2 UDB ମୋର ଅଶେଷ ଦୁଃଖ ଅଛି, ଓ ମୁଁ ଯିହୁଦୀମାନଙ୍କ ଲାଗି ଅଧିକ ବେଦନାଗ୍ରସ୍ତ ଅଛି। BSB BSB: I have deep sorrow and unceasing anguish in my heart.
3 UDB ସେମାନେ ମୋର ଭାଇ ଓ ଭଉଣୀ। ସେମାନେ ଏହି ସଂସାରରେ ମୋର ପରିବାର। ମୁଁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ। ମୁଁ ନିଜେ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ହେବା ପାଇଁ ଓ ଖ୍ରୀଷ୍ଟଙ୍କଠାରୁ ପୃଥକ ରହି ଶାପଗ୍ରସ୍ତ ହେବା ନିମନ୍ତେ ଇଚ୍ଛୁକ। BSB BSB: For I could wish that I myself were cursed and cut off from Christ for the sake of my brothers, my own flesh and blood,
5 UDB ସେମାନେ ଆମ ପୂର୍ବପୁରୁଷ ଅବ୍ରହାମ, ଇସହାକ ଏବଂ ଯାକୁବଙ୍କର ବଂଶଧର ଅଟନ୍ତି। ସେମାନେ ସଂସାରରେ ଖ୍ରୀଷ୍ଟଙ୍କ ପରିବାର। ସମସ୍ତ ବିଷୟରେ ଖ୍ରୀଷ୍ଟ ପରମେଶ୍ୱର ଅଟନ୍ତି। ତାହାଙ୍କୁ ସର୍ବଦା ପ୍ରଶଂସା କର। BSB BSB: Theirs are the patriarchs, and from them proceeds the human descent of Christ, who is God over all, forever worthy of praise! Amen.
6 UDB ମୁଁ ଯିହୁଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ୱର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବୋଲି ନୁହେଁ, କାରଣ ଇଶ୍ରାୟେଲର କେବଳ ଅଳ୍ପ କିଛି ଲୋକ ହିଁ ପ୍ରକୃତରେ ପରମେଶ୍ୱରଙ୍କର ଲୋକ। BSB BSB: It is not as though God’s word has failed. For not all who are descended from Israel are Israel.
7 UDB ଅବ୍ରହାମଙ୍କ କେବଳ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତରେ ପରମେଶ୍ୱରଙ୍କର ସନ୍ତାନ। ଅବ୍ରହାମଙ୍କୁ ପରମେଶ୍ୱର କହିଥିଲେ: "ଇସ୍ହାକ ଦ୍ୱାରା ତୁମ୍ଭର ବିଧି ସଙ୍ଗତ ବଂଶବୃଦ୍ଧି ହେବ, ଯାହାକୁ ତୁମ୍ଭର ବଂଶଗତଙ୍କର ପ୍ରକୃତ ପିତା ଭାବେ ବିଚାର କରିବି।” BSB BSB: Nor because they are Abraham’s descendants are they all his children. On the contrary, “Through Isaac your offspring will be reckoned.”
8 UDB ଏହାର ଅର୍ଥ ଯେ ଅବ୍ରହାମଙ୍କ ବଂଶର ସମସ୍ତେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ ନୁହନ୍ତି। କେବଳ ଯେଉଁମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା ପରମେଶ୍ୱରଙ୍କ ସନ୍ତାନ ହୋଇଥିଲେ ସେହିମାନେ ଅବ୍ରହାମଙ୍କ ପ୍ରକୃତ ସନ୍ତାନ ହେଲେ। BSB BSB: So it is not the children of the flesh who are God’s children, but it is the children of the promise who are regarded as offspring.
9 UDB ଦାଉଦ କ’ଣ କହିଥିଲେ ଯିହୁଦୀମାନେ ମନେ ପକାଇଦିଅନ୍ତି, ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି ପୁଣି ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧ ସ୍ୱରୂପ ହେଉ। BSB BSB: For this is what the promise stated: “At the appointed time I will return, and Sarah will have a son.”
