1 UDB ଯୀଶୁ ତାଙ୍କର ବାର ଜଣ ଶିଷ୍ୟ ମାନଙ୍କୁ ଏହି ସବୁ ଆଜ୍ଞା ଦେଇ ସାରିବା ପରେ, ସେ ସେମାନଙ୍କୁ ଇସ୍ରାଏଲ ର ନାନା ସହର ମାନଙ୍କୁ ପଠାଇଲେ ଆଉ ସେ ନିଜେ ମଧ୍ୟ ସେହି ଅଞ୍ଚଳର ଚାରିଆଡ଼େ ପ୍ରଚାର କରିବାକୁ ଲାଗିଲେ l BSB BSB: After Jesus had finished instructing His twelve disciples, He went on from there to teach and preach in their cities.
3 UDB ତୁମ୍ଭେମାନେ ତାହାଙ୍କୁ ପଚାରିବ, "ଭାବବାଦୀ ମାନେ ଯେଉଁ ଖ୍ରୀଷ୍ଟଙ୍କ ଆଗମନ ବିଷୟରେ କୁହନ୍ତି, ତୁମ୍ଭେ କି ସେହି, ନା ଆଉ କିଏ ଅଛି, ଯାହାଙ୍କୁ ଆମ୍ଭେମାନେ ଅପେକ୍ଷାରେ ରହିବୁ! BSB BSB: to ask Him, “Are You the One who was to come, or should we look for someone else?”
4 UDB ଯୀଶୁ ଯୋହନଙ୍କ ଶିଷ୍ୟମାନଙ୍କୁ ଉତ୍ତର ଦେଲେ," ତୁମ୍ଭେମାନେ ଯୋହନଙ୍କ ପାଖକୁ ବାହୁଡି ଯାଇ ଯାହା ଯାହା ମୋ’ଠାରୁ ଶୁଣିଲ ଆଉ ଦେଖିଲ ସେ ସମସ୍ତ ତାଙ୍କୁ ଜଣାଅ l BSB BSB: Jesus replied, “Go back and report to John what you hear and see:
5 UDB ଅନ୍ଧମାନେ ମୋ’ଦ୍ୱାରା ଦୃଷ୍ଟି ପାଉଛନ୍ତି, ଛୋଟାମାନେ ଚାଲୁଛନ୍ତି, କୁଷ୍ଠ ରୋଗୀମାନେ ସୁସ୍ଥ ହେଇଛନ୍ତି, ବଧିରମାନେ ଶୁଣୁଛନ୍ତି, ମୃତମାନେ ଜୀବନ ପାଇ ଉଠୁଛନ୍ତି ଓ ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାର କରାଯାଉଛି l" BSB BSB: The blind receive sight, the lame walk, the lepers are cleansed, the deaf hear, the dead are raised, and the good news is preached to the poor.
6 UDB ଆଉ ଯୋହନଙ୍କୁ ଏହି ବାର୍ତ୍ତା ଦିଅ, ଯେଉଁମାନେ ମତେ ଅବିଶ୍ୱାସ କରନ୍ତି ନାହିଁ ସେମାନେ ଧନ୍ୟ l BSB BSB: Blessed is the one who does not fall away on account of Me.”
7 UDB ଯୋହନଙ୍କ ଶିଷ୍ୟମାନେ ଚାଲିଗଲା ପରେ, ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିବାକୁ ଲାଗିଲେ, ତୁମ୍ଭେ ମାନେ ଯେତେବେଳେ ଯୋହନଙ୍କ ଦେଖିବାକୁ ମରୁ ପ୍ରାନ୍ତରକୁ ଯାଇଥିଲ, ତାଙ୍କୁ କାହା ପରି ଦେଖିବ ବୋଲି ଆଶା କରିଥିଲ? କ’ଣ ପବନରେ ଦୋହଲୁ ଥିବା ଲମ୍ବା ଲମ୍ବା ନଳ ଘାସକୁ l BSB BSB: As John’s disciples were leaving, Jesus began to speak to the crowds about John: “What did you go out into the wilderness to see? A reed swaying in the wind?
