1 UDB ମୁଁ, ପାଉଲ, ସହ ବିଶ୍ୱାସୀଗଣଙ୍କ ନିକଟକୁ ଲେଖୁଅଛି, ଯେଉଁମାନଙ୍କୁ ଈଶ୍ୱର ନିଜ ନିମନ୍ତେ ପୃଥକୀକୃତ କରିଅଛନ୍ତି, ଆଉ ଯେଉଁମାନେ ଖ୍ରୀଷ୍ଟ ଯୀଶୁରେ ଭରସା କରନ୍ତି- ଏଫିସୀୟର ସହରରେ ବାସ କରୁଥିବା ସହ ବିଶ୍ୱାସୀଗଣଙ୍କୁ ମୁଁ ଲେଖୁଅଛି I ମୁଁ ପାଉଲ, ଯାହାକୁ ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତଭାବେ ତୁମ ନିକଟକୁ ପଠାଇବାକୁ ବାଛିଛନ୍ତି I BSB BSB: Paul, an apostle of Christ Jesus by the will of God, To the saints in Ephesus, the faithful in Christ Jesus:
2 UDB ମୁଁ ପ୍ରାର୍ଥନା କରେ ଯେ ଈଶ୍ୱର ଆମ୍ଭମାନଙ୍କର ପିତା ଏବଂ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର ପ୍ରଭୁ ତାଙ୍କ ଦୟା ଓ ଶାନ୍ତି ତୁମ୍ଭମାନଙ୍କୁ ଦେବେ I BSB BSB: Grace and peace to you from God our Father and the Lord Jesus Christ.
3 UDB ଈଶ୍ୱରଙ୍କ ପ୍ରଶଂସା ହେଉ, ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା! ଖ୍ରୀଷ୍ଟ ଯୀଶୁ ଆମକୁ ଦେଇଥିବା ସମସ୍ତ ସ୍ୱର୍ଗୀୟ ଆଶୀର୍ବାଦ ମାଧ୍ୟମରେ ସେ ଆମ୍ଭମାନଙ୍କୁ ପ୍ରଚୁର ଆନନ୍ଦ ଦେଇଅଛନ୍ତି I BSB BSB: Blessed be the God and Father of our Lord Jesus Christ, who has blessed us in Christ with every spiritual blessing in the heavenly realms.
5 UDB ଯେହେତୁ ସେ ଆମ୍ଭମାନଙ୍କୁ ପ୍ରେମ କରନ୍ତି, ଆପଣା ନିମନ୍ତେ ସନ୍ତାନ କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ପୂର୍ବରୁ ଯୋଜନା କଲେ। ଯାହାକି ଏହା ସନ୍ତୋଷଜନକ ହେଲା; ସେପରି ଯାହା ସେ ଚାହିଁଲେ ସେ କଲେ। BSB BSB: He predestined us for adoption as His sons through Jesus Christ, according to the good pleasure of His will,
6 UDB ଏହା ତାହାଙ୍କ ଅନୁଗ୍ରହ ଗୌରବ ପ୍ରଶଂସା ନିମନ୍ତେ ହୋଇଅଛି; ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି ଯାହାକୁ ସେ ପ୍ରେମ, ଦୟା କରନ୍ତି ତାହା ଆମ୍ଭେମାନେ ପାଇବାକୁ ଅନୁପଯୁକ୍ତ। BSB BSB: to the praise of His glorious grace, which He has freely given us in the Beloved One.
7 UDB ଯୀଶୁ ଆମ୍ଭମାନଙ୍କୁ ମୁକ୍ତ କରିଛନ୍ତି ସତେ ଯେପରି ସେ ଗୋଟିଏ ଦାସତ୍ୱ ବଜାରରୁ କ୍ରୟ କରିଛନ୍ତି। ତାହାଙ୍କ ବହୁଳ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ତାହାଙ୍କ ମୃତ୍ୟୁ ଦ୍ୱାରା ମୁକ୍ତି, ଅର୍ଥାତ୍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ। BSB BSB: In Him we have redemption through His blood, the forgiveness of our trespasses, according to the riches of His grace
8 UDB ସେ ଆମ୍ଭମାନଙ୍କୁ ଅନୁଗ୍ରହ ଦେଇଅଛନ୍ତି ପୁଣି ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କୁ ପ୍ରଚୁର ଜ୍ଞାନରେ ଭରିଅଛନ୍ତି। BSB BSB: that He lavished on us with all wisdom and understanding.