10 UDB କେବଳ ଏତିକି ନୁହେଁ। ଆମ୍ଭର ପୂର୍ବ ପୁରୁଷ ଇସ୍ହାକଙ୍କଠାରୁ ରିବିକା ଯାଆଁଳା ସନ୍ତାନ ଲାଭ କରିଥିଲେ। BSB BSB: Not only that, but Rebecca’s children were conceived by one man, our father Isaac.
11 UDB ଦୁଇଟି ପୁତ୍ର ଜନ୍ମ ହେବା ପୂର୍ବରୁ ଓ ସେମାନେ କୌଣସି ଭଲ ବା ମନ୍ଦ କାମ କରି ନ ଥିବା ପୂର୍ବରୁ ପରମେଶ୍ୱର ରିବିକାକୁ କହିଥିଲେ, ବଡ ପୁତ୍ରଟି ସାନଟିର ସେବା କରିବ। ପରମେଶ୍ୱରଙ୍କ ମନୋନୟନ ତାହାଙ୍କ ଯୋଜନା ଉପରେ ଆଧାରିତ ଥିଲା ଓ ସେହି କାରଣରୁ ଯାହା ସେ ଚାହିଁ ଥିଲେ ତାହା ହେଲା। BSB BSB: Yet before the twins were born or had done anything good or bad, in order that God’s plan of election might stand,
12 UDB ପରମେଶ୍ୱର ଯଥାର୍ଥ ବାକ୍ୟରୁ କହିଲେ, ପରମେଶ୍ୱର ରିବିକାଙ୍କୁ କହିଲେ, “ପ୍ରଥା ଅନୁସାରେ ବଡ ସାନର ସେବା କରିବ।” ପରମେଶ୍ୱର ଏହି କ୍ରମଟି କହିଲେ ଯାହା ଆମ୍ଭେ ଏହା ଜାଣୁ: ଯେତେବେଳେ ସେ କିଛି କରିବାକୁ ଯୋଜନା କରନ୍ତି, ତେବେ ସେ ଲୋକଙ୍କୁ ବାଛନ୍ତି କାରଣ ସେ ସେମାନଙ୍କୁ ପସନ୍ଦ କରନ୍ତି, ଏହି କାରଣରୁ ନୁହଁ ଯେ ସେମାନେ କିଛି ତା’ଙ୍କ ନିମନ୍ତେ କରିଛନ୍ତି। BSB BSB: not by works but by Him who calls, she was told, “The older will serve the younger.”
13 UDB ଏହା ଠିକ୍ ସେହିପରି ଯାହା ଈଶ୍ୱର ଶାସ୍ତ୍ରରେ କୁହନ୍ତି: "ମୁଁ ସାନଭାଇ ଯାକୁବକୁ ବାଛିଲି କିନ୍ତୁ, ଏଷୌ, ବଡଭାଇକୁ ପରିତ୍ୟାଗ କଲେ। BSB BSB: So it is written: “Jacob I loved, but Esau I hated.”
14 UDB ତା'ହେଲେ ଏ ବିଷୟରେ ଆମ୍ଭେ କ’ଣ କହିବା, “କ'ଣ ପରମେଶ୍ୱର କୌଣସି ନିର୍ଦ୍ଧିଷ୍ଟ ଲୋକଙ୍କୁ ପସନ୍ଦ କରିବାରେ ଅବିଚାର କରନ୍ତି କି?” ମୁଁ ଉତ୍ତର ଦେଇଥାଏ, “ସେ ନିଶ୍ଚିତରୂପେ ଅବିଚାରକ ନୁହନ୍ତି!” BSB BSB: What then shall we say? Is God unjust? Certainly not!
