1 UDB ମୁଁ, ପାଉଲ, ଯେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ କ୍ରୀତଦାସ ଏହି ପତ୍ର ରୋମରେ ରହୁଥିବା ବିଶ୍ୱାସୀମାନଙ୍କୁ ଲେଖୁଅଛି I ଈଶ୍ୱର ମୋତେ ତାହାଙ୍କର ପ୍ରେରିତ ଭାବରେ ଡାକିଲେ ଓ ତାହାଙ୍କର ସୁସମାଚ଼ାର ଲୋକମାନଙ୍କୁ କହିବା ପାଇଁ ମୋତେ ବାଛିଲେ। BSB BSB: Paul, a servant of Christ Jesus, called to be an apostle, and set apart for the gospel of God—
2 UDB ପରମେଶ୍ୱର, ଏହି ସୁସମାଚ଼ାର ନିଜ ଲୋକଙ୍କୁ ଦେବା ପାଇଁ ଯୀଶୁ ଆସିବାର ବହୁ ଆଗରୁ ପ୍ରତିଜ୍ଞା କରିଥିଲେ ଯାହା ଭବିଷ୍ୟଦ୍ ବକ୍ତାମାନେ ସେହି ପ୍ରତିଜ୍ଞା ପବିତ୍ର ଶାସ୍ତ୍ରରେ ଲେଖିଥିଲେ। BSB BSB: the gospel He promised beforehand through His prophets in the Holy Scriptures,
4 UDB କିନ୍ତୁ, ସେ ଯେ ପରମେଶ୍ୱରଙ୍କ ପୁତ୍ର ତାହା ଶକ୍ତିଯୁକ୍ତ ଭାବରେ ପ୍ରକାଶ କରାଗଲା I ପବିତ୍ର ଆତ୍ମା ଦ୍ୱାରା ପୁନରୁତ୍ଥାନର ଫଳ ସ୍ୱରୂପ ସେ ମହାନ ଶକ୍ତି ସହିତ ପରମେଶ୍ୱରଙ୍କର ପୁତ୍ର ରୂପେ ଘୋଷିତ ହେଲେ I BSB BSB: and who through the Spirit of holiness was declared with power to be the Son of God by His resurrection from the dead: Jesus Christ our Lord.
5 UDB ଯୀଶୁ ଖ୍ରୀଷ୍ଟଙ୍କ ମହାଦୟାରେ ଆମ୍ଭମାନଙ୍କୁ ପ୍ରେରିତ ଭାବେ ମନୋନୀତ କଲେ I ଯେପରି ସେମାନଙ୍କ ଦ୍ୱାରା ପରମେଶ୍ୱର ସମସ୍ତ ଜାତିର ଲୋକମାନେ ତା’ଙ୍କଠାରେ ବିଶ୍ୱାସ କରିବେ ଓ ତା’ଙ୍କର ବାଧ୍ୟ ହେବେ। BSB BSB: Through Him and on behalf of His name, we received grace and apostleship to call all those among the Gentiles to the obedience that comes from faith.
6 UDB ତୁମ୍ଭେମାନେ ଅର୍ଥାତ୍ ରୋମରେ ରହୁଥିବା ବିଶ୍ୱାସୀମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କର ହେବା ପାଇଁ ଡ଼କା ଯାଇଅଛ। BSB BSB: And you also are among those who are called to belong to Jesus Christ.
7 UDB ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି କାରଣ ତୁମ୍ଭମାନଙ୍କୁ ପରମେଶ୍ୱର ପ୍ରେମ କରନ୍ତି ଏବଂ ତୁମ୍ଭମାନଙ୍କୁ ତା’ଙ୍କ ଲୋକ ହେବା ପାଇଁ ମନୋନୀତ କରିଛନ୍ତି। ମୋର ପ୍ରାର୍ଥନା ଯେ ଆମ୍ଭ ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ନିରନ୍ତର ଦୟା କରନ୍ତୁ ଏବଂ ଶାନ୍ତି ପ୍ରଦାନ କରନ୍ତୁ। BSB BSB: To all in Rome who are loved by God and called to be saints: Grace and peace to you from God our Father and the Lord Jesus Christ.