8 UDB ନଚେତ୍ ତାଙ୍କୁ ଆଉ କାହା ପରି ଦେଖିବାକୁ ଯାଇଥିଲ? କ’ଣ ରାଜପ୍ରସାଦରେ ରାଜକୀୟ ବସ୍ତ୍ରରେ ପରିହିତ ଜଣକୁ? ଏମାନେ ସମସ୍ତେ ରାଜପ୍ରାସାଦରେ ରୁହନ୍ତି କିନ୍ତୁ ମରୁ ପ୍ରାନ୍ତରେ ନୁହେଁ l BSB BSB: Otherwise, what did you go out to see? A man dressed in fine clothes? Look, those who wear fine clothing are found in kings’ palaces.
9 UDB ଏଣୁ କରି ତୁମ୍ଭେମାନେ ସତ୍ୟରେ କାହାକୁ ଦେଖିବାକୁ ଯାଇଥିଲ? କ’ଣ ଜଣ ଭାବବାଦୀକୁ? ଅବଶ୍ୟ, ମୁଁ ତୁମ୍ଭମାନଙ୍କୁ କହୁଛି ଯୋହନ ସମସ୍ତ ଭାବବାଦୀମାନଙ୍କଠାରୁ ମହାନ ଅଟନ୍ତି l BSB BSB: What then did you go out to see? A prophet? Yes, I tell you, and more than a prophet.
10 UDB କାରଣ ଈଶ୍ଵର ଭାବବାଦୀମାନଙ୍କ ଦ୍ଵାରା ଯାହାଙ୍କ ବିଷୟରେ ଧର୍ମ ଶାସ୍ତ୍ରରେ ଉଲ୍ଲେଖ କରି କହିଛନ୍ତି, ଦେଖ, ମୁଁ ମୋର ଅଗ୍ର ଦୂତଙ୍କୁ ପଠାଉଛି, ସେ ତୁମ୍ଭ ଆଗେ ଆଗେ ଯାଇ ତୁମ୍ଭର ପଥ ପ୍ରସ୍ତୁତ କରିବେ l BSB BSB: This is the one about whom it is written: ‘Behold, I will send My messenger ahead of You, who will prepare Your way before You.’
11 UDB ପ୍ରକୃତରେ, ଯେତେ ମନୁଷ୍ୟ ଏଯାଏଁ ଜନ୍ମ ଗ୍ରହଣ କରିଅଛନ୍ତି ସେମାନଙ୍କ ମଧ୍ୟରୁ କେହିହେଲେ ଡୁବକ ଯୋହନଙ୍କଠାରୁ ମହାନ ନୁହନ୍ତି l ତଥାପି, ସ୍ଵର୍ଗ ରାଜ୍ୟରେ ଯେ ନ୍ୟୁନତମ ସେ ତାଙ୍କଠାରୁ ମହାନ l BSB BSB: Truly I tell you, among those born of women there has risen no one greater than John the Baptist. Yet even the least in the kingdom of heaven is greater than he.
12 UDB ଡୁବକ ଯୋହନ ପ୍ରଚାର କରିବା ଓ ଜଳ ଦିକ୍ଷା ସମୟଠାରୁ ଏପର୍ଯ୍ୟନ୍ତ ଲୋକମାନେ ବହୁ ସଂଖ୍ୟାରେ ସ୍ଵର୍ଗ ରାଜ୍ୟ ଆଡକୁ ଆଗ୍ରହ ପୂର୍ବକ ମାଡି ଚାଲୁଛନ୍ତି l BSB BSB: From the days of John the Baptist until now, the kingdom of heaven has been subject to violence, and the violent lay claim to it.