9 UDB ଈଶ୍ୱର ପୂର୍ବରୁ ସଙ୍କଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ନିଗୂଢ଼ତତ୍ତ୍ୱ ଜ୍ଞାତ କରାଇଅଛନ୍ତି। ଯେପରି ସେ ଖ୍ରୀଷ୍ଟଙ୍କୁ ପ୍ରକାଶ କରିବାକୁ ପସନ୍ଦ କରିପାରିଲେ ଯେପରି ଖ୍ରୀଷ୍ଟଙ୍କ ଉତ୍ତମ କର୍ମ ଜାଣିବାରେ ଆମ୍ଭମାନଙ୍କୁ ସାହାଯ୍ୟ କରିବ। BSB BSB: And He has made known to us the mystery of His will according to His good pleasure, which He purposed in Christ
10 UDB ଈଶ୍ୱର ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ ସେ ସେମାନଙ୍କୁ ରାଜତ୍ୱ କରିବେ। BSB BSB: as a plan for the fullness of time, to bring all things in heaven and on earth together in Christ.
11 UDB ଯେଣୁ ଯେଉଁ ଈଶ୍ୱର ପୂର୍ବରୁ ନିରୁପିତ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହ ମିଳିତ କରାନ୍ତି। ସେ ଏହିପରି କରିବାକୁ ଯୋଜନା କଲେ, ପୁଣି ଆପଣା ଇଚ୍ଛାର ସଙ୍କଳ୍ପାନୁସାରେ ସମସ୍ତ ବିଷୟ ତାହାଙ୍କ ଅଭିପ୍ରାୟ ଅନୁସାରେ ସାଧନ କରନ୍ତି। BSB BSB: In Him we were also chosen as God’s own, having been predestined according to the plan of Him who works out everything by the counsel of His will,
12 UDB ଈଶ୍ୱର ତାହା କଲେ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଈଶ୍ୱରଙ୍କ ଗୌରବର ପ୍ରଶଂସାର କାରଣ ହୋଇ ବଞ୍ଚିବା। ଆମ୍ଭେମାନେ ଖ୍ରୀଷ୍ଟରେ ଭରସା କରିବାରେ ପ୍ରଥମ ହେଲୁ। BSB BSB: in order that we, who were the first to hope in Christ, would be for the praise of His glory.
13 UDB ଖ୍ରୀଷ୍ଟରେ ତୁମ୍ଭେମାନେ ମଧ୍ୟ ସତ୍ୟ ବାକ୍ୟ, ଅର୍ଥାତ୍ ପରିତ୍ରାଣର ସୁସମ୍ବାଦ ଶୁଣି ଖ୍ରୀଷ୍ଟରେ ବିଶ୍ୱାସ କରିଅଛ ତେଣୁ ତୁମ୍ଭେମାନେ ଈଶ୍ୱରଙ୍କ ଅନ୍ତର୍ଭୁକ୍ତ ଅଟ ଓ ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ। BSB BSB: And in Him, having heard and believed the word of truth—the gospel of your salvation—you were sealed with the promised Holy Spirit,
14 UDB ପବିତ୍ର ଆତ୍ମା ପ୍ରମାଣ ଦିଅନ୍ତି ଯେ ଆମ୍ଭେମାନେ ସମସ୍ତ ଗ୍ରହଣ କରିବା ଯାହା ଈଶ୍ୱର ପ୍ରତିଜ୍ଞା କରିଅଛନ୍ତି। ସମସ୍ତ ଗୌରବ ପ୍ରଶଂସାର କାରଣ ତାହାଙ୍କ ଉଦ୍ଦେଶ୍ୟରେ ଅଟେ! BSB BSB: who is the pledge of our inheritance until the redemption of those who are God’s possession, to the praise of His glory.
15 UDB କାରଣ ଈଶ୍ୱର ତୁମ୍ଭମାନଙ୍କୁ ଏମନ୍ତ ପ୍ରେମ କରିଅଛନ୍ତି, ଆଉ ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ ମୁଁ ଶୁଣିଲି। BSB BSB: For this reason, ever since I heard about your faith in the Lord Jesus and your love for all the saints,
16 UDB ମୁଁ ମଧ୍ୟ ମୋହର ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେବାରେ ବହୁବାର କ୍ଷାନ୍ତ ହେଉ ନାହିଁ। BSB BSB: I have not stopped giving thanks for you, remembering you in my prayers,
17 UDB ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରେ ଯେ ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା, ଯିଏ ଗୌରବମୟ ପିତା, ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ସେ ପ୍ରଦାନ କରନ୍ତି। BSB BSB: that the God of our Lord Jesus Christ, the glorious Father, may give you a spirit of wisdom and revelation in your knowledge of Him.
