1 UDB ତୁମ୍ଭେ କହି ପାର ଯେ ପରମେଶ୍ୱର ଘୃଣା କରୁଥିବା କାର୍ଯ୍ୟ ଲୋକମାନେ କରିଅଛନ୍ତି ତେଣୁ ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବେ I କିନ୍ତୁ ଯେତେବେଳେ ତୁମ୍ଭେମାନେ ଏହା କୁହ ସେତେବେଳେ ତୁମ୍ଭେମାନେ କୁହ ଯେ ତୁମ୍ଭେମାନେ ମଧ୍ୟ ସେମାନଙ୍କ ପରି ଦଣ୍ଡ ଯୋଗ୍ୟ କାରଣ ତୁମ୍ଭେମାନେ ମଧ୍ୟ ସେମାନଙ୍କ ପରି ଅନୁରୂପ କାର୍ଯ୍ୟ କରିଅଛ I BSB BSB: You, therefore, have no excuse, you who pass judgment on another. For on whatever grounds you judge the other, you are condemning yourself, because you who pass judgment do the same things.
2 UDB ଏହା ଆମ୍ଭେମାନେ ଜାଣୁ ଯେ, ପରମେଶ୍ୱରଙ୍କର ନ୍ୟାୟ ବିଚ଼ାର ଠିକ୍ ଯେଉଁମାନେ ଏହି ପରି ମନ୍ଦକର୍ମ କରନ୍ତି ତାହାଙ୍କର ନ୍ୟାୟ ବିଚ଼ାର କରିବେ। BSB BSB: And we know that God’s judgment against those who do such things is based on truth.
3 UDB ଯେଉଁମାନେ କହୁଅଛ ଯେ ପରମେଶ୍ୱର ମନ୍ଦ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଦଣ୍ଡ ଦିଅନ୍ତୁ, ଆଉ ତୁମ୍ଭେ ନିଜେ ସେହି ପାପର ଦାୟୀ ଅଟନ୍ତି ଆଉ ତୁମ୍ଭେମାନେ ମନେକର ନାହିଁ ଯେ ତୁମ୍ଭେମାନେ ପରମେଶ୍ୱରଙ୍କ ଦଣ୍ଡରୁ ଉଦ୍ଧାର ପାଇବ I BSB BSB: So when you, O man, pass judgment on others, yet do the same things, do you think you will escape God’s judgment?
4 UDB ଆଉ ତୁମ୍ଭେ ଏହା କହିବା ଅନୁଚିତ ଯେ,"ପରମେଶ୍ୱର ଆମ୍ଭପ୍ରତି ଅତି ଦୟାଳୁ। ସେ ଆମ୍ଭ ପ୍ରତି ଧୈର୍ଯ୍ୟଶୀଳ ତେଣୁ ପାପରୁ ଫେରିବା ଆବଶ୍ୟକ ନାହିଁ। ତୁମ୍ଭେମାନେ ବୁଝିବା ଉଚିତ୍, ପରମେଶ୍ୱର ଧୈର୍ଯ୍ୟର ସହ ଅପେକ୍ଷା କରିଛନ୍ତି ଯେ, ତୁମ୍ଭେମାନେ ବଦଳି ଯାଅ। BSB BSB: Or do you disregard the riches of His kindness, tolerance, and patience, not realizing that God’s kindness leads you to repentance?
5 UDB କିନ୍ତୁ ତୁମ୍ଭେମାନେ କଠିନ ଓ ଅନୁତାପ ବିହୀନ ହେଲ। ସେଥିପାଇଁ ପରମେଶ୍ୱର ତୁମ୍ଭର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଇଅଛନ୍ତି। ଯେଉଁ ଦିନ ପରମେଶ୍ୱର ନିଜର କ୍ରୋଧ ଦେଖାଇବେ, ସେହି ଦିନ ତୁମ୍ଭେ ସେହି ଦଣ୍ଡ ପାଇବ। BSB BSB: But because of your hard and unrepentant heart, you are storing up wrath against yourself for the day of wrath, when God’s righteous judgment will be revealed.