8 UDB ଏହି ପତ୍ର ଲେଖିବାରେ ସର୍ବପ୍ରଥମେ, ମୁଁ ପରମେଶ୍ୱରଙ୍କୁ ରୋମର ବିଶ୍ୱାସୀମାନଙ୍କ ପାଇଁ ଧନ୍ୟବାଦ ଦେଉଅଛି I ଯୀଶୁ ଖ୍ରୀଷ୍ଟଙ୍କ କାର୍ଯ୍ୟ ହେତୁ ମୁଁ ଧନ୍ୟବାଦ ଦେବା ପାଇଁ ସକ୍ଷମ ଅଟେ I ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛି କାରଣ ତୁମ୍ଭମାନଙ୍କର ବିଶ୍ୱାସ ବିଷୟରେ ରୋମ ସମ୍ରାଜ୍ୟ କଥାବାର୍ତ୍ତା କରୁଛି। BSB BSB: First, I thank my God through Jesus Christ for all of you, because your faith is being proclaimed all over the world.
9 UDB ମୁଁ ଯେଉଁ ପରମେଶ୍ୱରଙ୍କୁ ମୋ’ ଅନ୍ତରର ସହ ସେବା କରୁଛି ଓ ପରମେଶ୍ୱରଙ୍କ ପୁତ୍ରଙ୍କ ବିଷୟରେ ସୁସମାଚ଼ାର ଲୋକମାନଙ୍କୁ ଶୁଣାଏ ସେ ଜାଣନ୍ତି ଯେ ପ୍ରତିଥର ମୁଁ ପ୍ରାର୍ଥନା କଲା ବେଳେ ତୁମ୍ଭମାନଙ୍କୁ ସ୍ମରଣ କରୁଛି। BSB BSB: God, whom I serve with my spirit in preaching the gospel of His Son, is my witness how constantly I remember you
10 UDB ମୁଁ ପ୍ରାର୍ଥନା କରେ ଯେପରି, ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ମୋତେ ଅନୁମତି ମିଳୁ। ପରମେଶ୍ୱର ଇଚ୍ଛା କଲେ ଏହା ସମ୍ଭବ ହେବ। BSB BSB: in my prayers at all times, asking that now at last by God’s will I may succeed in coming to you.
11 UDB ମୁଁ ଏହି ପ୍ରାର୍ଥନା କରେ କାରଣ ମୁଁ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରେ ଯେପରି ତୁମ୍ଭେମାନେ ଅଧିକରୁ ଅଧିକ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କର ଏବଂ ଗୌରବ ଦିଅ। BSB BSB: For I long to see you so that I may impart to you some spiritual gift to strengthen you,
12 UDB ମୋର କହିବାର ଅର୍ଥ ଏହି ଯେ ଆମ୍ଭେମାନେ ଏକ ଆରେକକୁ ନିଜ ନିଜର ବିଶ୍ୱାସ ବିଷୟରେ କହି ପରସ୍ପରକୁ ଉତ୍ସାହିତ କରିବା। BSB BSB: that is, that you and I may be mutually encouraged by each other’s faith.
13 UDB ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଚାହେଁ ଯେ, ପୂର୍ବରୁ ମୁଁ ବହୁତ ଥର ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଏପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବାରେ ବାଧା ପାଇଛି। ତୁମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିବାରେ ସାହାଯ୍ୟ କରିବା ପାଇଁ ମୁଁ ଆସିବାକୁ ଇଚ୍ଛା କରିଥିଲି। ଅନ୍ୟ ଅଣଯିହୁଦୀମାନଙ୍କୁ ମୁଁ ଯେପରି ସାହାଯ୍ୟ କରିଥିଲି, ସେହିପରି ତୁମ୍ଭମାନଙ୍କୁ ମୁଁ ସାହାଯ୍ୟ କରିବାକୁ ଚାହେଁ ଯେପରି ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କର I BSB BSB: I do not want you to be unaware, brothers, how often I planned to come to you (but have been prevented from visiting until now), in order that I might have a harvest among you, just as I have had among the other Gentiles.