15 UDB ନା, ଆମ୍ଭେ ଏପରି କହି ପାରିବା ନାହିଁ। ପରମେଶ୍ୱର ମୋଶାଙ୍କୁ କହିଥିଲେ, "ଆମ୍ଭେ ଯାହାକୁ ଦୟା କରିବା ପାଇଁ ଇଚ୍ଛା କରିବା, ଆମ୍ଭେ ତାହା ପ୍ରତି ଦୟା ଦେଖାଇବା। ଆମ୍ଭେ ଯାହାକୁ କରୁଣା ଦେଖାଇବା ପାଇଁ ଇଚ୍ଛା କରିବା ଆମ୍ଭେ ତାହାକୁ କରୁଣା ଦେଖାଇବା। BSB BSB: For He says to Moses: “I will have mercy on whom I have mercy, and I will have compassion on whom I have compassion.”
16 UDB ଅତଏବ, ପରମେଶ୍ୱରଙ୍କ ଦୟା ଉପରେ ଏହା ନିର୍ଭର କରେ, ଜଣେ ଲୋକର ଇଚ୍ଛା ବା ଚେଷ୍ଟା ଉପରେ ନୁହେଁ। ତା’ପରିବର୍ତ୍ତେ, ସେ ଲୋକମାନଙ୍କୁ ପସନ୍ଦ କରନ୍ତି କାରଣ ସେ ନିଜେ ଅଯୋଗ୍ୟମାନଙ୍କ ଉପରେ ଦୟା କରନ୍ତି। BSB BSB: So then, it does not depend on man’s desire or effort, but on God’s mercy.
17 UDB ଧର୍ମଶାସ୍ତ୍ରରେ ଯେପରି ପରମେଶ୍ୱର ଫାରୋକୁ କହନ୍ତି:" ଆମ୍ଭେ ଏହି ଏକ ମାତ୍ର ଉଦେଶ୍ୟ ପାଇଁ ତୁମ୍ଭକୁ ରାଜା କରିଛୁ, ଯଦ୍ଦ୍ୱାରା ତୁମ୍ଭ ମାଧ୍ୟମରେ ଆମ୍ଭେ ଆପଣା ଶକ୍ତି ଦେଖାଇପାରିବା। ଅତଏବ ଆମ୍ଭ ନାମ ସମଗ୍ର ବିଶ୍ୱରେ ଘୋଷିତ ହେଉ ବୋଲି ଆମ୍ଭ ଇଚ୍ଛା। BSB BSB: For the Scripture says to Pharaoh: “I raised you up for this very purpose, that I might display My power in you, and that My name might be proclaimed in all the earth.”
18 UDB ଅତଏବ ଯେଉଁମାନଙ୍କୁ ପରମେଶ୍ୱର ଦୟା ଦେଖାଇବାକୁ ଚାହାନ୍ତି ସେମାନଙ୍କୁ ସେ ଦୟା ଦେଖାନ୍ତି ଓ ଯେଉଁମାନଙ୍କୁ ସେ କଠୋର କରିବାକୁ ଚାହାନ୍ତି, ସେମାନଙ୍କୁ ସେ କଠୋର କରନ୍ତି। ଆଉ ଆମ୍ଭେମାନେ ଜାଣୁ ଯେ ସେ ଯାହାକୁ ଅବାଧ୍ୟ କରିବେ ସେ ତାହାକୁ ଅବାଧ୍ୟ କରିବାକୁ ଚାହିବେ, ଯେପରି ଫାରୋ। BSB BSB: Therefore God has mercy on whom He wants to have mercy, and He hardens whom He wants to harden.
19 UDB ତା’ ହେଲେ ତୁମ୍ଭେ ମୋତେ ପ୍ରଶ୍ନ କରି ପାର ଯେ" ସେ ଆମ୍ଭର ଦୋଷ କାହିଁକି ଧରନ୍ତି, ଯେପରି ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯିଏ ଠିଆ ହୋଇଛି, ଯିଏ ପାପ କରେ ଈଶ୍ୱରଙ୍କ ନିମନ୍ତେ ଦଣ୍ଡ ଦେବା କି ଠିକ୍ ନୁହଁ।" BSB BSB: One of you will say to me, “Then why does God still find fault? For who can resist His will?”
