1 UDB ମୁଁ ଯାକୁବ, ଈଶ୍ଵରଙ୍କ ଜଣେ ସେବକ ଓ ପ୍ରଭୁ ଯୀଶୁଙ୍କ ଦ୍ଵାରା ଈଶ୍ଵରଙ୍କ ସହ ବନ୍ଧା ହୋଇ ଅଛି I ଖ୍ରୀଷ୍ଟଙ୍କ ଉପରେ ଭରସା ରଖିଥିବା ଯିହୁଦୀୟ ବାର ଗୋଷ୍ଠୀଙ୍କୁ ମୁଁ ଏହି ପତ୍ର ଲେଖୁଅଛି ପୃଥିବୀର ସର୍ବତ୍ର ଛିନ୍ନଭିନ୍ନ I ମୋହର ସମସ୍ତଙ୍କ ନିକଟରେ ନମସ୍କାର I BSB BSB: James, a servant of God and of the Lord Jesus Christ, To the twelve tribes of the Dispersion: Greetings.
2 UDB ହେ ମୋହର ସହବିଶ୍ଵାସୀ ଭାଇମାନେ, ଯେତେବେଳେ ତୁମ୍ଭେମାନେ ନାନା ପ୍ରକାର ପରୀକ୍ଷାରେ ପଡ ସେତେବେଳେ ଏହାକୁ ମହାଆନନ୍ଦର ବିଷୟ ବୋଲି ମନେ କର I BSB BSB: Consider it pure joy, my brothers, when you encounter trials of many kinds,
3 UDB ଏକଥା ବୁଝ ଯେତେବେଳେ ଆମେ ଅନେକ ସମସ୍ୟାରେ ଈଶ୍ଵରଙ୍କ ଉପରେ ଭରସା ରଖୁ, ସେତେବେଳେ ଏହା ଆମକୁ ଅଧିକ କଷ୍ଟ ସହ୍ୟ କରିବାକୁ ଧୈର୍ଯ୍ୟ ଦେଇଥାଏ I BSB BSB: because you know that the testing of your faith develops perseverance.
4 UDB ଖ୍ରୀଷ୍ଟଙ୍କୁ ଅନୁସରଣ କରି, ଶେଷ ପର୍ଯ୍ୟନ୍ତ ପରୀକ୍ଷାରେ ଧୈର୍ଯ୍ୟ ରଖ I ତେବେ ତୁମ୍ଭେ ଉତ୍ତମ କାର୍ଯ୍ୟ କରିବାରେ କେବେହେଲେ ବିଫଳ ହେବ ନାହିଁ I BSB BSB: Allow perseverance to finish its work, so that you may be mature and complete, not lacking anything.
6 UDB ସେ ଯେ ଉତ୍ତର ଦେବେ ଓ ସର୍ବଦା ସାହାଯ୍ୟ କରିବେ, ଏଥିରେ ସେ ତୁମ୍ଭକୁ ଦେବେ ବୋଲି ସନ୍ଦେହ କର ନାହିଁ ତୁମ୍ଭେ ମାଗ ଓ ବିଶ୍ଵାସ ରଖ I କାରଣ ଯେଉଁମାନେ ଈଶ୍ଵରଙ୍କ ଉପରେ ସନ୍ଦେହ କରନ୍ତି ସେମାନେ ସମୁଦ୍ରରେ ଚାଳିତ ତରଙ୍ଗ ପରି, ପବନ ଯେଉଁ ଦିଗରେ ଆସିଥାଏ ତାହା ସେହି ଦିଗରେ ଚାଳିତ ହୁଏ ଓ ଏକ ଦିଗରେ ସର୍ବଦା ରହେ ନାହିଁ I BSB BSB: But he must ask in faith, without doubting, because he who doubts is like a wave of the sea, blown and tossed by the wind.