14 UDB ମୁଁ ଗ୍ରୀକ୍ ବା ବର୍ବର, ବୁଦ୍ଧିମାନ ବା ମୂର୍ଖ ସମସ୍ତଙ୍କଠାରେ ସୁସମାଚାର ପହଞ୍ଚାଇବାକୁ ବାଧ୍ୟ ବୋଲି ମନେ କରେ। BSB BSB: I am obligated both to Greeks and non-Greeks, both to the wise and the foolish.
15 UDB ସେଥିପାଇଁ ମୁଁ ରୋମରେ ରହୁଥିବା ତୁମ୍ଭ ସମସ୍ତଙ୍କୁ ମଧ୍ୟ ସୁସମାଚ଼ାର ଦେବାକୁ ଇଚ୍ଛା କରୁଛି। BSB BSB: That is why I am so eager to preach the gospel also to you who are in Rome.
17 UDB ପରମେଶ୍ୱର ଲୋକମାନଙ୍କୁ କିପରି ତା’ଙ୍କ ପାଇଁ ଧାର୍ମିକ ଗଣିତ କରନ୍ତି ତାହା ସୁସମାଚାର ଦର୍ଶାଇ ଥାଏ। ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ୱାସରେ ଶେଷ ହୁଏ। ଯେପରି ଧର୍ମଶାସ୍ତ୍ରରେ ବହୁ ବର୍ଷ ପୂର୍ବରୁ ଲେଖାଅଛି, "ଧାର୍ମିକ ବିଶ୍ୱାସ ଦ୍ୱାରା ଅନନ୍ତକାଳ ଜୀବିତ ରହିବ।" BSB BSB: For the gospel reveals the righteousness of God that comes by faith from start to finish, just as it is written: “The righteous will live by faith.”
21 UDB ଯଦିଓ ଅଣଯିହୂଦୀମାନେ ପରମେଶ୍ୱରଙ୍କୁ ଜାଣିଥିଲେ କିନ୍ତୁ ସେମାନେ ପରମେଶ୍ୱରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ତାହାଙ୍କ କାର୍ଯ୍ୟ ନିମନ୍ତେ ଧନ୍ୟବାଦ ଜଣାଇଲେ ନାହିଁ। ମାତ୍ର ସେମାନେ ଚିନ୍ତାଧାରାରେ ଅଜ୍ଞାନ ପରି ହେଲେ ଏବଂ ପରମେଶ୍ୱର ତା’ଙ୍କ ବିଷୟରେ ଯାହା ସେ ଜଣାଇବା ପାଇଁ ଚାହୁଁଥିଲେ ଲୋକମାନେ ତାହା ବୁଝିପାରିଲେ ନାହିଁ I BSB BSB: For although they knew God, they neither glorified Him as God nor gave thanks to Him, but they became futile in their thinking and darkened in their foolish hearts.
