2 UDB ମୁଁ ତୁମ୍ଭକୁ କହୁଛି ପରମେଶ୍ୱରଙ୍କ ଲୋକମାନଙ୍କ ପରି ପ୍ରଭୁଙ୍କଠାରେ ତାହାଙ୍କୁ ଗ୍ରହଣ କର। ତୁମ୍ଭଠାରୁ ତାହାଙ୍କର ଯାହା ଦରକାର, ସେଗୁଡିକ ଦ୍ୱାରା ତାହାଙ୍କୁ ସାହାଯ୍ୟ କର। ସେ ମୋତେ ଓ ଅନ୍ୟ ଅନେକ ଲୋକଙ୍କୁ ବହୁତ ସାହାଯ୍ୟ କରିଛନ୍ତି। BSB BSB: Welcome her in the Lord in a manner worthy of the saints, and assist her with anything she may need from you. For she has been a great help to many people, including me.
3 UDB ପ୍ରୀସ୍କା ଓ ଆକ୍ୱିଲାଙ୍କୁ ମୋର ନମସ୍କାର। ସେମାନେ ଖ୍ରୀଷ୍ଟ ଯୀଶୁଙ୍କ କାମରେ ମୋର ସହକର୍ମୀ ଅଟନ୍ତି। BSB BSB: Greet Prisca and Aquila, my fellow workers in Christ Jesus,
4 UDB ସେମାନେ ମୋ’ର ଜୀବନ ରକ୍ଷା ଲାଗି ନିଜ ଜୀବନ ଦେଇ ମୃତ୍ୟୁବରଣ କରିବାକୁ ଇଛୁକ ଥିଲେ। ମୁଁ ସେମାନଙ୍କ ପ୍ରତି କୃତଜ୍ଞ। କେବଳ ମୁଁ ନୁହେଁ ସମସ୍ତ ଅଣଯିହୁଦୀୟ ମଣ୍ତଳୀର ଲୋକମାନେ ମଧ୍ୟ ସେମାନଙ୍କ ପ୍ରତି କୃତଜ୍ଞ। BSB BSB: who have risked their lives for me. Not only I but all the churches of the Gentiles are grateful to them.
5 UDB ତାଙ୍କ ଘରେ ଏକତ୍ରୀତ ହେଉଥିବା ମଣ୍ତଳୀକୁ ମଧ୍ୟ ସେମାନଙ୍କୁ ନମସ୍କାର ଜଣାଏ। ମୋର ବନ୍ଧୁ ଏପାଇଁ ନେତାଙ୍କୁ ମୋର ସମ ନମସ୍କାର ଜଣାଅ। ଖ୍ରୀଷ୍ଟରେ ବିଶ୍ୱାସୀ ହେବାରେ ଏସିଆ ପ୍ରଦେଶରେ ସେ ହିଁ ପ୍ରଥମ ବ୍ୟକ୍ତି ଅଟନ୍ତି। BSB BSB: Greet also the church that meets at their house. Greet my beloved Epenetus, who was the first convert to Christ in the province of Asia.
6 UDB ମରିୟମଙ୍କୁ ନମସ୍କାର। ସେ ତୁମ୍ଭମାନଙ୍କ ପାଇଁ ବହୁତ କାମ କରିଛନ୍ତି। BSB BSB: Greet Mary, who has worked very hard for you.
7 UDB ଆନ୍ଦ୍ରନିକ ଓ ତା’ଙ୍କ ସ୍ତ୍ରୀ ଯୂନିୟାଙ୍କୁ ନମସ୍କାର। ସେମାନେ ମୋର ଜ୍ଞାତି, ଓ ସେମାନେ ମୋ’ ସହିତ ବନ୍ଦୀ ହୋଇ କାରଗାରରେ ଥିଲେ। ସେମାନେ ପରମେଶ୍ୱରଙ୍କ ଅତି ପ୍ରସିଦ୍ଧ କାର୍ଯ୍ୟକର୍ତ୍ତା ଓ ମୋ’ଠାରୁ ପୂର୍ବରୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀ ଥିଲେ। BSB BSB: Greet Andronicus and Junia, my fellow countrymen and fellow prisoners. They are outstanding among the apostles, and they were in Christ before I was.
