1 UDB ମୋର ଭାଇ ଓ ଭଉଣୀମାନେ, ସମସ୍ତଙ୍କ ଉପରେ ମହାନ୍ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରୁଥିବାରୁ ତୁମ୍ଭେମାନେ ଜଣଙ୍କଠାରୁ ଅନ୍ୟକୁ ଅଧିକ ସମ୍ମାନ ଦେବା ପାଇଁ ଚିନ୍ତା କର ନାହିଁ I BSB BSB: My brothers, as you hold out your faith in our glorious Lord Jesus Christ, do not show favoritism.
2 UDB ଉଦାହରଣ ସ୍ଵରୂପ, ଯଦି କେହି ସୁନାର ଅଳଙ୍କାର ଓ ଉତ୍ତମ ବସ୍ତ୍ର ପିନ୍ଧି ତୁମ୍ଭ ଘରକୁ ସାକ୍ଷାତ କରିବା ପାଇଁ ଆସେ ଓ ଆଉ ଜଣେ ଏକ ଗରିବ ଲୋକ ମଳିନ ବସ୍ତ୍ରରେ ଆସେ I BSB BSB: Suppose a man comes into your meeting wearing a gold ring and fine clothes, and a poor man in shabby clothes also comes in.
3 UDB ଆଉ ତୁମ୍ଭେ ଉତ୍ତମ ବସ୍ତ୍ର ବ୍ୟକ୍ତିଙ୍କୁ ବିଶେଷ ଧ୍ୟାନ ଦେଇ କହିଥାଅ ଦୟାକରି ଉତ୍ତମ ଜାଗାରେ ବସନ୍ତୁ, ଓ ମଳିନ ବସ୍ତ୍ର ପିନ୍ଧିଥିବା ବ୍ୟକ୍ତିକୁ କୁହ ସେଠାରେ ଠିଆ ହୁଅ କିମ୍ବା ସେଠାରେ ତଳେ ବସ! BSB BSB: If you lavish attention on the man in fine clothes and say, “Here is a seat of honor,” but say to the poor man, “You must stand” or “Sit at my feet,”
4 UDB ତେବେ ତୁମ୍ଭେ ଏକ ଆରେକକୁ ଭୁଲ୍ କାରଣରୁ ବିଚାର କରିଥାଅ I BSB BSB: have you not discriminated among yourselves and become judges with evil thoughts?
5 UDB ମୋର ପ୍ରିୟ ଭାଇ ଓ ଭଉଣୀ ମୋହର କଥା ଶୁଣ, ପରମେଶ୍ଵର ତାହାଙ୍କଠାରେ ଭରସା ରଖିବା ପାଇଁ ଗରିବ ଲୋକଙ୍କୁ ବାଛିଅଛନ୍ତି ଯାହାର କୌଣସି ମୂଲ୍ୟ ନାହିଁ, ସେତେବେଳେ ସେ ସେମାନଙ୍କୁ ମହାନ ବିଷୟ ଦେବେ I ଯେତେବେଳେ ସର୍ବତ୍ର, ସମସ୍ତଙ୍କୁ ସେ ଶାସନ କରିବେ I ତାହାଙ୍କ ପ୍ରେମକାରୀ ସମସ୍ତଙ୍କୁ ପ୍ରତି ସେ ତାହା ସାଧନ କରିବେ ବୋଲି ପରମେଶ୍ଵର ପ୍ରତିଜ୍ଞା କରିଅଛନ୍ତି I BSB BSB: Listen, my beloved brothers: Has not God chosen the poor of this world to be rich in faith and to inherit the kingdom He promised those who love Him?
6 UDB କିନ୍ତୁ ତୁମ୍ଭେ ଦରିଦ୍ରମାନଙ୍କୁ ଅନାଦର କରିଥାଅ I ଏହି ବିଷୟରେ ଚିନ୍ତା କର ସେହି ଦରିଦ୍ର ଲୋକ ନୁହେଁ ବରଂ ସେହି ଧନୀ ଲୋକ ବଳପୂର୍ବକ ବିଚାରକର୍ତ୍ତାଙ୍କ ନିକଟରେ ତୁମକୁ ଦୋଷୀ କରିବା ପାଇଁ ବିଚରାଳୟକୁ ନେଇଥାଏ I BSB BSB: But you have dishonored the poor. Is it not the rich who oppress you and drag you into court?
