2 UDB ସେମାନେ ଜନ୍ମ ହେବା ପୂର୍ବରୁ ପରମେଶ୍ୱର ଇଶ୍ରାୟେଲୀୟମାନଙ୍କୁ ବାଛିଥିଲେ। ପରମେଶ୍ୱର ସେମାନଙ୍କୁ ତ୍ୟାଗ କରିନାହାନ୍ତି। ଏଲୀୟ ଯେତେବେଳେ ଭୁଲବଶତଃ ପରମେଶ୍ୱରଙ୍କଠାରେ ଇଶ୍ରାୟେଲ ଲୋକମାନଙ୍କ ବିରୁଦ୍ଧରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟରେ ଶାସ୍ତ୍ର ଯାହା କୁହେ, BSB BSB: God did not reject His people, whom He foreknew. Do you not know what the Scripture says about Elijah, how he appealed to God against Israel:
3 UDB ଏଲୀୟ କହିଥିଲେ: "ପ୍ରଭୁ, ଲୋକେ ତୁମ୍ଭର ଭବିଷ୍ୟଦ୍ବକ୍ତାଗଣକୁ ବଧ କରିଛନ୍ତି, ଓ ତୁମ୍ଭର ଯଜ୍ଞବେଦି ସବୁ ଭାଙ୍ଗିଛନ୍ତି। କେବଳ ମୁଁ ଜଣେ ଭବିଷ୍ୟଦ୍ ବକ୍ତା ବଞ୍ଚିଛି, ସେମାନେ ମୋତେ ମଧ୍ୟ ମାରି ଦେବା ପାଇଁ ଚେଷ୍ଟା କରୁଛନ୍ତି। BSB BSB: “Lord, they have killed Your prophets and torn down Your altars. I am the only one left, and they are seeking my life as well”?
4 UDB କିନ୍ତୁ ତାହାଙ୍କୁ ପରମେଶ୍ୱରଙ୍କର ଉତ୍ତର କ'ଣ ଥିଲା? "ବାଆଲ୍ ଆଗରେ ଆଣ୍ଠୁମାଡି ନ ଥିବା ସାତ ହଜାର ଲୋକଙ୍କୁ ଏବେ ମଧ୍ୟ ମୁଁ ନିଜ ପାଇଁ ରଖିଛି।" BSB BSB: And what was the divine reply to him? “I have reserved for Myself seven thousand men who have not bowed the knee to Baal.”
5 UDB ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ବଛା ଯାଇଥିବା ଏବେ ମଧ୍ୟ କେତେକ ଲୋକ ଅଛନ୍ତି। BSB BSB: In the same way, at the present time there is a remnant chosen by grace.
6 UDB ଯଦି ପରମେଶ୍ୱର ଅନୁଗ୍ରହ ହେତୁ ସେମାନଙ୍କୁ ମନୋନୀତ କରିଛନ୍ତି, ତା’ହେଲେ ଲୋକମାନେ ନିଜେ କରିଥିବା କାର୍ଯ୍ୟ ହେତୁ ପରମେଶ୍ୱରଙ୍କ ଲୋକ ହେଇ ନାହାନ୍ତି। ଯଦି କାର୍ଯ୍ୟ ଦ୍ୱାରା ତାହା ହୋଇଥାନ୍ତା ତେବେ ଅନୁଗ୍ରହର କ'ଣ ବା ଅର୍ଥ ହେବ? ତା’ହେଲେ କ’ଣ ହେଲା। BSB BSB: And if it is by grace, then it is no longer by works. Otherwise, grace would no longer be grace.