18 UDB ମୁଁ ପ୍ରାର୍ଥନା କରେ ଯେ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ କ’ଣ କରିବାକୁ ଚାହାନ୍ତି ତାହା ତୁମ୍ଭମାନଙ୍କୁ ଶିକ୍ଷା ଦେଇପାରନ୍ତି, ଏବଂ କାହିଁକି ଆମ୍ଭେମାନେ ଜାଣୁ ସେ ସତ୍ୟ କହୁଅଛନ୍ତି। ମୁଁ ପ୍ରାର୍ଥନା କରେ ଯେ ଆମ୍ଭମାନଙ୍କୁ ଯେଉଁ ମହତ୍ ବିଷୟ ଦେବ ପାଇଁ ସେ ପ୍ରତିଜ୍ଞା କରିଅଛନ୍ତି ତାହା ଯେପରି ଆମ୍ଭେମାନେ ଜାଣିପାରୁ। BSB BSB: I ask that the eyes of your heart may be enlightened, so that you may know the hope of His calling, the riches of His glorious inheritance in the saints,
19 UDB ପୁଣି, ମୁଁ ପ୍ରାର୍ଥନା କରେ ଯେ ତୁମ୍ଭେମାନେ ଜାଣିବ ତାହାଙ୍କ ଶକ୍ତିର କାର୍ଯ୍ୟସାଧକ ପରାକ୍ରମ ଅନୁସାରେ ତାଙ୍କଠାରେ ଭରସା କରୁଥିବା ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କ'ଣ? ସେ ଶକ୍ତିଶାଳୀଭାବେ ଆମ୍ଭମାନଙ୍କ ନିମନ୍ତେ କାର୍ଯ୍ୟ କରନ୍ତି। BSB BSB: and the surpassing greatness of His power to us who believe. These are in accordance with the working of His mighty strength,
20 UDB ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି ଯେତେ ନାମ ଖ୍ୟାତ ସେ ସମସ୍ତଙ୍କ ଉପରେ ସ୍ୱର୍ଗରେ ଉନ୍ନତ କଲେ। BSB BSB: which He exerted in Christ when He raised Him from the dead and seated Him at His right hand in the heavenly realms,
21 UDB ସେ ସ୍ଥାନରେ, ଖ୍ରୀଷ୍ଟ ସମସ୍ତଙ୍କ ଶକ୍ତି ଉପରେ ସମସ୍ତ ଅଧିକାରର ପ୍ରତ୍ୟେକ କ୍ଷମତାଶାଳୀ ଆତ୍ମା ଉପରେ ସର୍ବୋଚ୍ଚଭାବେ, ପୁଣି ସମସ୍ତ ନାମ ଉପରେ ତାହାଙ୍କୁ ଉନ୍ନତ କରାଇ ରାଜତ୍ୱ କରନ୍ତି। BSB BSB: far above all rule and authority, power and dominion, and every name that is named, not only in the present age but also in the one to come.
22 UDB ଈଶ୍ୱର ସମସ୍ତ ବିଷୟଗୁଡିକ ଖ୍ରୀଷ୍ଟଙ୍କ ଶାସନରେ ରଖିଛନ୍ତି ଯେପରି ସେସବୁ ତାହାଙ୍କ ପାଦ ତଳେ ବଶୀଭୂତ ହେଲେ। ଆଉ ଈଶ୍ୱର ସମସ୍ତ ବିଶ୍ୱାସୀ ମଧ୍ୟରେ ସର୍ବତ୍ର ଅଧିକାରୀଭାବେ ଖ୍ରୀଷ୍ଟଙ୍କୁ ନିଯୁକ୍ତ କରିଅଛନ୍ତି। BSB BSB: And God put everything under His feet and made Him head over everything for the church,
23 UDB ଏହା ସତେ ଯେପରି ସମସ୍ତ ମଣ୍ଡଳୀ ଖ୍ରୀଷ୍ଟଙ୍କ ସ୍ୱଶରୀର ହେଲ। ସେ ସମସ୍ତ ବିଶ୍ୱାସୀଙ୍କୁ ସମସ୍ତ ବିଷୟରେ ତାଙ୍କ ଶକ୍ତି ସହ ସର୍ବତୋଭାବେ ପୂର୍ଣ୍ଣ କରନ୍ତି, ଠିକ୍ ଯେପରି ସେ ତାଙ୍କ ଶକ୍ତି ସହ ସମସ୍ତ ଜଗତକୁ ତାହାଙ୍କ ପୂର୍ଣ୍ଣତାରେ ଭରିବେ। BSB BSB: which is His body, the fullness of Him who fills all in all.
Select verses for actions: Enter goes to them and Escape comes back.