7 UDB ମଧ୍ୟ ସେମାନେ ସେହି ଅଟନ୍ତି ଯେଉଁମାନେ ପ୍ରଶଂସାର ଯୋଗ୍ୟ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ମନ୍ଦ କଥା କୁହନ୍ତି, BSB BSB: Are they not the ones who blaspheme the noble name by which you have been called?
8 UDB ବ୍ୟବସ୍ଥା ଲିଖିତ ରାଜକୀୟ ବିଧିରେ, ଲେଖାଅଛି, "ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମ ତୁଲ୍ୟ ପ୍ରେମ କର" I ଯଦି ତୁମ୍ଭେ ତାହା କର ତେବେ ତୁମ୍ଭେ ଠିକ୍ ବିଷୟ କରିଥାଅ I BSB BSB: If you really fulfill the royal law stated in Scripture, “Love your neighbor as yourself,” you are doing well.
9 UDB ଯଦି ତୁମ୍ଭେ ଏକ ଆରେକକୁ ଅଧିକ ସମ୍ମାନିତ କର ତେବେ ତୁମ୍ଭେ ଭୁଲ୍ କରିଥାଅ I ଯେହେତୁ ତୁମ୍ଭେ ଈଶ୍ଵରଙ୍କ ଆଜ୍ଞା ପାଳନ କରୁନାହଁ, ସେ ତୁମ୍ଭକୁ ଦଣ୍ଡ ଦେବେ I BSB BSB: But if you show favoritism, you sin and are convicted by the law as transgressors.
10 UDB ଯିଏ ଈଶ୍ଵରଙ୍କ ଏକ ଆଜ୍ଞାକୁ ମଧ୍ୟ ଅମାନ୍ୟ କରେ, ଯଦ୍ୟପି ସେ ସବୁ ବାକ୍ୟ ପାଳନ କରେ, ତଥାପି ଈଶ୍ଵର ତାହାକୁ ଦୋଷୀ ବୋଲି ଗଣନ୍ତି କାରଣ ଏକ ଆଜ୍ଞା ନ ମାନିବା ସମସ୍ତ ଆଜ୍ଞା ନ ମାନିବା ସହ ସମାନ I BSB BSB: Whoever keeps the whole law but stumbles at just one point is guilty of breaking all of it.
11 UDB ଉଦାହରଣ ସ୍ଵରୂପେ ଈଶ୍ଵର କହିଲେ, "ତୁମ୍ଭେ ବ୍ୟଭିଚାର କର ନାହିଁ" କିନ୍ତୁ ସେ ଏହା ମଧ୍ୟ କହିଲେ, ନରହତ୍ୟା କର ନାହିଁ, ତେବେ ଯଦି ତୁମ୍ଭେ ବ୍ୟଭିଚାର କର ନାହିଁ କିନ୍ତୁ ନରହତ୍ୟା କର ତେବେ ତୁମ୍ଭେ ସେହି ବ୍ୟକ୍ତି ହୋଇଯାଅ ଯେ ଈଶ୍ଵରଙ୍କ ବ୍ୟବସ୍ଥା ଭଙ୍ଗ କରେ I BSB BSB: For He who said, “Do not commit adultery,” also said, “Do not murder.” If you do not commit adultery, but do commit murder, you have become a lawbreaker.
12 UDB ସଦାବେଳେ ସ୍ୱାଧିନତାର ବ୍ୟବସ୍ଥା ଦ୍ଵାରା ଯେ ତୁମ୍ଭେମାନେ ବିଚାରିତ ହେବ, ଏକଥା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର I BSB BSB: Speak and act as those who are going to be judged by the law that gives freedom.
13 UDB କାରଣ ଈଶ୍ଵର ଯେତେବେଳେ ଆମକୁ ବିଚାର କରନ୍ତି, ଯେ ଅନ୍ୟମାନଙ୍କୁ ଦୟା ଦେଖାଏ ନାହିଁ, ସେ ସେମାନଙ୍କ ଉପରେ ଦୟା କରନ୍ତି ନାହିଁ I କିନ୍ତୁ ଯେତେବେଳେ ଆମେ ଅନ୍ୟମାନଙ୍କୁ ଦୟା ଦେଖାଉ ତେବେ ଆମକୁ ସେ ବିଚାର କରିବା ସମୟରେ ଆମେ ଭୟଭୀତ ହେବା ନାହିଁ I BSB BSB: For judgment without mercy will be shown to anyone who has not been merciful. Mercy triumphs over judgment.
