2 UDB ଯୀଶୁ ସ୍ୱର୍ଗକୁ ଯିବା ପୂର୍ବରୁ, ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ସମସ୍ତ ସେ ଯାହା ଚାହୁଁଥିଲେ ସେ ବିଷୟ ଜାଣିବା ପାଇଁ କହିଥିଲେ I BSB BSB: until the day He was taken up to heaven, after giving instructions through the Holy Spirit to the apostles He had chosen.
3 UDB ସେ କୃଶରେ ଯନ୍ତ୍ରଣା ସହି ମୃତ୍ୟୁଭୋଗ କରି ଜୀବିତ ହେଲେ I ସେ ବାରମ୍ବାର ଚାଳିଶ ଦିନ ମଧ୍ୟରେ ଦର୍ଶନ ଦେଲେ, ଓ ଶିଷ୍ୟମାନେ ଅନେକ ଥର ତାଙ୍କୁ ଦେଖିଲେ I ସେ ପୁନଃଜୀବିତ ଅଟନ୍ତି ବୋଲି ଅନେକ ପ୍ରମାଣ ଦେଲେ I ଈଶ୍ୱର ତାଙ୍କ ରାଜ୍ୟରେ ଲୋକମାନଙ୍କୁ କିପରି ରାଜତ୍ୱ କରିବେ ସେ ବିଷୟରେ ତାଙ୍କ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କଲେ I BSB BSB: After His suffering, He presented Himself to them with many convincing proofs that He was alive. He appeared to them over a span of forty days and spoke about the kingdom of God.
5 UDB ଯୋହନ ଜଳରେ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ, ମାତ୍ର କିଛି ଦିନ ପରେ ଈଶ୍ୱର ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ I BSB BSB: For John baptized with water, but in a few days you will be baptized with the Holy Spirit.”
9 UDB ଏହା କହିଲା ପରେ ସେ ସ୍ୱର୍ଗକୁ ଗଲେ, ଓ ଗୋଟିଏ ମେଘ ସେମାନଙ୍କୁ ଆଚ୍ଛାଦିତ କଲା ଆଉ ସେମାନେ ଯୀଶୁଙ୍କୁ ଦେଖି ପାରିଲେ ନାହିଁ I BSB BSB: After He had said this, they watched as He was taken up, and a cloud hid Him from their sight.
10 UDB ଯୀଶୁ ସ୍ୱର୍ଗକୁ ନୀତ ହେବା ବେଳେ ଶିଷ୍ୟମାନେ ଆକାଶକୁ ଅନାଇ ରହିଲେ ଆଉ ହଠାତ୍ ଧଳା ଲୁଗା ପିନ୍ଧିଥିବା ଦୁଇଜଣ ପୁରୁଷ ସେମାନଙ୍କ ପାଖରେ ଛିଡା ହେଲେ ଓ ସେମାନେ ଦୂତ ଥିଲେ I BSB BSB: They were looking intently into the sky as He was going, when suddenly two men dressed in white stood beside them.
11 UDB ସେମାନଙ୍କ ମଧ୍ୟରୁ ଜଣେ କହିଲେ, "ହେ ଗାଲିଲୀୟ ଲୋକମାନେ ଆକାଶକୁ ଚାହିଁ ରୁହ ନାହିଁ! ଦିନେ ଏହି ଯୀଶୁ ଯାହାଙ୍କୁ ଈଶ୍ୱର ସ୍ୱର୍ଗକୁ ନେଲେ ପୁଣି ଆସିବେ I ଯେପରି ତୁମ୍ଭେମାନେ ତାଙ୍କୁ ସ୍ୱର୍ଗକୁ ଯିବାର ଦେଖିଲ ସେପରି ସେ ଆସିବେ I" BSB BSB: “Men of Galilee,” they said, “why do you stand here looking into the sky? This same Jesus, who has been taken from you into heaven, will come back in the same way you have seen Him go into heaven.”
12 UDB ଏହା ପରେ ଦୁଇ ଦୂତ ଫେରି ଗଲେ ଓ ଶିଷ୍ୟମାନେ ମଧ୍ୟ ଜୀତ ପର୍ବତରୁ ଯିରୂଶାଲମକୁ ଫେରିଗଲେ ଯାହା ଅଳ୍ପ ବାଟ ଥିଲା I BSB BSB: Then they returned to Jerusalem from the Mount of Olives, which is near the city, a Sabbath day’s journey away.
13 UDB ନଗରରେ ପ୍ରବେଶ କଲା ପରେ ଯେଉଁ ଘରେ ରହୁଥିଲେ ସେହି ଗୃହର ଉପର କୋଠରୀକୁ ଗଲେ I ସେମାନଙ୍କ ନାମ ଏ ପ୍ରକାରର-ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା, ବର୍ଥଲମୀ, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, 'ଉଦଯୋଗୀ' ଶିମୋନ ଓ ଯାକୁବଙ୍କ ପୁତ୍ର ଯିହୁଦା I BSB BSB: When they arrived, they went to the upper room where they were staying: Peter and John, James and Andrew, Philip and Thomas, Bartholomew and Matthew, James son of Alphaeus, Simon the Zealot, and Judas son of James.
15 UDB ସେହି ଦିନମାନଙ୍କରେ ପିତର ଅନ୍ୟ ସହ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ଠିଆ ହେଲେ I ସେଠାରେ ୧୨୦ ଜଣ ଯୀଶୁଙ୍କର ଅନୁଗମନକାରୀ ଥିଲେ I BSB BSB: In those days Peter stood up among the brothers (a gathering of about a hundred and twenty) and said,
17 UDB ଯଦିଓ ଯିହୁଦା ଆମ ପରି ଜଣେ ପ୍ରେରିତ ଥିଲେ, ସେ ଯୀଶୁଙ୍କୁ ଯେଉଁମାନେ ବନ୍ଦୀ ଓ ହତ୍ୟା କଲେ ସେମାନଙ୍କୁ ସାହାଯ୍ୟ କଲେ I" BSB BSB: He was one of our number and shared in this ministry.”