22 UDB ଲୋକେ ନିଜକୁ ବୁଦ୍ଧିମାନ ବୋଲି ଦାବି କଲେ କିନ୍ତୁ ପ୍ରକୃତରେ ସେମାନେ ମୂର୍ଖ ହୋଇଗଲେ। BSB BSB: Although they claimed to be wise, they became fools,
23 UDB ପରମେଶ୍ୱର ଯେ ଗୌରବମୟ ଏବଂ ଚିରସ୍ଥାୟୀ ସେମାନେ ବିଶ୍ୱାସ କଲେ ନାହିଁ I ମାତ୍ର ସେମାନେ ନିଜେ ପ୍ରତିମା ତିଆରି କରି ପୂଜା କଲେ ଯାହା ମନୁଷ୍ୟ ପରି ଅସ୍ଥାୟୀ ଥିଲା। ଲୋକମାନେ ଏହି ମୂର୍ତ୍ତିଗୁଡ଼ିକୁ ପକ୍ଷୀ, ପଶୁ ଓ ସରୀସୃପ ରୂପ ପ୍ରଦାନ କଲେ। BSB BSB: and exchanged the glory of the immortal God for images of mortal man and birds and animals and reptiles.
24 UDB ପରମେଶ୍ୱର ସେମାନଙ୍କୁ ନିଜର ପାପ ମାର୍ଗରେ ଯିବା ପାଇଁ ଛାଡ଼ି ଦେଲେ କାରଣ। ଲୋକେ ସର୍ବଦା ମନ୍ଦ କର୍ମ କରିବାକୁ ଇଚ୍ଛା କଲେ ଏବଂ ପାପରେ ପୂର୍ଣ୍ଣ ଥିଲେ। ସେଥିପାଇଁ ସେମାନେ ଯୌନ ପାପରେ ପରିପୂର୍ଣ୍ଣ ହେଲେ ଓ ନିଜ ନିଜ ଶରୀରକୁ ପରସ୍ପର ସହିତ ମନ୍ଦ କର୍ମରେ ନିୟୋଜିତ ରଖିଲେ। BSB BSB: Therefore God gave them over in the desires of their hearts to impurity for the dishonoring of their bodies with one another.
26 UDB ସେଥିପାଇଁ ପରମେଶ୍ୱର ସେମାନଙ୍କୁ ଲଜ୍ଜାଜନକ ଯୌନ କାର୍ଯ୍ୟ କରିବା ପାଇଁ ଛାଡ଼ି ଦେଲେ। ଫଳରେ ସ୍ତ୍ରୀମାନେ ଅନ୍ୟ ସ୍ତ୍ରୀମାନଙ୍କ ସହିତ ଶୟନ କଲେ ଯାହା ପ୍ରକୃତିର ବିରୁଦ୍ଧରେ ଥିଲା I BSB BSB: For this reason God gave them over to dishonorable passions. Even their women exchanged natural relations for unnatural ones.
27 UDB ସେହିଭଳି ପୁରୁଷମାନେ ମଧ୍ୟ ସ୍ତ୍ରୀମାନଙ୍କ ସ୍ୱାଭାବିକ ସଙ୍ଗ ଛାଡ଼ି ପରସ୍ପର ଭିତରେ କାମନାରେ ଲିପ୍ତ ହେଲେ। ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ ଅଶୋଭନୀୟ ବ୍ୟବହାର କରି ସମଲିଙ୍ଗ ବିବାହ କଲେ। ପରମେଶ୍ୱର ସେମାନଙ୍କର ମନ୍ଦ କାର୍ଯ୍ୟ ପାଇଁ ସେମାନଙ୍କୁ ଶାରୀରିକ ରୋଗ ଦ୍ୱାରା ଦଣ୍ଡ ଦେଲେ, ଯାହା ସେହି ପାପର ପ୍ରତ୍ୟକ୍ଷ ଫଳ ଥିଲା I BSB BSB: Likewise, the men abandoned natural relations with women and burned with lust for one another. Men committed indecent acts with other men and received in themselves the due penalty for their error.
28 UDB ଯେହେତୁ ସେମାନେ ନିଷ୍ପତ୍ତି ନେଲେ ଯେ ପରମେଶ୍ୱରଙ୍କୁ ଜାଣିବା ଆବଶ୍ୟକ ନୁହେଁ, ପରମେଶ୍ୱର ସେମାନଙ୍କୁ ସେମାନଙ୍କ ବିକୃତ ଚ଼ିନ୍ତାରେ ରହିବାକୁ ଛାଡ଼ି ଦେଲେ I ଫଳରେ, ସେମାନେ କେହି ନ କରିବା ମନ୍ଦ କାର୍ଯ୍ୟ ସବୁ କଲେ। BSB BSB: Furthermore, since they did not see fit to acknowledge God, He gave them up to a depraved mind, to do what ought not to be done.