7 UDB କିଛି ଲୋକମାନେ ଉତ୍ତମ କାର୍ଯ୍ୟ କରି ଚାଲିଲେ କାରଣ ସେମାନେ ପରମେଶ୍ୱରଙ୍କର ମହିମା ଚାହିଁଲେ ଏବଂ ପରମେଶ୍ୱରଙ୍କ ସହିତ ଚିରକାଳ ରହିବା ପାଇଁ ଚାହିଁଲେ I ସେମାନଙ୍କୁ ପରମେଶ୍ୱର ପୁରସ୍କୃତ କରିବେ I BSB BSB: To those who by perseverance in doing good seek glory, honor, and immortality, He will give eternal life.
8 UDB କେତେକ ଲୋକ ସ୍ୱାର୍ଥପର ହେଲେ ଏବଂ ଯାହା ପରମେଶ୍ୱର କହନ୍ତି ତାହା ସତ୍ୟ ବୋଲି ଗ୍ରହଣ କଲେ ନାହିଁ I ଯାହା ପରମେଶ୍ୱରଙ୍କ ଦୃଷ୍ଟିରେ ମନ୍ଦ ତାହା ହିଁ କଲେ I ପରମେଶ୍ୱର ଅତିଶୟ କ୍ରୋଧାନ୍ୱିତ ହୋଇ ସେମାନଙ୍କୁ ଦଣ୍ଡିତ କରିବେ I BSB BSB: But for those who are self-seeking and who reject the truth and follow wickedness, there will be wrath and anger.
9 UDB ଅଭ୍ୟାସଗତଭାବେ ମନ୍ଦ କାମ କରୁଥିବା ପ୍ରତ୍ୟେକ ଲୋକକୁ ପରମେଶ୍ୱର ଦୁଃଖ ଓ ସଂକଟରେ ପକାଇବେ। ଏହା ଯିହୁଦୀମାନଙ୍କ ପ୍ରତି ନିଶ୍ଚିତ ଘଟିବ କାରଣ ସେମାନେ ପରମେଶ୍ୱରଙ୍କର ବାକ୍ୟକୁ ଅଗ୍ରାହ୍ୟ କଲେ ଯେଉଁମାନଙ୍କୁ ସେ ମନୋନୀତ ଲୋକ କରିବା ପାଇଁ ଚାହିଁଲେ। ପରେ ଅଣଯିହୁଦୀମାନଙ୍କ ପ୍ରତି ମଧ୍ୟ ଏପରି ଘଟିବ I BSB BSB: There will be trouble and distress for every human being who does evil, first for the Jew, then for the Greek;
10 UDB କିନ୍ତୁ ପରମେଶ୍ୱର, ଅଭ୍ୟାସଗତଭାବେ ଭଲ କାମ କରୁଥିବା ପ୍ରତ୍ୟେକ ଲୋକକୁ ପ୍ରଥମେ ଯିହୁଦୀମାନଙ୍କୁ ଓ ପରେ ଅଣଯିହୁଦୀମାନଙ୍କୁ ମଧ୍ୟ ଗୌରବ, ସମ୍ମାନ ଓ ଶାନ୍ତି ପ୍ରଦାନ କରିବେ। BSB BSB: but glory, honor, and peace for everyone who does good, first for the Jew, then for the Greek.
11 UDB ପରମେଶ୍ୱର ପ୍ରତ୍ୟେକ ଲୋକଙ୍କ ପ୍ରତି ସମାନ ଭାବରେ ନ୍ୟାୟବିଚ଼ାର କରିବେ କାରଣ ସେ ଗୁରୁତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହେଲେ ମଧ୍ୟ ସେଥିରେ ସେ ଧ୍ୟାନ ଦିଅନ୍ତି ନାହିଁ। BSB BSB: For God does not show favoritism.
12 UDB ଯଦିଓ ଅଣଯିହୁଦୀମାନଙ୍କଠାରେ ମୋଶାଙ୍କ ବ୍ୟବସ୍ଥା ନାହିଁ ତଥାପି ବ୍ୟବସ୍ଥା ବିନା ପାପ କରିଛନ୍ତି, ପ୍ରଭୁ ସେମାନଙ୍କୁ ଚିରକାଳ ପାଇଁ ବିନାଶ କରିବେ I ସେହିପରି, ଯେଉଁମାନେ ବ୍ୟବସ୍ଥା ଜାଣିଛନ୍ତି ଓ ପାପ କରୁଛନ୍ତି, ବ୍ୟବସ୍ଥା ଅନୁସାରେ ସେମାନଙ୍କର ନ୍ୟାୟବିଚ଼ାର ହେବ। BSB BSB: All who sin apart from the law will also perish apart from the law, and all who sin under the law will be judged by the law.
