2 UDB ହଁ! ଯିହୁଦୀମାନଙ୍କଠାରେ ଅନେକ କିଛି ବିଶେଷ ବିଷୟ ଅଛି। ସବୁଠାରୁ ମହତ୍ୱପୂର୍ଣ୍ଣ କଥା ଏହି ଯେ, ଈଶ୍ୱର ସେମାନଙ୍କ ପୂର୍ବପୁରୁଷଙ୍କୁ କଥା କହି ଥିଲେ ଓ ବାକ୍ୟ ତାହା ପ୍ରକାଶ କରେ ପରମେଶ୍ୱର କିଏ। BSB BSB: Much in every way. First of all, they have been entrusted with the very words of God.
3 UDB ଯିହୁଦୀମାନେ ବିଶ୍ୱସ୍ତ ନୁହନ୍ତି ବୋଲି ପରମେଶ୍ୱର କ’ଣ ସେମାନଙ୍କୁ ତା’ଙ୍କ ପ୍ରତିଜ୍ଞା ଅନୁସାରେ ଆଶୀର୍ବାଦ କରିବେ ନାହିଁ? BSB BSB: What if some did not have faith? Will their lack of faith nullify God’s faithfulness?
4 UDB ନାଁ, କେବେ ନୁହେଁ। ଯାହା ପରମେଶ୍ୱର ପ୍ରତିଜ୍ଞା କରନ୍ତି ତାହା ସେ ରକ୍ଷା କରନ୍ତି ଯଦିଓ ମନୁଷ୍ୟ ରକ୍ଷା କରେ ନାହିଁ I ଯେଉଁମାନେ ପରମେଶ୍ୱର ପ୍ରତିଜ୍ଞା ରକ୍ଷା କରନ୍ତି ନାହିଁ ବୋଲି କହନ୍ତି ସେହି ଯିହୁଦୀମାନେ ଭୁଲ୍ ଧାରଣାରେ ଅଛନ୍ତି I ଦାଉଦ ରାଜା ଲେଖିଲେ, "ସମସ୍ତେ ଗ୍ରହଣ କରିବା ଉଚିତ୍ ଯେ ସେମାନେ ଯାହା କହନ୍ତି ତାହା ସତ୍ୟ ଏବଂ ତୁମ୍ଭେମାନେ ସବୁବେଳେ ବିଜୟ ଲାଭ କରିବ ଯେତେବେଳେ ସେମାନେ ତୁମକୁ ନିନ୍ଦା କରିବେ I BSB BSB: Certainly not! Let God be true and every man a liar. As it is written: “So that You may be proved right when You speak and victorious when You judge.”
5 UDB ପରମେଶ୍ୱର ଆମକୁ ଆଶୀର୍ବାଦ କରିନାହାନ୍ତି କାରଣ ଆମେ ଦୁଷ୍ଟ ଥୁଲୁ। ଏହା ଦ୍ୱାରା ସେ କ’ଣ ଅନ୍ୟାୟ କଲେ? ପରମେଶ୍ୱର ଯେତେବେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କ’ଣ ଆମ୍ଭେ କହି ପାରିବା କି ସେ ଅନ୍ୟାୟୀ? ମୁଁ ସାଧାରଣ ଲୋକ ଭାବରେ କହୁଛି। BSB BSB: But if our unrighteousness highlights the righteousness of God, what shall we say? That God is unjust to inflict His wrath on us? I am speaking in human terms.
6 UDB ନା! ଯଦି ପରମେଶ୍ୱର ଆମ୍ଭକୁ ଦଣ୍ଡ ଦେଇ ପାରିବେ ନାହିଁ, ତା’ହେଲେ ସେ ସଂସାରର ବିଚ଼ାର କରି ପାରିବେ ନାହିଁ। BSB BSB: Certainly not! In that case, how could God judge the world?
7 UDB ଜଣେ ଲୋକ କହିପାରେ," ପରମେଶ୍ୱର ନିଜର ପ୍ରତିଜ୍ଞା ରକ୍ଷା କରନ୍ତି ଏକଥା ସ୍ପଷ୍ଟ ହୁଏ, କାରଣ, ଉଦାହରଣ ସ୍ୱରୂପ: ମୁଁ ଗୋଟିଏ ମିଛ କହିଲି I” ଫଳତଃ, ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା କରନ୍ତି କାରଣ ତା’ଙ୍କଠାରେ ଦୟା ଅଛି I ପରମେଶ୍ୱର ଏହା କହିବା ଅନୁଚିତ୍ ଯେ ମୁଁ ମୋ’ ପାପ ପାଇଁ ଦଣ୍ଡ ପାଇବା ଯୋଗ୍ୟ ଯେହେତୁ ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା କରୁଅଛନ୍ତି I BSB BSB: However, if my falsehood accentuates God’s truthfulness, to the increase of His glory, why am I still condemned as a sinner?
