିରେ ବୁଣ, ଯିବା ପରେ ଯଦି ତାହା ନ ମରେ, ବଢ଼ିବା ଆରମ୍ଭ ହୁଏ ନାହିଁ I BSB BSB: You fool! What you sow does not come to life unless it dies.
37 UDB ଆଉ, କୃଷକ ଯାହା ବୁଣେ, ସେହି ସମାନ ବୀଜ ସେ ଦେଖେ ନାହିଁ ଯାହା ଉପରକୁ ଆସିଅଛି; ତାହା ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇ ବାହାରକୁ ଆସେ I BSB BSB: And what you sow is not the body that will be, but just a seed, perhaps of wheat or something else.
38 UDB କିନ୍ତୁ ଈଶ୍ୱର ଆପଣା ଇଚ୍ଛାନୁସାରେ ତାହାକୁ ଶରୀର ଦିଅନ୍ତି, ଆଉ ଭୂମିରେ ପଡ଼ିଥିବା ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦିଅନ୍ତି I BSB BSB: But God gives it a body as He has designed, and to each kind of seed He gives its own body.
39 UDB ସମସ୍ତ ଜୀବିତ ପ୍ରାଣୀ ଏକ ପ୍ରକାର ନୁହନ୍ତି I ସେମାନଙ୍କ ମଧ୍ୟରୁ ମନୁଷ୍ୟମାନଙ୍କ ଶରୀର, ବିଭିନ୍ନ ପ୍ରକାର ପଶୁମାନଙ୍କ ଶରୀର, ପୁଣି, ପକ୍ଷୀମାନଙ୍କ ଓ ମାଛମାନଙ୍କ ଶରୀର ସମସ୍ତଙ୍କ ବିଭିନ୍ନ ପ୍ରକାର ଅଟେ I ସେମାନଙ୍କ ମଧ୍ୟରୁ ସମସ୍ତେ ବିଭିନ୍ନ ପ୍ରକାର ଅଟନ୍ତି I BSB BSB: Not all flesh is the same: Men have one kind of flesh, animals have another, birds another, and fish another.
40 UDB ଆଉ ମଧ୍ୟ ବିଭିନ୍ନ ପ୍ରକାରର ଜିନିଷ ସ୍ୱର୍ଗରେ ଅଛି I ପୃଥିବୀସ୍ଥ ଶରୀରର ପ୍ରକୃତି ଠାରୁ ଆକାଶସ୍ଥ ଶରୀରର ପ୍ରକୃତି ଭିନ୍ନ ଅଟେ I BSB BSB: There are also heavenly bodies and earthly bodies. But the splendor of the heavenly bodies is of one degree, and the splendor of the earthly bodies is of another.
41 UDB ସୂର୍ଯ୍ୟର ଏକ ପ୍ରକାର ତେଜ, ଚନ୍ଦ୍ରର ଅନ୍ୟ ପ୍ରକାର ତେଜ ଓ ନକ୍ଷତ୍ରମାଳାର ଅନ୍ୟ ପ୍ରକାର ତେଜ I କାରଣ ତେଜରେ ଗୋଟିଏ ନକ୍ଷତ୍ର ଅନ୍ୟ ନକ୍ଷତ୍ରଠାରୁ ଭିନ୍ନ I BSB BSB: The sun has one degree of splendor, the moon another, and the stars another; and star differs from star in splendor.
43 UDB ଯେତେବେଳେ ଏହା ଭୂମିରେ ବୁଣାଯାଏ, ଏହା ଧୂଳିରେ ଥାଏ, କିନ୍ତୁ ଯେତେବେଳେ ଈଶ୍ୱର ଏହାକୁ ଉତ୍ଥିତ କରନ୍ତି, ଏହା ଗୌରବ ଓ ଶକ୍ତିରେ ବଢ଼େ I BSB BSB: It is sown in dishonor; it is raised in glory. It is sown in weakness; it is raised in power.
44 UDB ଯାହା ଭୂମିରେ ଯାଏ ତାହା ପାର୍ଥିବ ଅଟେ, କିନ୍ତୁ ଯାହା ଉତ୍ଥିତ ହୁଏ ତାହା ଈଶ୍ୱରଙ୍କ ଶକ୍ତି ଦ୍ୱାରା ଉତ୍ଥିତ ହୁଏ I ତେଣୁ, ପାର୍ଥିବ ବିଷୟ ମଧ୍ୟ ଅଛି, ଆଉ ଈଶ୍ୱରଙ୍କ ଶକ୍ତି ଦ୍ୱାରା ଯେଉଁ ବିଷୟ ଅଛି ତାହା ଅନନ୍ତକାଳୀନ ଅଟେ I BSB BSB: It is sown a natural body; it is raised a spiritual body. If there is a natural body, there is also a spiritual body.