13 UDB ପରମେଶ୍ୱରଙ୍କ ପାଇଁ ଦଣ୍ଡ ଦେବା ଯଥାର୍ଥ ଅଟେ କାରଣ ବ୍ୟବସ୍ଥାକୁ କେବଳ ଶୁଣିଲେ କେହି ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ପାରିବ ନାହିଁ। ବ୍ୟବସ୍ଥାକୁ ସମଗ୍ର ଭାବରେ ପାଳନ କଲେ ହିଁ ବ୍ୟବସ୍ଥା, ଲୋକମାନଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ବୋଲି ପ୍ରମାଣିତ କରେ। BSB BSB: For it is not the hearers of the law who are righteous before God, but it is the doers of the law who will be declared righteous.
15 UDB ପରମେଶ୍ୱର ତାଙ୍କର ବ୍ୟବସ୍ଥାରେ ଯାହା ଆଜ୍ଞା କରନ୍ତି ତାହା ସେମାନେ ମନରେ ଜାଣି ପାରନ୍ତି I ଯଦ୍ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିଜର ବିବେକ ଅନୁଯାୟୀ ନିଜକୁ ଦୋଷୀ କିଅବା ନିର୍ଦ୍ଦୋଷ ମନେ କରେ I BSB BSB: So they show that the work of the law is written on their hearts, their consciences also bearing witness, and their thoughts either accusing or defending them
16 UDB ପରମେଶ୍ୱର ତା’ଙ୍କ ବିଚାର ଦିନରେ ଲୋକମାନଙ୍କ ଭିତରେ ଥିବା ଗୁପ୍ତକଥା ଏବଂ ଗୁପ୍ତ କର୍ମଗୁଡ଼ିକର ନ୍ୟାୟବିଚ଼ାର କରିବେ। ମୁଁ ଯେଉଁ ସୁସମାଚ଼ାର ଲୋକମାନଙ୍କୁ କହୁଛି, ତାହା କୁହେ ଯେ, ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଲୋକମାନଙ୍କର ନ୍ୟାୟ ବିଚ଼ାର କରିବେ। BSB BSB: on the day when God will judge men’s secrets through Christ Jesus, as proclaimed by my gospel.
17 UDB ବର୍ତ୍ତମାନ ମୁଁ ଯିହୁଦୀମାନଙ୍କୁ ଲେଖି କହୁଅଛି: ତୁମ୍ଭେ ଭାବୁଛ ଯେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା କରିବେ କାରଣ ତୁମ୍ଭମାନଙ୍କଠାରେ ମୋଶାଙ୍କ ବ୍ୟବସ୍ଥା ଅଛି? ତୁମ୍ଭେ ଗର୍ବ କର ଯେ, ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ଅଛ। BSB BSB: Now you, if you call yourself a Jew; if you rely on the law and boast in God;
18 UDB ତୁମ୍ଭେମାନେ ଜାଣ ଯେ ପରମେଶ୍ୱର ତୁମ୍ଭଠାରୁ କ’ଣ ଚାହାନ୍ତି। କାରଣ ତୁମ୍ଭେ ବ୍ୟବସ୍ଥା ଶିକ୍ଷା କରିଥିବାରୁ ଏହା ଜାଣ ଯେ କେଉଁ ବିଷୟ ଠିକ୍ ଏବଂ କେଉଁ ବିଷୟ କରିବାକୁ ମନୋନୀତ କରିବା ଉଚିତ୍। BSB BSB: if you know His will and approve of what is superior because you are instructed by the law;