7 UDB ଇଶ୍ରାୟେଲର ଲୋକେ ଯାହା ପାଇଁ ପରମେଶ୍ୱରଙ୍କଠାରେ ଧାର୍ମିକ ହେବା ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହେଲେ ନାହିଁ। କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ବଛା ଯାଇଥିବା ଲୋକେ ଧାର୍ମିକ ହେଲେ। ଅନ୍ୟ ସମସ୍ତେ ଜଡ ହୋଇ ପରମେଶ୍ୱରଙ୍କ କଥା ଶୁଣିବା ପାଇଁ ମନା କଲେ। BSB BSB: What then? What Israel was seeking, it failed to obtain, but the elect did. The others were hardened,
8 UDB ଶାସ୍ତ୍ରରେ ଯେପରି ଯିଶାଇୟ ଏପରି ଲେଖି ଅଛିନ୍ତି: “ଈଶ୍ୱର ସେମାନଙ୍କ ନିମନ୍ତେ ଝୁଣ୍ଟିବାର କାରଣ ହେଲେ। ସେମାନେ ଖ୍ରୀଷ୍ଟଙ୍କ ସତ୍ୟତା ବିଷୟରେ ଜ୍ଞାତ ହେବାରେ ସକ୍ଷମ ହେବେ, କିନ୍ତୁ ସେମନେ ହୋଇପାରନ୍ତି ନାହିଁ।” ଯେତେବେଳେ ସେ କହନ୍ତି ସେମାନେ ଈଶ୍ୱରଙ୍କ ବାଧ୍ୟ ହେବା ଉଚିତ୍, କିନ୍ତୁ ସେମାନେ ହୁଅନ୍ତି ନାହିଁ। ଦିବସ ପ୍ରାରମ୍ଭରେ ଏହିପରି ଯେ ହେବା। BSB BSB: as it is written: “God gave them a spirit of stupor, eyes that could not see, and ears that could not hear, to this very day.”
9 UDB ଦାଉଦ କ’ଣ କହିଥିଲେ ଯିହୁଦୀ ସ୍ମରଣ କରାଇଦିଅନ୍ତି: “ଯେତେବେଳେ ସେ ଈଶ୍ୱରଙ୍କୁ ମାଗନ୍ତି ଶତ୍ରୁମାନଙ୍କୁ ଦୁର୍ବଳ ବୁଦ୍ଧି ଦିଅନ୍ତୁ: ସେମାନଙ୍କୁ ନିର୍ବୁଦ୍ଧି କରାନ୍ତୁ, ଯେପରି ପଶୁଗୁଡିକ ଯେ ଜାଲ ବା ଫାନ୍ଦରେ ପଡନ୍ତି! ସେମାନେ ଅନୁଭବ କରନ୍ତି ଯେ ସୁରକ୍ଷାରେ ଅଛୁ ଯଦି ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି, ପୁଣି ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିରୋଧ ସ୍ୱରୂପ ହେଉ। BSB BSB: And David says: “May their table become a snare and a trap, a stumbling block and a retribution to them.
10 UDB ସତ୍ୟକୁ ଦେଖି ନ ପାରିବା ପାଇଁ ସେମାନଙ୍କର ଆଖି ଅନ୍ଧ ହୋଇଯାଉ। ସେମାନେ ସର୍ବଦା ଦୁଃଖଗ୍ରସ୍ତ ହେଉନ୍ତୁ।" BSB BSB: May their eyes be darkened so they cannot see, and their backs be bent forever.”
11 UDB ତା’ହେଲେ ମୁଁ କହୁଛି: ଯିହୁଦୀମାନଙ୍କର ପତନ ସେମାନଙ୍କୁ ନଷ୍ଟ କରିଥିଲା କି? ବରଂ ସେମାନଙ୍କର ଭୁଲ୍ ଅଣଯିହୁଦୀମାନଙ୍କ ଲାଗି ମୁକ୍ତି ଆଣିଲା। ଏହା ଦ୍ୱାରା ଯିହୁଦୀମାନଙ୍କ ଭିତରେ ଉତ୍ସାହ ଭାବ ଜାଗ୍ରତ ହେଲା। BSB BSB: I ask then, did they stumble so as to fall beyond recovery? Certainly not! However, because of their trespass, salvation has come to the Gentiles to make Israel jealous.
12 UDB ଯିହୁଦୀମାନଙ୍କର ତ୍ରୁଟି ଏହି ସଂସାର ପାଇଁ ଆଶୀର୍ବାଦର ଧନ ସ୍ୱରୂପ ହେଲା, ସେମାନେ ଯାହା ହରାଇଲେ, ତାହା ଅଣଯିହୁଦୀମାନଙ୍କ ପାଇଁ ଆଶୀର୍ବାଦର ଧନ ଆଣି ଦେଲା। ତେଣୁ ପରମେଶ୍ୱର ଯାହା ଚାହୁଁଛନ୍ତି ସେହି ଅନୁସାରେ ପୂର୍ଣ୍ଣ ସଂଖ୍ୟକ ଯିହୁଦୀମାନେ ଯେତେବେଳେ ଚାଲିବେ, ସେତେବେଳେ ସଂସାର ନିଶ୍ଚିତ ରୂପେ ଅଧିକ ମାତ୍ରାରେ ଆଶୀର୍ବାଦ ଧନ ପ୍ରାପ୍ତ କରିବ! BSB BSB: But if their trespass means riches for the world, and their failure means riches for the Gentiles, how much greater riches will their fullness bring!
