1 UDB ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କହୁଅଛି ତୁମ୍ଭେମାନେ କାହିଁକି ବିବାଦ ଓ ନିଜ ନିଜ ଭିତରେ ଝଗଡ଼ା କରୁଅଛ I ଏହାର କାରଣ, ତୁମ୍ଭେମାନେ ପ୍ରତ୍ୟେକ ମନ୍ଦ କାର୍ଯ୍ୟ କରି ଆନନ୍ଦ ଉପଭୋଗ କରିବାକୁ ଚାହୁଁଅଛ ତାହା ତୁମ୍ଭ ସହ ବିଶ୍ଵାସୀ ଭାଇମାନଙ୍କଠାରେ ଗ୍ରହଣ ଯୋଗ୍ୟ ନୁହେଁ I BSB BSB: What causes conflicts and quarrels among you? Don’t they come from the passions at war within you?
2 UDB ଏପରି ବିଷୟରେ ତୁମ୍ଭେମାନେ ଅଧିକ ଆଗ୍ରହ ପ୍ରକାଶ କରିଥାଅ, କିନ୍ତୁ ତାହା ତୁମ୍ଭେ ମାନେ ପାଇ ନ ଥାଅ, ଏଣୁ ଯେଉଁମାନେ ତାହା କରିବାକୁ ତୁମ୍ଭକୁ ପ୍ରତିରୋଧ କରନ୍ତି ତୁମ୍ଭେ ମାନେ ସେମାନଙ୍କୁ ହତ୍ୟା କରିବାକୁ ଚାହିଁଥାଅ I BSB BSB: You crave what you do not have; you kill and covet, but are unable to obtain it. You quarrel and fight. You do not have, because you do not ask.
3 UDB ଅନ୍ୟମାନଙ୍କର ଯାହା ଅଛି ତାହା ପାଇବାକୁ ତୁମ୍ଭେମାନେ ଲାଳାୟିତ ହୋଇଥାଅ, କିନ୍ତୁ ତାହା ତୁମ୍ଭେମାନେ ପାଇ ନ ଥାଅ, ଏହି କାରଣରୁ ତୁମ୍ଭେମାନେ ପରସ୍ପର ଭିତରେ ବିବାଦ ଓ ଝଗଡା କରିଥାଅ I ତୁମ୍ଭେମାନେ ଅନେକ ବିଷୟ ଇଚ୍ଛାକରି ଈଶ୍ଵରଙ୍କଠାରେ ମାଗିଥାଅ କିନ୍ତୁ ପାଇ ନ ଥାଅ, BSB BSB: And when you do ask, you do not receive, because you ask with wrong motives, that you may squander it on your pleasures.
4 UDB ଯେପରି ଏକ ନାରୀ ନିଜର ସ୍ୱାମୀ ପ୍ରତି ଅବିଶ୍ୱସ୍ତ ହୋଇଥାଏ, ତୁମ୍ଭେମାନେ ମଧ୍ୟ ଈଶ୍ଵରଙ୍କ ପ୍ରତି ଅବିଶ୍ୱସ୍ତ ହୋଇଅଛ ଓ ତାହାଙ୍କର ଆଉ ବାଧ୍ୟ ହେଉ କରୁନାହଁ I ଯେକେହି ମନ୍ଦ ବ୍ୟବହାର କରେ ସେ ଏହି ଜଗତର ଅଟେ ଓ ଈଶ୍ଵରଙ୍କ ବିରୁଦ୍ଧରେ ମଧ୍ୟ ଶତ୍ରୁ ଅଟେ, କିନ୍ତୁ ତୁମ୍ଭେ ଏହାକୁ ଅନୁଭବ କରି ନ ଥାଅ I BSB BSB: You adulteresses! Do you not know that friendship with the world is hostility toward God? Therefore, whoever chooses to be a friend of the world renders himself an enemy of God.