19 UDB ତୁମ୍ଭେ ନିଶ୍ଚିତ କି ତୁମ୍ଭେମାନେ ଅଣଯିହୁଦୀମାନଙ୍କୁ ପରମେଶ୍ୱରଙ୍କ ସତ୍ୟ ମାର୍ଗ ଦେଖାଇଵ ଏବଂ ଯେଉଁମାନେ ପରମେଶ୍ୱରଙ୍କ ବିଷୟରେ କିଛି ଜାଣନ୍ତି ନାହିଁ ସେମାନଙ୍କୁ ଶିକ୍ଷା ଦେବ I BSB BSB: if you are convinced that you are a guide for the blind, a light for those in darkness,
20 UDB ତୁମ୍ଭେ ନିଶ୍ଚିତ ଯେ ଯେଉଁମାନେ ପରମେଶ୍ୱରଙ୍କ ବିଷୟରେ ଭୁଲ୍ ବିଶ୍ୱାସ କରନ୍ତି ଏବଂ ଯେଉଁମାନେ ଶିଶୁମାନଙ୍କ ପରି କିଛି ଜାଣନ୍ତି ନାହିଁ ସେମାନଙ୍କୁ ଶିକ୍ଷା ଦେଇପାର I BSB BSB: an instructor of the foolish, a teacher of infants, because you have in the law the embodiment of knowledge and truth—
21 UDB ତୁମ୍ଭେ ଦାବି କରି ଥାଅ ଯେ ତୁମ୍ଭଠାରେ ବ୍ୟବସ୍ଥା ଅଛି କାରଣ ତୁମ୍ଭେମାନେ ଯିହୁଦୀ ଅଟ ତେଣୁ ତୁମ୍ଭର ଲାଭ ଅଛି I ଏହା ବିରକ୍ତିକର ଯେ ତୁମ୍ଭେମାନେ ଅନ୍ୟଲୋକଙ୍କୁ ଶିକ୍ଷା ଦେଉଛ କିନ୍ତୁ ତୁମ୍ଭେ ନିଜେ ପାଳନ କରୁ ନାହଁ। ତୁମ୍ଭେ ଅନ୍ୟକୁ ଶିକ୍ଷା ଦେଉଅଛ ଚେ଼ାରୀ କର ନାହିଁ କିନ୍ତୁ ତୁମ୍ଭେ ନିଜେ ଚୋରୀ କରୁଅଛ। BSB BSB: you, then, who teach others, do you not teach yourself? You who preach against stealing, do you steal?
22 UDB ତୁମ୍ଭେ କହୁଛ ବ୍ୟଭିଚାର କରିବା ପାପ ଅଟେ କିନ୍ତୁ ତୁମ୍ଭେ ନିଜେ ସେହି ପାପ କରୁଅଛ I ତୁମ୍ଭେ କହୁଛ ମୁର୍ତ୍ତି ପୂଜା କର ନାହିଁ କିନ୍ତୁ ତୁମ୍ଭେମାନେ ଘୃଣ୍ୟ ବିଷୟରୁ ପୃଥକ ରହି ପାରୁନାହଁ I BSB BSB: You who forbid adultery, do you commit adultery? You who abhor idols, do you rob temples?
23 UDB ତୁମ୍ଭେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ପାଇଁ ଗର୍ବ କରୁଛ। କିନ୍ତୁ ତୁମ୍ଭେମାନେ ସେହି ବ୍ୟବସ୍ଥା ଭଙ୍ଗ କରି ପରମେଶ୍ୱରଙ୍କୁ ଲଜ୍ଜା ଦେଉଅଛ। BSB BSB: You who boast in the law, do you dishonor God by breaking the law?
24 UDB ତୁମ୍ଭେମାନେ ଆଦି ପିତାମାନଙ୍କ ପରି ହୁଅ ନାହିଁ ଯାହାଙ୍କ ବିଷୟରେ ପବିତ୍ରଶାସ୍ତ୍ର ଆମ୍ଭମାନଙ୍କୁ କୁହେ, "ତୁମ୍ଭେ ଯିହୁଦୀମାନେ ମନ୍ଦ କାର୍ଯ୍ୟ କରୁଥିବାରୁ ଅଣଯିହୁଦୀମାନେ ଈଶ୍ୱରଙ୍କର ନିନ୍ଦା କରନ୍ତି।" BSB BSB: As it is written: “God’s name is blasphemed among the Gentiles because of you.”