7 UDB ସେହେତୁ, ଯିଏ ସନ୍ଦେହ କରେ ପ୍ରଭୁଙ୍କଠାରେ ଅନୁରୋଧ କଲେ ସେ କିଛି ପାଇବ ବୋଲି ନ ଭାବୁ I BSB BSB: That man should not expect to receive anything from the Lord.
8 UDB କାରଣ ଏହି ପରି ଲୋକ ସ୍ଥିର କରିପାରନ୍ତି ନାହିଁ ଯେ ସେମାନେ ଯୀଶୁଙ୍କ ଅନୁସରଣ କରିବେ କି ନାହିଁ I ଏହିପରି ଲୋକ ଯାହା କୁହନ୍ତି ତାହା କରନ୍ତି ନାହିଁ I BSB BSB: He is a double-minded man, unstable in all his ways.
9 UDB ବିଶ୍ଵାସ କରୁଥିବା ବିଶ୍ଵାସୀମାନେ ଆନନ୍ଦ କରିବା ଦରକାର କାରଣ ଈଶ୍ଵର ସେମାନଙ୍କୁ ସମ୍ମାନିତ କରି ଅଛନ୍ତି I BSB BSB: The brother in humble circumstances should exult in his high position.
10 UDB ଓ ବିଶ୍ଵାସ କରୁଥିବା ବିଶ୍ଵାସୀମାନେ ଖୁସି ହେବା ଦରକାର କାରଣ ପରମେଶ୍ୱର ସେମାନଙ୍କୁ ନମ୍ର କରିଅଛନ୍ତି, ଯେପରି ତାହା ଖ୍ରୀଷ୍ଟ ଯୀଶୁଙ୍କଠାରେ ଭରସା ରଖିବାରେ ସାହାଯ୍ୟ କରିବ, କାରଣ ଧନ ଚାଲିଯାଏ ଯେପରି ଜଙ୍ଗଲୀ ଫୁଲ ମୌଳିଯାଏ I BSB BSB: But the one who is rich should exult in his low position, because he will pass away like a flower of the field.
11 UDB ସୂର୍ଯ୍ୟ ଉଦୟ ହୁଏ, ସେତେବେଳେ ଉତ୍ତପ୍ତ ପବନ ଫୁଲର ଝଡିବାର କାରଣ ହୁଏ ଓ ତାହାର ସୁନ୍ଦରତାକୁ ମଳିନ କରିପକାଏ, ଝାଁଉଳି ଯାଉଥିବା ଫୁଲ ପରି ଧନ ସଞ୍ଚୟ ସମୟରେ ଧନୀ ଲୋକ ମଧ୍ୟ ଲୋପ ପାଆନ୍ତି I BSB BSB: For the sun rises with scorching heat and withers the plant; its flower falls and its beauty is lost. So too, the rich man will fade away in the midst of his pursuits.
12 UDB ଈଶ୍ଵର ସେହି ବ୍ୟକ୍ତିକୁ ସମ୍ମାନ କରନ୍ତି ଯେଉଁମାନେ କଠିନ ପରୀକ୍ଷାର ସାମନା କରିଅଛନ୍ତି, କାରଣ ଈଶ୍ଵର ଅନନ୍ତ ଜୀବନ ଦେଇ ସେମାନଙ୍କୁ ପୁରସ୍କୃତ କରିବେ, ଯେଉଁମାନେ ଈଶ୍ଵରଙ୍କୁ ପ୍ରେମ କରନ୍ତି ସେସମସ୍ତଙ୍କ ପାଇଁ ଏହା ତାହାଙ୍କ ପ୍ରତିଜ୍ଞା ଅଟେ I BSB BSB: Blessed is the man who perseveres under trial, because when he has stood the test, he will receive the crown of life that God has promised to those who love Him.
