1 UDB ମୋହର ଭାଇ ଓ ଭଉଣୀମାନେ, ତୁମ୍ଭେ ମାନେ ସମସ୍ତେ ଈଶ୍ଵରଙ୍କ ବାକ୍ୟର ଶିକ୍ଷକ ହେବାକୁ ଚେଷ୍ଟା କର ନାହିଁ, କାରଣ ଈଶ୍ଵର ଯେ ଅନ୍ୟ ବିଶ୍ଵାସୀ ଅପେକ୍ଷା ଆମ ପ୍ରତ୍ୟେକଙ୍କୁ ଅଧିକ ବିଚାର କରିବେ, ଏହା ତୁମ୍ଭେମାନେ ଜାଣ I BSB BSB: Not many of you should become teachers, my brothers, because you know that we who teach will be judged more strictly.
2 UDB ଆମେ ଅନେକ ପ୍ରକାରେ ଭୁଲ୍ ବିଷୟ କରିଥାଉ I କିନ୍ତୁ ଯିଏ ନିଜ କଥାକୁ ସଂଯତ ରଖେ, ତାହା ସବୁ ଈଶ୍ଵରଙ୍କ ଇଚ୍ଛା ଥାଏ I ସେମାନେ ନିଜର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରିପାରନ୍ତି I BSB BSB: We all stumble in many ways. If anyone is never at fault in what he says, he is a perfect man, able to control his whole body.
3 UDB ଉଦାହରଣ ସ୍ଵରୂପ, ଯଦି ଆମେ ଏକ ଛୋଟ ଲୁହାର ଧାତୁକୁ ଘୋଡାର ମୁଖରେ ରଖୁ ଆମର ବାଧ୍ୟ ହେବା ନିମନ୍ତେ, ତେବେ ଆମେ ତାହାର ବୃହତ ଶରୀରକୁ ବୁଲାଇ ଯେଉଁ ସ୍ଥାନକୁ ଇଚ୍ଛା କରିବା ତାକୁ ନେଇ ପାରିବା I BSB BSB: When we put bits into the mouths of horses to make them obey us, we can guide the whole animal.
4 UDB ଦେଖ ଜାହାଜ ମଧ୍ୟ ଏତେ ବଡ ହୋଇ ଅତ୍ୟଧିକ ପବନରେ ଚାଳିତ ହେଲେ ମଧ୍ୟ ଗୋଟିଏ ମଙ୍ଗ ଦ୍ୱାରା ନିଜ ଇଚ୍ଛାନୁସାରେ ତାହାକୁ ବୁଲାଇ ଦିଆଯାଏ I BSB BSB: Consider ships as well. Although they are so large and are driven by strong winds, they are steered by a very small rudder wherever the pilot is inclined.
5 UDB ସେହିପରି ଭାବରେ ଆମର ଜିହ୍ୱା ବହୁତ ଛୋଟ ଅଟେ, ଯଦି ଆମେ ତାହାକୁ ସଂଯତ ନ କରୁ, ତେବେ ବଡ ବଡ କଥା କହିବା ଦ୍ଵାରା ଆମେ ଅନେକ ଲୋକଙ୍କର କ୍ଷତି କରିବା, ଏହି କଥା ମଧ୍ୟ ଚିନ୍ତା କରୁ ଏକ ଛୋଟ ନିଆଁ ଗୋଟିଏ ଜଙ୍ଗଲକୁ ମଧ୍ୟ ଧ୍ୱଂସ କରିଦିଏ I BSB BSB: In the same way, the tongue is a small part of the body, but it boasts of great things. Consider how small a spark sets a great forest ablaze.
6 UDB ଯେପରି ନିଆଁ ଗୋଟିଏ ଜଙ୍ଗଲକୁ ଜଳେଇ ଦିଏ, ଆମର ମନ୍ଦ କଥା ଦ୍ଵାରା ସେହିପରି, ଆମେ ଅନେକ ଲୋକଙ୍କର କ୍ଷତି କରିଥାଉ I ଆମେ ଯାହା କହୁ ତାହା ଆମକୁ ଜଣେଇ ଦିଏ, ଆମ ମଧ୍ୟରେ କେତେ ଅଧିକ ମନ୍ଦ ଅଛି I ଯାହା ଆମେ କହୁ ତାହା ଆମ କର୍ମର ବିପରୀତ ବିଷୟ ଥାଏ I ଯେପରି ସାମାନ୍ୟ ଟିକିଏ ନିଆଁ ସମସ୍ତ ଅଞ୍ଚଳକୁ ଜଳାଇ ଦିଏ I ଯାହା ଆମେ କହୁ ଆମର ପୁଅ ଓ ଝିଅ ଓ ତାଙ୍କର ବଂଶକୁ ନଷ୍ଟ କରିଦିଏ ସେମାନଙ୍କର ଜୀବନ ଯାଏ I ନିଜେ ଶୟତାନ ଆମ ସମସ୍ତଙ୍କୁ ଏହିପରି କରିବାକୁ ପ୍ରବର୍ତ୍ତାଏ I BSB BSB: The tongue also is a fire, a world of wickedness among the parts of the body. It pollutes the whole person, sets the course of his life on fire, and is itself set on fire by hell.