25 UDB ଯଦି ତୁମ୍ଭେ ବ୍ୟବସ୍ଥା ପାଳନ କରୁଛ, ତା’ହେଲେ ତୁମ୍ଭର ସୁନ୍ନତ ହେବାର ମୂଲ୍ୟ ଅଛି। କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥା ଭଙ୍ଗ କରୁଛ ତା’ହେଲେ ତୁମ୍ଭେ ସୁନ୍ନତ ନ ହେବା ସହିତ ସମାନ। ପରମେଶ୍ୱରଙ୍କ ଦୃଷ୍ଟିରେ ତୁମ୍ଭେମାନେ ଅସୁନ୍ନତ ଲୋକମାନଙ୍କ ପରି ଅଟ I BSB BSB: Circumcision has value if you observe the law, but if you break the law, your circumcision has become uncircumcision.
26 UDB ଏହାର ଅର୍ଥ ଏହା ଯେ ଅଣ ଯିହୁଦୀମାନେ ସୁନ୍ନତ ହୁଅନ୍ତି ନାହିଁ। କିନ୍ତୁ ସେମାନେ ଯଦି ବ୍ୟବସ୍ଥା କହିବା ଭଳି ଆଚ଼ରଣ କରନ୍ତି, ତା’ହେଲେ ସେମାନେ ସୁନ୍ନତ ହେବା ଭଳି ଗଣାଯିବେ I BSB BSB: If a man who is not circumcised keeps the requirements of the law, will not his uncircumcision be regarded as circumcision?
27 UDB ଏହି ଲୋକମାନେ ଯେଉଁମାନେ ଅସୁନ୍ନତ ତଥାପି ବ୍ୟବସ୍ଥା ପାଳନ କରନ୍ତି ଓ କୁହନ୍ତି ଯେ ପରମେଶ୍ୱର ଦଣ୍ଡ ଦେଇ ଠିକ୍ କରନ୍ତି କିନ୍ତୁ ତୁମ୍ଭେମାନେ ସୁନ୍ନତ ହୋଇ ମଧ୍ୟ ବ୍ୟବସ୍ଥା ଭଙ୍ଗ କରୁଛ। BSB BSB: The one who is physically uncircumcised yet keeps the law will condemn you who, even though you have the written code and circumcision, are a lawbreaker.
28 UDB ଯେଉଁମାନେ ପରମେଶ୍ୱରଙ୍କର ନିମନ୍ତେ ବିଧିବିଧାନ ମାନନ୍ତି ସେମାନେ ଯେ ପ୍ରକୃତରେ ଯିହୁଦୀ ନୁହନ୍ତି କିମ୍ବା ଶରୀରରେ ସୁନ୍ନତ ହେବା ଯେ ପରମେଶ୍ୱରଙ୍କର ଦୃଷ୍ଟିରେ ଗ୍ରହଣୀୟ ହେବା ତାହା ନୁହଁ I BSB BSB: A man is not a Jew because he is one outwardly, nor is circumcision only outward and physical.
29 UDB ଅପରପକ୍ଷେ ପରମେଶ୍ୱର ଆମ୍ଭମାନଙ୍କୁ ଅନନ୍ତକାଳରେ ପରିବର୍ତ୍ତନ କରିଥିବାରୁ ଆମେ ପ୍ରକୃତରେ ଯିହୁଦୀ I ପରମେଶ୍ୱର ଆମ୍ଭମାନଙ୍କୁ ଗ୍ରହଣ କରିଅଛନ୍ତି ଏବଂ ଈଶ୍ୱରଙ୍କ ଆତ୍ମା ଆମ ଅନ୍ତରକୁ ପରିବର୍ତ୍ତନ କରିଛନ୍ତି I ଏହା ନୁହେଁ ଯେ ଆମ୍ଭେମାନେ ସବୁ ନିୟମ ପାଳନ କରିଛୁ I ଯଦିଓ ଅନ୍ୟମାନେ ଆମ ପ୍ରଶଂସା କରି ନ ପାରନ୍ତି କିନ୍ତୁ ଈଶ୍ୱର ଆମ୍ଭମାନଙ୍କୁ ପ୍ରଶଂସା କରିବେ I BSB BSB: No, a man is a Jew because he is one inwardly, and circumcision is a matter of the heart, by the Spirit, not by the written code. Such a man’s praise does not come from men, but from God.
Select verses for actions: Enter goes to them and Escape comes back.