5 UDB ତୁମ୍ଭେମାନେ କ’ଣ ମନେ କର ଯେ ଧର୍ମଶାସ୍ତ୍ରରେ ଅକାରଣରେ ଏହିପରି ଲିଖିତ ହୋଇଛି-ଈଶ୍ଵର ଆମ ଅନ୍ତରରେ ଯେଉଁ ପବିତ୍ର ଆତ୍ମାଙ୍କୁ ବାସ କରିବାକୁ ପ୍ରେରଣ କରିଅଛନ୍ତି, ତଦ୍ଦ୍ୱାରା ତାଙ୍କର ସନ୍ତୋଷଜନକ କାଟିବାକୁ ସେ ଇଚ୍ଛା କରନ୍ତି I BSB BSB: Or do you think the Scripture says without reason that the Spirit He caused to dwell in us yearns with envy?
6 UDB କିନ୍ତୁ ଈଶ୍ଵର ଶକ୍ତିମାନ ଓ ସେ ଆମ୍ଭମାନଙ୍କୁ ଦୟ କରନ୍ତି, କୁଅଭିଳାଷର ପ୍ରତିରୋଧ କରିବା ନିମନ୍ତେ ସେ ଆମ୍ଭମାନଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରନ୍ତି I କାରଣ ଧର୍ମଶାସ୍ତ୍ରରେ ଲେଖା ଅଛି, ଈଶ୍ଵର ନମ୍ର ଲୋକମାନଙ୍କୁ ଶକ୍ତି ପ୍ରଦାନ କରନ୍ତି, କିନ୍ତୁ ଗର୍ବୀ ଓ ଉଦ୍ଧତ ଲୋକର ପ୍ରତିରୋଧ କରନ୍ତି I BSB BSB: But He gives us more grace. This is why it says: “God opposes the proud, but gives grace to the humble.”
7 UDB ଏଣୁ ଈଶ୍ଵରଙ୍କଠାରେ ନିଜ ନିଜକୁ ସମର୍ପଣ କର I ଶୟତାନର ପ୍ରତିରୋଧ କର, ତହିଁରେ ସେ ତୁମ୍ଭମାନଙ୍କୁ ଛାଡ଼ି ପଳାଇବ I BSB BSB: Submit yourselves, then, to God. Resist the devil, and he will flee from you.
8 UDB ଆତ୍ମିକମନା ହୋଇ ଈଶ୍ଵରଙ୍କ ନିକଟବର୍ତ୍ତୀ ହୁଅ, ଯଦି ତୁମ୍ଭେ ଏପରି କର, ତା’ହାହେଲେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ I ହେ ଅଧାର୍ମିକମାନେ, ମନ୍ଦତାଠାରୁ ଫେରି ସତ୍ କାର୍ଯ୍ୟ କର I ତୁମ୍ଭମାନଙ୍କ ମଧ୍ୟରୁ ଯେବେ କେହି ଈଶ୍ଵରଙ୍କଠାରେ ନିଜକୁ ସମର୍ପଣ କରିଅଛି କି ନାହିଁ ଜାଣି ନ ପାରେ ତେବେ ସେ ମନ୍ଦ ଚିନ୍ତା ପରିତ୍ୟାଗ କରି ଈଶ୍ଵରଙ୍କ ବିଷୟରେ ଚିନ୍ତା କରୁ I BSB BSB: Draw near to God, and He will draw near to you. Cleanse your hands, you sinners, and purify your hearts, you double-minded.
9 UDB ଗଭୀର ଦୁଃଖ ଓ ଶୋକ ପ୍ରକାଶ କର, କାରଣ ତୁମ୍ଭେମାନେ ଅଧର୍ମ କରିଅଛ I ତୁମ୍ଭମାନଙ୍କ ହର୍ଷ ଓ ଆନନ୍ଦ ପରିବର୍ତ୍ତେ ଶୋକ କର, କାରଣ ଯାହା ମନ୍ଦ ତୁମ୍ଭେ ତାହା ହିଁ କରିଅଛ I BSB BSB: Grieve, mourn, and weep. Turn your laughter to mourning, and your joy to gloom.
