3 UDB କିନ୍ତୁ ଯେଉଁମାନେ ଯୀଶୁଙ୍କ ବିଷୟରେ ସତ୍ୟକୁ ସମ୍ମତି ଦିଅନ୍ତି ନାହିଁ ସେମାନେ ଈଶ୍ୱରଙ୍କ ପାଖରୁ ଆସିଥିବା ସୁସମ୍ବାଦ ଦେଉନାହାନ୍ତି I ସେମାନେ ସେହି ଶିକ୍ଷକମାନେ ଯେଉଁମାନେ ଖ୍ରୀଷ୍ଟଙ୍କୁ ବିରୋଧ କରନ୍ତି I ତୁମ୍ଭେମାନେ ଶୁଣିଛ ଯେ ସେପରି ଲୋକମାନେ ଆମ ମଧ୍ୟକୁ ଆସୁଛନ୍ତି I ଏବେ ସୁଦ୍ଧା ସେମାନେ ଏଠାରେ ଅଛନ୍ତି I BSB BSB: and every spirit that does not confess Jesus is not from God. This is the spirit of the antichrist, which you have heard is coming and which is already in the world at this time.
4 UDB ତୁମ୍ଭେ ମୋର ପ୍ରିୟ, ତୁମ୍ଭେ ଈଶ୍ୱରଙ୍କର, ଓ ତୁମ୍ଭେ ସେମାନଙ୍କ ଶିକ୍ଷାକୁ ବିଶ୍ୱାସ କରିବା ପାଇଁ ମନା କରିଛ, କାରଣ ଈଶ୍ୱର, ଯେ ତୁମ୍ଭକୁ ସକ୍ଷମ କରନ୍ତି ଯାହା ସେ ତୁମ୍ଭକୁ କରିବାକୁ ଚାହାନ୍ତି, ସେ ମହାନ I BSB BSB: You, little children, are from God and have overcome them, because greater is He who is in you than he who is in the world.
5 UDB ସେମାନଙ୍କ ପାଇଁ ଯେଉଁମାନେ ମିଥ୍ୟା ବିଷୟ ସବୁ ଶିକ୍ଷା ଦିଅନ୍ତି, ସେମାନେ ଜଗତର ସେଇ ଲୋକମାନଙ୍କ ସହିତ ଅଛନ୍ତି ଯେଉଁମାନେ ଈଶ୍ୱରଙ୍କୁ ଗୌରବ ଦିଅନ୍ତି ନାହିଁ I BSB BSB: They are of the world. That is why they speak from the world’s perspective, and the world listens to them.
6 UDB ଆଉ ଆମ୍ଭେମାନେ, ଈଶ୍ୱରଙ୍କର I ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି, ସେମାନେ ଆମ ଶିକ୍ଷାକୁ ଶୁଣନ୍ତି, କିନ୍ତୁ ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ ସେମାନେ ଆମ ଶିକ୍ଷାକୁ ଶୁଣନ୍ତି ନାହିଁ I BSB BSB: We are from God. Whoever knows God listens to us; whoever is not from God does not listen to us. That is how we know the Spirit of truth and the spirit of deception.
7 UDB ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରିବା ଦରକାର, କାରଣ ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରିବାକୁ ସକ୍ଷମ କରନ୍ତି, ଓ କାରଣ ଯେଉଁମାନେ ନିଜର ସହ ବିଶ୍ୱାସୀ ମାନଙ୍କୁ ପ୍ରେମ କରନ୍ତି ସେମାନେ ଈଶ୍ୱରଙ୍କର ସନ୍ତାନ ହୋଇସାରିଅଛନ୍ତି ଓ ତାହାଙ୍କୁ ଜାଣନ୍ତି I BSB BSB: Beloved, let us love one another, because love comes from God. Everyone who loves has been born of God and knows God.