7 UDB ମନୁଷ୍ୟ ସବୁ ପ୍ରକାର ପଶୁ, ପକ୍ଷୀ, ସରୀସୃପ ଓ ମତ୍ସ୍ୟକୁ ବଶ କରିଛି ଓ କରିପାରେ I BSB BSB: All kinds of animals, birds, reptiles, and creatures of the sea are being tamed and have been tamed by man,
8 UDB ଲୋକମାନେ ଯାହା କହନ୍ତି କେହି ମଧ୍ୟ ତାହା ନିୟନ୍ତ୍ରଣ କରି ରଖିପାରନ୍ତି ନାହିଁ I ସେହି ବାକ୍ୟ ଅନିୟନ୍ତ୍ରିତ ମନ୍ଦ ଅଟେ I ସେହି ବାକ୍ୟ ଆମର ଅନେକ କ୍ଷତି କରିପାରେ, ଯେପରି ବିଷ କରିଥାଏ I BSB BSB: but no man can tame the tongue. It is a restless evil, full of deadly poison.
9 UDB ଆମେ ଆମ ଜିହ୍ୱାକୁ ବ୍ୟବହାର କରି ଥାଉ ଈଶ୍ଵରଙ୍କ ପ୍ରଶଂସା କରିବାରେ, ଯିଏ କି ଆମର ପିତା ପରମେଶ୍ୱର, କିନ୍ତୁ ଆମେ ସେହି ସମାନ ଜିହ୍ୱାକୁ ବ୍ୟବହାର କରିଥାଉ ଲୋକମାନଙ୍କର କ୍ଷତି କରିବା ପାଇଁ I ତାହା ସବୁଠାରୁ ମନ୍ଦ ବିଷୟ ଅଟେ, କାରଣ ଈଶ୍ଵର ଆମକୁ ନିଜ ସଦୃଶରେ ବନାଇ ଅଛନ୍ତି I BSB BSB: With the tongue we bless our Lord and Father, and with it we curse men, who have been made in God’s likeness.
10 UDB ଆମେ ଈଶ୍ଵରଙ୍କ ପ୍ରଶଂସା କରୁ କିନ୍ତୁ ସେହି ସମାନ ମୁଖରେ, ଆମେ ଖରାପ ବିଷୟ କରିବା ପାଇଁ ମଧ୍ୟ ଈଶ୍ଵରଙ୍କୁ ମାଗି ଥାଉ ଯେପରି ଅନ୍ୟର ଅମଙ୍ଗଳ ହେଉ, ମୋହର ପ୍ରିୟ ଭାଇ ଓ ଭଉଣୀ ସେପରି କେବେ ମଧ୍ୟ ନ ହେଉ I BSB BSB: Out of the same mouth come blessing and cursing. My brothers, this should not be!
11 UDB ନିଶ୍ଚୟ ପିତା ପାଣି ଓ ମଧୁର ପାଣି ଏକ ସ୍ଥାନରୁ ଆସି ନ ଥାଏ I BSB BSB: Can both fresh water and salt water flow from the same spring?
12 UDB ମୋହର ଭାଇ ଓ ଭଉଣୀ ଶୁଣ, କେବେହେଲେ ଏକ ଡିମ୍ବୁରିବୃକ୍ଷରେ ଜୀତ ଫଳ ଫଳେ ନାହିଁ ବା ଅଙ୍ଗୁର ଲତାରେ ଡିମ୍ବୁରି ଫଳେ ନାହିଁ; କିମ୍ବା ଲବଣାକ୍ତ ଜଳାଶୟରୁ ମଧୁର ଜଳ ମିଳେ ନାହିଁ I ଠିକ୍ ସେହିପରି ଯାହା ଉତ୍ତମ ତାହା କେବଳ କହିବା, ଏବଂ କେବେହେଲେ ମନ୍ଦ କଥା କହିବା ନାହିଁ I BSB BSB: My brothers, can a fig tree grow olives, or a grapevine bear figs? Neither can a salt spring produce fresh water.