10 UDB ଆଉ ପ୍ରଭୁଙ୍କ ସମ୍ମୁଖରେ ନିଜ ନିଜକୁ ନମ୍ର କର, ତାହା ହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ I BSB BSB: Humble yourselves before the Lord, and He will exalt you.
11 UDB ମୋହର ପ୍ରିୟ ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧରେ ମନ୍ଦ କଥା କୁହ ନାହିଁ, କେହି ଯେବେ ଆପଣା ସହ ବିଶ୍ଵIସୀଙ୍କୁ ମନ୍ଦରେ କିଛି କୁହେ ଓ ନିନ୍ଦା କରି ଈଶ୍ଵରଙ୍କର ବ୍ୟବସ୍ଥାକୁ ପାଳନ ନ କରେ, ତେବେ ସେ ନିଜକୁ ବିଚାରକର୍ତ୍ତା ମଣି ଅନ୍ୟକୁ ନିନ୍ଦା କରେ I BSB BSB: Brothers, do not slander one another. Anyone who speaks against his brother or judges him speaks against the law and judges it. And if you judge the law, you are not a practitioner of the law, but a judge of it.
12 UDB କିନ୍ତୁ, ପ୍ରକୃତରେ ବ୍ୟବସ୍ଥା ପ୍ରଦାନକାରୀ ଯେଉଁ ଈଶ୍ଵର, ତାହାଙ୍କଠାରେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ସମସ୍ତ ଅଧର୍ମ ଓ ନିନ୍ଦାରୁ କ୍ଷମାଦାନ କରିବାର ଅଧିକାର ଅଛି I BSB BSB: There is only one Lawgiver and Judge, the One who is able to save and destroy. But who are you to judge your neighbor?
14 UDB ତୁମ୍ଭେମାନେ ଏପରି କୁହ ନାହିଁ, କାରଣ ଆସନ୍ତା କାଲି କ’ଣ ଘଟିବ କେହି ଜାଣନ୍ତି ନାହିଁ କି ତୁମ୍ଭେମାନେ ମଧ୍ୟ କେତେ ବର୍ଷ ବଞ୍ଚିବ ତାହା ଜାଣ ନାହିଁ, କାରଣ ସକାଳର କୁହୁଡି ଯେପରି ଅଳ୍ପକ୍ଷଣ ଦେଖା ଯାଇ ଉଭେଇ ଯାଏ, ତୁମ୍ଭମାନଙ୍କ ଜୀବନ ସେହିପରି ଅଳ୍ପାୟୁ I BSB BSB: You do not even know what will happen tomorrow! What is your life? You are a mist that appears for a little while and then vanishes.
15 UDB ଅତଏବ ତୁମ୍ଭେମାନେ ଏପରି କହିବା ଉଚିତ୍, ପ୍ରଭୁଙ୍କର ଇଚ୍ଛା ହେଲେ, ଆମ୍ଭେମାନେ ଆସନ୍ତା କାଲି ବଞ୍ଚିବା ଏବଂ ଏହା କରିବା I BSB BSB: Instead, you ought to say, “If the Lord is willing, we will live and do this or that.”
16 UDB ନୋହିଲେ ତୁମ୍ଭେମାନେ ନିଜ ନିଜର କଳ୍ପନା ଜଳ୍ପନା ନେଇଁ ଆତ୍ମଗର୍ବ କରିବ, ଆଉ ଏପରି ଆତ୍ମଗର୍ବ ମନ୍ଦ ଅଟେ I BSB BSB: As it is, you boast in your proud intentions. All such boasting is evil.
17 UDB ଏଣୁ ଯେ ସତ୍ କର୍ମ ବିଷୟରେ ଜାଣି ତାହା କରେ ନାହିଁ, ସେ ପାପ କରେ I BSB BSB: Anyone, then, who knows the right thing to do, yet fails to do it, is guilty of sin.
Select verses for actions: Enter goes to them and Escape comes back.