19 UDB ଆଉ, ଏହା ଯିରୁଶାଲମରେ ବାସ କରୁଥିବା ଲୋକମାନେ ଶୁଣିଲେ ତେଣୁ ସେମାନେ ସେହି ଜମିକୁ ଅରାମିକ୍ ଭାଷାରେ 'ହକଲଦମା' ନାମ ଦେଲେ ଯାହାର ଅର୍ଥ ରକ୍ତକ୍ଷେତ୍ର, କାରଣ ଏହି ସ୍ଥାନରେ ଜଣେ ମୃତ୍ୟୁ ବରଣ କରିଥିଲେ I BSB BSB: This became known to all who lived in Jerusalem, so they called that field in their own language Akeldama, that is, Field of Blood.)
20 UDB ପିତର ମଧ୍ୟ କହିଲେ, "ଗୀତସଂହିତIରେ ଯେପରି ଯିହୁଦାଙ୍କ ବିଷୟରେ ଲେଖାଅଛି ସେପରି ଘଟିଲା, ତାହାର ବାସସ୍ଥାନ ଶୂନ୍ୟ ହେଉ, ସେଠାରେ କେହି ବାସ ନ କରୁ I ଅନ୍ୟ ଶବ୍ଦରେ ଦାଉଦ ମଧ୍ୟ କହନ୍ତି," ତାହାର ଅଧ୍ୟକ୍ଷପଦ ଅନ୍ୟ ଜଣେ ପାଉ I" BSB BSB: “For it is written in the book of Psalms: ‘May his place be deserted; let there be no one to dwell in it,’ and, ‘May another take his position.’
21 UDB ତେବେ ପ୍ରେରିତମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଯିହୁଦାଙ୍କ ସ୍ଥାନରେ ମନୋନୀତ କରିବା ଆବଶ୍ୟକ ଥିଲା I ଯିଏ ଆମ ସହିତ ସବୁବେଳେ ଯୀଶୁ ଥିବା ସମୟରେ ଥିଲେ I BSB BSB: Therefore it is necessary to choose one of the men who have accompanied us the whole time the Lord Jesus went in and out among us,
22 UDB ବାପ୍ତିଜକ ଯୋହନ ବାପ୍ତିସ୍ମ ଦେବା ସମୟଠାରୁ ଆରମ୍ଭ କରି ଆମ୍ଭମାନଙ୍କ ନିକଟରୁ ଯୀଶୁ ଉର୍ଦ୍ଦକୁନୀତ ହେବା ପର୍ଯ୍ୟନ୍ତ ସେ ଗମନାଗମନ କରୁଥିଲେ I ସେ ପୁନରୁତ୍ଥାନର ସାକ୍ଷୀ ହେବା ଆବଶ୍ୟକ I BSB BSB: beginning from John’s baptism until the day Jesus was taken up from us. For one of these must become a witness with us of His resurrection.”
23 UDB ତେବେ ପ୍ରେରିତ ଓ ଅନ୍ୟ ବିଶ୍ୱାସୀ ଦୁଇ ଜଣଙ୍କର ନାମ ପ୍ରସ୍ତାବ କଲେ I ଜଣଙ୍କ ନାମ ଯୋଷେଫ ବର୍ଶବ୍ବା, ଯାହାକୁ ଯୁସ୍ତ ବୋଲି ଡକାଯାଏ I ଅନ୍ୟ ଜନକ ନାମ ମଥିୟ I BSB BSB: So they proposed two men: Joseph called Barsabbas (also known as Justus) and Matthias.
24 UDB ପୁଣି ସେମାନେ ପ୍ରାର୍ଥନା କଲେ," ପ୍ରଭୁ ଯୀଶୁ, ଯିହୁଦା ପାପ କରି ପ୍ରେରିତ ପଦରୁ ପତିତ ହୋଇଅଛି, ସେହି ପଦକୁ ଗ୍ରହଣ କିରବା ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରୁ ତୁମ୍ଭେ କାହାକୁ ମନୋନୀତ କରିଅଛ ତାହା ଦେଖାଇଦିଅ I BSB BSB: And they prayed, “Lord, You know everyone’s heart. Show us which of these two You have chosen
25 UDB ଆଉ, ସେମାନେ ସେହି ଦୁଇ ଜଣଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ପୁଣି ମଥିୟଙ୍କ ନାମରେ ଗୁଲି ଉଠିଲା; ସେଥିରେ ସେ ଏକାଦଶ ପ୍ରେରିତଙ୍କ ସହିତ ଗଣିତ ହେଲେ I BSB BSB: to take up this ministry and apostleship, which Judas abandoned to go to his rightful place.”
26 UDB ତା'ପରେ ପ୍ ରରେିତମାନେ ଏହି ଦୁହିଁଙ୍କ ନାମ ରେ ଗୁଳା ପକାଇଲେ। କାଗଜ ରେ ଲଖାେଥିବା ଗୁଳା ମଥିୟଙ୍କ ନାମ ରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ ରରେିତଙ୍କ ସହିତ ଜଣେ ପ୍ ରରେିତ ହିସାବ ରେ ଗଣିତ ହେଲେ। BSB BSB: Then they cast lots, and the lot fell to Matthias. So he was added to the eleven apostles.
Select verses for actions: Enter goes to them and Escape comes back.