45 UDB ଯେଣୁ ଶାସ୍ତ୍ର କହେ, "ପ୍ରଥମ ମନୁଷ୍ୟ ଆଦମ ଜୀବିତ ପ୍ରାଣୀ ହେଲେ ଯିଏ ଆପଣା ସନ୍ତାନସନ୍ତତିମାନଙ୍କୁ ଓ ଉତ୍ତରାଧିକାରୀମାନଙ୍କୁ ଜୀବନ ଦେଲେ I" କିନ୍ତୁ ଦ୍ୱୀତିୟ ଆଦମ ଖ୍ରୀଷ୍ଟ ଲୋକମାନଙ୍କୁ ଅନନ୍ତକାଳୀନ ଜୀବନ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଦେଲେ I BSB BSB: So it is written: “The first man Adam became a living being”; the last Adam a life-giving spirit.
46 UDB ଯାହା ପାର୍ଥିବ ତାହା ପ୍ରଥମେ ଆସିଲା, ଏହା ପ୍ରାକୃତିକ ଅଟେ, ଆଉ ଏହାପରେ ଯାହା ଈଶ୍ୱରଙ୍କଠାରୁ ଆସିଲା ତାହା ଆତ୍ମିକ ଅଟେ I BSB BSB: The spiritual, however, was not first, but the natural, and then the spiritual.
47 UDB ପ୍ରଥମ ମନୁଷ୍ୟ ଆଦମ ପାର୍ଥିବ, ମୃତ୍ତିକାରେ ନିର୍ମିତ I କିନ୍ତୁ ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗୀୟ I BSB BSB: The first man was of the dust of the earth, the second man from heaven.
48 UDB ଯେଉଁମାନେ ମୃତ୍ତିକାରେ ନିର୍ମିତ, ସେମାନେ ମୃତ୍ତିକାରେ ନିର୍ମିତ ସେହି ମନୁଷ୍ୟ ଆଦମ ତୁଲ୍ୟ I ପୁଣି, ଯେଉଁମାନେ ସ୍ୱର୍ଗୀୟ, ସେମାନେ ସ୍ୱର୍ଗରୁ ଆଗତ ଖ୍ରୀଷ୍ଟଙ୍କ ତୁଲ୍ୟ I BSB BSB: As was the earthly man, so also are those who are of the earth; and as is the heavenly man, so also are those who are of heaven.
49 UDB ଯେପରି ଈଶ୍ୱର ଆମ୍ଭମାନଙ୍କୁ ମୃତ୍ତିକାରେ ନିର୍ମିତ ମନୁଷ୍ୟ ତୁଲ୍ୟ ନିର୍ମାଣ କଲେ, ସେହିପରି ସେ ଆମ୍ଭମାନଙ୍କୁ ସେହି ସ୍ୱର୍ଗୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ନିର୍ମାଣ କରିବେ I BSB BSB: And just as we have borne the likeness of the earthly man, so also shall we bear the likeness of the heavenly man.
50 UDB ହେ ଭାଇ ଓ ଭଉଣୀମାନେ, ବର୍ତ୍ତମାନ ମୁଁ ଏହା କହୁଅଛି, ଯେଉଁ ମନୁଷ୍ୟ କ୍ଷୟ ପାଏ ସେ ସେହି ବିଷୟ ପାଇପାରେ ନାହିଁ ଯାହା ଈଶ୍ୱର ଆପଣା ଲୋକମାନଙ୍କୁ ଦେବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି I ଏହା ଏହିପରି, କ୍ଷୟ ବିଷୟଗୁଡ଼ିକ ଅକ୍ଷୟ ବିଷୟ ସଦୃଶ ହୋଇ ପାରେ ନାହିଁ I BSB BSB: Now I declare to you, brothers, that flesh and blood cannot inherit the kingdom of God, nor does the perishable inherit the imperishable.