8 UDB ପ୍ରଭୁଙ୍କଠାରେସ୍ଥିତ ମୋର ପ୍ରିୟ ମାତ୍ର ଆମ୍ପ୍ଲିଯାତାଙ୍କୁ ନମସ୍କାର ପୁଣି ପ୍ରଭୁରେ ଯୋଗ ଦିଅନ୍ତି। BSB BSB: Greet Ampliatus, my beloved in the Lord.
9 UDB ଖ୍ରୀଷ୍ଟଙ୍କ ସେବା ବିଷୟରେ ଆମ୍ଭର ସହକର୍ମୀ ଉର୍ବାଣ ଓ ମୋର ପ୍ରିୟତମ ମିତ୍ର ଆରିସ୍ତାଖୁଙ୍କୁ ମୋର ନମସ୍କାର। BSB BSB: Greet Urbanus, our fellow worker in Christ, and my beloved Stachys.
10 UDB ଆପେଲ୍ଲାଙ୍କୁ ମୋର ନମସ୍କାର, ଯିଏ ଖ୍ରୀଷ୍ଟଙ୍କ ସେବାରେ ପରୀକ୍ଷିତ ଓ ପ୍ରମାଣିତ। ଆରିସ୍ତବୁଲଙ୍କ ପରିବାରଜନଙ୍କୁ ମୋର ନମସ୍କାର। BSB BSB: Greet Apelles, who is approved in Christ. Greet those who belong to the household of Aristobulus.
11 UDB ମୋର ଜ୍ଞାତି ହେରୋଦିୟୋନଙ୍କୁ ମୋର ନମସ୍କାର। ନାର୍କିସଙ୍କ ପରିଜନମାନଙ୍କୁ ନମସ୍କାର ଯେଉଁମାନେ ପ୍ରଭୁଙ୍କର ଅଟନ୍ତି। BSB BSB: Greet Herodion, my fellow countryman. Greet those from the household of Narcissus who are in the Lord.
12 UDB ପ୍ରଭୁଙ୍କର ପରିଶ୍ରମୀ କାର୍ଯ୍ୟ କର୍ତ୍ତାକୁ ଫେଣା ଓ କ୍ରୁଫୋସାଙ୍କୁ ନମସ୍କାର। ମୋର ପ୍ରିୟ ପ୍ରଭୁଙ୍କ ସେବାରେ ପରିଶ୍ରମକାରିଣୀ ପର୍ଶିଙ୍କୁ ନମସ୍କାର। BSB BSB: Greet Tryphena and Tryphosa, women who have worked hard in the Lord. Greet my beloved Persis, who has worked very hard in the Lord.
13 UDB ପ୍ରଭୁଙ୍କର ବିଶିଷ୍ଟ ସେବକରୂପେ ଓ ତାହାଙ୍କର ମା'ଙ୍କୁ ଯେ ମୋର ମାତା ଭଳି ତାହାଙ୍କୁ ମୋର ନମସ୍କାର। BSB BSB: Greet Rufus, chosen in the Lord, and his mother, who has been a mother to me as well.
14 UDB ଅସୁଙ୍କ୍ରିତ, ଫ୍ଲେଗୋନ, ହର୍ମୀସ୍, ପାତ୍ରବା ଓ ହର୍ମାସ୍, ଏବଂ ସେମାନଙ୍କ ସହିତ ଥିବା ଭାଇମାନଙ୍କୁ ନମସ୍କାର। BSB BSB: Greet Asyncritus, Phlegon, Hermes, Patrobas, Hermas, and the brothers with them.