13 UDB ଏବେ ମୁଁ ଅଣଯିହୁଦୀମାନଙ୍କ ପାଇଁ କହୁଛି। କାରଣ ମୁଁ ବିଶେଷ ଭାବରେ ଅଣଯିହୁଦୀମାନଙ୍କ ନିକଟକୁ ପ୍ରେରିତ ହୋଇଛି। ମୁଁ ପୂର୍ଣ୍ଣ ମନ ପ୍ରାଣରେ ଏହି କାମ କରିବି। BSB BSB: I am speaking to you Gentiles. Inasmuch as I am the apostle to the Gentiles, I magnify my ministry
14 UDB ମୁଁ ଆଶା କରେ ଯେ ନିଜ ଲୋକମାନଙ୍କ ଭିତରେ ଉଦ୍ୟୋଗ ଆଣି ତାହାଙ୍କ ଭିତରୁ କେତେକ ଲୋକଙ୍କୁ ଉଦ୍ଧାର କରି ପାରିବି। BSB BSB: in the hope that I may provoke my own people to jealousy and save some of them.
15 UDB ଯିହୁଦୀମାନଙ୍କୁ ପରମେଶ୍ୱର ଅଗ୍ରାହ୍ୟ କରି ଦେଲାପରେ, ସେ ଜଗତର ଅନ୍ୟଲୋକମାନଙ୍କ ସହିତ ମୈତ୍ରୀ କଲେ। ଅତଏବ, ଯିହୂଦାମାନଙ୍କୁ ପୁନଃଗ୍ରହଣ କରିବା ଅର୍ଥ ଜଗତର ଅନ୍ୟଲୋକମାନଙ୍କ ପାଇଁ ମୃତ୍ୟୁରୁ ପୁନର୍ଜୀବନ ଆଣିବା। BSB BSB: For if their rejection is the reconciliation of the world, what will their acceptance be but life from the dead?
16 UDB ଆମ୍ଭ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ୱରଙ୍କୁ ସମର୍ପଣ କରାଯାଏ, ତା’ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚେର ପବିତ୍ର, ତା’ହେଲେ ସେହି ଗଛର ସମସ୍ତ ଡାଳ ମଧ୍ୟ ପବିତ୍ର। BSB BSB: If the first part of the dough is holy, so is the whole batch; if the root is holy, so are the branches.
17 UDB ଧରି ନିଅ ଗୋଟିଏ ଜୀତ ବୃକ୍ଷର ଶାଖାଗୁଡିକ ଭାଙ୍ଗି ଯାଇଛି। ଗୋଟିଏ ଅନ୍ୟ ଜଙ୍ଗଲୀ ଜୀତଗଛର ଶାଖାଗୁଡିକ ଆଣି ପ୍ରଥମ ଗଛ ସହିତ ସଂଯୁକ୍ତ କରାହେଲା। ତୁମ୍ଭେ ଅଣଯିହୁଦୀମାନେ ସେହି ଜଙ୍ଗଲୀ ଜୀତ ଗଛ ଭଳି, ତୁମ୍ଭେମାନେ ସେହି ପ୍ରଥମ ଗଛମାନଙ୍କଠାରୁ ଶକ୍ତି ଓ ଜୀବନ ପ୍ରାପ୍ତ ହେଉଛ। BSB BSB: Now if some branches have been broken off, and you, a wild olive shoot, have been grafted in among the others to share in the nourishment of the olive root,
18 UDB ସେଥିପାଇଁ, ପ୍ରଥମ ଗଛର ସେ ଭଙ୍ଗା ଡାଳ ଗୁଡିକ ନିମନ୍ତେ ତୁମ୍ଭମାନଙ୍କର ଗର୍ବ କରିବାର କୌଣସି କାରଣ ନାହିଁ। କାରଣ ତୁମ୍ଭେମାନେ ପ୍ରଥମ ଗଛର ଚେରକୁ ଜୀବନ ପ୍ରଦାନ କରୁ ନାହିଁ, ବରଂ ସେହି ଚେର ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରୁଛି। BSB BSB: do not boast over those branches. If you do, remember this: You do not support the root, but the root supports you.
19 UDB ତୁମ୍ଭେମାନେ କହି ପାର," ସେ ଗଛର ଡାଳ ଗୁଡିକ ଭାଙ୍ଗି ପଡିବାରୁ ମୁଁ ତା' ସହିତ ସଂଯୁକ୍ତ ହେଲି। BSB BSB: You will say then, “Branches were broken off so that I could be grafted in.”