51 UDB ଦେଖ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଅଛି, ସମସ୍ତ ବିଶ୍ୱାସୀ ମହାନିଦ୍ରାପ୍ରାପ୍ତ ହେବେ ନାହିଁ, କିନ୍ତୁ ଈଶ୍ୱର ଆମ୍ଭସମସ୍ତଙ୍କୁ ପରିବର୍ତ୍ତିତ କରିବେ I BSB BSB: Listen, I tell you a mystery: We will not all sleep, but we will all be changed—
52 UDB ଯେତେବେଳେ ଈଶ୍ୱରଙ୍କ ଦୂତ ଶେଷ ତୂରୀଧ୍ୱନି କରିବେ ସେତେବେଳେ ଏକ ମୁଁହୂର୍ତ୍ତରେ, ଚକ୍ଷୁର ପଲକରେ ସେ ଆମ୍ଭ ସମସ୍ତଙ୍କୁ ପରିବର୍ତ୍ତିତ କରିବେ I କାରଣ ତୂରୀ ବାଜିବ ଏବଂ ସର୍ବଦା ଜୀବିତ ରହିବା ନିମନ୍ତେ ଈଶ୍ୱର ମୃତମାନଙ୍କୁ ଉତ୍ଥିତ କରିବେ I BSB BSB: in an instant, in the twinkling of an eye, at the last trumpet. For the trumpet will sound, the dead will be raised imperishable, and we will be changed.
53 UDB କାରଣ ଏହି ଶରୀରଗୁଡ଼ିକ ମୃତ୍ୟୁବରଣ କରିବ, କିନ୍ତୁ ଈଶ୍ୱର ତାହାକୁ ଅନନ୍ତକାଳ ନିମନ୍ତେ ଜୀବିତ କରିବେ, ଆଉ ସେ କଦାପି ମରିବ ନାହିଁ, ଏବଂ ଏହି ଶରୀରଗୁଡ଼ିକ କ୍ଷୟ ପାଇବ, କିନ୍ତୁ ଈଶ୍ୱର ତାହାକୁ ନୂତନ କରିବେ, ଆଉ କଦାପି ମୃତ୍ୟୁ ବରଣ କରିବ ନାହିଁ I BSB BSB: For the perishable must be clothed with the imperishable, and the mortal with immortality.
54 UDB ଯେତେବେଳେ ଏହା ଘଟିବ, ସେତେବେଳେ ଏହି ଲିଖିତ ବାକ୍ୟ ସଫଳ ହେବ: "ଈଶ୍ୱର ସମ୍ପୂର୍ଣ୍ଣଭାବେ ମୃତ୍ୟୁକୁ ପରାସ୍ତ କରିଅଛନ୍ତି I" BSB BSB: When the perishable has been clothed with the imperishable and the mortal with immortality, then the saying that is written will come to pass: “Death has been swallowed up in victory.”
55 UDB "ମୃତ୍ୟୁ କଦାପି ବିଜୟୀ ହୋଇ ପାରିବ ନାହିଁ I ମୃତ୍ୟୁର ପୀଡ଼ାକୁ ଉଠାଇ ନିଆଯାଇଅଛି!" BSB BSB: “Where, O Death, is your victory? Where, O Death, is your sting?”
56 UDB ମୃତ୍ୟୁର ନାହୁଡ଼ ପାପ, ଆଉ ପାପର ବଳ ବ୍ୟବସ୍ଥା; BSB BSB: The sting of death is sin, and the power of sin is the law.
57 UDB କିନ୍ତୁ ଯେଉଁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କୁ ଜୟ ପ୍ରଦାନ କରନ୍ତି, ତାହାଙ୍କର ଧନ୍ୟବାଦ ହେଉ! BSB BSB: But thanks be to God, who gives us the victory through our Lord Jesus Christ!
58 UDB ଅତଏବ, ହେ ମୋହର ପ୍ରିୟ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ବିଶ୍ଵାସରେ ଦୃଢ଼ ରୁହ, ଜୀବନରେ ଅଟଳ ରହି ଅଧିକରୁ ଅଧିକ ପ୍ରଭୁଙ୍କ ସେବା କର I ତୁମ୍ଭେମାନେ ଜାଣ ଯେ ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ I BSB BSB: Therefore, my beloved brothers, be steadfast and immovable. Always excel in the work of the Lord, because you know that your labor in the Lord is not in vain.
Select verses for actions: Enter goes to them and Escape comes back.