15 UDB ଫିଲଲଗ, ଯୁଲିଯା, ନୀରୂସ୍ ଓ ତାହାଙ୍କ ଭଉଣୀ, ଅଲୁମ୍ପା ଓ ସେମାନଙ୍କ ସହିତ ଥିବା ସମସ୍ତ ସାଧୁମାନଙ୍କୁ ନମସ୍କାର। BSB BSB: Greet Philologus and Julia, Nereus and his sister, and Olympas and all the saints with them.
16 UDB ତୁମ୍ଭେମାନେ ସମସ୍ତେ ପବିତ୍ର ଚୁମ୍ବନ ଦେଇ ଏକାରେକକୁ ଅଭିବାଦନ ଜଣାଅ। ଖ୍ରୀଷ୍ଟଙ୍କର ସମସ୍ତ ମଣ୍ତଳୀ ବା ବିଶ୍ୱାସୀ ସମୂହ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି। BSB BSB: Greet one another with a holy kiss. All the churches of Christ send you greetings.
17 UDB ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ କହିବାକୁ ଇଛାକରେ ଯେ, ଯେଉଁ ଲୋକମାନେ ତୁମ୍ଭ ଭିତରେ ଦଳଭେଦ ଓ ବିଘ୍ନ ଆଣିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କଠାରୁ ସତର୍କ ରୁହ। ଲୋକମାନଙ୍କର ବିଶ୍ୱାସକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କଠାରୁ ସତର୍କ ରୁହ। ଏଭଳି ଲୋକେ ତୁମ୍ଭେ ଗ୍ରହଣ କରିଥିବା ପ୍ରକୃତ ଶିକ୍ଷା ବିରୁଦ୍ଧରେ ଥାଆନ୍ତି। BSB BSB: Now I urge you, brothers, to watch out for those who create divisions and obstacles that are contrary to the teaching you have learned. Turn away from them.
18 UDB ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା ନ କରି କେବଳ ନିଜ ସୁଖରେ ମାତି ଥା’ନ୍ତି। ସେମାନେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁମାନେ ମନ୍ଦ ବିଷୟରେ ଜାଣି ନାହାନ୍ତି, ସେମାନଙ୍କୁ ଭୁଲାନ୍ତି। BSB BSB: For such people are not serving our Lord Christ, but their own appetites. By smooth talk and flattery they deceive the hearts of the naive.
19 UDB ତୁମ୍ଭେମାନେ ଖ୍ରୀଷ୍ଟଙ୍କର ବାଧ୍ୟ ଅଟ; ସମସ୍ତେ ଏହା ଶୁଣିଛନ୍ତି। ମୁଁ ତୁମ୍ଭମାନଙ୍କ ପାଇଁ ବହୁତ ଖୁସି। କିନ୍ତୁ ମୁଁ ଇଚ୍ଛା କରେ ଯେ ତୁମ୍ଭେମାନେ ଭଲ ପାଇଁ ବିଚକ୍ଷଣ ହୁଅ ଯେପରି ତୁମେ ଉତ୍ତମ ବିଷୟ ଓ ମନ୍ଦଠାରୁ ପୃଥକ ରୁହ। BSB BSB: Everyone has heard about your obedience, so I rejoice over you. But I want you to be wise about what is good and innocent about what is evil.
20 UDB ଯଦି ତୁମେ ଏହି ସବୁ କର ଈଶ୍ୱର ଆମ୍ଭମାନଙ୍କୁ ତାହାଙ୍କର ଶାସ୍ତି ଦେବେ। ଶାନ୍ତିର ଦାତା ପରମେଶ୍ୱର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ। BSB BSB: The God of peace will soon crush Satan under your feet. The grace of our Lord Jesus Christ be with you.
21 UDB ମୋର ସହକାରୀ ତୀମଥି ଓ ମୋର ସ୍ୱଜାତୀୟ ଯିହୁଦୀମାନେ ଲୂକୀୟ, ଯାସୋନ୍ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। BSB BSB: Timothy, my fellow worker, sends you greetings, as do Lucius, Jason, and Sosipater, my fellow countrymen.
