1 UDB ମୋର ସହବିଶ୍ୱାସୀ ଭାଇ ଓ ଭଉଣୀମାନେ, ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛି ଓ ଏକାନ୍ତ ଭାବରେ ଇଚ୍ଛା କରୁଛି ଯେ ସେ ମୋର ଯିହୁଦୀ ଲୋକେମାନେ ରକ୍ଷା ପାଆନ୍ତୁ। BSB BSB: Brothers, my heart’s desire and prayer to God for the Israelites is for their salvation.
2 UDB ମୁଁ ବିଶ୍ୱାସ ପୂର୍ବକ ସେମାନଙ୍କ ବିଷୟରେ କହିପାରେ, ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଅନୁକରଣ କରିବା ପାଇଁ ଚାହାନ୍ତି କିନ୍ତୁ ଠିକ୍ ବାଟ ଜାଣନ୍ତି ନାହିଁ। BSB BSB: For I testify about them that they are zealous for God, but not on the basis of knowledge.
3 UDB ସେମାନେ ଜାଣି ନ ଥିଲେ ଯେ, ପରମେଶ୍ୱର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କହନ୍ତି। ସେମାନେ ଧାର୍ମିକ ହେବା ପାଇଁ ନିଜର ଉପାୟ ଦ୍ୱାରା ଚେଷ୍ଟା କଲେ। ଅତଏବ ସେମାନେ ପରମେଶ୍ୱରଙ୍କ ଧାର୍ମିକତାର ମାର୍ଗ ଅନୁସରଣ କଲେ ନାହିଁ। BSB BSB: Because they were ignorant of God’s righteousness and sought to establish their own, they did not submit to God’s righteousness.
4 UDB ଖ୍ରୀଷ୍ଟ ବ୍ୟବସ୍ଥାକୁ ସିଦ୍ଧତା ସହ ପାଳନ କଲେ ଯେପରି, ତାହାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇପାରିବ। ତହିଁରେ ସେ ବଞ୍ଚିବ। BSB BSB: For Christ is the end of the law, to bring righteousness to everyone who believes.
5 UDB ବ୍ୟବସ୍ଥା ପାଳନ ଦ୍ୱାରା ଧାର୍ମିକ ହେବା ବିଷୟରେ ମୋଶା କହିଛନ୍ତି:" ଯେଉଁ ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ଜୀବନ ପାଇବା ପାଇଁ ଚେଷ୍ଟା କରେ, ସେ ନିଜର କାର୍ଯ୍ୟ ବ୍ୟବସ୍ଥା ଅନୁସାରେ କରିବା ଆବଶ୍ୟକ। BSB BSB: For concerning the righteousness that is by the law, Moses writes: “The man who does these things will live by them.”
6 UDB କିନ୍ତୁ ବିଶ୍ୱାସ ଦ୍ୱାରା ଧାର୍ମିକ ହେବା ବିଷୟରେ ଶାସ୍ତ୍ର ଏହିପରି କୁହେ: "ନିଜେ ନିଜକୁ ପଚାର ନାହିଁ ଯେ 'ସ୍ୱର୍ଗକୁ କିଏ ଯିବ?"'(ଅର୍ଥାତ୍" କିଏ ସ୍ୱର୍ଗରୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଆଣିବ?" BSB BSB: But the righteousness that is by faith says: “Do not say in your heart, ‘Who will ascend into heaven?’ (that is, to bring Christ down)
7 UDB ଓ" ଏପରି କୁହ ନାହିଁ ଯେ, 'ପାତାଳକୁ କିଏ ଯିବ?"' (ଅର୍ଥାତ୍" ମୃତମାନଙ୍କ ଭିତରୁ ଖ୍ରୀଷ୍ଟଙ୍କୁ ଉପରକୁ କିଏ ଆଣିବ?" BSB BSB: or, ‘Who will descend into the Abyss?’ (that is, to bring Christ up from the dead).”