13 UDB ମୁଁ ଯୋହନଙ୍କ ବିଷୟରେ ଯାହା କହୁଅଛି, ତାହା ତୁମ୍ଭେମାନେ ଭାବବାଦୀମାନଙ୍କ ଦ୍ଵାରା ଲିଖିତ ସମସ୍ତ ବ୍ୟବସ୍ଥା ପୁସ୍ତକରେ ପାଠ କରିବାର କାରଣ ବ୍ୟବସ୍ଥା ଯୋହନଙ୍କ ପର୍ଯ୍ୟନ୍ତ ଥିଲା l BSB BSB: For all the Prophets and the Law prophesied until John.
15 UDB ଯଦି ତାହା ଜାଣିବାକୁ ଚାହଁ ତେବେ ମୁଁ ଯାହା କହୁଅଛି ତାହା ଶୁଣ l BSB BSB: He who has ears, let him hear.
16 UDB କିନ୍ତୁ ତୁମ୍ଭେମାନେ ଓ ଅନ୍ୟ ଯେତେ ଲୋକ ବର୍ତ୍ତମାନ ଏହି ଜଗତରେ ବଞ୍ଚିଅଛ ତୁମ୍ଭେମାନେ ହାଟ ବଜାରରେ ଖେଳୁଥିବା ପିଲାମାନଙ୍କ ପରି ଅଟ l ସେମାନଙ୍କ ମଧ୍ୟରୁ କେହି କେହି ନିଜ ସାଙ୍ଗମାନଙ୍କୁ ଡାକି କହନ୍ତି, BSB BSB: To what can I compare this generation? They are like children sitting in the marketplaces and calling out to others:
17 UDB ଆସ ଆମ୍ଭେମାନେ ତୁମ୍ଭମାନଙ୍କ ଆନନ୍ଦ ପାଇଁ ବଂଶୀ ବଜାଇବା କିନ୍ତୁ ତୁମ୍ଭେମାନେ ନାଚିବା ପାଇଁ ମନା କରୁଛ! ପୁଣି ଆମ୍ଭେ ଶବ ଯାତ୍ରା ନିମନ୍ତେ ଗୀତ ଗାନ କଲୁ ମାତ୍ର ତୁମ୍ଭେ ବିଳାପ କଲ ନାହିଁ l BSB BSB: ‘We played the flute for you, and you did not dance; we sang a dirge, and you did not mourn.’
18 UDB ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କହୁଅଛି, କାରଣ ତୁମ୍ଭେମାନେ ଯୋହନଙ୍କୁ ଓ ମତେ ଗ୍ରହଣ କରି ନାହଁ l ଯୋହନ ତୁମ୍ଭମାନଙ୍କୁ ପ୍ରଚାର କଲେ ମାତ୍ର ଲୋକେ ଯେପରି ମଦ୍ୟପାନ କରି ଖାଦ୍ୟ ଭୋଜନ କରନ୍ତି, ସେ ସେପରି ଭୋଜନ ପାନ କି ମଦ୍ୟପାନ କଲେ ନାହିଁ; ଆଉ ତୁମ୍ଭେ ମାନେ ତାହାଙ୍କୁ ଅଗ୍ରାହ୍ୟ କରି କହିଲ ସେ ପାଗଳ, ଗୋଟେ ଭୂତାତ୍ମା ଦ୍ଵାରା ପରିଚାଳିତ ବ୍ୟକ୍ତି l BSB BSB: For John came neither eating nor drinking, and they say, ‘He has a demon!’
19 UDB ଆଉ ଖ୍ରୀଷ୍ଟ, ଯେ କି ମନୁଷ୍ୟ ପୁତ୍ର ସେ ଯୋହନଙ୍କ ପରି ନ ଥିଲେ l ମୁଁ ତୁମ୍ଭମାନଙ୍କ ସହିତ ସମାନ ଖାଦ୍ୟ ଖାଇଲି, ଦ୍ରାକ୍ଷାରସ ପାନ କଲି ଯେପରି ଅନ୍ୟମାନେ କରନ୍ତି ସେହିପରି କଲି ମାତ୍ର ମତେ ତୁମ୍ଭେମାନେ ଗ୍ରହଣ କଲନାହିଁ, ଆଉ କହିଲ, ଦେଖ ଏହି ଲୋକ ପେଟୁକ, ଅଧିକ ଖାଦ୍ୟ ଭୋଜନ କରୁଅଛି ଓ କରଗ୍ରାହୀ ଓ ପାପୀମାନଙ୍କ ବନ୍ଧୁ ଅଟେ l ମାତ୍ର ତୁମ୍ଭମାନଙ୍କ ପରି ବିଚକ୍ଷଣ ଲୋକମାନେ ନିଜର ସବୁ ଅମଙ୍ଗଳ ଆଚରଣକୁ ଯୁକ୍ତି ସଙ୍ଗତ ବୋଲି ପ୍ରମାଣ କରନ୍ତି l BSB BSB: The Son of Man came eating and drinking, and they say, ‘Look at this glutton and drunkard, a friend of tax collectors and sinners!’ But wisdom is vindicated by her actions.”