14 UDB କିନ୍ତୁ ସମସ୍ତେ ମନ୍ଦ କରିବାକୁ ଚାହାନ୍ତି ସେଥିପାଇଁ କରନ୍ତି, ଠିକ୍ ଫାନ୍ଦରେ ପଡିବା ପରି ସେମାନେ ପଡନ୍ତି I BSB BSB: But each one is tempted when by his own evil desires he is lured away and enticed.
15 UDB ଏହାପରେ ସେମାନଙ୍କର ମନ୍ଦ ଚିନ୍ତା ସେମାନଙ୍କୁ ପାପ କରିବାକୁ ମନ ବଳାଏ, ଓ ଏହି ପାପ ସେମାନଙ୍କର ମସ୍ତିଷ୍କରେ ନିରନ୍ତର ଚାଲି ଥାଏ ଯେ ପର୍ଯ୍ୟନ୍ତ ସେ ତାକୁ ବିନଷ୍ଟ ନ କରି ଦିଏ I ଯେତେବେଳେ ମନ୍ଦ ଇଚ୍ଛା ଏକ ସଙ୍ଗରେ ଆସେ ସେତେବେଳେ ତାହା ପାପକୁ ଜନ୍ମାଏ, ଯାହାର ଅର୍ଥ ସେ ପାପ କରିଥାଏ ଓ ସେ କେବଳ ଯୀଶୁଙ୍କ ଦ୍ଵାରା କ୍ଷମା ପାଇ ପାରିବ I ଯେତେବେଳେ ପାପ ନିଜର ଅନ୍ତିମ ଫଳ ପ୍ରକାଶ କରେ, ଉଭୟର ସେତେବେଳେ ଶରୀର ଓ ଆତ୍ମା ମୃତ୍ୟୁ ହୋଇଥାଏ I ଅର୍ଥାତ୍ ପାପୀ ଈଶ୍ଵରଙ୍କଠାରୁ ସବୁବେଳ ପାଇଁ ପୃଥକ୍ ହୁଏ I କେବଳ ଯୀଶୁ ଏହି ଶେଷ ମୃତ୍ୟୁରୁ ଆମକୁ ଉଦ୍ଧାର କରିପାରନ୍ତି I BSB BSB: Then after desire has conceived, it gives birth to sin; and sin, when it is full-grown, gives birth to death.
16 UDB ମୋହର ପ୍ରିୟ ବିଶ୍ଵାସୀ ଭାଇମାନେ, ନିଜକୁ ପ୍ରତାରଣା କରିବା ବନ୍ଦ କର I BSB BSB: Do not be deceived, my beloved brothers.
17 UDB ସମସ୍ତ ଉତ୍ତମ ଓ ସିଦ୍ଧ ଉପହାର ସ୍ୱର୍ଗରେ ଥିବା ପିତା ପରମେଶ୍ଵରଙ୍କଠାରୁ ଅସିଥାଏ I ସେ ହିଁ ସତ୍ୟ ଈଶ୍ୱର ଯେ ଆମକୁ ଆଲୋକ ଦେଇଥାନ୍ତି I ଈଶ୍ଵର ସୃଷ୍ଟ ବସ୍ତୁ ପରି ବଦଳନ୍ତି ନାହିଁ ଯେପରି ଛାଇ ଦେଖା ଦିଏ ଓ ଅଦୃଶ୍ୟ ହୋଇଯାଏ I ଈଶ୍ଵର କେବେ ବଦଳନ୍ତି ନାହିଁ ସେ ସର୍ବଦା ଉତ୍ତମ I BSB BSB: Every good and perfect gift is from above, coming down from the Father of the heavenly lights, with whom there is no change or shifting shadow.
18 UDB ଯେତେବେଳେ ଆମେ ତାହାଙ୍କ ସତ୍ୟ ସୁସମାଚାର ଉପରେ ଭରସା କଲୁ ସେତେବେଳେ ସେ ଆମକୁ ଆତ୍ମିକ ଜୀବନ ଦେବାକୁ ଇଚ୍ଛା କଲେ I ବର୍ତ୍ତମାନ ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ଵାସୀମାନଙ୍କଠାରେ ହିଁ ପ୍ରକୃତ ଆତ୍ମିକ ଜୀବନ ଅଛି, ଯାହା କେବଳ ଯୀଶୁ ହିଁ ଦେଇ ପାରନ୍ତି I BSB BSB: He chose to give us birth through the word of truth, that we would be a kind of firstfruits of His creation.