10 UDB ଆଉ ଈଶ୍ୱର ଆମ୍ଭମାନଙ୍କୁ ଦେଖାଇଅଛନ୍ତି କି ପରସ୍ପରକୁ ପ୍ରେମ କରିବାର ପ୍ରକୃତ ଅର୍ଥ କ’ଣ: ଏହାର ଅର୍ଥ ନୁହେଁ କି ଆମ୍ଭେ ଈଶ୍ୱରଙ୍କୁ ପ୍ରେମ କରିଅଛୁ, କିନ୍ତୁ ଏହା ଯେ ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରନ୍ତି I ସେଥିପାଇଁ ସେ ନିଜର ପୁତ୍ରକୁ ବଳିଦାନ ନିମନ୍ତେ ପଠାଇଲେ, ଯେପରି ଆମର ପାପକୁ ଈଶ୍ୱର କ୍ଷମା କରିପାରନ୍ତି I BSB BSB: And love consists in this: not that we loved God, but that He loved us and sent His Son as the atoning sacrifice for our sins.
11 UDB ପ୍ରିୟ ବନ୍ଧୁଗଣ, ଯେପରି ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରନ୍ତି ଆମ୍ଭେ ପରସ୍ପରକୁ ସେହିପରି ପ୍ରେମ କାରିବା ଦରକାର! BSB BSB: Beloved, if God so loved us, we also ought to love one another.
12 UDB କେହିଁ କେବେ ଈଶ୍ୱରଙ୍କୁ ଦେଖିନାହାନ୍ତି I ଯଦି ଆମ୍ଭେ ପରସ୍ପରକୁ ପ୍ରେମ କରୁ, ତେବେ ଏହା ସ୍ପଷ୍ଟ ଅଟେ ଈଶ୍ଵର ଆମଠାରେ ବାସ କରନ୍ତି ଓ ଆମ୍ଭେ ଅନ୍ୟକୁ ପ୍ରେମ କରୁ ଯେପରି ସେ ଇଚ୍ଛା କରନ୍ତି କି ଆମ୍ଭେ ତାହା କରୁ I BSB BSB: No one has ever seen God; but if we love one another, God remains in us, and His love is perfected in us.
13 UDB ମୁଁ ତୁମ୍ଭମାନଙ୍କୁ କହିବି କିପରି ତୁମ୍ଭେ ବିଶ୍ଵାସ କରିବ ଯେ ଆମ୍ଭେ ଈଶ୍ଵରଙ୍କ ସହ ସହଭାଗି ହୋଇଅଛୁ ଓ ଯୋଗ ହୋଇଅଛୁ I BSB BSB: By this we know that we remain in Him, and He in us: He has given us of His Spirit.
14 UDB ଆମ୍ଭେ ପ୍ରେରିତ ଈଶ୍ଵରଙ୍କ ପୁତ୍ରକୁ ଦେଖିଅଛୁ, ଓ ବିଶ୍ଵସ୍ତତାର ସହ ଆମ୍ଭେ ଅନ୍ୟମାନଙ୍କୁ ଏହା କହୁ, ଈଶ୍ଵର ତାହାଙ୍କୁ ପଠାଇଅଛନ୍ତି ପାପରେ ପୀଡିତ ହୋଇଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପଠାଇଅଛନ୍ତି I BSB BSB: And we have seen and testify that the Father has sent His Son to be the Savior of the world.
15 UDB ତେଣୁ ଈଶ୍ଵର ତାହାଙ୍କଠାରେ ସଂଯୁକ୍ତ ହେଲେ ଯେଉଁମାନେ ଯୀଶୁଙ୍କ ବିଷୟରେ ସତ୍ୟ କୁହନ୍ତି I ସେମାନେ କୁହନ୍ତି "ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି" ଓ ସେମାନେ ଈଶ୍ଵରଙ୍କଠାରେ ସଂଯୁକ୍ତ ହୋଇରହନ୍ତି I BSB BSB: If anyone confesses that Jesus is the Son of God, God abides in him, and he in God.