20 UDB ଏହାପରେ ଯୀଶୁ ଯେଉଁ ଯେଉଁ ନଗରରେ ଅନେକ ଆଶ୍ଚର୍ଯ୍ୟ କର୍ମମାନ କରିଥିବା ଲୋକମାନେ ଦେଖିଥିଲେ, ସେମାନେ ସେମାନଙ୍କ ପୂର୍ବ ପାପ ପୂର୍ଣ୍ଣ ଜୀବନରୁ ଫେରି ନ ଥିଲେ ସେହି ନଗରଗୁଡିକୁ ଦୋଷାରୋପ କରିବାକୁ ଲାଗିଲେ l BSB BSB: Then Jesus began to denounce the cities in which most of His miracles had been performed, because they did not repent.
22 UDB ଏଣିକି ମୁଁ ତୁମ୍ଭମାନଙ୍କୁ କହୁଛି, ମହାବିଚାର ଦିନରେ ପରମେଶ୍ଵର ସ୍ଵର ଓ ସଦନର ଲୋକମାନଙ୍କୁ ଦଣ୍ଡିତ କରିବେ ମାତ୍ର ସେମାନଙ୍କ ଦଶା ଅପେକ୍ଷା ତୁମ୍ଭମାନଙ୍କ ଦଶା ଅତି ଭୟଙ୍କର ହେବ l BSB BSB: But I tell you, it will be more bearable for Tyre and Sidon on the day of judgment than for you.
23 UDB ଆହୁରି ମଧ୍ୟ କର୍ଫରନାହୁମ ନିବାସୀ ଲୋକମାନଙ୍କୁ କହୁଅଛି, ତୁମ୍ଭକୁ ଲୋକେ ଉଚ୍ଚ ପ୍ରଶଂସା କରିବାରୁ କି ତୁମ୍ଭେ ସ୍ଵର୍ଗକୁ ଯିବ ବୋଲି ମନେ କରୁଅଛୁ? ଏହା କେବେବି ଘଟିବ ନାହିଁ, ବରଂ ଏହାର ବିପରୀତରେ ଈଶ୍ଵର ତୁମ୍ଭମାନଙ୍କୁ ଦଣ୍ଡ ଦେଇ ମନୁଷ୍ୟର ମରଣ ପରେ ଯେଉଁ ସ୍ଥାନକୁ ଚାଲି ଯାଏ ସେହି ସ୍ଥାନକୁ ଦଣ୍ଡିତ ହେବା ପାଇଁ ଚାଲି ଯିବେ l ଆହୁରି ମୁଁ ତୋ’ଠାରେ ଯେଉଁ ସବୁ ଆଶ୍ଚର୍ଯ୍ୟମାନ କଲି ତାହା ଯେବେ ସଦୋମ ନିବାସୀ ଦୁଷ୍ଟ ଲୋକମାନଙ୍କ ଆଗରେ କରିଥାନ୍ତି, ତାହା ଆଜି ପର୍ଯ୍ୟନ୍ତ ଥାନ୍ତା l BSB BSB: And you, Capernaum, will you be lifted up to heaven? No, you will be brought down to Hades! For if the miracles that were performed in you had been performed in Sodom, it would have remained to this day.