29 UDB ସେହି ଲୋକମାନେ ସମସ୍ତ ପ୍ରକାରର ପାପ, ମନ୍ଦଭାବନା, ସ୍ୱାର୍ଥ ଓ ଘୃଣାରେ ପରିପୂର୍ଣ୍ଣ ଥିଲେ। ସେମାନେ ହତ୍ୟା, ଝଗଡ଼ା, ମିଛ, ଛନ୍ଦ-କପଟତା ଓ ଅନ୍ୟମାନଙ୍କର ମନ୍ଦ ଚିନ୍ତାରେ ବୁଡ଼ି ରହିଲେ। BSB BSB: They have become filled with every kind of wickedness, evil, greed, and depravity. They are full of envy, murder, strife, deceit, and malice. They are gossips,
30 UDB ସେମାନେ ପରଚର୍ଚ୍ଚା କରନ୍ତି, ପରନିନ୍ଦା କରନ୍ତି ଓ ଏକ ଆରେକ ବିରୁଦ୍ଧରେ ମନ୍ଦକଥା କୁହନ୍ତି। ସେମାନେ ପରମେଶ୍ୱରଙ୍କୁ ଘୃଣା କରନ୍ତି। ସେମାନେ ଉଦ୍ଧତ, ଆତ୍ମଗର୍ବୀ ଓ ଅହଂକାରୀ। ସେମାନେ ମନ୍ଦକର୍ମ କରିବା ପାଇଁ ବାଟ ଖୋଜୁ ଥାଆନ୍ତି। ଅନେକ ପିଲାମାନେ ପିତା ମାତା’ଙ୍କର ଅବାଧ୍ୟ ହେଲେ I BSB BSB: slanderers, God-haters, insolent, arrogant, and boastful. They invent new forms of evil; they disobey their parents.
31 UDB ଅନେକ ମୁର୍ଖ ଭାବରେ ଆଚରଣ କରି ପରମେଶ୍ୱରଙ୍କୁ ଅପମାନ କଲେ ପୁଣି ସେମାନେ ଯାହା ପ୍ରତିଜ୍ଞା କଲେ ତାହା ରକ୍ଷା କଲେ ନାହିଁ, ନିଜ ଲୋକମାନଙ୍କୁ ମଧ୍ୟ ପ୍ରେମ କଲେ ନାହିଁ ଏବଂ ଅନ୍ୟ ଲୋକମାନଙ୍କ ପ୍ରତି ଦୟା ଭାବ ପ୍ରଦର୍ଶନ କଲେ ନାହିଁ। BSB BSB: They are senseless, faithless, heartless, merciless.
32 UDB ସେମାନେ ଜାଣନ୍ତି ଯେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ଖାତିର୍ ନ କରି ଏହି ଭଳି ଜୀବନ ଯାପନ କରେ, ସେ ମରିବା ଉଚିତ୍। କିନ୍ତୁ ସେମାନେ ଏହି ମନ୍ଦ କାର୍ଯ୍ୟ ଗୁଡ଼ିକ କରି ଚାଲିଲେ ଏବଂ ଯେଉଁ ଲୋକମାନେ ଏହିଭଳି କାମ କରନ୍ତି, ସେମାନଙ୍କୁ ମଧ୍ୟ ସେମାନେ ସମର୍ଥନ କଲେ। BSB BSB: Although they know God’s righteous decree that those who do such things are worthy of death, they not only continue to do these things, but also approve of those who practice them.
Select verses for actions: Enter goes to them and Escape comes back.