20 UDB ଏହା ସତ୍ୟ କିନ୍ତୁ ସେ ଡାଳ ଗୁଡିକ ଭାଙ୍ଗି ପଡିବାର କାରଣ ହେଉଛି ସେମାନଙ୍କର ଅବିଶ୍ୱାସ। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସ ହେତୁ ସେହି ଗଛର ଅଂଶୀ ହୋଇ ପାରିଛ। ଅତଏବ ଗର୍ବ କରିବା ପରିବର୍ତ୍ତେ ଭୟ କରିବା ଦରକାର। BSB BSB: That is correct: They were broken off because of unbelief, but you stand by faith. Do not be arrogant, but be afraid.
21 UDB ବିଶ୍ୱାସ ନ କରିବା ହେତୁ ଯଦି ପରମେଶ୍ୱର ପ୍ରଥମ ଗଛର ଶାଖାଗୁଡିକୁ ଭାଙ୍ଗି ଦେଲେ, ତା’ହେଲେ ତୁମ୍ଭେମାନେ ମଧ୍ୟ ବିଶ୍ୱାସ ନ ରଖି ପାରିଲେ ପରମେଶ୍ୱର ତୁମ୍ଭମାନଙ୍କୁ ବିଛିନ୍ନ କରିଦେବ। BSB BSB: For if God did not spare the natural branches, He will certainly not spare you either.
22 UDB ଅତଏବ ବୁଝିବା ଦରକାର ଯେ, ପରମେଶ୍ୱର ଅତି ଦୟାଳୁ, କିନ୍ତୁ ସେ ଅତି କଠୋର ମଧ୍ୟ ହୋଇପାରିବେ। ପରମେଶ୍ୱର ତାହାଙ୍କୁ ଅନୁସରଣ ନ କରୁଥିବା ଲୋକମାନଙ୍କୁ ଦଣ୍ତ ଦିଅନ୍ତି, କିନ୍ତୁ ତୁମ୍ଭେମାନେ ତାହାଙ୍କ ଅନୁଗ୍ରହରେ ରହିଲେ ସେ, ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତି। ଅନ୍ୟ ପକ୍ଷରେ ଯଦି ତୁମ୍ଭେମାନେ ତାହାଙ୍କୁ ଅନୁସରଣ ନ କର ତା’ହେଲେ ତୁମ୍ଭମାନଙ୍କ ମଧ୍ୟ କଟାଯାଇ ଫିଙ୍ଗି ଦିଆଯିବ। BSB BSB: Take notice, therefore, of the kindness and severity of God: severity to those who fell, but kindness to you, if you continue in His kindness. Otherwise you also will be cut off.
23 UDB ଯିହୁଦୀମାନେ ଯଦି ପୁନଃ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି, ତା’ହେଲେ ସେ ଯିହୁଦୀମାନଙ୍କୁ ପୁନଃ ଗ୍ରହଣ କରି ନେବେ। ସେମାନଙ୍କୁ ନିଜ ପୂର୍ବ ସ୍ଥାନ ଦେବା ପାଇଁ ପରମେଶ୍ୱର ସମର୍ଥ ହେବେ। BSB BSB: And if they do not persist in unbelief, they will be grafted in, for God is able to graft them in again.
24 UDB ତୁମ୍ଭେମାନେ ଜଙ୍ଗଲୀ ଜୀତଗଛର କଟାଯାଇଥିବା ଶାଖା। ତୁମ୍ଭେମାନେ ଭଲ ଜୀତଗଛ ସହିତ ସଂଯୁକ୍ତ ହୋଇଛ। କିନ୍ତୁ ଏହା ସ୍ୱାଭାବିକ। ଅତଏବ, ସେହି ଯିହୁଦୀମାନେ ପ୍ରକୃତରେ ନିଜର ବୃକ୍ଷ ସହିତ ପୁନର୍ବାର ସଂଯୁକ୍ତ ହୋଇପାରିବେ। BSB BSB: For if you were cut from a wild olive tree, and contrary to nature were grafted into one that is cultivated, how much more readily will these, the natural branches, be grafted into their own olive tree!