8 UDB ଆଉ ତା’ପରିବର୍ତ୍ତେ, ଯେଉଁମାନେ ଖ୍ରୀଷ୍ଟରେ ବିଶ୍ୱାସ କରନ୍ତି ଯାହା ମୋଶାଙ୍କ ଶାସ୍ତ୍ରରୁ ସେମାନେ କୁହନ୍ତି: "ପରମେଶ୍ୱରଙ୍କ ଶିକ୍ଷା ତୁମ୍ଭ ପାଖରେ ଅଛି; ଏହା ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛି।" ଆମ୍ଭେ ଘୋଷଣା କରୁଥିବା ସେହି ଶିକ୍ଷାଟି ହେଉଛି ଲୋକମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଉଚିତ୍। BSB BSB: But what does it say? “The word is near you; it is in your mouth and in your heart,” that is, the word of faith we are proclaiming:
9 UDB ଯଦି ତୁମ୍ଭେ ନିଜ ମୁହଁରେ କୁହ, "ଯୀଶୁ ପ୍ରଭୁ ଅଟନ୍ତି," ଓ ତୁମ୍ଭର ହୃଦୟରେ ବିଶ୍ୱାସ କରେ ଯେ, ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ଉଠାଇ ଆଣିଥିଲେ; ତେବେ ତୁମ୍ଭେ ଉଦ୍ଧାର ପାଇଯିବ। BSB BSB: that if you confess with your mouth, “Jesus is Lord,” and believe in your heart that God raised Him from the dead, you will be saved.
10 UDB ହୃଦୟରେ ବିଶ୍ୱାସ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଉ ପୁଣି ମୁଖ ଦ୍ୱାରା ଯୀଶୁ, ପ୍ରଭୁ ଅଟନ୍ତି ବୋଲି ସର୍ବସାକ୍ଷାତରେ ଯେ ପ୍ରକାଶ କରେ- ପରମେଶ୍ୱର ସେମାନଙ୍କୁ ଉଦ୍ଧାର କରିବେ। BSB BSB: For with your heart you believe and are justified, and with your mouth you confess and are saved.
11 UDB ଏହା ଖ୍ରୀଷ୍ଟଙ୍କ ବିଷୟରେ ଶାସ୍ତ୍ରରେ ଲିଖିତ ଅଛି: "ଯିଏ ତାହାଙ୍କୁ (ଖ୍ରୀଷ୍ଟଙ୍କୁ) ବିଶ୍ୱାସ କରେ ସେ ଲଜ୍ଜିତ ବା ହତୋତ୍ସାହ ହେବ ନାହିଁ। BSB BSB: It is just as the Scripture says: “Anyone who believes in Him will never be put to shame.”
12 UDB ଏଠାରେ "ଯିଏ"ର ଅର୍ଥ ଯିହୁଦୀ ଓ ଅଣଯିହୁଦୀମାନଙ୍କ ଭିତରେ ଭେଦ ନ ଥିବା ସୂଚାଏ। ସମସ୍ତ ଲୋକଙ୍କର ଜଣେ ହିଁ ପ୍ରଭୁ ଯେଉଁ ଲୋକେ ତାହାଙ୍କୁ ବିଶ୍ୱାସ କରନ୍ତି, ସେ ସେମାନଙ୍କୁ ଅନେକ ଆଶୀର୍ବାଦ କରନ୍ତି ଯିଏ ତା’ଙ୍କୁ ଆଶିଷ ମାଗେ। BSB BSB: For there is no difference between Jew and Greek: The same Lord is Lord of all, and gives richly to all who call on Him,
14 UDB କିନ୍ତୁ ଲୋକେ ବିଶ୍ୱାସ କଲା ପରେ ହିଁ ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକି ପାରିବେ। ତାହାଙ୍କ ବିଷୟରେ ଶୁଣି ସାରିଲା ପରେ ହିଁ, ଲୋକେ ତାହାଙ୍କ ବିଷୟରେ ବିଶ୍ୱାସ କରି ପାରିବେ। କିଏ ଜଣେ ସେମାନଙ୍କୁ କହିଲା ପରେ ହିଁ ଲୋକେ ତାହାଙ୍କ ବିଷୟରେ ଶୁଣି ପାରିବେ। BSB BSB: How then can they call on the One in whom they have not believed? And how can they believe in the One of whom they have not heard? And how can they hear without someone to preach?
15 UDB ଖ୍ରୀଷ୍ଟଙ୍କ ବିଷୟରେ ଯେ ପ୍ରଚାର କରିବ, ତାଙ୍କୁ ଈଶ୍ୱର ନ ପଠାଇଲେ ସେମାନେ କେବେ ମଧ୍ୟ ଏପରି କରିପାରିବେ ନାହିଁ। "ସୁସମାଚାର ଦେବା ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ” ଶାସ୍ତ୍ରର ଏହି ବାକ୍ୟ ସଫଳ ହେବ, ଯେତେବେଳେ ବିଶ୍ୱାସୀମାନେ ସେମାନଙ୍କ ନିକଟରେ ଏହା ପ୍ରଚାର କରିବେ। BSB BSB: And how can they preach unless they are sent? As it is written: “How beautiful are the feet of those who bring good news!”