8 UDB ପାଉଲ, ତୁମେ ଯାହା କହୁଛ ଯଦି ତାହା ସତ," ତେବେ, ଆମେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା'ଦ୍ୱାରା ଭଲ ଆସିବ।" ଅନେକ ଲୋକ ଆମ୍ଭକୁ ସମାଲୋଚନା କରନ୍ତି ଓ ମିଛରେ କୁହନ୍ତି ଯେ ଆମେ ସେହି ଶିକ୍ଷା ଦେଉଛୁ। ଯେଉଁମାନେ ଏ ଭଳି କଥା କୁହନ୍ତି ସେମାନଙ୍କୁ ପ୍ରଭୁ ଦଣ୍ଡ ଦେବେ କାରଣ ସେମାନେ ସେଥିପାଇଁ ଯୋଗ୍ୟ। BSB BSB: Why not say, as some slanderously claim that we say, “Let us do evil that good may result”? Their condemnation is deserved!
9 UDB ଆମେ ଏହା କହିବା କି ଯେ ପ୍ରଭୁ ଅଣଯିହୁଦୀମାନଙ୍କ ଅପେକ୍ଷା ଅଧିକ ପ୍ରେମ କରନ୍ତି? ଏପରି ଆମେ କହି ପାରିବା ନାହିଁ I ଯିହୁଦୀ ଓ ଅଣଯିହୁଦୀ ସମସ୍ତେ ପାପ କରି ପ୍ରଭୁଙ୍କ ଦଣ୍ଡର ଯୋଗ୍ୟ ହୋଇଅଛନ୍ତି I BSB BSB: What then? Are we any better? Not at all. For we have already made the charge that Jews and Greeks alike are all under sin.
10 UDB ଈଶ୍ୱରଙ୍କ ବାକ୍ୟରେ ଯାହା ଲେଖା ଅଛି ତାହା ଏହି," ଧାର୍ମିକ କେହି ନାହାନ୍ତି, ଏପରିକି ଜଣେ ମଧ୍ୟ ନାହାନ୍ତି!" BSB BSB: As it is written: “There is no one righteous, not even one.
11 UDB ବୁଝିବା ଲୋକ ଜଣେ ମଧ୍ୟ ନାହିଁ, ପରମେଶ୍ୱରଙ୍କୁ ପ୍ରକୃତରେ ଖୋଜୁଥିବା ଲୋକ ଜଣେ ବି ନାହିଁ। BSB BSB: There is no one who understands, no one who seeks God.
12 UDB ସମସ୍ତେ ଈଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି I ସମସ୍ତେ ଭ୍ରଷ୍ଟ ହୋଇଅଛନ୍ତି I ସେଠାରେ କେହି ନାହିଁ ଯିଏ ଭଲ କାମ କରେ। ଏପରିକି ଜଣେ ମଧ୍ୟ ନୁହେଁ I BSB BSB: All have turned away, they have together become worthless; there is no one who does good, not even one.”
13 UDB "ମଣିଷମାନଙ୍କର ମୁହଁ ଖୋଲା କବର ଭଳି ଦୁର୍ଗନ୍ଧ ଅଟେ I ସେମାନେ ଅନ୍ୟକୁ କଥାବାର୍ତ୍ତା ଦ୍ୱାରା ପ୍ରତାରଣ କରନ୍ତି ଏବଂ ଅନ୍ୟକୁ ଆଘାତ ମଧ୍ୟ ଦିଅନ୍ତି ଯେପରି ସର୍ପର ବିଷ ଆଘାତ ଦିଏ I BSB BSB: “Their throats are open graves; their tongues practice deceit.” “The venom of vipers is on their lips.”
14 UDB "ସେମାନେ ଅନ୍ୟକୁ କ୍ରମାଗତ ଭାବେ ଅଭିଶାପ ଦିଅନ୍ତି ଓ କଟୁ କଥା କୁହନ୍ତି।" BSB BSB: “Their mouths are full of cursing and bitterness.”
15 UDB " ସେମାନେ ଅନ୍ୟକୁ ହତ୍ୟା କରିବା ପାଇଁ ସର୍ବଦା ପ୍ରସ୍ତୁତ ଏବଂ ଉଦ୍ୟତ I BSB BSB: “Their feet are swift to shed blood;
16 UDB ସେମାନେ ଯେଉଁଆଡ଼େ ଗଲେ କେବଳ ବିନାଶ କରନ୍ତି ଓ ଲୋକମାନଙ୍କ ଜୀବନକୁ ଦୟନୀୟ କରନ୍ତି। BSB BSB: ruin and misery lie in their wake,
17 UDB ସେମାନେ ଜାଣିନାହାନ୍ତି କିପରି ଅନ୍ୟମାନଙ୍କ ସହିତ ଶାନ୍ତିରେ ବସବାସ କରିବାକୁ ହେବ। BSB BSB: and the way of peace they have not known.”