15 UDB ଉଦାହରଣ ସ୍ୱରୂପେ, ଯଦି ଜଣେ ଭାଇ କିମ୍ବା ଭଉଣୀର ନିରନ୍ତର ବସ୍ତ୍ର ବା ପ୍ରତ୍ୟେକ ଦିନର ଖାଦ୍ୟର ଅଭାବ ହୁଏ, BSB BSB: Suppose a brother or sister is without clothes and daily food.
16 UDB ହୋଇପାରେ ତୁମ୍ଭ ମଧ୍ୟରୁ କେହି ସେମାନଙ୍କୁ କହିଥାଅ, "ଚିନ୍ତା କର ନାହିଁ, ଭଲରେ ଯାଅ ଓ ଭଲ ଖାଦ୍ୟ ତୁମ୍ଭେ ପାଅ" I କିନ୍ତୁ ସେମାନଙ୍କ ଶରୀର ପାଇଁ ଆବଶ୍ୟକ ଥିବା, କୌଣସି ବିଷୟ ତୁମ୍ଭେ ଦେଉ ନାହଁ ତେବେ ସେମାନଙ୍କୁ ସେହି ବିଷୟ କିଛି ଲାଭ ଦେବ ନାହିଁ I BSB BSB: If one of you tells him, “Go in peace; stay warm and well fed,” but does not provide for his physical needs, what good is that?
17 UDB ସେହିପରି, ଯଦି ତୁମ୍ଭେ ଅନ୍ୟର ସାହାଯ୍ୟ ପାଇଁ କିଛି ମଧ୍ୟ କରୁନାହଁ, ତେବେ ତୁମ୍ଭର ଖ୍ରୀଷ୍ଟ ବିଶ୍ଵାସ ସବୁ ବୃଥା ଓ ମୃତ ଲୋକ ସଦୃଶ I ତୁମ୍ଭେ ପ୍ରକୃତରେ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରୁନାହଁ I BSB BSB: So too, faith by itself, if it does not result in action, is dead.
18 UDB କିନ୍ତୁ ମତେ ଜଣେ ଏପରି କହିପାରେ, "ଈଶ୍ଵର ସେହି ଲୋକଙ୍କୁ ଉଦ୍ଧାର କରନ୍ତି ଯେ ତାହାଙ୍କଠାରେ ଭରସା କରନ୍ତି, ଓ ଅନ୍ୟର ଉପକାର କରନ୍ତି" I ମୁଁ ସେହି ବ୍ୟକ୍ତିଙ୍କୁ ଉତ୍ତର ଦେବି, "ଯେ ଅନ୍ୟର ଉପକାର କରେ ନାହିଁ, ସେ ଖ୍ରୀଷ୍ଟ ବିଶ୍ଵାସୀ I” ଏକଥାର ପ୍ରମାଣ ତୁମେ ଦେଇପାର ନାହିଁ I କିନ୍ତୁ ମୁଁ ତୁମକୁ ପ୍ରମାଣ ଦେବି ଯେ ଉପକାର କରେ ସେ ପ୍ରକୃତରେ ଖ୍ରୀଷ୍ଟ ବିଶ୍ଵାସୀ ଅଟେ I BSB BSB: But someone will say, “You have faith and I have deeds.” Show me your faith without deeds, and I will show you my faith by my deeds.
20 UDB ଆହୁରୀ, ହେ ନିର୍ବୋଧ, ମୁଁ ପ୍ରମାଣିତ କରିବି ଯେ, “ମୁଁ ଈଶ୍ଵରଙ୍କୁ ବିଶ୍ଵାସ କରେ ବୋଲି କହି ଯଦି କେହି କୌଣସି ଉତ୍ତମ କାର୍ଯ୍ୟ କରେ ନାହିଁ, ସେ ଯାହା କହେ କୌଣସି ପ୍ରକାର ତାହା ସାହାଯ୍ୟ କରେ ନାହିଁ I” BSB BSB: O foolish man, do you want evidence that faith without deeds is worthless?