24 UDB ଏଣିକି ମୁଁ ତୁମ୍ଭମାନଙ୍କୁ କହୁଛି, ମହାବିଚାର ଦିନରେ ଈଶ୍ଵର ସଦୋମ ନିବାସୀ ଦୁଷ୍ଟ ଲୋକମାନଙ୍କ ଦଣ୍ଡିତ କରିବେ ସତ ମାତ୍ର ସେମାନଙ୍କ ଦଣ୍ଡ ଅପେକ୍ଷା ତୁମ୍ଭମାନଙ୍କୁ ଅଧିକ ଦଣ୍ଡିତ କରିବେ l BSB BSB: But I tell you that it will be more bearable for Sodom on the day of judgment than for you.”
25 UDB ତତ୍ପରେ ଯୀଶୁ ଏପରି ପ୍ରାର୍ଥନା କଲେ, ହେ ପିତା, ତୁମ୍ଭେ ସ୍ଵର୍ଗ ଓ ପୃଥିବୀର ପ୍ରଭୁ ଅଟ, ଯେଉଁମାନେ ଆପଣଙ୍କୁ ଜ୍ଞାନୀ ମନେ କରନ୍ତି ତୁମ୍ଭେ ସେମାନଙ୍କ ନିକଟରେ ଏ ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କରିଛ, ସେଥିପାଇଁ ମୁଁ ତୁମ୍ଭକୁ ଧନ୍ୟବାଦ କରୁଅଛି l BSB BSB: At that time Jesus declared, “I praise You, Father, Lord of heaven and earth, because You have hidden these things from the wise and learned, and revealed them to little children.
26 UDB ହଁ ପିତା, ତୁମ୍ଭେ ଏହା କରି ଅଛ କାରଣ ଏହା ତୁମ୍ଭ ଦୃଷ୍ଟିରେ ଉତ୍ତମ ଦେଖାଗଲା, ପୁଣି ଯୀଶୁ ଲୋକମାନଙ୍କୁ କହିଲେ, ମୋହର ପିତା ଈଶ୍ଵର, ମତେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି, କେବଳ ପିତା ହିଁ ପ୍ରକୃତରେ ମତେ ଜାଣନ୍ତି ଆଉ ଯେଉଁମାନଙ୍କ ନିକଟରେ ମୁଁ ତାହାଙ୍କୁ ପ୍ରକାଶ କରେ କେବଳ ସେମାନେ ହିଁ ତାହାଙ୍କର ପରିଚୟ ପାଆନ୍ତି। BSB BSB: Yes, Father, for this was well-pleasing in Your sight.
27 UDB ମୋର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋ'ବିଷୟ ମୋ’ଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ କେବଳ ପିତା ଜାଣନ୍ତି, ପୁଣି, ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି ଆଉ ପୁତ୍ର ଯାହା ପାଖରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ। BSB BSB: All things have been entrusted to Me by My Father. No one knows the Son except the Father, and no one knows the Father except the Son and those to whom the Son chooses to reveal Him.
28 UDB ହେ ପରିଶ୍ରାନ୍ତ ଓ ଭାର ଗ୍ରସ୍ତ ଲୋକମାନେ ମୋ’ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି l BSB BSB: Come to Me, all you who are weary and burdened, and I will give you rest.
29 UDB ତୁମ୍ଭେମାନେ ମୋହର ଜୁଆଳି ଆପଣା ଆପଣା ଉପରେ ବହନ କର ଓ ମୋ’ଠାରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ର ଚିତ୍ତ l ଆଉ, ତୁମ୍ଭେମାନେ ନିଜ ନିଜ ଆତ୍ମାରେ ଶାନ୍ତି ଲାଭ କରିବ l BSB BSB: Take My yoke upon you and learn from Me, for I am gentle and humble in heart, and you will find rest for your souls.
30 UDB ମୋହର ଭାର ହାଲୁକା ଓ ତାହା ତୁମ୍ଭେ ସହଜରେ ବହନ କରିପାରିବ l BSB BSB: For My yoke is easy and My burden is light.”