20 UDB ତୁମ୍ଭେ କେବଳ ଜଣେ ମଣିଷ। ପରମେଶ୍ୱରଙ୍କୁ ଓଲଟି ପ୍ରଶ୍ନ ପଚାରିବାର ଅଧିକାର ତୁମ୍ଭର ନାହିଁ। ମାଟି କଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ "ତୁମ୍ଭେ ମୋତେ ଏପରି ଭାବେ କାହିଁକି ଗଢିଲ? BSB BSB: But who are you, O man, to talk back to God? Shall what is formed say to Him who formed it, “Why did You make me like this?”
21 UDB କୁମ୍ଭାରର ଅଧିକାର ରହିଛି ଯେ ସେ ମାଟି ପିଣ୍ତୁଳାଟି ନେଇ ବିଶେଷ ପ୍ରୟୋଜନ ନିମନ୍ତେ ଗୋଟିଏ ଓ ସାଧାରଣ ପ୍ରୟୋଜନ ନିମନ୍ତେ ଅନ୍ୟ ପାତ୍ରଟିଏ ତିଆରି କରିବ। BSB BSB: Does not the potter have the right to make from the same lump of clay one vessel for special occasions and another for common use?
22 UDB ଠିକ୍ ସେହିଭଳି ପରମେଶ୍ୱର ମଧ୍ୟ ନିଜର କ୍ରୋଧ ଓ ଶକ୍ତି ପ୍ରଦର୍ଶନ କରିବା ପାଇଁ ଚାହିଁଥିଲେ। ସେ ଖୁବ୍ ଧୈର୍ଯ୍ୟର ସହିତ ତାହାଙ୍କ କ୍ରୋଧ ଓ ବିନାଶ ପାତ୍ରମାନଙ୍କୁ ସହି ନେଇଥିଲେ। BSB BSB: What if God, intending to show His wrath and make His power known, bore with great patience the vessels of His wrath, prepared for destruction?
23 UDB ପରମେଶ୍ୱର ତାହାଙ୍କର ଦୟାପାତ୍ରମାନଙ୍କୁ ନିଜ ମହିମାର ଧନ ଦେଖାଇବା ଲାଗି ଧୈର୍ଯ୍ୟପୂର୍ବକ ଅପେକ୍ଷା କରିଥିଲେ। BSB BSB: What if He did this to make the riches of His glory known to the vessels of His mercy, whom He prepared in advance for glory—
24 UDB ସେମାନଙ୍କୁ ତାହାଙ୍କ ମହିମା ଦେବା ପାଇଁ ପ୍ରସ୍ତୁତ କଲେ। BSB BSB: including us, whom He has called not only from the Jews, but also from the Gentiles?
26 UDB "ଏବଂ ଯେଉଁ ସ୍ଥାନରେ ପରମେଶ୍ୱର କହିଥିଲେ, 'ତୁମ୍ଭେମାନେ ଆମ୍ଭ ଲୋକ ନୁହଁ'- ସେହି ସ୍ଥାନରେ ସେମାନେ ଜୀବିତ ପରମେଶ୍ୱରଙ୍କ ସନ୍ତାନ ବୋଲାଇବେ।" BSB BSB: and, “It will happen that in the very place where it was said to them, ‘You are not My people,’ they will be called ‘sons of the living God.’”
27 UDB ଏବଂ ଇଶ୍ରାୟେଲ ବିଷୟରେ ଯିଶାଇୟ ଘୋଷଣା କରି କୁହନ୍ତି। BSB BSB: Isaiah cries out concerning Israel: “Though the number of the Israelites is like the sand of the sea, only the remnant will be saved.