21 UDB ଆମେ ପ୍ରତ୍ୟେକେ ଆମର ପୂର୍ବଜ ଅବ୍ରାହମଙ୍କୁ ସମ୍ମାନ କରୁ I ସେ ଈଶ୍ଵର କହିଥିବା ଆଜ୍ଞାକୁ ପାଳନ କଲେ I ସେ ନିଜର ପୁତ୍ର ଇସ୍ହାକ ଈଶ୍ଵରଙ୍କ ପାଇଁ ହୋମବଳି ନିମନ୍ତେ ଦେଇ ଦେଲେ I ଈଶ୍ଵର ଅବ୍ରାହାମଙ୍କୁ ଧାର୍ମିକ ବୋଲି ଘୋଷଣା କଲେ କାରଣ ସେ ଈଶ୍ଵରଙ୍କର ବାଧ୍ୟ ହେବାକୁ ଚେଷ୍ଟା କଲେ I BSB BSB: Was not our father Abraham justified by what he did when he offered his son Isaac on the altar?
22 UDB ଏହିପରି ଭାବରେ ଅବ୍ରାହମ ଈଶ୍ଵରଙ୍କଠାରେ ବିଶ୍ଵାସ କଲେ ଓ ଆଜ୍ଞା ପାଳନ କଲେ I ସେ ଆଜ୍ଞା ପାଳନ ଦ୍ୱାରା ତାଙ୍କର ବିଶ୍ୱାସକୁ ସମ୍ପୂର୍ଣ୍ଣ କଲେ I BSB BSB: You see that his faith was working with his actions, and his faith was perfected by what he did.
23 UDB ଏହା ଏହିପରି ହେଲା କାରଣ ଶାସ୍ତ୍ରରେ ଲେଖା ଥିଲା, "କାରଣ ଅବ୍ରହାମ ପ୍ରକୃତରେ ଈଶ୍ଵରଙ୍କୁ ଭରସା କଲେ ଓ ଈଶ୍ଵର ତାହାଙ୍କୁ ଧାର୍ମିକ ବୋଲି ଗଣନା କଲେ I ମଧ୍ୟ ଈଶ୍ଵର ଅବ୍ରହାମଙ୍କ ବିଷୟରେ କହିଲେ "ସେ ମୋହର ବନ୍ଧୁ" I BSB BSB: And the Scripture was fulfilled that says, “Abraham believed God, and it was credited to him as righteousness,” and he was called a friend of God.
25 UDB ଏହି ପରି ଭାବରେ, ରାହାବ ମଧ୍ୟ ଉତ୍ତମ କର୍ମ କରିବା ଦ୍ଵାରା ଈଶ୍ଵରଙ୍କ ନିକଟରେ ଉତ୍ତମ ଦେଖାଗଲା I ରାହାବ ପରି ଜଣେ ବ୍ୟଭିଚାରୀ ସ୍ତ୍ରୀ’କୁ ଈଶ୍ଵର ଧାର୍ମିକ ବୋଲି ଗଣନା କଲେ I ରାହାବ ଗୁପ୍ତଚରମାନଙ୍କର ଯତ୍ନ ନେଲା ଯେଉଁମାନେ ସେହି ସ୍ଥାନର ଅନୁସନ୍ଧାନ କରିବାକୁ ଆସିଥିଲେ, ସେ ସମସ୍ତଙ୍କୁ ସେ ବଞ୍ଚାଇଲା, ଅନ୍ୟ ପଥ ଦେଇ ଦେଶ ବାହାରକୁ ନେଲା I BSB BSB: In the same way, was not even Rahab the prostitute justified by her actions when she welcomed the spies and sent them off on another route?
26 UDB ଜଣେ ବ୍ୟକ୍ତି ଯଦି ପ୍ରଶ୍ଵାସ ନିଏ ନାହିଁ ତେବେ ସେ ମୃତ ଅଟେ ଓ ତାହାର ଶରୀର କୌଣସି ବିଷୟ ପାଇଁ ଉପଯୋଗୀ ନୁହେଁ ସେହିପରି, ଯଦି କେହି କୁହେ ମୁଁ ଈଶ୍ଵରଙ୍କ ଉପରେ ଭରସା କରେ ଓ କୌଣସି ଉତ୍ତମ କାର୍ଯ୍ୟ କରେ ନାହିଁ ତେବେ ଈଶ୍ଵରଙ୍କଠାରେ ସେସବୁ ବୃଥା ଅଟେ I BSB BSB: As the body without the spirit is dead, so faith without deeds is dead.
Select verses for actions: Enter goes to them and Escape comes back.