19 UDB ମୋହର ପ୍ରିୟ ସହ ବିଶ୍ଵାସୀ, ତୁମ୍ଭେମାନେ ସମସ୍ତେ ଜାଣିଅଛ ଯେ ଈଶ୍ଵରଙ୍କ ସତ୍ୟ ସୁସମାଚାରରେ ଧ୍ୟାନ ହେବା ଉଚିତ୍, ଓ ନିଜର ଚିନ୍ତାକୁ ଶୀଘ୍ର ପ୍ରକାଶ କରିବା ଓ ଅଚାନକ କ୍ରୋଧ କରିବା ଉଚିତ୍ ନୁହଁ I BSB BSB: My beloved brothers, understand this: Everyone should be quick to listen, slow to speak, and slow to anger,
20 UDB ଯେତେବେଳେ ଆମେ କ୍ରୋଧ କରିଥାଉ ସେତେବେଳେ ଆମେ ଧାର୍ମିକତାର କାର୍ଯ୍ୟ କରି ପାରି ନ ଥାଉ ଯାହା ଈଶ୍ଵର କରିବାକୁ ଇଛା କରିଥାନ୍ତି I BSB BSB: for man’s anger does not bring about the righteousness that God desires.
21 UDB ତେବେ ସମସ୍ତ ପ୍ରକାର ମନ୍ଦକାର୍ଯ୍ୟ କରିବାକୁ ବନ୍ଦ କରୁ, ଓ ଈଶ୍ଵର ଆମ ହୃଦୟରେ ଯାହା ସ୍ଥାପିତ କରିଅଛନ୍ତି ତାହା ନମ୍ରତାର ସହ ଗ୍ରହଣ କର I କାରଣ ଯେବେ ଆମେ ତାହାଙ୍କ ବାକ୍ୟ ଗ୍ରହଣ କରୁ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ସମର୍ଥ ଅଟନ୍ତି I BSB BSB: Therefore, get rid of all moral filth and every expression of evil, and humbly accept the word planted in you, which can save your souls.
22 UDB ଈଶ୍ଵରଙ୍କ ଆଜ୍ଞା ଶୁଣ ଏବଂ ପାଳନ କର I ଯେଉଁମାନେ କେବଳ ଶୁଣନ୍ତି ଓ ପାଳନ କରନ୍ତି ନାହିଁ, ଈଶ୍ଵର ଯେ ସେମାନଙ୍କୁ ଉଦ୍ଧାର କରିବେ ଏହା ସେମାନଙ୍କର ଭ୍ରାନ୍ତ ଧାରଣା ଅଟେ I BSB BSB: Be doers of the word, and not hearers only. Otherwise, you are deceiving yourselves.
23 UDB କେତେକ ଲୋକ ଈଶ୍ଵରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ବାକ୍ୟ ଅନୁସାରେ କାର୍ଯ୍ୟ କରନ୍ତି ନାହିଁ, ସେମାନେ ଆପଣା ମୁଖକୁ ଦର୍ପଣରେ ଦେଖିଥିବା ବ୍ୟକ୍ତି ସଦୃଶ ଅଟନ୍ତି I BSB BSB: For anyone who hears the word but does not carry it out is like a man who looks at his face in a mirror,
24 UDB ସେ ଆପଣା ମୁଖକୁ ଦେଖିଥାଏ କିନ୍ତୁ କିଛି ସମୟରେ ଦର୍ପଣ ନିକଟରୁ ଚାଲିଗଲା ପରେ ସେ ଭୁଲିଯାଏ ସେ କିପରି ଦେଖାଯାଉଥିଲା I BSB BSB: and after observing himself goes away and immediately forgets what he looks like.