28 UDB କାରଣ ପ୍ରଭୁ ନିଜ ନ୍ୟାୟ ବଳରେ ବିଚାର କରି ପୃଥିବୀର ଲୋକଙ୍କୁ ଶୀଘ୍ର ଦଣ୍ଡିତ କରିବେ। BSB BSB: For the Lord will carry out His sentence on the earth thoroughly and decisively.”
29 UDB ଯିଶାଇୟ ଆହୁରି ମଧ୍ୟ କହିଥିଲେ,” ଯଦି ସ୍ୱର୍ଗୀୟ ସେନାଗଣଙ୍କର ପ୍ରଭୁ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ବଞ୍ଚିବାକୁ ଦୟା ନ କରିଥାନ୍ତେ, ଆମ୍ଭେମାନେ ସଦୋମ ଓ ଗମୋରାର ସହରଗୁଡିକର ଲୋକମାନଙ୍କ ପରି ଦୟାପ୍ରାପ୍ତ ହୋଇ ନ ଥାନ୍ତୁ; ଯାହାକୁ ସେ ସମ୍ପୂର୍ଣ୍ଣ ଧ୍ୱଂସ କଲେ। BSB BSB: It is just as Isaiah foretold: “Unless the Lord of Hosts had left us descendants, we would have become like Sodom, we would have resembled Gomorrah.”
30 UDB ତା'ହେଲେ ଏସବୁର ଅର୍ଥ କ'ଣ? ଏହାର ଅର୍ଥ ଯେ, ଅଣଯିହୁଦୀମାନେ ପରମେଶ୍ୱରଙ୍କ ନିମନ୍ତେ ଧାର୍ମିକ ହେବା ପାଇଁ ଯତ୍ନଶୀଳ ନୁହନ୍ତି। କିନ୍ତୁ ସେମାନେ ପରମେଶ୍ୱରଙ୍କ ଦ୍ୱାରା ନିଜ ବିଶ୍ୱାସ ହେତୁ ଧାର୍ମିକ ହେଲେ। BSB BSB: What then will we say? That the Gentiles, who did not pursue righteousness, have obtained it, a righteousness that is by faith;
31 UDB ଇଶ୍ରାୟେଲର ଲୋକେ ଧାର୍ମିକ ହେବା ପାଇଁ ବ୍ୟବସ୍ଥା ପାଳନ କରି ମଧ୍ୟ କୃତକାର୍ଯ୍ୟ ହେଲେ ନାହିଁ। BSB BSB: but Israel, who pursued a law of righteousness, has not attained it.
32 UDB କାରଣ ସେମାନଙ୍କର ବିଶ୍ୱାସ ନ ଥିଲା ଯେ ସେମାନେ ନିଜର କାର୍ଯ୍ୟ ଦ୍ୱାରା ଧାର୍ମିକ ହେବା ପାଇଁ ଚେଷ୍ଟା କଲେ ତେଣୁ ସେମାନେ ଝୁଣ୍ଟି ପଡିବା ପଥରରେ ଝୁଣ୍ଟି ପଡିଲେ। BSB BSB: Why not? Because their pursuit was not by faith, but as if it were by works. They stumbled over the stumbling stone,
33 UDB ଧର୍ମଶାସ୍ତ୍ର ସେ ପଥର ବିଷୟରେ କୁହେ:” ଶୁଣ! ମୁଁ ଇଶ୍ରାୟେଲରେ ଜଣକୁ ରଖୁଅଛି ଯିଏକି ଗୋଟିଏ ପଥର ପରି, ଯେଉଁଠାରେ ଲୋକମାନେ ଝୁଣ୍ଟି ପଡିବେ। ସେ ଯାହା କରିବ ଲୋକମାନେ କ୍ରୋଧିତ ହେବେ ତଥାପି ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ଲଜ୍ଜିତ ହେବେ ନାହିଁ। BSB BSB: as it is written: “See, I lay in Zion a stone of stumbling and a rock of offense; and the one who believes in Him will never be put to shame.”
Select verses for actions: Enter goes to them and Escape comes back.