13 UDB ତୁମ୍ଭେମାନେ ଯଦି ବୁଦ୍ଧିମାନ, ତେବେ ସର୍ବଦା ସତ୍ ଜୀବନ ଯାପନ କର; ତା’ହାହେଲେ ତୁମ୍ଭମାନଙ୍କ ଜୀବନରେ କେବଳ ଉତ୍ତମ କର୍ମ ପ୍ରକାଶିତ ହେବ I ଆଉ, ତୁମ୍ଭେମାନେ ଯଦି ଆପଣା ଆପଣା କର୍ମ ବିଷୟରେ ଗର୍ବ ନ କର, ତା’ହାହେଲେ ତୁମ୍ଭେମାନେ ପ୍ରକୃତରେ ବୁଦ୍ଧିମାନ୍ I BSB BSB: Who is wise and understanding among you? Let him show it by his good conduct, by deeds done in the humility that comes from wisdom.
14 UDB ତୁମ୍ଭମାନଙ୍କ ମନରେ ଯଦି ତିକ୍ତ ଭାବ ଥାଏ ଓ ତୁମ୍ଭେମାନେ ଯଦି ଈର୍ଷIପରାୟଣ ଓ ସ୍ୱାର୍ଥପର ହୋଇଥାଅ, ତାହାହେଲେ ତୁମ୍ଭେମାନେ ବୁଦ୍ଧିମାନ ଓ ଧାର୍ମିକ ବୋଲି ଗର୍ବ କର ନାହିଁ କାରଣ ତାହା ସବୁଠାରୁ ବଡ ମିଥ୍ୟା କଥା ହେବ I BSB BSB: But if you harbor bitter jealousy and selfish ambition in your hearts, do not boast in it or deny the truth.
15 UDB ଏ ପ୍ରକାର ବୁଦ୍ଧି ଉର୍ଦ୍ଧ୍ୱରୁ ଆଗତ ନୁହେଁ, ଏହା ସାଂସାରିକ, ପାଶବିକ ଏବଂ ଶୟତାନ ପ୍ରଣୋଦିତ I BSB BSB: Such wisdom does not come from above, but is earthly, unspiritual, demonic.
16 UDB କାରଣ ଯେଉଁଠାରେ ଈର୍ଷI ବା ସ୍ୱାର୍ଥପରତା ଥାଏ, ସେଠାରେ ବିଶୃଙ୍ଖଳା ଆସିବ ଓ ସମସ୍ତ ପ୍ରକାରର ମନ୍ଦତା ଆସିବ I BSB BSB: For where jealousy and selfish ambition exist, there will be disorder and every evil practice.
17 UDB ସ୍ୱର୍ଗର ଈଶ୍ଵର ଆମ୍ଭମାନଙ୍କୁ ବୁଦ୍ଧିମାନ କରିଅଛନ୍ତି, ପ୍ରଥମତଃ ସେ ଆମକୁ ନୈତିକ ଶୁଦ୍ଧତା ଶିଖାନ୍ତି, ଆହୁରି ମଧ୍ୟ ସେ ଅନ୍ୟମାନଙ୍କ ସହିତ ଶାନ୍ତି ପ୍ରିୟ, ଦୟା ଓ ସାହାଯ୍ୟ କରିବା ନିମନ୍ତେ ଶିଖାନ୍ତି, ସେ ଅନ୍ୟମାନଙ୍କୁ ଦୟାପୂର୍ଣ୍ଣ ଓ ସତ କର୍ମର ଉତ୍ପାଦକ ଭାବେ ଶିକ୍ଷା ଦିଅନ୍ତି, ସେ ଶିଖାନ୍ତି ଯେ ଆମେ ଯେପରି କେବେହେଲେ ଭଦ୍ରତା ଓ ସତ୍ କାର୍ଯ୍ୟ କରିବାକୁ ବନ୍ଦ ନ କରୁ I BSB BSB: But the wisdom from above is first of all pure, then peace-loving, gentle, accommodating, full of mercy and good fruit, impartial, and sincere.
18 UDB ଯେଉଁମାନେ ଶାନ୍ତି ପ୍ରିୟ, ସେମାନେ ଶାନ୍ତିର ବିହନ ବୁଣିବେ ଓ ଉତ୍ତମତାର ଫସଲ ଅମଳ କରିବେ, ଫଳ ସ୍ୱରୂପେ ସେମାନେ ଏକତ୍ର ରହି ସତ୍ୟ ମାର୍ଗରେ ଚାଲିବେ I BSB BSB: Peacemakers who sow in peace reap the fruit of righteousness.
Select verses for actions: Enter goes to them and Escape comes back.