16 UDB ମାତ୍ର ସମସ୍ତେ ସୁସମାଚାରକୁ ଗ୍ରହଣ କରି ନାହାନ୍ତି। ଯିଶାଇୟ କହନ୍ତି:" ହେ ପ୍ରଭୁ, ଆମ୍ଭ ଉପଦେଶ ଗୁଡିକ କିଏ କ'ଣ ବିଶ୍ୱାସ କଲା? BSB BSB: But not all of them welcomed the good news. For Isaiah says, “Lord, who has believed our message?”
17 UDB ସୁସମାଚାର ଶୁଣିଲେ ବିଶ୍ୱାସ ହୁଏ ଓ ଜଣେ କିଏ ଖ୍ରୀଷ୍ଟଙ୍କ ବିଷୟରେ କହିଲେ ଲୋକେ ଶୁଣନ୍ତି। BSB BSB: Consequently, faith comes by hearing, and hearing by the word of Christ.
18 UDB କିନ୍ତୁ ମୁଁ ପଚାରୁଛି: "କ’ଣ ଲୋକେ ସୁସମାଚାର ଶୁଣି ନାହାନ୍ତି?" ହଁ ସେମାନେ ଶୁଣିଛନ୍ତି। ଶାସ୍ତ୍ର କୁହେ: “ସମଗ୍ର ପୃଥିବୀର ଲୋକମାନେ ସୃଷ୍ଟିକୁ ଦେଖି ଈଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି।” BSB BSB: But I ask, did they not hear? Indeed they did: “Their voice has gone out into all the earth, their words to the ends of the world.”
19 UDB ପୁନର୍ବାର ମୁଁ ପଚାରୁଅଛି: “କ’ଣ ଇଶ୍ରାୟେଲର ଲୋକେ ବୁଝି ପାରି ନ ଥିଲେ?” ହଁ ସେମାନେ ବୁଝି ଥିଲେ। ପ୍ରଥମେ ମୋଶା କହିଛନ୍ତି:”ଆହୁରି ମଧ୍ୟ ଏହା ସତ୍ୟ ଯେ ଇଶ୍ରାୟେଲର ଲୋକମାନେ ଶୁଣିଥିଲେ ଏବଂ ବୁଝିଥିଲେ ମଧ୍ୟ, ମାତ୍ର ସେମାନେ ବିଶ୍ୱାସ କଲେ ନାହିଁ। ମୋଶା ସେମାନଙ୍କୁ ଜାଗ୍ରତ କରି କହିଥିଲେ ଅଣଯିହୂଦୀମାନେ ବିଜାତି ଅଟନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ କେତେଜଣ ମୋତେ ବିଶ୍ୱାସ କରିବେ, ମୁଁ ସେମାନଙ୍କୁ ଆଶୀର୍ବାଦ କରିବି। ତୁମ୍ଭେମାନେ ସେମାନଙ୍କୁ ଇର୍ଷା କରିବ ଓ କ୍ରୋଧିତ ହେବ।” BSB BSB: I ask instead, did Israel not understand? First, Moses says: “I will make you jealous by those who are not a nation; I will make you angry by a nation without understanding.”
20 UDB ଯିଶାଇୟଙ୍କ ଦ୍ୱାରା ଈଶ୍ୱର ଦୃଢଭାବରେ କହିଲେ, “ଅଣଯିହୂଦୀମାନେ ମୋତେ ନ ଜାଣିଲେ ମଧ୍ୟ ମୋତେ ପାଇବେ! ଯେଉଁମାନେ ମୋତେ ପଚାରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେବା।” BSB BSB: And Isaiah boldly says: “I was found by those who did not seek Me; I revealed Myself to those who did not ask for Me.”
21 UDB କିନ୍ତୁ ଇଶ୍ରାୟେଲ ଲୋକଙ୍କ ବିଷୟରେ ପରମେଶ୍ୱର ଏହା କହନ୍ତି, "ଆମ୍ଭେ ଏହି ଲୋକଙ୍କ ପାଇଁ ଦିନ ସାରା ଅପେକ୍ଷା କରିଥିଲେ ମଧ୍ୟ, ସେମାନେ ଆମ୍ଭକୁ ମାନିଲେ ନାହିଁ ଓ ଅନୁସରଣ କଲେ ନାହିଁ।" BSB BSB: But as for Israel he says: “All day long I have held out My hands to a disobedient and obstinate people.”
Select verses for actions: Enter goes to them and Escape comes back.