17 UDB ଆମ୍ଭେ ଏକ ଆରେକକୁ ପ୍ରେମ କରିବା ଆବଶ୍ୟକ, ଯଦି ତାହା ଆମ୍ଭେ କରୁ ତେବେ ଈଶ୍ଵରଙ୍କ ବିଚାର ସମୟରେ ଆମ୍ଭେ ସାହସର ସହିତ ରହିବା କି ଆମ୍ଭେମାନେ ଦଣ୍ଡିତ ହେବା ନାହିଁ I ଆମ୍ଭେ ବିଶ୍ଵାସର ସହିତ ରହିବା, ଯେପରି ଖ୍ରୀଷ୍ଟ ଈଶ୍ଵରଙ୍କ ସହ ସଂଯୁକ୍ତ ଅଟନ୍ତି ସେହିପରି ଆମ୍ଭେମାନେ ମଧ୍ୟ ଈଶ୍ଵରଙ୍କଠାରେ ରହୁ I BSB BSB: In this way, love has been perfected among us, so that we may have confidence on the day of judgment; for in this world we are just like Him.
18 UDB ଯଦି ଆମ୍ଭେ ବାସ୍ତବରେ ଈଶ୍ଵରଙ୍କୁ ପ୍ରେମ କରୁ ତେବେ ଆମ୍ଭେ ତାହାଙ୍କୁ ଭୟ କରିବା ନାହିଁ, କାରଣ ଯେଉଁମାନେ ଈଶ୍ଵରଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରେମ କରନ୍ତି ସେମାନେ କେବେହେଁ ଭୟ କରିବେ ନାହିଁ I ଆମ୍ଭେ ସେତେବେଳେ ଭୟ କରିବା ଯେତେବେଳେ ଆମ୍ଭେ ଭାବିବା ଈଶ୍ଵର ଆମ୍ଭମାନଙ୍କୁ ଦଣ୍ଡ ଦେବେ I ତେବେ ଯେଉଁମାନେ ଈଶ୍ଵରଙ୍କୁ ଭୟ କରନ୍ତି ସେମାନେ ଈଶ୍ଵରଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରେମ କରନ୍ତି ନାହିଁ I BSB BSB: There is no fear in love, but perfect love drives out fear, because fear involves punishment. The one who fears has not been perfected in love.
19 UDB ଆମ୍ଭେ ଈଶ୍ଵର ଓ ଆମ ସହବିଶ୍ଵାସୀ ଭାଇମାନଙ୍କୁ ପ୍ରେମ କରୁ କାରଣ ଈଶ୍ଵର ଆମ୍ଭମାନଙ୍କୁ ପ୍ରଥମେ ପ୍ରେମ କଲେ I BSB BSB: We love because He first loved us.
20 UDB ଏପରି ଲୋକ ଯେ ଏହା କହନ୍ତି "ଈଶ୍ଵରଙ୍କୁ ପ୍ରେମ କରେ" କିନ୍ତୁ ମିଛ କହୁଥିବା ସହ ବିଶ୍ଵାସୀ ଭାଇଙ୍କୁ ଘୃଣା କରନ୍ତି I ଯେଉଁମାନେ ନିଜର ସହ ବିଶ୍ଵାସୀ ଭାଇଙ୍କୁ ପ୍ରେମ କରନ୍ତି ନାହିଁ ଯାହାକୁ ସେମାନେ ଦେଖି ପାରନ୍ତି, ତେହେ ସେମାନେ ନିଶ୍ଚିତ ଭାବରେ ଈଶ୍ଵରଙ୍କୁ ପ୍ରେମ କରନ୍ତି ନାହିଁ କାରଣ ସେମାନେ କେବେ ଈଶ୍ଵରଙ୍କୁ ଦେଖିନାହାନ୍ତି I BSB BSB: If anyone says, “I love God,” but hates his brother, he is a liar. For anyone who does not love his brother, whom he has seen, cannot love God, whom he has not seen.
21 UDB ଆମ୍ଭେମାନେ ଧ୍ୟାନ ରଖିବା, ପରମେଶ୍ଵର ଆମ୍ଭମାନଙ୍କୁ ଏହି ଆଜ୍ଞା ଦିଅନ୍ତି ଯଦି ଆମ୍ଭେ ଈଶ୍ଵରଙ୍କୁ ପ୍ରେମ କରୁ ତେବେ ଆମ୍ଭେ ଆପଣା ପ୍ରତିବାସୀକୁ ମଧ୍ୟ ପ୍ରେମ କରୁ I BSB BSB: And we have this commandment from Him: Whoever loves God must love his brother as well.
Select verses for actions: Enter goes to them and Escape comes back.