22 UDB ଏହି ପତ୍ରର ଲେଖକ ମୁଁ ତର୍ତ୍ତୀୟ ଅଟେ। ମୁଁ ମଧ୍ୟ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନାମରେ ନମସ୍କାର କରୁଅଛି। BSB BSB: I, Tertius, who wrote down this letter, greet you in the Lord.
24 UDB ମୁଁ ପାଉଲ ଗାୟଙ୍କ ଗୃହରେ ମୁଁ ଅଛି ଏବଂ ମୁଁ ଚାହେଁ ତାହାଙ୍କ ଗୃହରେ ଯେଉଁ ମଣ୍ଡଳୀ ଏକତ୍ରୀତ ହୁଅନ୍ତି, ସେମାନଙ୍କୁ ଅଭିବାଦନ ଜଣାଅ। ଏରାଷ୍ଟସ୍ ଯେ ନଗରୀର ବିତ୍ତ ସଂଚାଳକ ସେ ତୁମ୍ଭମାନଙ୍କୁ କ୍ୱାର୍ତ୍ତଙ୍କ ସହ ନମସ୍କାର ଜଣାନ୍ତି। BSB BSB: Not in the BSB
25 UDB ଏଭାବେ ଓ ସେପ୍ରକାରେ ପରମେଶ୍ୱର ହିଁ ତୁମ୍ଭକୁ ସୁସ୍ଥିର କରି ପାରନ୍ତି। ମୁଁ ତୁମ୍ଭମାନଙ୍କୁ ସୁସ୍ଥିର ହେବା ପାଇଁ ଯେଉଁ ସମାଚାର ପ୍ରଚାର କରୁଛି ସେହି ସତ୍ୟ ସୃଷ୍ଟି ଆରମ୍ଭରୁ ଗୁପ୍ତ ଭାବରେ ଥିଲା BSB BSB: Now to Him who is able to strengthen you by my gospel and by the proclamation of Jesus Christ, according to the revelation of the mystery concealed for ages past
26 UDB ପରମେଶ୍ୱର ତାହାକୁ ପ୍ରକାଶିତ କରିବା ପାଇଁ ଆଦେଶ ଦେଇଛନ୍ତି। ଏହି ଗୁପ୍ତ ସତ୍ୟ ଏବେ ଆମ୍ଭକୁ ଓ ସମସ୍ତଙ୍କୁ ଜ୍ଞାତ କରାଯାଇଛି। ଭବିଷ୍ୟଦ୍ବକ୍ତାମାନଙ୍କର ଲେଖା ଦ୍ୱାରା ତାହା ପ୍ରକାଶିତ ହେଲା। ଏହା ଦ୍ୱାରା ସମସ୍ତ ଲୋକମାନଙ୍କର ପରମେଶ୍ୱରଙ୍କ ପାଇଁ ବିଶ୍ୱାସ ଓ ଆଜ୍ଞାକାରିତା ବଢି ପାରିବ। BSB BSB: but now revealed and made known through the writings of the prophets by the command of the eternal God, in order to lead all nations to the obedience that comes from faith—
27 UDB ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯାହା ସେ ଆମ ନିମନ୍ତେ କରିଅଛନ୍ତି ତାହାଙ୍କ ମାଧ୍ୟମରେ ଏକ ମାତ୍ର ଜ୍ଞାନବାନ ପରମେଶ୍ୱରଙ୍କର ପ୍ରଶଂସା ଅନନ୍ତ କାଳ ପାଇବା ନିମନ୍ତେ ଯୋଗ୍ୟ ତାହାଙ୍କର ହେଉ। ଆମେନ୍। BSB BSB: to the only wise God be glory forever through Jesus Christ! Amen.
Select verses for actions: Enter goes to them and Escape comes back.