18 UDB "ସେମାନେ ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ନାପସନ୍ଦ କରନ୍ତି।" BSB BSB: “There is no fear of God before their eyes.”
19 UDB ଆମେ ଜାଣୁ ବ୍ୟବସ୍ଥାରେ ଯେଉଁ କଥାଗୁଡ଼ିକ କୁହାଯାଇଛି, ତାହା ବ୍ୟବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ୟବସ୍ଥାଗୁଡ଼ିକ ସମସ୍ତ ଯିହୁଦୀ ଓ ଅଣଯିହୁଦୀ ଲୋକଙ୍କୁ ଆଳ ଦେଖାଇବାରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ଈଶ୍ୱରଙ୍କ ନ୍ୟାୟବିଚାରକୁ ଆଣେ। BSB BSB: Now we know that whatever the law says, it says to those who are under the law, so that every mouth may be silenced and the whole world held accountable to God.
20 UDB ଏହା ନୁହେଁ ଯେ, କୌଣସି ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହୁଏ ନାହିଁ କିମ୍ବା ତା’ର ପାପ କ୍ଷମା ହୁଏ ନାହିଁ କାରଣ କେହି ହେଲେ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପାଳନ କରିନାହାନ୍ତି। କିନ୍ତୁ ବ୍ୟବସ୍ଥା କେବଳ ଆମ୍ଭର ପାପ ବିଷୟରେ ଆମ୍ଭକୁ ସଚେତନ ଏବଂ ସାବଧାନ କରାଏ। BSB BSB: Therefore no one will be justified in His sight by works of the law. For the law merely brings awareness of sin.
22 UDB ଯୀଶୁ ଖ୍ରୀଷ୍ଟ ଯାହା ଆମ୍ଭମାନଙ୍କ ପାଇଁ କରିଛନ୍ତି ସେଥିରେ ବିଶ୍ୱାସ କରିବା ଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କ ପାପ କ୍ଷମା କରିଅଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ପରମେଶ୍ୱର ଏହା କରନ୍ତି କାରଣ ସବୁ ଯିହୁଦୀ କିମ୍ବା ଅଣଯିହୁଦୀ ସମସ୍ତେ ସମାନ I BSB BSB: And this righteousness from God comes through faith in Jesus Christ to all who believe. There is no distinction,
24 UDB ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଆମ୍ଭମାନଙ୍କ ପାପ ଦୂର ହୋଇଅଛି I ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ପାପରେ ମୁକ୍ତ କରି ଏହା ସାଧନ କରିଛନ୍ତି I BSB BSB: and are justified freely by His grace through the redemption that is in Christ Jesus.
26 UDB ପରମେଶ୍ୱର ଖ୍ରୀଷ୍ଟଙ୍କୁ ଆମ ପାପ ପାଇଁ ମରିବାକୁ ମନୋନୀତ କଲେ I ଏପରି କରିବା ଦ୍ୱାରା ସେ ପ୍ରମାଣ କଲେ ଯେ ସେ ନ୍ୟାୟବାନ ଏବଂ ଯେଉଁମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କଲେ ସେମାନଙ୍କର ପାପ ସବୁ ପୋଛି ଦେଲେ I BSB BSB: He did this to demonstrate His righteousness at the present time, so as to be just and to justify the one who has faith in Jesus.
29 UDB ଯେଉଁମାନେ ଯିହୁଦୀ ସେମାନଙ୍କୁ କେବଳ ପରମେଶ୍ୱର ଗ୍ରହଣ କରନ୍ତି ଏହା ଭାବିବା ଭୁଲ୍ I ଅଣଯିହୁଦୀମାନଙ୍କୁ ମଧ୍ୟ ସେ ଗ୍ରହଣ କରନ୍ତି ଏହା ତୁମେ ଜାଣିବା ଉଚିତ୍। BSB BSB: Is God the God of Jews only? Is He not the God of Gentiles too? Yes, of Gentiles too,
30 UDB ଯେହେତୁ ତୁମେ ଦୃଢ଼ଭାବେ ବିଶ୍ୱାସ କର ଯେ ପରମେଶ୍ୱର ଏକ, ଏ ସେହି ପରମେଶ୍ୱର ଯେ ସୁନ୍ନତ ଯିହୁଦୀମାନଙ୍କୁ ସେମାନଙ୍କ ବିଶ୍ୱାସ ଆଧାରରେ ସେମାନଙ୍କୁ ଧାର୍ମିକ ଗଣିତ କରିବେ। ଅଣଯିହୁଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ସେ ଧାର୍ମିକ ଗଣିତ କରିବେ I BSB BSB: since there is only one God, who will justify the circumcised by faith and the uncircumcised through that same faith.
Select verses for actions: Enter goes to them and Escape comes back.