26 UDB ଏହି ଭଳି ସମଗ୍ର ଇଶ୍ରାୟେଲ ଉଦ୍ଧାର ପାଇବ। ଶାସ୍ତ୍ରରେ ଲେଖାଯାଇଥିବା ବାକ୍ୟ ସତ୍ୟ ହେବ: “ଯେକେହି ଯେ ତା’ଙ୍କ ଲୋକମାନଙ୍କୁ ଉଦ୍ଧାର କରନ୍ତି ଯେଉଁଠାରେ ଈଶ୍ୱର ଯିହୁଦୀମାନଙ୍କ ମଧ୍ୟରେ ଅଛନ୍ତି। ସେ ସମଗ୍ର ଇଶ୍ରାୟେଲ ଲୋକଙ୍କର ପାପଗୁଡିକୁ କ୍ଷମା କରିବେ BSB BSB: And so all Israel will be saved, as it is written: “The Deliverer will come from Zion; He will remove godlessness from Jacob.
27 UDB ଓ ପରମେଶ୍ୱର କୁହନ୍ତି ଆମ୍ଭେ ସେହି ଲୋକମାନଙ୍କର ପାପଗୁଡିକୁ ହରଣ କଲା ପରେ ଏହି ଚୁକ୍ତି କରିବା ଓ ଏହା ଦ୍ୱାରା ଆମ୍ଭେ ସେମାନଙ୍କର ପାପ ସକଳ କ୍ଷମା କରିବା।” BSB BSB: And this is My covenant with them when I take away their sins.”
29 UDB ପରମେଶ୍ୱର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡିକ ଦିଅନ୍ତି; ସେମାନଙ୍କ ପ୍ରତି ପରମେଶ୍ୱର ନିଜର ମନ କେବେ ହେଲେ ପରିବର୍ତ୍ତନ କରନ୍ତି ନାହିଁ। BSB BSB: For God’s gifts and His call are irrevocable.
30 UDB ଆଗରୁ ତୁମ୍ଭେମାନେ ଅଣଯିହୁଦୀମାନେ ପରମେଶ୍ୱରଙ୍କୁ ଅବଜ୍ଞା କରୁଥିଲ। କିନ୍ତୁ ବର୍ତ୍ତମାନ ଯିହୁଦୀମାନଙ୍କର ଅବଜ୍ଞାର ଫଳସ୍ୱରୂପ, ତୁମ୍ଭେମାନେ ଅନୁଗ୍ରହ ପ୍ରାପ୍ତ ହୋଇଅଛ। BSB BSB: Just as you who formerly disobeyed God have now received mercy through their disobedience,
31 UDB ଏବେ ଯିହୁଦୀମାନେ ଅବଜ୍ଞା କରୁଛନ୍ତି, କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ଅନୁଗ୍ରହ କରୁଛନ୍ତି। କିନ୍ତୁ ଏହା ଘଟିଲା, ଯେ ହେତୁ ସେମାନେ ମଧ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରି ପାରିବେ। BSB BSB: so they too have now disobeyed, in order that they too may now receive mercy through the mercy shown to you.
32 UDB ସବୁ ଲୋକେ ପରମେଶ୍ୱରଙ୍କୁ ଅବଜ୍ଞା କରୁଛନ୍ତି। ସମସ୍ତଙ୍କୁ ସେ ଅବାଧ୍ୟ ସ୍ଥିତିରେ ପକାଇଛନ୍ତି ଯେପରି ସେ ସମସ୍ତଙ୍କୁ ଦୟା ଦେଖାଇ ପାରିବେ। BSB BSB: For God has consigned everyone to disobedience so that He may have mercy on everyone.
34 UDB ଶାସ୍ତ୍ର କୁହେ: କେହି ହେଲେ ପରମେଶ୍ୱରଙ୍କ ପଥ ସବୁ ବୁଝି ପାରିବେ ନାହିଁ। BSB BSB: “Who has known the mind of the Lord? Or who has been His counselor?”
35 UDB "କିଏ କେବେ ହେଲେ ପରମେଶ୍ୱରଙ୍କୁ କ’ଣ ବା ଦେଇଛି? ଯେ ତାହାଙ୍କୁ ଉପକାର ବଦଳେ କିଛି ଫେରାଇଦେବ।" BSB BSB: “Who has first given to God, that God should repay him?”
36 UDB ପରମେଶ୍ୱର ସମସ୍ତ ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ବିଷୟ ତାହାଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ରହିଛି। ତାହାଙ୍କର ଗୌରବ ସର୍ବଦା ହେଉ। ଆମେନ୍। BSB BSB: For from Him and through Him and to Him are all things. To Him be the glory forever! Amen.
Select verses for actions: Enter goes to them and Escape comes back.