25 UDB କିନ୍ତୁ ଅନେକ ଈଶ୍ଵରଙ୍କ ବାକ୍ୟକୁ ଧ୍ୟାନର ସହ ଦେଖନ୍ତି, ଯାହା ସିଦ୍ଧ ଅଟେ ଏବଂ ଈଶ୍ୱରଙ୍କ ଇଚ୍ଛା ସ୍ୱେଚ୍ଛାରେ ପାଳନ କରିବା ପାଇଁ ସ୍ୱାଧୀନତା ଦେଇଥାଏ I ଯେଉଁମାନେ ଈଶ୍ଵରଙ୍କ ବାକ୍ୟକୁ ପରୀକ୍ଷା କରନ୍ତି ଓ କେବଳ ଶୁଣନ୍ତି ନାହିଁ ଓ ତାହା ଭୁଲିଯାନ୍ତି ନାହିଁ, କିନ୍ତୁ ଈଶ୍ଵର ଯାହା କୁହନ୍ତି, ତାହା ପାଳନ କରନ୍ତି ଈଶ୍ଵର ସବୁ କାର୍ଯ୍ୟରେ ସେମାନଙ୍କୁ ଆଶୀର୍ବାଦ କରନ୍ତି I BSB BSB: But the one who looks intently into the perfect law of freedom, and continues to do so—not being a forgetful hearer, but an effective doer—he will be blessed in what he does.
26 UDB କେତେଜଣ ଭାବନ୍ତି ସେମାନେ ଠିକ୍ ଭାବରେ ଈଶ୍ଵରଙ୍କ ଆରାଧନା କରନ୍ତି, କିନ୍ତୁ ସେମାନେ ସ୍ୱଭାବତଃ ମନ୍ଦ କଥା କହିଥାନ୍ତି I ସେମାନେ ଠିକ୍ ଭାବରେ ଈଶ୍ଵରଙ୍କ ଆରାଧନା କରନ୍ତି ବୋଲି ସେମାନେ ଆପଣା ଚିନ୍ତାଧାରାରେ ଭୁଲ୍ ଅଟନ୍ତି I ପ୍ରକୃତ କଥା ଏହା ଯେ ସେମାନେ ବୃଥାରେ ଈଶ୍ଵରଙ୍କ ଆରାଧନା କରନ୍ତି I BSB BSB: If anyone considers himself religious and yet does not bridle his tongue, he deceives his heart and his religion is worthless.
27 UDB ପରମେଶ୍ୱର ଯାହା ଆମକୁ କରିବାକୁ କହିଅଛନ୍ତି ତାହା ହେଲା ଅନାଥ ଓ ବିଧବା ସମସ୍ତଙ୍କର ଯତ୍ନ ନେବା କାରଣ ସେମାନେ ଅନେକ ଦୁଃଖ ମଧ୍ୟ ଦେଇଯାଆନ୍ତି I ଯେଉଁମାନେ ତାହା କରନ୍ତି, ଓ ଈଶ୍ଵରଙ୍କ ଅବଜ୍ଞାକାରୀଙ୍କ ସଦୃଶ ସେମାନଙ୍କ ସହ ମନ୍ଦ କରନ୍ତି ନାହିଁ, ସେମାନେ ପ୍ରକୃତରେ ଆମର ପିତା ଈଶ୍ୱରଙ୍କ ଆରାଧନା କରନ୍ତି ଓ ପରମେଶ୍ୱର ସେମାନଙ୍କୁ ଗ୍ରହଣ କରନ୍ତି I BSB BSB: Pure and undefiled religion before our God and Father is this: to care for orphans and widows in their distress, and to keep oneself from being polluted by the world.
Select verses for actions: Enter goes to them and Escape comes back.